Home Left

ଛାତ୍ର କଂଗ୍ରେସର ପ୍ରତିବାଦ

ଭୁବନେଶ୍ବର, ୮ା୭(ସୁନିତ୍‌ ମିଶ୍ର): ଗୁଜରାଟ ହାଇକୋର୍ଟ ପକ୍ଷରୁ ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି)ର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ହୋଇଥିବା ଦଣ୍ଡାଦେଶରେ ରୋକ୍‌ ଲଗାଇବା ପାଇଁ ଆବେଦନ ଖାରଜ ହେବାପରେ ସାରା ଦେଶରେ କଂଗ୍ରେସ କର୍ମୀ, ସାଧାରଣ ଜନତା ଓ…

ତ୍ରିପୁରା ବିଧାନସଭାରେ ପର୍ନକୁ ନେଇ ହାଇଡ୍ରାମା

ଅଗରତାଲା,୮ା୭: ବିଧାନସଭା ଅଧିବେଶନ ଚାଲିଥିବାବେଳେ ଗୃହରେ ମୋବାଇଲ ବ୍ୟବହାର ମନା। ଏହା ଜାଣି ସୁଦ୍ଧା ତ୍ରିପୁରାର ବାଗ୍‌ବାସା ଭାଜପା ବିଧାୟକ ଯାଦବଲାଲ ନାଥ ବିଧାନସଭାରେ ବସି ଅଶ୍ଳୀଳ ଭିଡିଓ ଦେଖୁଥିଲେ। ଗତ ମାର୍ଚ୍ଚ ୩୦ର ଏହି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ବହୁଳ…

ବଲାଙ୍ଗୀରରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର, ୮ା୭(ବୀରେନ୍ଦ୍ର କୁମାର ଝାଙ୍କର): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଶୁକ୍ରବାର ବଲାଙ୍ଗୀର ଆସି ଏକ ଦ୍ୱାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ରଙ୍କ ପିତା ମାର୍କଣ୍ଡ ମିଶ୍ର ଓ ମାତା ଜ୍ୟୋତିର୍ମୟୀ ମିଶ୍ରଙ୍କ…

ସିସୋଡିଆଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ, ୮ା୭ :ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏଏପି ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ, ତାଙ୍କ ସ୍ତ୍ରୀ ଓ ଅନ୍ୟ କେତେଜଣ ଅଭିଯୁକ୍ତଙ୍କ ୫୨…

କୋଷ୍ଟଗାର୍ଡ ପାଇଁ କିଣାଯିବ ଡୋର୍ନିଅର ବିମାନ

ନୂଆଦିଲ୍ଲୀ, ୮ା୭: ଭାରତୀୟ ତଟ ସୁରକ୍ଷା ବାହିନୀ (ଆଇସିଜି) ପାଇଁ ଦୁଇଟି ଡୋର୍ନିଅର ବିମାନ ସମେତ ଅନ୍ୟାନ୍ୟ ଇଞ୍ଜିନିୟରିଂ ସପୋର୍ଟ ପ୍ୟାକେଜ୍‌ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌) ସହ ୪୫୮.୮୭ କୋଟି ଟଙ୍କାର ଚୁକ୍ତିନାମା ସ୍ବାକ୍ଷର କରିଛି।…

ଇସ୍ତଫା ଘୋଷଣା କଲେ ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ

ଆମଷ୍ଟରଡାମ,୮।୭: ମିଳିତ ସରକାରରେ ସ୍ଥାନାନ୍ତରଣ ନୀତି ଉପରେ ସହମତି ନ ଥିବାରୁ ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟ ଇସ୍ତଫା ଘୋଷଣା କରିଛନ୍ତି। ସ୍ଥାନାନ୍ତରଣ ନୀତିକୁ ନେଇ ମିଳିତ ଦଳ ମଧ୍ୟରେ ମତଭେଦ ପରେ ଡଚ ସରକାର ହ୍ରାସ ପାଇଛି ବୋଲି ସେ…

୨ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଶୁଭାରମ୍ଭ

ବାରାଣସୀ , ୮ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନିଜ ନିର୍ବାଚନ ମଣ୍ଡଳୀ ଉତ୍ତରପ୍ରଦେଶର ବାରାଣସୀରେ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, ପୂର୍ବ ସରକାରଗୁଡ଼ିକ ବାସ୍ତବତାକୁ ନ ଦେଖି ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠରେ ବସି ଯୋଜନା ପ୍ରସ୍ତୁତ କରୁଥିଲେ। ଆଜିର କଲ୍ୟାଣକାରୀ…

ମୋଦିଙ୍କ ରାଲିକୁ ଯାଉଥିବା ବସ୍‌ ଦୁର୍ଘଟଣାରେ ୩ ମୃତ

ବିଳାସପୁର, ୮ା୭: ଛତିଶଗଡ଼ର ରାୟପୁରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିକୁ ଯାଉଥିବା ଏକ ବସ୍‌ ବିଳାସପୁର ଜିଲାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ…

ଆଜି ରାଜସ୍ଥାନ, ତେଲଙ୍ଗାନା ଗସ୍ତରେ ପ୍ରଧାନମନ୍ତ୍ରୀ: ଅନେକ ପ୍ରକଳ୍ପର କରିବେ ଶୁଭାରମ୍ଭ

ଜୟପୁର,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନ ଏବଂ ତେଲଙ୍ଗାନା ଗସ୍ତ କରିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଉଭୟ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ଏଥିସହ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ରାଜସ୍ଥାନରେ ୨୫୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର…

୨ ଇଞ୍ଜିନିୟର, ଜଣେ ଟେକ୍ନିସିଆନ ଗିରଫ

ଭୁବନେଶ୍ୱର,(ସୂର୍ଯ୍ୟକାନ୍ତ ବେହେରା)/ ବାଲେଶ୍ୱର, ୮ା୭ (ମାନସ ବିଶ୍ୱାଳ): ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣା ମାମଲାରେ ସିବିଆଇ ଶୁକ୍ରବାର ବଡ଼ ପଦକ୍ଷେପ ନେଇଛି। ତଦନ୍ତ ଭାର ନେବାର ମାସକ ପରେ ୩ଜଣ ରେଳ କର୍ମଚାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ବାହାନଗା ବଜାର…

୭ ଦିନରେ ଜବାବ ଦାଖଲ କର: ହାଇକୋର୍ଟ

କଟକ,୮ା୭(କାର୍ତ୍ତିକ ସାହୁ): ଶ୍ରୀମନ୍ଦିରରେ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ଦର୍ଶନ ବ୍ୟବସ୍ଥା କରିବା ପାଇଁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶର ଅବମାନନାକୁ ନେଇ ଆଗତ ମାମଲାର ଶୁଣାଣି ଶୁକ୍ରବାର ହୋଇଛି। ଆବେଦନକାରୀ ଜିତେନ୍ଦ୍ର ବିଶ୍ୱାଳଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ବିଚାରପତି…

୩ ଅଭିଯୁକ୍ତଙ୍କୁ ଆଶ୍ୱସ୍ତି

ପାରଳାଖେମୁଣ୍ଡି,୮ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ମୃତ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀ, ପୂର୍ବତନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri