‘ଡିସେମ୍ବର ସୁଦ୍ଧା ସରିବ କାନପୁର ଡ୍ୟାମ୍ କାମ’
କେନ୍ଦୁଝର/ଆନନ୍ଦପୁର,୨୦ା୪(ସ୍ବ.ପ୍ର./ଡି.ଏନ୍.ଏ.): ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ବୁଧବାର କେନ୍ଦୁଝର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଯୋଡ଼ା ବ୍ଲକ୍ କାନପୁର ଜଳସେଚନ ପ୍ରକଳ୍ପ ଗସ୍ତ କରି ଏହି ପ୍ରକଳ୍ପ ଡିସେମ୍ବର ସୁଦ୍ଧା…
ଉନ୍ନୟନ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ
ଯୋଡ଼ା/ବଡ଼ବିଲ୍/କେନ୍ଦୁଝର,୨୦ା୪(ଡି.ଏନ.ଏ./ସ୍ବ.ପ୍ର.): ଗ୍ରାମ୍ୟ ଉନ୍ନୟନ ଓ ସୂଚନା ଲୋକସମ୍ପର୍କ ବିଭାଗ ତଥା ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ କେନ୍ଦୁଝର ଜିଲା ଯୋଡ଼ା ଓ ବଡ଼ବିଲ ଅଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଗ୍ରାମୀଣ ଉନ୍ନୟନ କାର୍ଯ୍ୟ ଓ ସହରାଞ୍ଚଳର…
ଓଡ଼ିଶାରୁ ଭାଗନେବେ ୧୧ ଖେଳାଳି
ଭୁବନେଶ୍ୱର, ୨୦।୪ (କ୍ରୀଡ଼ା ପ୍ରତିନିଧି): ରୋଲ ବଲ୍ ବିଶ୍ୱକପ୍ର ୬ଷ୍ଠ ସଂସ୍କରଣ ପୁଣେର ବାଲଓ୍ବୋଡ଼ି ଷ୍ଟାଡିୟମରେ ଚଳିତମାସ ୨୧ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବାପାଇଁ ଓଡ଼ିଶାର ୧୧ ପ୍ରତିଭା ସମ୍ପନ୍ନ ରୋଲ ବଲ୍ ଖେଳାଳି ମନୋନୀତ ହୋଇଛନ୍ତି।…
ଏନ୍ସିଏ ଏଚ୍ପି କ୍ୟାମ୍ପ ପାଇଁ ଆଶୁତୋଷ ମନୋନୀତ
ଭୁବନେଶ୍ୱର, ୨୦।୪ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ଡାହାଣହାତୀ ଦ୍ରୁତ ବୋଲର ଆଶୁତୋଷ ଛୁରିଆ ୨୩ ବର୍ଷରୁ କମ୍ ଜାତୀୟ କ୍ରିକେଟ ଏକାଡେମୀ ହାଇପରଫର୍ମାନ୍ସ କ୍ୟାମ୍ପ ପାଇଁ ମନୋନୀତ ହୋଇଛନ୍ତି। ସମ୍ବଲପୁର ଜିଲାରୁ ପ୍ରତିନିଧିତ୍ୱ କରୁଥିବା ଆଶୁତୋଷ ନିକଟରେ…
ପ୍ରମୋଦ-ସୁକାନ୍ତ ନମ୍ବରଓ୍ବାନ୍
ଭୁବନେଶ୍ୱର, ୨୦।୪ (କ୍ରୀଡ଼ା ପ୍ରତିନିଧି): ଭାରତୀୟ ଯୋଡ଼ି ପ୍ରମୋଦ ଭଗତ ଓ ସୁକାନ୍ତ କଦମ ପାରା ବ୍ୟାଡ୍ମିଣ୍ଟନ ପୁରୁଷ ଡବଲ୍ସରେ ବିଶ୍ୱର ନମ୍ବରଓ୍ବାନ ହୋଇଛନ୍ତି। ବୁଧବାର ବ୍ୟାଡ୍ମିଣ୍ଟନ ଓ୍ବାଲର୍ଡ ଫେଡେରେଶନ ପକ୍ଷରୁ ଏହା ଘୋଷଣା କରାଯାଇଛି। ବ୍ରାଜିଲରେ ନିକଟରେ ଅନୁଷ୍ଠିତ ଅନ୍ତର୍ଜାତୀୟ…
ବେଦାନ୍ତ ପକ୍ଷରୁ ଅନ୍ଲାଇନ ଗ୍ୟାଲେରିର ଶୁଭାରମ୍ଭ
ଭୁବନେଶ୍ୱର,୨୦।୪: ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ଐତିହ୍ୟ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର କାର୍ଯ୍ୟକ୍ଷେତ୍ର ଅଞ୍ଚଳଗୁଡ଼ିକରେ ବସବାସ କରୁଥିବା ଗୋଷ୍ଠୀର କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ଅନ୍ଲାଇନ ଗ୍ୟାଲେରିର ଶୁଭାରମ୍ଭ କମ୍ପାନୀ ୱେବ୍ସାଇଟ ଜରିଆରେ କରାଯାଇଛି। ଏ…
ଏଫ୍ଏଫ୍ଆଇ ସ୍ମାରକୀ ପତାକା ଉତ୍ସର୍ଗ
ଭୁବନେଶ୍ୱର,୨୦।୪: ଫ୍ଲାଗ୍ ଫାଉଣ୍ଡେଶନ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ) ପକ୍ଷରୁ ଆଉ ଏକ ସ୍ମାରକୀ ପତାକା ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ବିଶେଷକରି ବିହୁ ଅବସରରେ ଏଫ୍ଏଫ୍ଆଇ ପକ୍ଷରୁ ଗୁଆହାଟୀର ନାରଙ୍ଗି ମିଲିଟାରି ଷ୍ଟେଶନଠାରେ ଏକ ବୃହତ୍ ସ୍ମାରକୀ ପତାକା ସ୍ଥାପନ କରାଯାଇଛି।…
ଭିକେସି ଗ୍ରୁପ୍କୁ ଆଇପିୟୁଏ ଆଓ୍ବାର୍ଡ
ନୂଆଦିଲ୍ଲୀ,୨୦।୪: ଦେଶର ପ୍ରମୁଖ ଫୁଟ୍ଓ୍ବେର ବ୍ରାଣ୍ଡ୍ ତଥା ପପୁଲାରାଇଜିଂ ପଲୁରେଥିନେ(ପିୟୁ) ଫିଟ୍ଓ୍ବେର ନିର୍ମାତ ଭିକେସି ଗ୍ରୁପ୍କୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ସମ୍ମାନରେ ସମ୍ମାନିତ କରାଯାଇଛି। ନୋଏଡାଠାରେ ଆୟୋଜିତ ପିୟୁ ଟେକ୍ ୨୦୨୩ ଉତ୍ସବ ଅବସରରେ ଭିକେସି ଗ୍ରୁପ୍କୁ ସମ୍ମାନଜନକ ଆଇପିୟୁଏ…
ଟାଟା ଷ୍ଟିଲ୍କୁ ଷ୍ଟିଲ୍ ସଷ୍ଟେନବିଲିଟି ଚାମ୍ପିୟନ ମାନ୍ୟତା
ଭୁବନେଶ୍ୱର,୨୦।୪: ଦେଶର ପ୍ରମୁଖ ଘରୋଇ ଶିଳ୍ପ ପ୍ରତିଷ୍ଠାନ ଟାଟା ଷ୍ଟିଲ୍କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ଲଗାତର ଷଷ୍ଠ ବର୍ଷ ପାଇଁ ୱାର୍ଲଡ୍ ଷ୍ଟିଲ୍ ଆସୋସିଏସନ ପକ୍ଷରୁ ଟାଟା ଷ୍ଟିଲ୍କୁ ୨୦୨୩ ଷ୍ଟିଲ୍ ସଷ୍ଟେନବିଲିଟି ଚାମ୍ପିୟନ…
ଡ୍ୟୁକ୍ର ସ୍ପ୍ରିଙ୍ଗ୍-ସମର କଲେକ୍ସନ
ନୂଆଦିଲ୍ଲୀ,୨୦।୪: ଦେଶର ପ୍ରମୁଖ ଲାଇଫ୍ ଷ୍ଟାଇଲ ବ୍ରାଣ୍ଡ୍ ଡ୍ୟୁକ୍ର ସ୍ପ୍ରିଙ୍ଗ୍-ସମର କଲେକ୍ସନ-୨୦୨୩ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷର ସର୍ବଶ୍ରେଷ୍ଠ କଲେକ୍ସନ ଓ ଗ୍ରାହକଙ୍କ ଚାହିଦା ମୁତାବକ ଉତ୍ପାଦଗୁଡ଼ିକୁ ବଜାର ପ୍ରବେଶ କରାଇଛି। ଏପରିକି ସବୁ ବର୍ଗର ଗ୍ରାହକଙ୍କ ପସନ୍ଦ…
ୟୁବିଆଇ କଟକ କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ
ଭୁବନେଶ୍ୱର,୨୦।୪: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଆଇ) କଟକ କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ସରୋଜ କୁମାର ରାଉତ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ରାଉତ ମୁମ୍ବାଇସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟର ରିଟେଲ ଆସେଟ୍ ବିଭାଗରେ ସହାୟକ ମହାପ୍ରବନ୍ଧକ…
ପ୍ରମାଣପତ୍ର ପାଇବାକୁ ଭୂମିହୀନ ହନ୍ତସନ୍ତ
କେନ୍ଦ୍ରାପଡ଼ା ଅଫିସ, ୨୦ା୪: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଟିକରପଙ୍ଗା ପଞ୍ଚାୟତ ନାରାୟଣପୁର ଗଁାରେ ପ୍ରାୟ ୩୦୦ ପରିବାର ଅଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଅନୁସୂଚିତ ଜାତି ବର୍ଗ। ତେବେ ଏସ୍ଇସିସି (ସୋସିଓ ଇକୋନୋମିକ ଆଣ୍ଡ କାଷ୍ଟ ସେନ୍ସସ୍)ର…
Archives


