ଇଶାନ କିଷନଙ୍କୁ ମିଳିପାରେ ଟେଷ୍ଟରେ ଡେବ୍ୟୁ କରିବାର ସୁଯୋଗ
ନୂଆଦିଲ୍ଲୀ,୧୨।୭: ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଜୁଲାଇ ୧୨ରୁ ଡୋମିନିକାର ୱିଣ୍ଡସର୍ ପାର୍କରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ। ଏହି ପରୀକ୍ଷା ପାଇଁ ଭାରତୀୟ ଦଳର ୧୧ଟି ଖେଳରେ କିଛି ବଡ ପରିବର୍ତ୍ତନ ଦେଖାଯିବ ବୋଲି…
ପୋଡ଼ା ହେଉଥିବା ମୃତଦେହର ମାଂସ ଖାଇଗଲେ ୨ ଜଣ: ଗ୍ରାମରେ ଉତ୍ତେଜନା
ବାରିପଦା,୧୨ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ପ୍ରତାପପୁର ପଞ୍ଚାୟତ ବନ୍ଧସାହି ଗ୍ରାମରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ମଦ ନିଶାରେ ନିଜ ହିତାହିତ ଜ୍ଞାନ ହରାଇ ରାକ୍ଷସ ପାଲଟି ଯାଇଛି । ପୋଡା ହେଉଥିବା ମୃତଦେହ…
ଚମତ୍କାର ପଦର୍ଶନ ପରେ ବଡ଼ ଟୁର୍ନାମେଣ୍ଟ ପାଇଁ ଅର୍ଜୁନ ତେନ୍ଦୁଲକରଙ୍କୁ ମିଳିଲା ସୁଯୋଗ
ନୂଆଦିଲ୍ଲୀ,୧୨।୭: ନିକଟରେ ଖେଳାଯାଇଥିବା ଆଇପିଏଲ ୧୬ରେ ପୂର୍ବତନ ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ଦେଖିବାକୁ ମିଳିଥିଲା। ଏବେ ଦେଓଧର ଟ୍ରଫି ଜରିଆରେ ତାଙ୍କୁ ପୁଣି ଥରେ ପଡ଼ିଆରେ ଦେଖିବାକୁ ମିଳିବ।ଦେଓଧର ଟ୍ରଫି ୨୦୨୩ ପାଇଁ ଅର୍ଜୁନ ତେନ୍ଦୁଲକରଙ୍କୁ…
ବିବାହରେ ଉପୁଜିଲା ବାଧା, ଶେଷରେ ଅନ୍ଲାଇନରେ କଲେ ବିବାହ
ଶିମଲା,୧୨।୭: ଶିମଲାର କୋଟଗଡ଼ରେ ଅଜବ ଘଟଣା ସାମ୍ନାକୁ ଆସିଛି। ବିବହାରେ ବର୍ଷା ବାଧକ ସାଜିବାରୁ ଅନଲାଇନରେ କଲେ ବିବାହ। ସୂଚନାଯୋଗ୍ୟ, କୋଟଗଡ଼ର ବାସିନ୍ଦା ଆଶିଷ ସିଙ୍ଗା କୁଲୁର ଭୁଣ୍ଟର ନିବାସୀ ଶିବାନୀ ଠାକୁରଙ୍କୁ ବିବାହ କରିବା ପାଇଁ ବରଯାତ୍ରୀ ନେଇ ଯିବାର…
ସରିନି ଓଭରବ୍ରିଜ୍ କାମ, ନଡ଼ିଆ ଭାଙ୍ଗିଲେ ବିଧାୟକ
ଜଟଣୀ,୧୨।୭(ରବୀନ୍ଦ୍ରନାଥ ମହାକୁଡ଼): ଖୋର୍ଦ୍ଧା ଜିଲା ଜଟଣୀ ସୀତାରାମ ଛକ (ଆନ୍ଧ୍ରବ୍ୟାଙ୍କ)ଠାରୁ କୁଦିଆରୀ ବଜାର ପର୍ଯ୍ୟନ୍ତ ଚାଲିଥିବା ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଆସନ୍ତା ୧୫ ତାରିଖରେ ସରିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ କୁଦିଆରୀ…
ବିମାନରେ କ୍ରୁ ସଦସ୍ୟଙ୍କୁ ଅସଦାଚରଣ: ନେପାଳ ନାଗରିକଙ୍କ ନାଁରେ ମାମଲା
ନୂଆଦିଲ୍ଲୀ,୧୨।୭: ଏୟାର ଇଣ୍ଡିଆ ବିମାନରେ କ୍ୟାବିନ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରିବା ଏବଂ ଶୌଚାଳୟର କବାଟ ଭାଙ୍ଗିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଏକ ନେପାଳ ନାଗରିକଙ୍କ ବିରୋଧରେ ମାମଲା ରୁଜୁ କରିଛି। ରିପୋର୍ଟ ଅନୁଯାୟୀ, କ୍ୟାବିନ ସୁପରଭାଇଜର ଆଦିତ୍ୟ କୁମାର…
ଆଉ ୪ ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ
ଭୁବନେଶ୍ୱର,୧୨।୭(ସତ୍ୟଜିତ୍ ରାଉତ): ବାଲେଶ୍ୱର ଜିଲାର ବହୁ ଚର୍ଚ୍ଚିତ ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ସିବିଆଇ ଅଧିକ ଖୋଳତାଡ଼ ଚଳାଇଛି। ତେବେ ଗିରଫ ହୋଇଥିବା ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନ୍ ଏବଂ ଟେକ୍ନିସିଆନ୍…
ନିର୍ବାଚନ ଲଢିବେ ନାହିଁ ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ, ରାଜନୀତିରୁ ଅବସର ନେଇ କଲେ ଘୋଷଣା
ବ୍ୟାଙ୍ଗକ୍, ୧୨।୭: ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁଥ ଖାନ-ଓ-ଚା ପୁନର୍ବାର ନିର୍ବାଚନ ଲଢିବେ ନାହିଁ ଏବଂ ରାଜନୀତିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ତାଙ୍କ ଦଳ ଦେଇଥିବା ଘୋଷଣାକୁ ଦର୍ଶାଇ ଅନ୍ତର୍ଜାତୀୟ ଗଣମାଧ୍ୟମ ଏହି ସୂଚନା ଦେଇଛି। ଥାଇଲ୍ୟାଣ୍ଡର ସଂସଦ ମେ’…
ସରିଲା ରିମାଣ୍ଡ ଅବଧି, ଜେଲ ଫେରିଲେ ଅଭିଜିତ୍
ଭୁବନେଶ୍ୱର,୧୨।୭(ସତ୍ୟଜିତ୍ ରାଉତ): ପାକିସ୍ତାନ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ(ଆଇଏସ୍ଆଇ)ର ଏଜେଣ୍ଟଙ୍କୁ ଓଟିପି ଶେୟାରିଂ ମାମଲାରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଦ୍ୱାରା ରିମାଣ୍ଡରେ ଆସି ଜେରା ହେଉଥିବା ଅଭିଜିତ ସଞ୍ଜୟ ଜମ୍ବୁରେ ମଙ୍ଗଳବାର ପୁଣି ଜେଲକୁ ଫେରିଯାଇଛନ୍ତି। ୪…
ଆଜି ସେମାନେ, କାଲି ଆମେ
କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୧୯ରେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ସହ ଏହାର ସ୍ବତନ୍ତ୍ର ପାହ୍ୟାକୁ ହଟାଇ ନେଇଥିଲେ। ଏହା ସହ ଭୂସ୍ବର୍ଗ କୁହାଯାଉଥିବା ଏହି ସୀମାନ୍ତ ରାଜ୍ୟକୁ ଭାଙ୍ଗିି ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ…
ଛାତ୍ରୀଛାତ୍ରଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ
ବାଲେଶ୍ୱର, ୧୨।୭(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ସୂତେଇବଡ଼ଗଁାସ୍ଥିତ ଝାଡ଼େଶ୍ୱର ଯୁକ୍ତ ୨ ବିଜ୍ଞାନ କଲେଜରେ ଯୁକ୍ତ ୨ ପ୍ରଥମବର୍ଷର ଛାତ୍ରୀ ସମୀକ୍ଷା ମହାନ୍ତିଙ୍କ ରବିବାର ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ କଲେଜ କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ିଛନ୍ତି। ଛାତ୍ରୀଜଣକ…
ଏସିଆ କପ ୨୦୨୩: ପାକିସ୍ତାନ ଯିବ ନାହିଁ ଟିମ ଇଣ୍ଡିଆ, ଶ୍ରୀଲଙ୍କାରେ ହେବ ଭାରତ-ପାକ୍ ମ୍ୟାଚ
ନୂଆଦିଲ୍ଲୀ,୧୨।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏସିଆ କପ ୨୦୨୩ ମ୍ୟାଚ କେବଳ ଶ୍ରୀଲଙ୍କାରେ ଖେଳାଯିବ। ଡରବାନରେ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ)ର ସେକ୍ରେଟାରୀ ଜୟ ଶାହା ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ମୁଖ୍ୟ ଜକା…
Archives


