Home Left

୩୩ ବର୍ଷ ପରେ ଛୋଟ ପରଦାକୁ ଫେରିବେ ରାମାୟଣର ସୀତା…

ମୁମ୍ବାଇ,୩୧।୫ : କିଏ ଅବା ଟିଭି ଅଭିନେତ୍ରୀ ଦୀପିକା ଚିଖାଲିୟାଙ୍କୁ ନ ଜାଣନ୍ତି। ସେ ରାମାନନ୍ଦ ସାଗରଙ୍କ ଶୋ ’ରାମାୟଣରେ ସୀତା ଭୂମିକାରେ ଅଭିନୟ କରିବା ପରେ ଏକ ଘରୋଇ ନାମ ପାଲଟିଥିଲେ। ଏହି ଶୋ ତାଙ୍କୁ ବହୁ ଖ୍ୟାତି ଦେଇଥିଲା।…

ସିଙ୍ଗାପୁର ଯିବେ ଗଞ୍ଜାମର ମିଶନ ଶକ୍ତି ମହିଳା

ଛତ୍ରପୁର,୩୧।୫(ଡିଏନଏ ): ଦୁବାଇ ପରେ ଏବେ ସିଙ୍ଗାପୁର ଯିବେ ଗଞ୍ଜାମ ଜ଼ିଲାର ମିଶନ ଶକ୍ତି ମହିଳା। ମହିଳା ମାନଙ୍କର ଉତ୍ପାଦିତ ସାମଗ୍ରୀ ବିଶ୍ବ ଦରବାରରେ ଉପଲବ୍ଧ ହେବ ବୋଲି ଏନେଇ ଗଞ୍ଜାମ ଜିଲାପାଳ ଘୋଷଣା କରିଛନ୍ତି। ଜିଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ…

ଭୁଲ୍‌ରେ ବି ଏହି ୩ କଥା କାହା ଆଗରେ କୁହନ୍ତୁ ନାହିଁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କଥା କହିଛନ୍ତି। ଯାହା ଆଜି ବି ମାନବ ସମାଜ ଏବଂ ପରିବାରରେ ଦୈନନ୍ଦିନ ଜୀବନଯାପନ କରିବାରେ ଶିକ୍ଷା ଦେଇଥାଏ। ଆଚାର୍ଯ୍ୟ ଚାଣକ୍ୟ ଅର୍ଥ, ସ୍ବାସ୍ଥ୍ୟ, ବ୍ୟବସାୟ, ଦାମ୍ପତ୍ୟ ଜୀବନ, ଜୀବନର ସଫଳତା ସହିତ ଜଡ଼ିତ…

ପାକିସ୍ତାନୀ ବିମାନକୁ ଜବତ କଲା ମାଲେସିଆ, ଲିଜ୍‌ ଟଙ୍କା ନ ଦେବାରୁ ବନ୍ଧା ପଡିଲା…

ଇସଲାମବାଦ୍‌,୩୧।୫: ଆର୍ଥିକ ମାନ୍ଦାବାସ୍ଥା ଦେଇ ଗତି କରୁଛି ପାକିସ୍ତାନ। ତେବେ ଏମଧ୍ୟରେ ପାକିସ୍ତାନକୁ ପୁଣି ଆନ୍ତର୍ଜାତୀୟ ସ୍ତରରେ ଅପମାନିତ ହେବାକୁ ପଡିଛିି। ମାଲେସିଆ ପାକିସ୍ତାନର ସରକାରୀ କମ୍ପାନୀ ପିଆଇଏର ଏକ ବିମାନ ଜବତ କରିଛି। ପାକିସ୍ତାନର ଏକ ନ୍ୟୁଜ ୱେବସାଇଟ ଅନୁଯାୟୀ,…

ନାବାଳିକାଙ୍କ ମୃତଦେହ ଉଦ୍ଧାର,କ୍ଷତି ପୂରଣ ଦାବିରେ ରାସ୍ତାରୋକ

ଫୁଲବାଣୀ ଅଫିସ,୩୧।୫: ଫୁଲବାଣୀର ନିଖୋଜ ଥିବା ଜଣେ ନଅ ବର୍ଷର ନାବଳିକାଙ୍କ ମୃତଦେହ ସୋମବାର ଅପରାହ୍ନରେ ଉଦ୍ଧାର କରାଯାଇଛି। ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। କ୍ଷତିପୂରଣ ଦାବିରେ ପରିବାର ଏବଂ ସ୍ଥାନୀୟ ଲୋକେ ମାଦିକୁନ୍ଦା…

୨ ଘଣ୍ଟାରେ ଛିନ୍‌ଛତ୍ର

ରାସୋଳ, ୩୧।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ରାସୋଳ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ୨ଘଣ୍ଟା ଧରି ହୋଇଥିବା ଝଡ଼ବତାସରେ ଅଞ୍ଚଳର ଚିତ୍ର ବଦଳିଯାଇଥିବାବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅଞ୍ଚଳରେ ସକାଳୁ ଅପରାହ୍ନ ଯାଏ ଅସହ୍ୟ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ପ୍ରବଳ…

ଚାଇନାରେ ମସଜିଦ ଭାଙ୍ଗିବା ନେଇ ପୋଲିସ ଓ ଲୋକଙ୍କ ମଧ୍ୟରେ ସଂଘର୍ଷ, ଭିଡିଓ ଭାଇରାଲ

ବେଜିଙ୍ଗ,୩୧।୫: ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଉପରେ ଦେଶବାସୀଙ୍କ ଆକ୍ରୋଶ ବଢିବାରେ ଲାଗିଛି। ପୂର୍ବରୁ କରୋନା ପାଇଁ ଦେଶରେ ଲାଗୁ ହୋଇଥିବା କଠୋର ଆଇନ୍‌କୁ ଲୋକେ ବିରୋଧ କରିଥିଲେ। ବର୍ତ୍ତମାନ ଚାଇନାର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଅବସ୍ଥିତ ଏକ ମସଜିଦ ଭାଙ୍ଗିବା ଘଟଣାରେ…

ମିଲେଟ ମିଶନର ପ୍ରଚାର ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ,୩୧।୫: ଅନୁଗୋଳ ଜିଲା କୃଷି ବିଭାଗ ଓ ଓ୍ବାସାନର ମିଳିତ ସହଯୋଗରେ ଅନୁଗୋଳସ୍ଥିତ ଏକ ହୋଟେଲଠାରେ ଆନ୍ତଃ ଜିଲା ମିଲେଟ କର୍ମଶାଳା ଓ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଢେଙ୍କାନାଳ, ଅନୁଗୋଳ ଓ ବୌଦ୍ଧ ଜିଲାର ସ୍ବୟଂ ସହାୟକ…

ଭାଜପାର ଜନସମ୍ପର୍କ ଅଭିଯାନ ସ୍ଥଗିତ

ବ୍ରହ୍ମପୁର ଅଫିସ,୩୧।୫: ଦଳରେ ଗୋଷ୍ଠୀ ବିବାଦ ଯୋଗୁ ଭାଜପାର ଜନ ସମ୍ପର୍କ ଅଭିଯାନ ବାତିଲ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ର ସରକାର ମଙ୍ଗଳବାର ୯ ବର୍ଷ ପୂର୍ତ୍ତି ହୋଇଛି। ତେଣୁ ମେ ୩୦ରୁ ମାସେ ବ୍ୟାପୀ ଗଞ୍ଜାମ ଜିଲା ଭାଜପା…

ଡବ୍ଲୁଟିଏସି ଫାଇନାଲ: ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ସ୍ବାସ୍ଥ୍ୟ ଅପ୍‌ଡେଟ ଦେଲେ ଏହି ଅଷ୍ଟ୍ରେଲୀୟ ଦ୍ରୁତ ବୋଲର

ନୂଆଦିଲ୍ଲୀ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ୧୬ତମ ସିଜନ ଶେଷ ହେବା ସହିତ ଏବେ ସମସ୍ତଙ୍କ ନଜର ଅନ୍ତର୍ଜାତୀୟ କ୍ରିକେଟ ଉପରେ ରହିଛି। ଇଂଲଣ୍ଡ ଦଳ ଜୁନ ୧ରୁ ଆୟର୍ଲାଣ୍ଡ ବିପକ୍ଷରେ ଏକ ମ୍ୟାଚ ଟେଷ୍ଟ ସିରିଜ ଖେଳିବାକୁ ମଇଦାନକୁ…

ଚାକିରୀ ପ୍ରଲୋଭନ ଦେଖାଇ ୩ଜଣ ଝିଅଙ୍କୁ ବିକିଦେବା ଘଟଣାରେ ଅଭିଯୁକ୍ତଙ୍କୁୁ ୫ବର୍ଷର ଜେଲଦଣ୍ଡ

ବାରିପଦା ଅଫିସ,୩୧।୫: ଚାକିରି ପ୍ରଲୋଭନ ଦେଖାଇ ୩ଜଣ ଝିଅଙ୍କୁ ବିକ୍ରି କରିବା ଘଟଣାରେ ମୟୂରଭଞ୍ଜ ଜିଲା ଅତିରିକ୍ତ ସହକାରୀ ଦୌରା ଜର୍ଜ କୋର୍ଟର ବୁଧବାର ରାୟ ପ୍ରକାଶ କରିଛନ୍ତି। ଜଜ ବାସୁଦେବ ଆଚାର୍ଯ୍ୟ ଏହାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ…

ଠାକୁରାଣୀ ଯାତ୍ରାରେ ପୋଲିସ ନିଷ୍କ୍ରିୟତାରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ

ପୁରୁଷୋତ୍ତମପୁର, ୩୧।୫(ଡିଏନଏ): ଶେଷ ହୋଇଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର କିମ୍ବଦନ୍ତୀ ପୂର୍ଣ୍ଣ ଐତିହାସିକ ଠାକୁରାଣୀ ଯାତ୍ରା। ମଙ୍ଗଳବାର ବିଳମ୍ବିତ ରାତ୍ରରେ ଭାବ ବିହ୍ବଳ ହୋଇ ମା’ ଙ୍କୁ ଅଶୃଳ ବିଦାୟ ଦେଇ ପୁଣି ଦୁଇବର୍ଷ ପରେ ମା ଙ୍କ ଫେରିବା ବାଟକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri