ସିୟୁ ଭାରତର ନଂ.୧ ଘରୋଇ ବିଶ୍ୱବିଦ୍ୟାଳୟ
ନୂଆଦିଲ୍ଲୀ,୧୦।୭: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଚଣ୍ଡିଗଡ଼ ୟୁନିଭର୍ସିଟି (ସିୟୁ)କୁ ନିକଟରେ ଆଉ ଏକ ଜାତୀୟ ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, କ୍ୟୁଆକ୍ୟୁରେଲି ସିମଣ୍ଡସ (କ୍ୟୁଏସ୍) ଓ୍ବାର୍ଲଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍ (ଡବ୍ଲ୍ୟୁୟୁଆର)-୨୦୨୪ ପକ୍ଷରୁ ନିକଟରେ ଘରୋଇ ବିଶ୍ୱବିଦ୍ୟାଳୟଗୁଡିକର ମାନ୍ୟତା…
ନୋକିଆର ନୂତନ ଉତ୍ପାଦ ଉନ୍ମୋଚିତ
ଭୁବନେଶ୍ୱର,୧୦।୭: ଏଚ୍ଏମ୍ଡି ଗ୍ଲୋବାଲ ପକ୍ଷରୁ ନୋକିଆର ନୂତନ ଉତ୍ପାଦ ତଥା ଫିଚର ଫୋନ୍ ନୋକିଆ୧୧୦ ୪ଜି ଏବଂ ନୋକିଆ୧୧୦ ୨ଜି’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଯେଉଁଥିରେ ୟୁପିଆଇର ସ୍କାନ୍ ଆଣ୍ଡ୍ ପେ’ ସୁବିଧା ସାମିଲ ରହିଛି। ଏପରିକି ନୋକିଆ୧୧୦ ୪ଜିରେ…
ଜଙ୍ଗଲରୁ ମିଳିଲା କଙ୍କାଳ
ରେଢାଖୋଲ,୯ା୭(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ଚାରମାଳ ପୋଲିସ ରବିବାର ଲମ୍ବଖେତା ଜଙ୍ଗଲରୁ ଜଣେ ଅଜଣା ବ୍ୟକ୍ତିଙ୍କ କଙ୍କାଳ ଜବତ କରିଛି। ଏ ନେଇ ଚାରମାଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିିଥିବା ଥାନା ଅଧିକାରୀ ପବିତ୍ର…
ଯୁବତୀଙ୍କୁ ଅସଦାଚରଣ କରି ୩ ବର୍ଷ ହେଲା ଫେରାର ଥିବା ଅଭିଯୁକ୍ତ ଗିରଫ
ଖପ୍ରାଖୋଲ,୯।୭(ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଅସଦାଚରଣ କରି ୩ ବର୍ଷ ହେଲା ଫେରାର ଥିବା ଜଣେ ଯୁବକଙ୍କୁ ଖପ୍ରାଖୋଲ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ସାନଉଡ଼େନ…
୭ ଦିନ ମଧ୍ୟରେ ଜାଗା ଖାଲି କର
ରାଉରକେଲା,୯।୭(ସଙ୍ଗୀତା ଜେନା): ଉଦିତନଗରସ୍ଥିତ ରାଉରକେଲା ବିଏସ୍ଏନ୍ଏଲ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆର୍ଏମ୍ସିର ଫୁଡ୍କୋର୍ଟ ଦୋକାନୀଙ୍କୁ ଜାଗା ଖାଲି କରିବାକୁ ନୋଟିସ ଦିଆଯାଇଛି। ଆରଏମସି ପତ୍ର ସଂଖ୍ୟା ୭୬୯୯/୫.୭.୨୩ ଅନୁଯାୟୀ ନୋଟିସ ପ୍ରକାଶନର ୭ଦିନ ମଧ୍ୟରେ ସ୍ଥାନ ଖାଲି କରିବାକୁ କୁହାଯାଇଛି। ସୂଚନାଯୋଗ୍ୟ,…
କୂଅରେ ପଡ଼ିଗଲେ ଶିଶୁକନ୍ୟା
ରେଢାଖୋଲ,୯ା୭(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢାଖୋଲ ସହର କୁରୁମଟିକିରା ପଡାର ଏକ ଦେଢବର୍ଷର ଶିଶୁକନ୍ୟା କୂଅରେ ପଡି ମୃତ୍ୟୁବରଣ କରିଛି। ସେ ହେଲା କୃଷ୍ଣଚନ୍ଦ୍ର ସାହୁଙ୍କ ଝିଅ ଆଦ୍ୟାଶା। ସୂଚନାମତେ ଆଦ୍ୟାଶା ଅପରାହ୍ନ ୪ଟା ବେଳେ ବାଡିପଟେ ଖେଳୁଥିବା ବେଳେ କୂଅରେ…
ଫାଇନାଲରେ ପହଞ୍ଚିଲେ ସେନ୍
କାଲାଗାରି,୯ା୭: ଜାପାନର କେଣ୍ଟା ନିଶିମୋତୋଙ୍କ ବିପକ୍ଷରେ ବିଜୟ ଲାଭ କରି ଲକ୍ଷ୍ୟ ସେନ୍ କାନାଡା ଓପନ ସୁପର ୫୦୦ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ପି.ଭି. ସିନ୍ଧୁ ତାଙ୍କ ସେମିଫାଇନାଲ ମ୍ୟାଚରେ ହାରିଯାଇଛନ୍ତି। ସେମିଫାଇନାଲରେ ବିଶ୍ୱର ୧୧ତମ ମାନ୍ୟତାପ୍ରାପ୍ତ…
ପ୍ରଥମ ଟି୨୦ ଜିତିଲା ଭାରତ
ମୀରପୁର,୮ା୭: ବାଂଲାଦେଶ ବିପକ୍ଷ ପ୍ରଥମ ମହିଳା ଟି୨୦ ମ୍ୟାଚରେ ଭାରତ ବିଜୟୀ ହୋଇଛି। ପ୍ରଥମେ ଭାରତୀୟ ସ୍ପିନର ବାଂଲାଦେଶକୁ ୧୧୪ ରନ୍ରେ ସୀମିତ ରଖିଥିଲେ। ଅଧିନାୟିକା ହରମନ୍ପ୍ରୀତ କୌରଙ୍କ ଅପରାଜିତ ୫୪ ରନ୍ ବଳରେ ଭାରତ ୩ ଉଇକେଟ ହରାଇ ଆବଶ୍ୟକ…
‘ରିଲ୍ ଅପେକ୍ଷା ରିଅଲ୍ ହୁଅନ୍ତୁ ରାହୁଲ ଗାନ୍ଧୀ’
ଗୁଆହାଟୀ,୯।୭: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ପୁଣି ଥରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ କ୍ଷେତରେ ଚାଷୀଙ୍କ ସହ ଫଟୋ ଉଟାଇବା ହାସ୍ୟାସ୍ପଦ ବୋଲି ସରମା କହିଛନ୍ତି। ରାହୁଲ ଶନିବାର ହରିୟାଣାର ସୋନିପତ ଜିଲାର ମଦିନା ଗ୍ରାମରେ ଅଟକି…
ଟ୍ରକ ଧକ୍କାରେ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ
ପାରଳାଖେମୁଣ୍ଡି,୯।୭(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗାରବନ୍ଧ ଥାନା ଅଧୀନ ସାରିଆପଲ୍ଲୀ ଗ୍ରାମ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ଗାଡି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଇଠଡା ଗ୍ରାମର ଟି.ସିମାଞ୍ଚଳମ୍(୫୨)। ମିଳିଥିବା ସୂଚନା ମୁତାବକ, ଟି.ସିମାଞ୍ଚଳମ ଗାରବନ୍ଧ…
ପଡିପାରେ ଶରଦ ପାଓ୍ବାରଙ୍କ ଆଉ ଏକ ଓ୍ବିକେଟ!
ମୁମ୍ବାଇ,୯।୭: ମହାରାଷ୍ଟ୍ର ରାଜନୀତିରେ କିଛି ଦିନ ହେବ ହଲଚଲ ଲାଗି ରହିଛି। ଚାଚା ଶରଦ ପାଓ୍ବାରଙ୍କ ସହ ଗେମ ଖେଳିବା ପରେ ଅଜିତ ପାଓ୍ବାର ଏନଡିଏ ସରକାରରେ ସାମିଲ ହୋଇଯାଇଛନ୍ତି। ଏହାପରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ଦୁଇ ଭାଗ ହୋଇଯାଇଛି। ଏବେ…
ମାତ୍ର ୧୧ ବର୍ଷ ବୟସରେ କୋଟିପତି ହେଲେ ମହେଶ ବାବୁଙ୍କ ଝିଅ
ସାଉଥ୍ ସୁପରଷ୍ଟାର ମହେଶ ବାବୁଙ୍କ ଝିଅ ସୀତାରା ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ୧୧ ବର୍ଷିୟା ସିତାରା ଛୋଟ ବେଳୁ ଏତେ ବଡ଼ କାମ କରିଛନ୍ତି, ଯାହା ପ୍ରସିଦ୍ଧ ତାରକାଙ୍କ ପିଲାମାନେ ମଧ୍ୟ କରିପାରି ନାହାନ୍ତି। ସୀତାରା ଏକ ପ୍ରସିଦ୍ଧ…
Archives


