Home Left

ଟମାଟୋ ପରେ ବଢିଲା ପିଆଜ ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୧୯।୧୦: ଦେଶରେ ମୁଦ୍ରାସ୍ଫୀତି ଆକଳନ ହ୍ରାସ ପାଉଥିଲେ ମଧ୍ୟ ପନିପରିବା ମୂଲ୍ୟରେ ପରିସ୍ଥିତି ଏପରି ଜାରି ରହିଛି ଯେ ଏହା ସାଧାରଣ ଜନତାଙ୍କୁ ଚକିତ କରୁଛି। ଏହାପୂର୍ବରୁ ଜୁଲାଇ-ଅଗଷ୍ଟରେ ଟମାଟୋର ମୂଲ୍ୟ ବୃଦ୍ଧି ସମସ୍ତ ରେକର୍ଡ ଭାଙ୍ଗିଥିଲା ଏବଂ କିଲୋଗ୍ରାମ ପିଛା…

ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡର ବଡ଼ ଘୋଷଣା: ଦଳରେ ଯୋଗଦେବେ ଅଲ୍‌ରାଉଣ୍ଡର ମାଥ୍ୟୁସ ଏବଂ ପେସ୍‌ ବୋଲର ଚାମିରା

ନୂଆଦିଲ୍ଲୀ,୧୯ା୧୦: ଭେଟେରାନ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ଏବଂ ପେସ୍‌ ବୋଲର ଦୁଷ୍ମନ୍ଥ ଚାମିରା ଶୁକ୍ରବାର ଶ୍ରୀଲଙ୍କା ଦଳରେ ଯୋଗଦେବେ। ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଗୁରୁବାର ଏହା ଘୋଷଣା କରିଛି। ଉଭୟ ମାଥ୍ୟୁସ ଓ ଚାମିରା ଗତଥର ଜୁନ୍‌ ମାସରେ ଆଫଗାନିସ୍ତାନ ବିପକ୍ଷରେ…

ପାଣି ମଡ଼ାଇବାକୁ ଯାଇଥିବା ବେଳେ ଲାଗିଲା ବିଦ୍ୟୁତ୍‌ ତାର

ଗଞ୍ଜାମ,୧୯ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନ ସୁବଳୟା ଗ୍ରାମର ଦୁଇଜଣ ଚାଷୀ ନିଜ ଚାଷ ଜମିକୁ ପାଣି ମଡ଼ାଇବାକୁ ଯାଇଥିବା ବେଳେ ଗୁରୁବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି। ସେମାନେ ହେଲେ ଲକ୍ଷ୍ମୀ ଚରଣ ବିଶ୍ୱାଳ(…

ପାଲେଷ୍ଟାଇନକୁ ଖୋଲାଖୋଲି ଭାବେ ସମର୍ଥନ କଲେ ପାକିସ୍ତାନୀ ଅଭିନେତ୍ରୀ

ଇସଲାମାବାଦ,୧୯।୧୦: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ବିଭିନ୍ନ ଦେଶକୁ ଦୁଇ ଗୋଷ୍ଠୀରେ ବିଭକ୍ତ କରାଯାଇଛି ଯେଉଁଥିରେ କେତେକ ଇସ୍ରାଏଲର ପ୍ରଶଂସା କରୁଛନ୍ତି ଏବଂ କେତେକ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି। ଏହି ତାଲିକାରେ ପାକିସ୍ତାନୀ ଅଭିନେତ୍ରୀଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ…

ପ୍ରଶଂସକଙ୍କୁ ଝଟକା, ବିଗ୍‌ବସ ୧୭କୁ ନେଇ ଦିଲ୍ଲୀ ହାଇକୋର୍ଟ ଶୁଣାଇଲେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୧୯।୧୦: ଆଜିକାଲି ବିଗ୍‌ବସ ସିଜନ ୧୭ ବହୁତ ଉତ୍ସାହର ସହିତ ଚାଲିଛି। କିନ୍ତୁ ନିକଟରେ ଏହି ଶୋ’ ବିଷୟରେ ଏପରି ଖବର ଆସିଛି ଯାହା ପ୍ରଶଂସକଙ୍କୁ ଚକିତ କରିପାରେ। ନିକଟରେ ଦିଲ୍ଲୀ ହାଇକୋର୍ଟ ଏହି ଶୋ’ର ଅବୈଧ ପ୍ରସାରଣ ଉପରେ ପ୍ରତିବନ୍ଧକ…

ରାହୁଲଙ୍କୁ ଟାର୍ଗେଟ କଲେ କେଟିଆର

ହାଇଦ୍ରାବାଦ,୧୯।୧୦: ତେଲଙ୍ଗାନା ବିଧାନସଭା ନିର୍ବାଚନରେ ଆକ୍ରମଣ ପ୍ରତି ଆକ୍ରମଣ ଜାରି ରହିଛି। ରାହୁଲ ଗାନ୍ଧୀ ତେଲଙ୍ଗାନାର ବିଆରଏସ ସରକାରଙ୍କ ନେତୃତ୍ୱରେ କେ ଚନ୍ଦ୍ରଶେଖର ରାଓ (କେସିଆର) ଦୁର୍ନୀତିରେ ବୁଡି ରହିଥିବା ଅଭିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ବିଆରଏସ ମଧ୍ୟ ରାହୁଲ…

ଅବମାନନା ମାମଲାରେ ୪ ପୋଲିସଙ୍କୁ ଜେଲ ପଠାଇଲେ ହାଇକୋର୍ଟ

ଖେଡା,୧୯।୧୦: ଗୁଜରାଟର ଖେଡା ଜିଲାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିବା ଅଭିଯୋଗରେ କୋର୍ଟଙ୍କ ଅବମାନମା ମାମଲାରେ ହାଇକୋର୍ଟ ଗୁରୁବାର ୪ ପୋଲିସକର୍ମୀଙ୍କୁ ୧୪ ଦିନ ପାଇଁ ଜେଲକୁ ପଠାଇ ଦେଇଛନ୍ତି। କୋର୍ଟ ଦୋଷୀଙ୍କ ଉପରେ ୨୦୦୦ଟଙ୍କାର ଜରିମାନା ବି…

ଲାପଟପ, କମ୍ପ୍ୟୁଟର ଆମଦାନୀ ପାଇଁ ବଡ ପଦକ୍ଷେପ ନେଲେ ସରକାର

ନୂଆଦିଲ୍ଲୀ,୧୯।୧୦: ଲାପଟପ ଏବଂ କମ୍ପ୍ୟୁଟର ପରି ଆଇଟି ହାର୍ଡୱେର୍‌ ଉତ୍ପାଦ ଆମଦାନୀ ପାଇଁ କେନ୍ଦ୍ର ସରକାର ପୁରୁଣା ଲାଇସେନ୍ସ ନିୟମକୁ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଏହିପରି ଉତ୍ପାଦ ଆମଦାନୀ ପାଇଁ ଏକ ଅନଲାଇନ ଅନୁମୋଦନ ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଛି । ସରକାର…

ସିବିଆଇର ଅପରେଶନ ଚକ୍ର: ଇଣ୍ଟରନ୍ୟାଶନାଲ ସାଇବର ଫ୍ରଡ ମାମଲାରେ ୧୧ ରାଜ୍ୟର ୭୬ ସ୍ଥାନରେ ଚଢାଉ

ନୂଆଦିଲ୍ଲୀ,୧୯।୧୦: ସାଇବର ଅପରାଧକୁ ଦମନ କରିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ବୁଧବାର ରେ ଦେଶବ୍ୟାପୀ ଅଭିଯାନ ‘ଅପରେସନ ଚକ୍ର ୨’ ଆରମ୍ଭ କରିଛି। ଦେଶର ବିଭିନ୍ନ ରାଜ୍ୟରେ ବିଶେଷ କରି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, କର୍ନାଟକ, ହରିୟାଣା, କେରଳ, ତାମିଲନାଡୁ,…

ବନ୍ଧୁକମୁନରେ ପେଟ୍ରୋଲ ପମ୍ପ୍‌ରୁ ୫ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା

କେନ୍ଦୁଝର,୧୯ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରେ ବନ୍ଧୁକମୁନରେ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟି ନେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୁର୍ବୃତ୍ତମାନେ ୫ ରାଉଣ୍ଡ ଗୁଳି ଫୁଟାଇ ୫ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ଏଭଳି ଏକ ବଡ଼ଧରଣର ଡକାୟତି ଘଟଣା ବାଂଶପାଳ ବ୍ଲକ…

‘ଗାଜାରୁ ବାହାରିବା ସାଧାରଣ ଜନତାଙ୍କ ପାଇଁ ହୋଇ ପଡିଛି ମୁସ୍କିଲ’, ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ କହିଲା ବୈଦେଶିକ ମନ୍ତ୍ରଣାଳୟ

ଇସ୍ରାଏଲ/ନୂଆଦିଲ୍ଲୀ,୧୯।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନର ଉଗ୍ରବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗୁରୁବାର କହିଛି ଯେ ଏପର୍ଯ୍ୟନ୍ତ ପ୍ରାୟ ୧୨୦୦ ଭାରତୀୟ ନାଗରିକଙ୍କୁ ଇସ୍ରାଏଲରୁ ସ୍ଥାନାନ୍ତର କରାଯାଇଛି। ଏଥିମଧ୍ୟରେ ୧୮ ଜଣ…

ଦୁନିଆରେ ମାତ୍ର ୪ ଦିନ ବଞ୍ଚିଲେ, କିନ୍ତୁ ୬ ଜଣଙ୍କ ଜୀବନ ବଞ୍ଚାଇଲେ

ସୁରତ,୧୯।୧୦:ଗୁଜରାଟର ସୁରଟ ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ମାତ୍ର ୪ ଦିନର ଶିଶୁର ଅଙ୍ଗଦାନ କରିଛନ୍ତି। ଫଳରେ ୬ଟି ଜୀବନ ବଞ୍ଚିଯାଇଛି । ସୁରତ ସରଥାନାରେ ରହୁଥିବା ହର୍ଷଙ୍କ ସ୍ତ୍ରୀ ଚେତନା ଅକ୍ଟୋବର ୧୩ରେ ଏକ ସନ୍ତାନ ଜନ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?