Home Left

ଝିଅ ପାଇଁ ୯୨ ଲକ୍ଷ ଟଙ୍କାର ଗାଡି କିଣିଲେ ବିପାଶା-କରନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିପାଶା ବସୁ ଏବେ ବଡ ପରଦାଠାରୁ ଦୂରେଇ ରହିଛନ୍ତି। ହେଲେ ସୋସିଆଲ ମିଡିଆ ମାଧ୍ୟମରେ ଅଭିନେତ୍ରୀ ସବୁବେଳେ ପ୍ରଶଂସକଙ୍କ ସହ ଯୋଡି ହୋଇ ରହୁଛନ୍ତି। ନିକଟରେ ଅଭିନେତ୍ରୀ ତାଙ୍କ କାର କଲେକସନରେ ଏକ ନ୍ୟୁ ଅଡି କ୍ୟୁ…

୭ ନମ୍ବର ୱାର୍ଡ ରାସ୍ତାରେ ପାଣିର ସୁଅ

କୋଡ଼ପଡ଼ା,୩୦ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ୭ନଂ. ୱାର୍ଡ ବୈତରଣୀ ବିହାରର ରାସ୍ତା ଉପରେ ପାଣିର ସୁଅ ଝୁଟିଛି। ଅସରାଏ ବର୍ଷାରେ ଆଣ୍ଠୁଏ ଉପରେ ପାଣି ଜମୁଥିବାରୁ ଲୋକେ ଯାତାୟାତରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ, ଆନନ୍ଦପୁର ବ୍ଲକ୍‌ ଅନୁକୂଲ୍ୟରେ…

ରାଜସ୍ଥାନରେ ଗେହଲଟ-ପାଇଲଟ ଏକାଠି ଲଢିବେ ନିର୍ବାଚନ: କଂଗ୍ରେସ

ନୂଆଦିଲ୍ଲୀ,୩୦।୫: କଂଗ୍ରେସ ସୋମବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସହ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମାରାଥନ ବୈଠକ କରିଛନ୍ତି। ବୈଠକ ପରେ କଂଗ୍ରେସ କହିଛି, ଆସନ୍ତା…

ଆଫଗାନିସ୍ତାନର ବାରୁଦ ସୁଡଙ୍ଗରେ ବିସ୍ଫୋରଣ, ୩ ଶିଶୁ ମୃତ

କାବୁଲ,୩୦।୫: ଆଫଗାନିସ୍ତାନର ଓ୍ବାର୍ଦକ ଅଞ୍ଚଳରେ ବାରୁଦ ସୁଡଙ୍ଗ ବିସ୍ଫୋରଣରେ ଅତି କମରେ ତିନି ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି ବୋଲି ଖାମା ପ୍ରେସ ଜଣେ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ଓ୍ବାର୍ଦକ ଅଞ୍ଚଳରେ ଏବେବି ବିଗତ ଯୁଦ୍ଧରୁ…

ମଣିପୁର ହିଂସାରେ ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଇମ୍ଫାଲ,୩୦।୫: ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ଯଥା ସମ୍ଭବ ଚେଷ୍ଟା କରାଯାଉଥିବା ବେଳେ ପୁଣି କେତେକ ସ୍ଥାନରେ ହିଂସା ହେଉଥିବା ଖବର ଆସୁଛି। ଏହି ହିଂସାରେ କେତେକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କେତେଜଣ ଆହତ ବି ହୋଇଛନ୍ତି। ଏବେ ସରକାର…

ବାଘ ଆତଙ୍କ: ଜୀବନ ନେଇ ଦୌଡ଼ିଲେ ପମ୍ପ ହାଉସ କର୍ମଚାରୀ

କୋଟଗଡ଼,୩୦।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡାରେ ବାଘ ଆତଙ୍କ। ସହରର ବଡ଼ଗାଁ ନିକଟ ଖଡଗ ନଦୀ କୂଳରେ ଥିବା ପମ୍ପ ହାଉସ ନକଟରେ ସୋମବାର ରାତିରେ ବାଘ ଗର୍ଜନ କରୁଥିବା କର୍ମଚାରୀ ପ୍ରକାଶ କରିଛନ୍ତି। ଏପରିକି ପମ୍ପ ହାଉସ କର୍ମଚାରୀ ପାଣିପମ୍ପ ଚଳାଇବା…

ଲୋକଙ୍କ ଜୀବନରେ ଉନ୍ନତି ପାଇଁ ପ୍ରତ୍ୟେକ ନିଷ୍ପତ୍ତି ନିଆଯାଇଛି: ଭାଜପା ସରକାରଙ୍କ ୯ ବର୍ଷ ପୂରଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଟୁଇଟ୍‌

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାରର ନଅ ବର୍ଷ ପୂରଣ ହେବା ଅବସରରେ ଏକ ଟୁଇଟ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଗତ ନଅ ବର୍ଷରେ ପ୍ରତ୍ୟେକ ନିଷ୍ପତ୍ତି ନିଆଯାଇଛି। ଆଜି ଯେବେ ଆମେ…

ଦୁଇ ଦିନ ରିମାଣ୍ଡରେ ସାହିଲ, ଗିରଫ ହେବା ପୂର୍ବରୁ ଲଗାତାର ଦେଖୁଥିଲେ ଟିଭି

ନୂଆଦିଲ୍ଲୀ,୩୦।୫: ରାଜଧାନୀ ଦିଲ୍ଲୀରେ ୧୬ ବର୍ଷର ନାବାଳିକାଙ୍କୁ ଛୁରି ଭୂଷି ହତ୍ୟା କରିଥିବା ମାମଲରେ ଅଭିଯୁକ୍ତ ସାହିଲଙ୍କୁ ଦୁଇ ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦିଆଯାଇଛି। ଦିଲ୍ଲୀ ପୋଲିସ ସାହିଲଙ୍କୁ ସକାଳ ୧୦ଟାରେ କୋର୍ଟରେ ହାଜର କରାଇ ରିମାଣ୍ଡରେ ନେଇଛି। ଏବେ…

ପୋଖରୀରେ ବିଷ ପକାଇ ମାଛ ମାରିଦେଲେ

ନିଶ୍ଚିନ୍ତକୋଇଲି,୩୦।୫(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତରେ ଏକ ପୋଖରୀରେ କୌଣସି ଦୁର୍ବୃତ୍ତ ବିଷ ପକାଇ ଲକ୍ଷାଧିକ ଟଙ୍କାର ମାଛ ମାରିଦେଇଥିବା ଅଭିଯୋଗ ହୋଇଛି। ଏହାକୁ ଭିତ୍ତି କରି ପୋଲିସ ଥାନାରେ ମାମଲା (ନଂ. ୯୬/୨୩) ରୁଜୁ କରି ତଦନ୍ତ…

‘ଫୋନ୍‌ପେ’ରେ ଲାଞ୍ଚ ନେଇ ଟିପିସିଓଡିଏଲ୍‌ କର୍ମଚାରୀ ଗିରଫ 

ଭୁବନେଶ୍ୱର,୩୦।୫(ବ୍ୟୁରୋ): ଜଣେ ବ୍ୟକ୍ତିଙ୍କ ପାଖରୁ ‘ଫୋନ୍‌ପେ’ ଜରିଆରେ ୧୦ ହଜାର ଟଙ୍କା ଲାଞ୍ଚ ନେଇ ବିଦ୍ୟୁତ୍‌ ବିତରଣ ସଂସ୍ଥା ଟିପିସିଓଡିଏଲ୍‌ର ଜଣେ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ସୋମବାର ଗିରଫ ହୋଇଛନ୍ତି। ସେ ହେଲେ ଏହି ସଂସ୍ଥାର ନୟାପଲ୍ଲୀସ୍ଥିତ ଗ୍ରିଭାନ୍‌ସ ରିଡ୍ରେସାଲ୍‌ ଫୋରମ୍‌…

ଭିନ୍ନକ୍ଷମ ଆଥ୍‌ଲେଟ ସ୍ବର୍ଣ୍ଣଲତାଙ୍କୁ ସରକାରୀ ସହାୟତା ମିଳୁନି

ରାଜକନିକା,୩୦ା୫(ଡି.ଏନ୍‌.ଏ.): ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ। ହେଲେ ଛାତିରେ ଛାତିଏ ବଳ। ମୁଁ ଭିନ୍ନକ୍ଷମ ସତ, ହେଲେ ଯେଉଁମାନେ ମୋ ପରି ଭିନ୍ନକ୍ଷମଙ୍କୁ ଖରାପ ନଜରରେ ଦେଖୁଛନ୍ତି ମୁଁ ସେମାନଙ୍କ ପାଇଁ ଉଦାହରଣ ସାଜିବାକୁ ଚାହୁଁଛି। ସରକାରୀ ସ୍ତରରେ ମୁଁ ଅଣଦେଖା।…

ନୂଆ ସଂସଦ ଭବନର ପ୍ରଶଂସା କଲେ ଅଜିତ ପାଓ୍ବାର, କହିଲେ ଦେଶକୁ ଏହାର ଆବଶ୍ୟକତା ଥିଲା

ପୁଣେ,୩୦।୫: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ନେତା ଅଜିତ ପାଓ୍ବାର ସୋମବାର ନୂଆ ସଂସଦ ଭବନ ଉଦଘାଟନର ପ୍ରଶଂସା କରିଛନ୍ତି। ସମସ୍ତ ଏମପି ଏକାଠି ହୋଇ ସାଧାରଣ ଜନତାଙ୍କ ପାଇଁ କାମ କରିବା ଓ ସେମାନଙ୍କ ସମସ୍ତ ପ୍ରସଙ୍ଗକୁ ବିଚାର କରିବାକୁ ଅଜିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri