Home Left

ନେଗେଟିଭ ରୋଲ ଖୋଜୁଛନ୍ତି ଆୟୁଷ୍ମାନ!

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କର ୧୦ବର୍ଷ କ୍ୟାରିୟରର ପ୍ରତ୍ୟେକ ଭୂମିକା ସହିତ ତାଙ୍କର ବହୁମୁଖୀ ପ୍ରତିଭାର ପ୍ରମାଣ ଦେଇଛନ୍ତି। କେବଳ ତାଙ୍କର ପସନ୍ଦ ସଂପୂର୍ଣ୍ଣ ଅସାମ୍ବିଧାନିକ ନୁହେଁ, ବରଂ ସେ ସର୍ବଦା ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି।…

ସ୍ବାମୀଙ୍କ ଉପରେ ହୁକୁମ୍‌ ଚଲାଇଥାନ୍ତି ଏହି ରାଶିର ମହିଳା; ବ୍ୟକ୍ତିତ୍ୱକୁ ଦେଖି ଯେକେହି…

ଆଜିର ରାଶି ସମ୍ବନ୍ଧୀୟ ଆଲୋଚନାରେ ବିଛା ରାଶିର ମହିଳାଙ୍କ ବିଷୟରେ ଆଲୋଚନା କରିବା। ଏମାନେ ବହୁତ ମହତ୍ୱାକାଂକ୍ଷୀ ହୋଇଥାନ୍ତି। ଜୀବନରେ ଯାହାକୁ ହାସଲ କରିବାକୁ ଏମାନେ ସ୍ଥିର କରିଥାନ୍ତି ତାକୁ ପାଇବା ପରେ ହିଁ ନିଶ୍ୱାସ ମାରନ୍ତି। ଏମାନେ ନିଜ ଆଗରେ…

ଦିଲ୍ଲୀରେ ୩ ଦିନ ବନ୍ଦ ରହିବ ଅନ୍‌ଲାଇନ ଅର୍ଡର

ନୂଆଦିଲ୍ଲୀ,୫।୯: ଜି -୨୦ ଶିଖର ସମ୍ମିଳନୀ ଯୋଗୁ ରାଜଧାନୀ ଦିଲ୍ଲୀରେ ଅନେକ ପ୍ରତିବନ୍ଧକ ଲଗାଯାଇଛି। ଏହି କ୍ରମରେ ଦିଲ୍ଲୀ ପୋଲିସ ସୋମବାର ଏକ ଘୋଷଣା କରିଛି। ଘୋଷଣା ଅନୁଯାୟୀ, ଜି -୨୦ ସମ୍ମିଳନୀ ଯୋଗୁ ସେପ୍ଟେମ୍ବର ୮ ରୁ ୧୦ ତାରିଖ…

ପେଟିଏମ୍‌ ଆଣିଲା ନୂଆ ଛୋଟ ସାଉଣ୍ଡ ବକ୍ସ, କେବଳ ମୋବାଇଲରେ ନୁହେଁ କାର୍ଡରେ ବି ହେବ ପେମେଣ୍ଟ…

ନୂଆଦିଲ୍ଲୀ,୫।୯: ଅନଲାଇନ୍‌ ପେମେଣ୍ଟ କରୁଥିବା ବ୍ୟକ୍ତିଙ୍କ ଲାଗି ଭଲ ଖବର। ଫିନ୍‌ଟେକ୍‌ ଫାର୍ମ ପେଟିଏମ୍‌ ଗ୍ରାହକଙ୍କ ଲାଗି ଏକ ନୂଆ ସାଉଣ୍ଡ ବକ୍ସ(ପେଟିଏମ୍‌ କାର୍ଡ ସାଉଣ୍ଡ ବକ୍ସ) ବଜାରକୁ ଆଣିଛି। ଏହି ସାଉଣ୍ଡ ବକ୍ସରୁ ଗ୍ରାହକ ଏବେ କ୍ୟୁଆର୍‌ କୋର୍ଡ ଅର୍ଥାତ…

‘ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ’ର ସ୍ଥାନରେ ‘ପ୍ରେସିଡେଣ୍ଟ ଅଫ୍‌ ଭାରତ’ ଦେଇଛି ନିମନ୍ତ୍ରଣ, ଜି -୨୦ ରାତ୍ରୀ ଭୋଜନକୁ ନେଇ ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ,୫।୯: ଜି -୨୦ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଭୋଜି ସମ୍ପର୍କରେ କଂଗ୍ରେସ ଏକ ବଡ ଅଭିଯୋଗ ଆଣିଛି। କଂଗ୍ରେସ ରାଷ୍ଟ୍ରପତି ଭବନରେ ସେପ୍ଟେମ୍ବର ୯ରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ରାତ୍ରୀ ଭୋଜନ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ…

କୋହଲିଙ୍କ ପ୍ରଶଂସା କରି ଭାରତୀୟଙ୍କ ହୃଦୟ ଜିତିଲେ ପାକିସ୍ତାନର ଏହି ଯୁବତୀ, ଭାଇରାଲ ହେଉଛି…

ପାଲେକେଲ,୫।୯: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ରହିଛନ୍ତି। ଚିର ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ପାକିସ୍ତାନରେ ମଧ୍ୟ ତାଙ୍କୁ ନେଇ ଭିନ୍ନ କ୍ରେଜ୍‌ ରହିଛି। ଏହାର ସଦ୍ୟତମ ଉଦାହରଣ ସେପ୍ଟେମ୍ବର ୨ରେ ଖେଳାଯାଇଥିବା ଭାରତ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ଯୋଗୀ, ଦେବେ ରିପୋର୍ଟ; ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ଉପରେ ଲାଗିପାରେ ମୋହର

ଲକ୍ଷ୍ନୌ,୫।୯: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ନୂଆଦିଲ୍ଲୀରେ ରହିବେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ତାଙ୍କୁ ଅଯୋଧ୍ୟରେ ନିର୍ମାଣ କରାଯାଉଥିବା ଶ୍ରୀରାମ ଜନ୍ମଭୂମୀ ମନ୍ଦିରରର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରିତ କରି ପାରନ୍ତି। ସେ…

ଗୁରୁ ହିଁ ମାର୍ଗଦର୍ଶକ

ସୁନ୍ଦରଗଡ,୫ା୯ (ଜୟ ନାରାୟଣ ମେଣ୍ଡୁଳି): ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକକୁ ଯିଏ ବାଟ ଦେଖାନ୍ତ ସେ ହିଁ ଗୁରୁ। ଭାରତ ବର୍ଷର ଗୁରୁ ଶିଷ୍ୟ ପରମ୍ପରା, ମୂଲ୍ୟବୋଧ ଭାରତୀୟ ସଂସ୍କୃତିକୁ ଗୌରାନିତ୍ୱ କରିପାରିଛି। ଏହି ମହାନ ପରମ୍ପରାକୁ ବଜାୟ…

ଶ୍ୱଶୁରଙ୍କ ଜନ୍ମଦିନରେ ଭାବବିହ୍ବଳ ହେଲେ ଆଲିଆ

ବମ୍ବେ: ଶ୍ୱଶୁରଙ୍କୁ ମନେପକାଇ ଭାବବିହ୍ବଳ ହେଲେ ଅଭିନେତ୍ରୀ ଆଲିଆ ଭଟ୍ଟ। ସୋମବାର ଦିବଂଗତ ଅଭିନେତା ଋଷି କପୁରଙ୍କ ୭୧ତମ ଜନ୍ମବାର୍ଷିକୀ ଥିଲା। ଏହି ଅବସରରେ ତାଙ୍କୁ ସ୍ତ୍ରୀ ନୀତୁ କପୁର, ବୋହୁ ଆଲିଆ ଏବଂ ଝିଅ ରିଦ୍ଧିମା ମନେ ପକାଇଥିଲେ। ସୋସିଆଲ…

ଚାଷକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ

ବରଗଡ଼,୫।୯(ପ୍ରେମାନନ୍ଦ ଖମାରୀ): ଚାଷଜମିକୁ କେନାଲ ପାଣି ମାଡ଼ୁନି। ଆଶାନୁରୂପ ବୃଷ୍ଟିପାତ ମଧ୍ୟ ହେଉନାହିଁ। ଏଭଳି ସ୍ଥିତିରେ ଉଠାଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ୍‌ ସଂଯୋଗ ମଧ୍ୟ ବିଚ୍ଛିନ୍ନ କରି ଦିଆଯାଇଛି। ଫଳରେ ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ରୁଷୁଡ଼ା, ମହୁଲପାଲି, ମାନପୁର, ଦେଶଭଟଲି…

‘ଆଶିକି -୩’ରେ ନାୟକ ହେବେ କାର୍ତ୍ତିକ!

ବମ୍ବେ: ‘ଲଭ ଆଜକଲ୍‌ ୨’ପରେ ଏବେ ପୁଣିଥରେ ପରଦାରେ ରୋମାନ୍ସ କରିବେ ଅଭିନେତା କାର୍ତ୍ତିକ ଆର୍ୟନ ଏବଂ ସାରା ଅଲ୍ଲି ଖାନ୍‌। ଫିଲ୍ମ ‘ଆଶିକି ୩’ରେ ଉଭୟ ନଜର ଆସି ପାରନ୍ତି। ଟି ସିରିଜ ଅଫିସରେ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଏବଂ…

ଅର୍ଥାଭାବରୁ ରୋଗଶଯ୍ୟାରେ ଝିଅ

ମାଥିଲି,୫ା୯(ସୁବାଷ ଚନ୍ଦ୍ର ଖୁଡୁପିଆ): ମାଲକାନଗିରି ଜିଲା କଦମଗୁଡା ପଞ୍ଚାୟତର ଖୁରୀଗୁଡା ଗ୍ରାମ ଜୟରମା କିର୍ଷାନୀଙ୍କ ଝିଅ ସଞ୍ଜୁ(୭)। ଆଜିକୁ ୨ ବର୍ଷ ଧରି ରୋଗ ଶଯ୍ୟାରେ ପଡି ଯନ୍ତ୍ରଣା ଭୋଗୁଛନ୍ତି। ଖଇରପୁଟ ଆବାସିକ ସେବାଶ୍ରମ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢୁଥିଲେ। ଏଥିଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?