Home Left

ଅଙ୍କିତା ଲୋଖଣ୍ଡେଙ୍କ ଅନସ୍କ୍ରିନ ଭଉଣୀଙ୍କ ପରଲୋକ

ମୁମ୍ବାଇ: ଲୋକ ପ୍ରିୟ ଟେଲିଭିଜନ ଧାରାବାହିକ ପବିତ୍ର ରିସ୍ତା ଫେମ ଅଭିନେତ୍ରୀ ପ୍ରିୟା ମରାଠେଙ୍କ ୩୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏତେ କମ ବୟସରେ ପ୍ରିୟା ମରାଠେଙ୍କ ହଠାତ ଦେହାନ୍ତ ତାଙ୍କ ପ୍ରଶଂସକମାନଙ୍କୁ ଆଘାତ ଦେଇଛି। ପ୍ରିୟା ଅନେକ...

ଡୋନାଲ୍ଡ ଟ୍ରମ୍ପ ନୁହେଁ, ମେଲାନିଆଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର? ଜାଣନ୍ତୁ କେମିତି ଚର୍ଚ୍ଚାକୁ ଆସିଲେ ଫାଷ୍ଟ ଲେଡି

ଓ୍ବାଶିଂଟନ,୩୧।୮: ଏବେ ପ୍ରଶ୍ନ ଉଠିଛି କ’ଣ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ନେଲସନ ମାଣ୍ଡେଲା ଏବଂ ମଲାଲା ୟୁସୁଫଜାଇଙ୍କ ପରି ନୋବେଲ ପୁରସ୍କାର ବିଜେତାଙ୍କ ମଧ୍ୟରେ ସାମିଲ ହୋଇପାରିବେ? କାରଣ ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତମ ରିପବ୍ଲିକାନ ନେତାମାନଙ୍କ ମଧ୍ୟରୁ...

ଆଉ ୭ ନୂଆ ମ୍ୟୁନିସିପାଲିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ତାଲିକାରେ ରହିଛି…

ଭୁବନେଶ୍ୱର,୩୧ା୮: ଆଜି ଅର୍ଥାତ୍‌ ରବିବାର ସ୍ବାୟତ୍ତ ଶାସନ ଦିବସ। ଏହି ଅବସରରେ ଆଉ ୭ ନୂଆ ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ନୂଆ ମ୍ୟୁନିସିପାଲିଟି ମଧ୍ୟରେ ମୟୂରଭଞ୍ଜର କରଞ୍ଜିଆ, ବୌଦ୍ଧ, ଗଞ୍ଜାମର ଭଞ୍ଜନଗର, ଆସିକା,...

ଖଣି ମାଲିକଙ୍କ ଘରେ ED ଚଢ଼ାଉ: ୧୦ ଦାମୀ କାର, ୩ ସୁପର ବାଇକ୍‌ ସହ…

ଭୁବନେଶ୍ୱର,୩୧ା୮: ଖଣି ମାଲିକ ଶକ୍ତି ରଞ୍ଜନ ଦାଶଙ୍କ ଘରେ ଇଡି ଚଢାଉ ହୋଇଛି। ଶକ୍ତିଙ୍କ ନୟାପଲ୍ଲୀ ସ୍ଥିତ ଘରେ ହିମାଚଳ ପ୍ରଦେଶ ED ଟିମ୍‌ ଚଢ଼ାଉ କରିଛି। ହିମାଚଳ ପ୍ରଦେଶ ପୋଲିସ ସିଆଇଡି ନିକଟରେ ମାମଲା ରୁଜୁ ପରେ ଏହି...

ମଝି ଆକାଶରେ ଖରାପ ହେଲା ବିମାନର ଶୌଚାଳୟ, ଯାତ୍ରୀଙ୍କୁ ଏମିତି କାମ କରିବାକୁ କରାଯାଇଥିଲା ବାଧ୍ୟ, ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଟ୍ରେନରେ ଟଏଲେଟ୍‌ ବା ଶୌଚାଳୟ ଖରାପ ହେବା ସାଧାରଣ କଥା। ଯଦି କୌଣସି ଟ୍ରେନର ଶୌଚାଳୟ ଖରାପ ହୁଏ ତେବେ ଯାତ୍ରୀମାନେ ଅନ୍ୟ ବଗିରେ ଥିବା ଶୌଚାଳୟକୁ ଯାଆନ୍ତି। କିନ୍ତୁ ଥରେ ଭାବିଲେ ମଝି ଆକାଶରେ ଯଦି ବିମାନର ଶୌଚାଳୟ...

ଟେକଅପ ସମୟରେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୩୧।୮: ଦିଲ୍ଲୀରୁ ଇନ୍ଦୋର ଯାଉଥିବା ଏୟାର ଇଣ୍ଡିଆର ବିମାନ AI2913 ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଦିଲ୍ଲୀ ଫେରିବାକୁ ପଡିଲା। ବିମାନର କକପିଟ କ୍ରୁଙ୍କୁ ଡାହାଣ ଇଞ୍ଜିନରେ ନିଆଁ ଲାଗିବାର ସଙ୍କେତ ମିଳିଥିଲା, ଯାହା ପରେ ମାନକ...

କେସିଙ୍ଗାରେ ସ୍ବାୟତ୍ତ ଶାସନ ଦିବସ: ସହରକୁ ଆଗେଇ ନେବା ପାଇଁ ଅଧ୍ୟକ୍ଷ…

କେସିଙ୍ଗା,୩୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ଏନ୍‌ଏସିରେ ସ୍ବାୟତ୍ତ ଶାସନ ଦିବସ ମହାସମାରୋହରେ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ ରବିବାର ସ୍ଥାନୀୟ କଲ୍ୟାଣ ମଣ୍ଡପରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଥମେ ଅଧ୍ୟକ୍ଷ ସମସ୍ତ କାଉନସିଲରଙ୍କ ଉପସ୍ଥିତିରେ ଦୀପ...

ଘର ଖାଲି କରିବେ ପୂର୍ବତନ ଉପରାଷ୍ଟ୍ରପତି, ଜାଣନ୍ତୁ କେଉଁଠି ହେବ ତାଙ୍କର ନୂଆ ଠିକଣା

ନୂଆଦିଲ୍ଲୀ,୩୧।୮: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ନେଇ ଏକ ବଡ଼ ଖବର ଆସିଛି। ସେ ଖୁବ ଶୀଘ୍ର ଉପରାଷ୍ଟ୍ରପତି ଭାବରେ ତାଙ୍କୁ ଦିଆଯାଇଥିବା ସରକାରୀ ବାସଭବନ ଛାଡିବେ। କିନ୍ତୁ, ତାଙ୍କୁ ଏପର୍ଯ୍ୟନ୍ତ ସରକାରୀ ବାସଭବନ ମିଳିନାହିଁ, ଯାହା ପୂର୍ବତନ ଉପରାଷ୍ଟ୍ରପତିଙ୍କୁ...

ଜାତୀୟ କିକବକ୍ସିଂ ଚାମ୍ପିଅନଶିପ ଗଞ୍ଜାମର  ପାୟଲଙ୍କୁ ରୌପ୍ୟ 

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ତାମିଲନାଡୁର ଚେନ୍ନାଇସ୍ଥିତ ନେହୁର ଇନଡୋର ଷ୍ଟାଡିୟମରେ ୱାକୋ ଇଣ୍ଡିଆ କିକବକ୍ସିଂ ଫେଡେରେଶନ ଦ୍ୱାରା ଆୟୋଜିତ ଚିଲ୍ଡେନ ଏବଂ କ୍ୟାଡେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅଗଷ୍ଟ ୨୭ରୁ ଆରମ୍ଭ ହୋଇଥିବା ୱକୋ ଭାରତ ଜାତୀୟ କିକବକ୍ସିଂ ଚାମ୍ପିୟନସିପ...

ଜଙ୍ଗଲରେ ପଡିଛି ଅର୍ଦ୍ଧଦଗ୍ଧ ଗଳିତମୃତଦେହ: ତନାଘନା ଚଳାଇଛି

ବଣାଇଁ,୩୧।୮(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା କାଶୀରା ଗ୍ରାମ ନିକଟସ୍ଥ ବ୍ରାହ୍ମଣୀପାଟ ମେଢ ଜଙ୍ଗଲରେ ଅର୍ଦ୍ଧଦଗ୍ଧ ଗଳିତ ମୃତଦେହ ପଡିରହିଛି । ଅଧିକ ଗନ୍ଧ ହେବାରୁ ଗ୍ରାମବାସୀ କୋଇଡ଼ା ପୋଲିସକୁ ସୁଚନା ଦେଇଥିଲେ। କୋଇଡ଼ା ପୋଲିସ ଘଟଣା ସ୍ଥଳରେ...

ଦେଶୀ ବନ୍ଧୁକ, ଧନୁତୀର ଧରି ଜୀବନରେ ମାରିଦେବାକୁ ଦେଉଥିଲେ ଧମକ, ଗାଁରେ ପୋଲିସ ପହଞ୍ଚି…

ଖଡ଼ିଆଳ,୩୧ା୮(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା କୋମନା ଥାନା ଦେଓଦରା ଗାଁରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତୀର ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। କୋମନା ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ,...

ବଣାଇଁ ବନାଞ୍ଚଳରେ ବାଘ ପାଦ ଚିହ୍ନ: ଅଞ୍ଚଳରେ କୋକୁଆ ଭୟ

ବଣାଇଁ,୩୧।୮: ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ ଅଧୀନ ବଣାଇଁ ବନାଞ୍ଚଳ ଅନ୍ତର୍ଗତ ଘୁଷୁରା ଜଙ୍ଗଲରେ ଏକ ପାଦ ଚିହ୍ନ  ଦେଖି ସ୍ଥାନୀୟ ଲୋକେ ବନ ବିଭଗକୁ ଖବର ଦେବା ପରେ ବନ ବିଭଗ ଘଟଣାସ୍ଥଳରେ ପହଞ୍ଚି ପାଦଚିହ୍ନ କୁଦେଖି  ତଦନ୍ତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri