ହସ୍ପିଟାଲ ଖାଲି କରିବାକୁ ୧ ଘଣ୍ଟାର ସମୟ ଦେଲା ଇସ୍ରାଏଲ
ଜେରୁଜେଲମ,୧୮।୧୧: ଗାଜାର ଅଲ-ଶିଫା ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି ଯେ, ଇସ୍ରାଏଲ ସେମାନଙ୍କୁ ହସ୍ପିଟାଲ ଛାଡିବାକୁ ଏକ ଘଣ୍ଟା ସମୟ ଦେଇଛି। ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ , ଅଲ-ଶିଫା ହସ୍ପିଟାଲରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ଅଲ-ରସିଦ ଷ୍ଟିଟ୍ରୁ…
ଗର୍ଭପାତ ଉପରେ ଲାଗିଥିବା ପ୍ରତିବନ୍ଧକକୁ ନେଇ ଉଠିଲା ବିବାଦ
ଓ୍ବାଶିଂଟନ,୧୮।୧୧: ଆମେରିକାର ରାଷ୍ଟ୍ରପତି ପଦର ଦାବିଦାର ନିକ୍କି ହେଲି ଗର୍ଭଧାରଣର ୬ସପ୍ତାହ ପରେ ଗର୍ଭପାତ ଉପରେ ପ୍ରତିବନ୍ଧକ ଲଗାଇବାକୁ ସମର୍ଥନ କରିଛନ୍ତି। ଏହା ଉପରେ ବାଇଡେନ-ହାରିସ ପ୍ରଚାର ଅଭିଯାନ ହେଲିଙ୍କୁ ଗର୍ଭପାତ ବିରୋଧୀ ଚରମପନ୍ଥୀ ବୋଲି କହିଛନ୍ତି। ଶୁକ୍ରବାର ହେଲିଙ୍କୁ ପଚରାଯାଇଥିଲା,…
୫୬ ହଜାର ଟଙ୍କାରେ ବିଶ୍ୱକପ ଫାଇନାଲ ମ୍ୟାଚ ଟିକେଟ୍ କିଣି ଠକେଇର ଶିକାର ହେଲେ ଯୁବତୀ
ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ପ୍ରଶଂସକମାନେ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଫାଇନାଲ ମ୍ୟାଚ ପାଇଁ ଟିକେଟ୍ ବୁକିଂ ପୂର୍ଣ୍ଣ ହୋଇଛି। ଏହା ସତ୍ତ୍ୱେ ପ୍ରଶଂସକମାନେ କୌଣସି ପ୍ରକାରେ ଷ୍ଟାଡିୟମରେ…
ବିବାହ ସମାରୋହରୁ ଫେରୁଥିବା ବେଳେ ଗଛକୁ ଧକ୍କା ଦେଲା ଗାଡି, ୨ ଶିଶୁଙ୍କ ସମେତ ୫ ମୃତ
ରାଞ୍ଚି,୧୮।୧୧: ଝାଡଖଣ୍ଡର ଗିରିଡିହ ଜିଲାରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଶିଶୁଙ୍କ ସମେତ ୫ ଜଣ ପ୍ରାଣ ହରାଇଛନ୍ତି। ବିବାହ ଶୋଭାଯାତ୍ରାରୁ ଫେରୁଥିବା ବେଳେ ଏସୟୁଭି ଦ୍ରୁତ ଗତିରେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ…
ବିଧାନସଭା ପୂର୍ବରୁ ଲୋକଙ୍କ ମତ ଲୋଡିଲେ ନରସିଂହ
ବଲାଙ୍ଗୀର,୧୮ା୧୧(ବୀରେନ୍ଦ୍ର କୁମାର ଝାଙ୍କର): ଆସନ୍ତା ନଭେମ୍ବର ୨୧ରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନରେ ବଲାଙ୍ଗୀର ସମେତ ସମଗ୍ର ପଶ୍ଚିମ ଓଡିଶାର ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟା ଏବଂ ବୃଦ୍ଧି ପାଇଚାଲିଥିବା ଆଞ୍ଚଳିକ ବୈଷମ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ ବୋଲି…
ବୁର୍ଜ ଖଲିଫାରେ ରିଲିଜ ହେଲା ‘ଆନିମଲ’ର ଟିଜର
ମୁମ୍ବାଇ: ୨୦୨୩ବର୍ଷର ବହୁ ପ୍ରତୀକ୍ଷିତ ମୁଭି ‘ଆନିମଲ’ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ମୁଭିରେ ରଣବୀର କପୁରଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା, ବବି ଦେଓଲ ଏବଂ ଅନିଲ କପୁର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସମ୍ପ୍ରତି ଫିଲ୍ମର ଷ୍ଟାର…
ଏଲନ ମସ୍କଙ୍କ ବିରୋଧରେ ଅଭିଯୋଗ
ଓ୍ବାଶିଂଟନ,୧୮।୧୧: ହ୍ବାଇଟ ହାଉସ ଶୁକ୍ରବାର ଏକ ବିବୃତ୍ତି ଜାରି କରି ଏଲନ ମସ୍କଙ୍କ ମନ୍ତବ୍ୟକୁ ନିନ୍ଦା କରିଛି ଯେଉଁଥିରେ ମସ୍କ ବିରୋଧୀ ଥିଓରୀକୁ ଏକ ଷଡଯନ୍ତ୍ର ବୋଲି ବିବେଚନା କରିଛି। ହ୍ବାଇଟ ହାଉସ କହିଛି ଯେ ଏଲୋନ ମସ୍କ ବିରୋଧୀ ଘୃଣାକୁ…
୧୦ ଫୁଟ ତଳକୁ ଖସିଲା ଟ୍ରକ
ଛତ୍ରପୁର,୧୮।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ ଟ୍ରକ୍ ଓଲଟି ପଡ଼ିଛି। ଏଥିରେ ଡ୍ରାଇଭର ଆହତ ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଟିଏନ୍ଏଡବ୍ଲ୍ୟୁ ୨୩୫୦ ନମ୍ବର ବିଶିଷ୍ଠ ଲୁହା କଏଲ ବୋଝେଇ ୧୪ ଚକିଆ…
ରୁଟିରେ ଦର୍ଶନ ଦେଲେ ଜଗନ୍ନାଥ
ଭଦ୍ରକ,୧୮।୧୧(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକ ମଙ୍ଗୁଲି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ରୁଟିରେ ଜଗନ୍ନାଥ ଦର୍ଶନ ଦେଇଛନ୍ତି। ସୂଚନା ମୁତାବକ ଶୁକ୍ରବାର ରାତିରେ ତାଙ୍କ ବୋହୁ ରୁଟି ସେକୁଥିବା ବେଳେ ରୁଟିର କିଛି ଅଂଶ ପୋଡ଼ିଯାଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି…
ଏହି ଅମ୍ପାୟର ରହିଲେ କେବେ ଜିତିନି ଭାରତ
ନୂଆଦିଲ୍ଲୀ,୧୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଦମଦାର ରନ ସଂଗ୍ରହ କରି ଫାଇନାଲରେ ଏଣ୍ଟ୍ରି କରିଛି ଭାରତ। ରବିବାର ଫାଇନାଲ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି। ଟିମ୍ ଇଣ୍ଡିଆର ପାଓ୍ବାର ପ୍ୟାକ୍ ଖେଳାଳୀ ବିରାଟ କୋହଲ, ଶ୍ରେୟସ ଆୟର ଓ ମହମ୍ମଦ ଶାମି…
ଆମାଜନ ଆଲେକ୍ସାର ଶହ ଶହ କର୍ମଚାରୀଙ୍କର ଯିବ ଚାକିରି, ଆମେରିକା,କାନାଡା, ଭାରତରେ ପଡିବ ପ୍ରଭାବ
ନ୍ୟୁୟର୍କ,୧୮।୧୧: ଇ-କମର୍ସ କମ୍ପାନୀ ଆମାଜନ ଏହାର ଆଲେକ୍ସା ଡିଭିଜନରେ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ତାଜା କାର୍ଯ୍ୟ ମଧ୍ୟରେ ଆମାଜନ ଏହି ନିଷ୍ପତ୍ତି ନେଇଛି। ଆମାଜନର ଆଲେକ୍ସା ଏବଂ ଫାୟାର ଟିଭିର ଉପାଧ୍ୟକ୍ଷ ଡୋନିଏଲ ରୋଶ କର୍ମଚାରୀମାନଙ୍କୁ…
ଆପଣ କିଣୁଛନ୍ତି କି ଶସ୍ତା ଫ୍ଲାଇଟ ଟିକେଟ, କିଣିବା ପୂର୍ବରୁ ଜାଣନ୍ତୁ ଏସବୁ
ନୂଆଦିଲ୍ଲୀ,୧୮।୧୧: ବିମାନ ଯାତ୍ରା କରିବା ପାଇଁ ଲକ୍ଷ ଲକ୍ଷ ଗ୍ରାହକ ବିମାନ ଟିକେଟ ଉପରେ ବମ୍ପର ରିହାତି ପାଇଁ ଅପେକ୍ଷା କରନ୍ତି। ଉତ୍ସବର ଋତୁ ପୂର୍ବରୁ ଅନେକ ବିମାନ କମ୍ପାନୀ ଟିକେଟ ଉପରେ ବିଶେଷ ରିହାତି ପ୍ରଦାନ କରନ୍ତି। କିନ୍ତୁ, ଆପଣ…

