Home Left

ଆଜିଠାରୁ ସମୂହ ଛୁଟିରେ ଅମଲା

ଢେଙ୍କାନାଳ ଅଫିସ,୧ା୬: ଢେଙ୍କାନାଳ ଜିଲା ମିଳିତ ଅମଲା ମଞ୍ଚ ଆହ୍ବାନରେ ଜିଲାର ସମସ୍ତ କାର୍ଯ୍ୟାଳୟର ଅମଲାମାନେ ଆଜିଠାରୁ ସାମୁହିକ ଛୁଟିରେ ଯାଇଛନ୍ତି। ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତ୍ତକ ଥିବା ବେଳେ ବହୁବାର ଦୃଷ୍ଟି ଆକର୍ଷଣ ପରେ ମଧ୍ୟ ରାଜ୍ୟ ସରକାର ଅମଲାମାନଙ୍କୁ…

କାଠରୁ ପ୍ରସ୍ତୁତ ହେଉଛି ଆଲକହଲ, କିପରି ହେଲା ସମ୍ଭବ…

ଟୋକିଓ,୧।୬: ଯଦି ଆପଣ ଆଲକହଲ ପିଇବାର ସୌକିନ ଅଟନ୍ତି ତେବେ ଏପର୍ଯ୍ୟନ୍ତ ଆପଣ ଅଙ୍ଗୁର, ଆଖୁ, ମକା, ଆଳୁ, ଚାଉଳ କିମ୍ବା ମହୁଆରୁ ପ୍ରସ୍ତୁତ ଓ୍ବିିସ୍କି, ମଦ, ଭୋଦକା କିମ୍ବା ବିଅର ଟେଷ୍ଟ କରିଥିବେ। କିନ୍ତୁ ବର୍ତ୍ତମାନ ଜାପାନ କାଠରୁ ଆଲକହଲ…

ପୂର୍ବତନ ବିଧାୟକଙ୍କ ଘରେ ଆୟକର ଚଢ଼ାଉ

ଯୋଡ଼ା,୧ା୬(ଡି.ଏନ୍‌.ଏ.): ଖଣି ମାଲିକ ତଥା ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ଆୟକର ବିଭାଗ ପକ୍ଷରୁ ମହୁଲଶୁଖା ପିଏମ୍‌ପି ଖଣି, ଯୋଡ଼ା ପିଏମ୍‌ପି ଅଫିସ, ପିଏମ୍‌ପି ମୁଖ୍ୟ ମାଲିକ ଏସ୍‌.କେ ପଟ୍ଟନାୟକଙ୍କର…

ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି

କେନ୍ଦୁଝର,୧ା୬(ସ୍ବ.ପ୍ର.): ଘଟଗାଁ ତହସିଲର କିରାଣି ଦେବାଶିଷ ପଣ୍ଡା ଏକ ଜମି ଚିହ୍ନଟ କେସ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଭିଜିଲାନ୍ସ ବିଭାଗ ହାତରେ ଧରା ପଡ଼ିଛନ୍ତି। ସ୍ଥାନୀୟ ଅଞ୍ଚଳର ବନମାଳୀ ପଲେଇ ନାମକ ଜଣେ ବ୍ୟକ୍ତିଙ୍କ…

ସମୁଦ୍ରରେ ବୁଡ଼ିଗଲେ ଦୁଇ ଛାତ୍ରୀ: ଜଣେ ମୃତ, ଆଉ ଜଣେ ନିଖୋଜ

ଛତ୍ରପୁର,୧ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମରେ ଗୁରୁବାର ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ସମୁଦ୍ରରେ ଗାଧୋଇବା ବେଳେ ଦୁଇ ଛାତ୍ରୀ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ନିଖୋଜ…

ତୁର୍କୀରେ ଏଞ୍ଜୟ କରୁଛନ୍ତି ସାମନ୍ଥା-ବିଜୟ, ‘ଖୁସି’ରେ ସେୟାର କଲେ ଫଟୋ

ମୁମ୍ବାଇ:ବିଜୟ ଦେବରକୋଣ୍ଡା ଏବଂ ସାମନ୍ଥା ରଥ ପ୍ରଭୁଙ୍କର ଆଗାମୀ ଫିଲ୍ମ ‘ଖୁସି’ ରିଲିଜ୍‌ ହେବାକୁ ଯାଉଛି। ଏନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ୪ବର୍ଷ ପରେ ଦୁହେଁ ଗୋଟିଏ ଫିଲ୍ମରେ ନଜର ଆସିବେ। ୨୦୧୮ରେ ଫିଲ୍ମ ‘ମହାନତି’ରେ ଦୁହେଁ ଏକାଠି…

ମୂଳ ଭାରତୀୟ ସିଙ୍ଗାପୁରରେ ରାତାରାତି ହେଲେ ଲକ୍ଷପତି, ସ୍କ୍ବିଡ ଗେମ୍ସରେ ଜିତିଲେ ସାଢ଼େ ୧୧ ଲକ୍ଷ…

ସିଙ୍ଗାପୁର,୧।୬ : ସିଙ୍ଗାପୁରର ଜଣେ ମୂଳ ଭାରତୀୟ ବ୍ୟକ୍ତି ରାତାରାତି ଲକ୍ଷପତି ପାଲଟିଛନ୍ତି। ବାସ୍ତବରେ, ଯେଉଁ କମ୍ପାନୀରେ ଭାରତୀୟ ବ୍ୟକ୍ତି କାର୍ଯ୍ୟ କରନ୍ତି, ଏହାର କର୍ମଚାରୀମାନଙ୍କ ପାଇଁ ସ୍କ୍ବିଡ ଗେମ୍ସର ଆୟୋଜନ କରାଯାଇଥିଲା। ଇଭେଣ୍ଟ ବିଜେତାଙ୍କୁ ପୁରସ୍କାର ଭାବରେ ସାଢ଼େ ୧୧…

ଅସରପା ଖାଉଥିବାର ଫଟୋ ସେୟାର କଲେ ବିଗ୍‌ ବସ୍‌ର ଫେମ୍‌

ମୁମ୍ବାଇ: ବିଗ୍‌ ବସ୍‌ ଫେମ୍‌ ଅବ୍ଦୁ ରୋଜିକ୍‌ ତାଙ୍କ ସୋସିଆଲ୍‌ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଅସରପା ଖାଉଥିବାର ନଜର ଆସିଛନ୍ତି। ଏହି ଫଟୋ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ତାଙ୍କ ପୋଷ୍ଟରେ ଫ୍ୟାନ୍ସ ତାଙ୍କୁ…

୩ ରଥ ଛେରା ପହଁରା କରିବେ ସ୍ଥାନୀୟ ଆଦିବାସୀ

କୋରାପୁଟ,୧।୬(ସ୍ବ.ପ୍ର.): କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଚଳିତ ବର୍ଷ ୫୧ତମ ରଥଯାତ୍ରା ପାଳନ ନେଇ ବୁଧବାର ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଅତିରିକ୍ତ ଜିଲାପାଳ ରାମେଶ୍ୱର ପ୍ରଧାନଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶାବର ଶ୍ରୀକ୍ଷେତ୍ର ମନ୍ଦିର ପରିଚାଳନା କମିଟି…

ଏଫ୍‌ଏମ୍‌ ରେଡିଓ ପରିଚାଳନା କରିବେ ଅନ୍ତେବାସୀ

ବ୍ରହ୍ମପୁର ଅଫିସ,୧।୬: ଜେଲ ଡିଜି ଡ. ମନୋଜ କୁମାର ଛାବ୍ରା ବୁଧବାର ବ୍ରହ୍ମପୁର ମଣ୍ଡଳକାରାଗାର ପରିଦର୍ଶନରେ ଆସିଥିଲେ। ବ୍ରହ୍ମପୁର ଜେଲ ଅନ୍ତେବାସୀମାନେ ଏଫଏମ୍‌ ରେଡିଓ ପରିଚାଳନା କରିବେ। ସେମାନଙ୍କ ମଧ୍ୟରେ ଥିବା ପ୍ରତିଭା ରେଡିଓ ମାଧ୍ୟମରେ ପରିବେଷିତ ହେବ। ଯାହାକୁ ଲୋକେ…

ବର୍ଗୀକରଣ ଓ ପଦୋନ୍ନତି ପାଇଁ ସ୍ପଷ୍ଟୀକରଣ ମିଳୁନି

ନବରଙ୍ଗପୁର,୧।୬(ବି.ପ୍ର.): ପଦୋନ୍ନତି ଓ ସ୍ବଳ୍ପ ଦରମା ଶିକ୍ଷକଙ୍କ ଅସନ୍ତୋଷର କାରଣ ଥିଲା। ଭିନ୍ନ ଭିନ୍ନ ଶିକ୍ଷକ ସଙ୍ଗଠନର ବିଭିନ୍ନ ପ୍ରକାର ସ୍ବାର୍ଥ ସମ୍ବଳିତ ଦାବି ଏଥିରେ ପ୍ରତିବନ୍ଧକ ରୂପେ ଠିଆ ହେଉଥିଲା। ସି.ଟି., ବିଏଡ୍‌ ହିସାବ ନ ଛିଡ଼ି ଏକ ବିବଦମାନ…

ପାସ୍‌ ହାରରେ ନୟାଗଡ଼ ଜିଲା ରାଜ୍ୟରେ ପ୍ରଥମ

ନୟାଗଡ଼ ଅଫିସ,୧।୬: ବୁଧବାର ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ । ରାଜ୍ୟରେ ବିଜ୍ଞାନରେ ପାସ ହାର ୮୪.୯୩ ଥିବାବେଳେ ବାଣିଜ୍ୟରେ ପାସ ହାର ୮୧.୧୨ ପ୍ରତିଶତ ରହିଛି । ତେବେ ବାଣିଜ୍ୟ ଓ ବିଜ୍ଞାନରେ ପାସ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri