Home Left

ଠାକୁରାଣୀ ଯାତ୍ରାରେ ପୋଲିସ ନିଷ୍କ୍ରିୟତାରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ

ପୁରୁଷୋତ୍ତମପୁର, ୩୧।୫(ଡିଏନଏ): ଶେଷ ହୋଇଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର କିମ୍ବଦନ୍ତୀ ପୂର୍ଣ୍ଣ ଐତିହାସିକ ଠାକୁରାଣୀ ଯାତ୍ରା। ମଙ୍ଗଳବାର ବିଳମ୍ବିତ ରାତ୍ରରେ ଭାବ ବିହ୍ବଳ ହୋଇ ମା’ ଙ୍କୁ ଅଶୃଳ ବିଦାୟ ଦେଇ ପୁଣି ଦୁଇବର୍ଷ ପରେ ମା ଙ୍କ ଫେରିବା ବାଟକୁ…

ଗଞ୍ଜାମ ଜିଲାରେ ଅଙ୍ଗନୱାଡି କେନ୍ଦ୍ର କାମଚଳା

ଛତ୍ରପୁର,୩୧।୫(ଡି.ଏନ.ଏ)ଗଞ୍ଜାମ ଜିଲାରେ ଥିବା ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଆନୁଷଙ୍ଗିକ ସୁବିଧା ନ ଥିବାବେଳେ କର୍ମୀ ଓ ସହାୟକ ପଦବୀ ମଧ୍ୟ ଖାଲି ରହିଛି ା ଏଥିଲାଗି ବହୁ ଅଙ୍ଗନୱାଡି କେନ୍ଦ୍ର କାମଚଳାରେ ଚାଲିଛି ା ଅଙ୍ଗନୱାଡି କେନ୍ଦ୍ର ପାଇଁ ନୂତନ କୋଠା…

କମେଡି ଶୋ ‘ଦି କପିଲ ଶର୍ମା ଶୋ’ର ସପ୍ନା ଗୋଟିଏ ଏପିସୋଡ ପାଇଁ ଚାର୍ଜ କରନ୍ତି ଲକ୍ଷ ଲକ୍ଷ ଟଙ୍କା, ଶୋ’ ବ୍ୟତୀତ ଆଓ୍ବାର୍ଡ ଶୋ’ରୁ ମିଳେ କୋଟି କୋଟି ଟଙ୍କା

ମୁମ୍ବାଇ: ଲୋକପ୍ରିୟ କମେଡି ଶୋ ‘ଦି କପିଲ ଶର୍ମା ଶୋ’ ଘରେ ଘରେ ପରଚିତ। ଏହି ଶୋ’ରେ ‘ସପ୍ନା’ ଭୂମିକାରେ ଅଭିନୟ କରୁଥିବା କୃଷ୍ଣା ଅଭିଷେକ ସମସ୍ତଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ପୁଣି ସେ କପିଲ…

୮୩ ବର୍ଷ ବୟସରେ ୪ର୍ଥ ଥର ପାଇଁ ବାପା ହେବାକୁ ଯାଉଛନ୍ତି ଏହି ଅଭିନେତା

ମୁମ୍ବାଇ: ହଲିଉଡର ଭେଟେରାନ ଅଭିନେତା ଅଲ ପାସିନୋ ୮୩ ବର୍ଷ ବୟସରେ ଚତୁର୍ଥ ଥର ପାଇଁ ବାପା ହେବାକୁ ଯାଉଛନ୍ତି। ଅଭିନେତାଙ୍କ ପ୍ରତିନିଧୀ ଲୋକମାନଙ୍କୁ କହିଛନ୍ତି, ଅଲ ପାସିନୋ ଏବଂ ତାଙ୍କ ଗର୍ଭବତୀ ଗର୍ଲଫ୍ରେଣ୍ଡ ନୁର ଅଫ୍ଲଲ୍ଲାହ ନୂଆ ଅତିଥିଙ୍କୁ ସ୍ବାଗତ…

ଜଙ୍ଗଲରେ ନିଆଁ ଲିଭାଇଲେ ରାହୁଲ

ଦାରିଙ୍ଗବାଡି,୩୧।୫(ଡି.ଏନ.ଏ): ଜଙ୍ଗଲରେ ନିଆଁ ଲିଭାଇ ଦାରିଙ୍ଗବାଡିର ରାହୁଲ ଏବେ ଚର୍ଚ୍ଚାରେ। ଏନେଇ ସବୁ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି। ସୂଚନାଯୋଗ୍ୟ, କନ୍ଧମାଳ ଜିଲା କ.ନୂଆଗାଁ ବନାଞ୍ଚଳର ର୍ସିତ୍ତିଗୁଡା ନିକଟ କନ୍ଦିବାନ୍ଦା ଜଙ୍ଗଲରେ ମଙ୍ଗଳବାର ଦୃବୁର୍ତ୍ତ ନିଆଁ ଲଗାଇ ଦେଇଥିଲେ। ସେହି…

ଷ୍ଟାଲିନ, ହେମନ୍ତ ସୋରେନଙ୍କୁ ଭେଟିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୩୧।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଆଜିକାଲି କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ବିରୋଧୀ ଦଳଙ୍କୁ ଭେଟି ସମର୍ଥନ ହାସଲ କରିବାରେ ବ୍ୟସ୍ତ ଅଛନ୍ତି। ଏହି କ୍ରମରେ କେଜ୍‌ରିଓ୍ବାଲ ଜୁନ୍‌ ୧ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ ଏବଂ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ…

ପ୍ରତି ଘରେ ପିଇବା ପାଣି ପହଞ୍ଚାଇବାକୁ ଗୁରୁତ୍ୱ

ଦାରିଙ୍ଗବାଡି,୩୧।୫(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଷଷ୍ଠତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ଅତିଥିଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇଥିବା ବେଳେ ବିଡିଓ ଗଦାଧର…

ବିୟୁଟି କଣ୍ଟେଷ୍ଟରେ ବିଜେତାଙ୍କ ମୁକୁଟ ଛଡ଼ାଇ ନେଇ ଭାଙ୍ଗିଦେଲେ ହାରିଥିବା ମହିଳାଙ୍କ ସ୍ବାମୀ: ଭିଡ଼ିଓ ଭାଇରାଲ…

ବ୍ରାସିଲିଆ,୩୧।୫ : ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଥିବା ଭଲ ପାଇବାର ଏକ ଉଦାହରଣ ବ୍ରାଜିଲରେ ଦେଖିପାକୁ ମିଳିଛି। ଏକ ବିୟୁଟି କଣ୍ଟେଷ୍ଟରେ, ଯେତେବେଳେ ସ୍ତ୍ରୀ ଦ୍ୱିତୀୟ ସ୍ଥାନ ହାସଲ କଲେ ସ୍ବାମୀ ଏହାକୁ ସହି ପାରିଲେ ନାହିଁ ଏବଂ ସେ ମଞ୍ଚ ଉପରକୁ…

ରାହୁଲ ଗାନ୍ଧୀ ବିଦେଶକୁ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରୁଛନ୍ତି: ଅନିଲ ବିଜ୍‌

ନୂଆଦିଲ୍ଲୀ,୩୧।୫: ହରିୟାଣାର ସ୍ବାସ୍ଥ୍ୟ ଏବଂ ଗୃହମନ୍ତ୍ରୀ ଅନିଲ ବିଜ୍‌ ପୁଣିଥରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଅନିଲ ବଜେ ଟୁଇଟ୍‌ କରି ଲେଖିଛନ୍ତି, ଦେଶର ନେତାମାନେ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରୁଥିବା ବେଳେ ରାହୁଲ ଗାନ୍ଧୀ…

ସିଦ୍ଧ ଜଗନ୍ନାଥ ମନ୍ଦିର ପରିସରରେ ହାତୀପଲଙ୍କ ଉପଦ୍ରବ

କେନ୍ଦୁଝର, ୩୧।୫ (ସ୍ବ.ପ୍ର./ଡି.ଏନ.ଏ.):କେନ୍ଦୁଝର ପୁରୁଣା ସହର ସିଦ୍ଧମଠ ପରିସରରେ ସିଦ୍ଧ ଜଗନ୍ନାଥ ମନ୍ଦିର ପାଚେରି ଭାଙ୍ଗି ଦେଇଛନ୍ତି ହାତୀପଲ। ମଙ୍ଗଳବାର ଭୋରରେ ମଠ ପରିସରରେ ଥିବା ପାଚିଲା ପଣସ ଖାଇବାକୁ ଏକ ଛୁଆହାତୀ ଭିତରକୁ ଯାଇଥିବା ବେଳେ ତାକୁ ଉଦ୍ଧାର ପାଇଁ…

ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଧରି ଚମ୍ପଟ ମାରିଲେ ଲୁଟେରା

ଠାକୁରମୁଣ୍ଡା,୩୧।୫(ଡି.ଏନ.ଏ.): କାର୍‌ ଭିତରୁ ଲୁଟି ନେଲେ ଟଙ୍କା ବ୍ୟାଗ୍‌। ଠାକୁରମୁଣ୍ଡା ବଜାରରେ କାର୍‌ ଛିଡା କରି ଜଳଖିଆ ଖାଉଥିବାବେଳେ କାର୍‌ ଭିତରେ ବସିଥିବା ମହିଳାଙ୍କ ନିକଟରୁ ଟଙ୍କା ବ୍ୟାଗ ଛଡାଇନେଇ ବାଇକ୍‌ରେ ଚମ୍ପଟ ମାରିଲେ ଲୁଟେରା। ସୂଚନାଯୋଗ୍ୟ, ବୁଧବାର କରଞ୍ଜିଆ ନିକଟ…

କୋଟଗଡ଼ରେ ବିଜୁଳି ସମସ୍ୟା ନେଇ ୮ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ

କୋଟଗଡ଼,୩୧।୫(ଡି.ଏନ.ଏ): ଦିନକୁ ଦିନ କନ୍ଧମାଳ ଜିଲାରେ ବିଦ୍ୟୁତ୍‌ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳର ବିଦ୍ୟୁତ୍‌ ଉପଭୋକ୍ତା ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ବୁଧବାର କୋଟଗଡ଼ରେ ଆଠ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରୁଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri