Home Left

୬ ମହଲାରୁ କାର୍‌ ଉପରକୁ ଖସିପଡ଼ିଲା ବିଲେଇ, ଗାଡ଼ିର ଅବସ୍ଥା ବେହାଲ, ଭିଡିଓ ଦେଖିଲେ…

ଥାଇଲାଣ୍ଡରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବ୍ୟାଙ୍କକକ୍‌ସ୍ଥିତ ଏକ କୋଠାର ୬ ମହଲାରୁ ଖସିପଡ଼ିବା ପରେ ଏକ ବିଲେଇ ବଞ୍ଚି ଯାଇଥିଲା। ମାତ୍ର ଯେଉଁ କାର୍‌ ଉପରକୁ ବିଲେଇଟି ଖସି ପଡ଼ିଥିଲା ତାହାର ଆଗ କାଚ ଭାଙ୍ଗି ଚୂର୍‌ମାର ହୋଇଯାଇଥିଲା।…

ଭୟଙ୍କର ବିସ୍ଫୋରଣ: ଗୋଟିଏ ପରିବାରର ୬ ମୃତ

ଇସଲାମାବାଦ,୧।୬: ପାକିସ୍ତାନର ପଞ୍ଜାବସ୍ଥିତ କୋଟ ଅଡ୍ଡୁ ଜିଲାରେ ଦୟା ଦିନ ପାନହା ଅଞ୍ଚଳରେ ଗୁରୁବାର ଏକ ଘରେ ବିସ୍ଫୋରଣ ଘଟିଛି। ଫଳରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ ସୁନିଶ୍ଚିତ…

ବିମାନ ଯାତ୍ରା ପୂର୍ବରୁ ଯାତ୍ରୀଙ୍କ ଓଜନ ମାପୁଛି ଏୟାରଲାଇନ୍ସ, ପାଇଲଟଙ୍କୁ ମିଳିବ ଲାଭ

ଓ୍ବେଲିଂଟନ,୧।୬: ନ୍ୟୁଜିଲାଣ୍ଡ ଏୟାରଲାଇନ୍ସ ଏକ ନିଆରା ଉପାୟ ଆପଣାଇଛି। ଏଠାରେ ଏବେ ବିମାନ ଯାତ୍ରା କରିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କର ଓଜନ ମପାଯାଉଛି। ଏୟାରଲାଇନ୍ସର ଅଧିକାରୀମାନେ କହିଛନ୍ତି ଯେ ପାଇଲଟଙ୍କ ସୁବିଧା ପାଇଁ ଏଭଳି କରାଯାଉଛି। ଏକ ମାସର ସର୍ଭେ ସମୟରେ…

ଆଉ ଜଣେ ପୂର୍ବତନ ବିଧାୟକଙ୍କ ଘରେ ଆୟକର ଚଢ଼ାଉ

ଭଦ୍ରକ ଅଫିସ,୧ା୬: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବାଂଶଡ଼ା ପଞ୍ଚାୟତ ଛେଡ଼ାକ ଗ୍ରାମରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଦିଗମ୍ବର ଦାସଙ୍କ ବାସଭବନରେ ଗୁରୁବାର ଅଚାନକ ଆୟକର ବିଭାଗର ଚଢ଼ାଉ ଜାରି ରହିଛି। ଆୟକର ବିଭାଗର ଏକ ୫…

ମଣିପୁର ହିଂସାର ଯାଞ୍ଚ ପାଇଁ ଗଠନ ହେବ ନ୍ୟାୟିକ ଆୟୋଗ : ଶାହା

ନୂଆଦିଲ୍ଲୀ,୧।୬: ମଣିପୁର ହିଂସା ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ମୁଁ ତିନି ଦିନ ଧରି ହିଂସାଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛି। ରାଜ୍ୟରେ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ପ୍ରତ୍ୟେକ ସମ୍ପ୍ରଦାୟ…

ଆଲିଆଙ୍କ ଅଜା ନରେନ୍ଦ୍ରନାଥଙ୍କ ପରଲୋକ, ଅସୁସ୍ଥତା ଖବର ଶୁଣି ଏୟାରପୋର୍ଟରୁ ଫେରିଆସିଥିଲେ ଅଭିନେତ୍ରୀ

ମୁମ୍ବାଇ: ଦୀର୍ଘ ଦିନର ଅସୁସ୍ଥତା ପରେ ଅଭିନେତ୍ରୀ ସୋନି ରାଜଦାନଙ୍କ ପିତା ତଥା ଆଲିଆ ଭଟ୍ଟଙ୍କ ଅଜା ନରେନ୍ଦ୍ରନାଥ ରାଜଦାନଙ୍କ ଦେହାନ୍ତ ହୋଇଛି। ସେ ମୁମ୍ବାଇର ବ୍ରଜ୍‌ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୯୫ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ…

କ’ଣ ଏକଜୁଟ ହୋଇପାରିବେ ବିରୋଧୀ? ପାଟନାରେ ହେବାକୁ ଥିବା ବିରୋଧୀ ଦଳ ବୈଠକରେ ସାମିଲ ହେବେ ଉଦ୍ଧବ

ମୁମ୍ବାଇ,୧।୬: ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଜୁନ୍‌ ୧୨ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦ୍ୱାରା ପାଟନାରେ ଡକାଯାଇଥିବା ବିରୋଧୀ ଦଳର ବୈଠକରେ ଯୋଗ ଦେବେ। ଏନେଇ ଦଳର ନେତା ତଥା ଏମ୍‌ପି ସଞ୍ଜୟ ରାଉତ ସୂଚନା ଦେଇଛନ୍ତି। ନୀତୀଶ କୁମାର…

କନିଆ ଛାତିରେ ଛେପ ପକାନ୍ତି ବାପା, ବର ଘର ଦିଅନ୍ତି ଯୌତୁକ; ବିବାହରେ ରହିଛି ଏଠାରେ ଏପରି ପରମ୍ପରା…

ବିଶ୍ୱର ବିଭିନ୍ନ ସ୍ଥାନରେ ବିବାହକୁ ନେଇ ବିଭିନ୍ନ ପରମ୍ପରା ବା ରଶମ ରହିଛି। ଅନ୍ୟ ସମ୍ପ୍ରଦାୟର ଲୋକ ଏପରି ପରମ୍ପରାକୁ ଅଜବ ମାନୁଥିଲେ ମଧ୍ୟ ଏହି ପରମ୍ପରା ସମାଜ ଏବଂ ସମ୍ପ୍ରଦାୟକୁ ବାନ୍ଧି ରଖିଥାଏ। ଆଫ୍ରିକାର ଆଦିବାସୀ ଅଞ୍ଚଳରେ ଏହିପରି ଏକ…

ବିଶ୍ୱର ସବୁଠୁ ଶୀତଳ ସ୍ଥାନ: ଗ୍ରୀଷ୍ମଋତୁରେ ବି ଏଠାରେ ମାଇନସ୍‌ ୬୦ ଡିଗ୍ରୀ ତାପମାତ୍ରା

ଗ୍ରୀଷ୍ମ ଋତୁରେ ଗରମରୁ ତ୍ରାହି ପାଇବା ପାଇଁ ସମସ୍ତେ ଥଣ୍ଡା ସ୍ଥାନକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। ଶିମ୍‌ଲା ହେଉ କି ମନାଲି ହେଉ, କିମ୍ବା ଉତ୍ତରାଖଣ୍ଡ ଏବଂ ଲେହ ଲଦାଖର ପର୍ବତ। ଆଜିକାଲି ସେଠାକୁ ବହୁ ଲୋକ ବୁଲିବାକୁ…

ଗଛରେ ପିଟିହୋଇ ଜଳିଗଲା କାର୍‌: ଗୋଟିଏ ପରିବାରର ୪ ଜୀବନ୍ତ ଦଗ୍ଧ

ଭୋପାଳ,୧ା୬: ମଧ୍ୟପ୍ରଦେଶର ହରଦାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାର ୪ ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଦ୍ରୁତଗତିରେ ଯାଉଥିବା ଏକ କାର୍‌ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ କାରରେ…

୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଜଣେ ଗିରଫ

ବାରିପଦା ଅଫିସ,୧ା୬: ମୟୂରଭଞ୍ଜ ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦ୍ଦେଶ କ୍ରମେ ବାରିପଦା ଅବକାରୀ ଥାନାଧିକାରୀ ବିଶ୍ବଜିତ ଦାଶ ସଦଳବଳ ଚଢ଼ାଉ କରି ୨୯ଗ୍ରାମ୍‌ ବ୍ରାଉନସୁଗାର ଭର୍ତ୍ତି ଡବା ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛନ୍ତି। ଏଥିସହିତ ଏକ…

ସମୂହ ଛୁଟିରେ ଅମଲା, ସରକାରୀ କାର୍ଯ୍ୟ ଠପ୍‌

ବରଗଡ଼ ଅଫିସ,୧ା୬: ଶିକ୍ଷାଗତ ଯୋଗ୍ୟତା ଭିତ୍ତିକ ମୂଳ ଦରମା ୪୨୦୦ ଗ୍ରେଡ୍‌ ପେ’ ଦାବିରେ ରାଜ୍ୟ ଅମଲା ମିଳିତ ମଞ୍ଚର ଆନ୍ଦୋଳନ ଚରମସୀମାରେ ପହଞ୍ଚିଛି। ଏହି ଦାବି ପୂରଣ ନେଇ ଅମଲାମାନେ ସ୍ମାରକପତ୍ର ପ୍ରଦାନ, ଧାରଣା, ବିକ୍ଷୋଭ ପ୍ରଦର୍ଶନ, କଳାବ୍ୟାଜ୍‌ ପରିଧାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri