ସିଏସ୍ଏମ୍କୁ ଟେକ୍ ଫର୍ ଏକ୍ସିଲେନ୍ସ ଆୱାର୍ଡ
ଭୁବନେଶ୍ୱର,୧୯।୮: ରାଜ୍ୟର ଅଗ୍ରଣୀ ଆଇଟି କମ୍ପାନୀ ସିଏସ୍ଏମ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍କୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ସମ୍ମାନ ‘ଟେକ୍ ଫର୍ ଏକ୍ସିଲେନ୍ସ ଆୱାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି ପଶ୍ଚିମବଙ୍ଗ ସରକାରଙ୍କ ସୂଚନା ପ୍ରଯୁକ୍ତିବିଦ୍ୟା ଓ ଇଲେକ୍ଟ୍ରୋନିକ୍ସ ବିଭାଗ ଏବଂ ଆସୋଚାମ୍…
ମା’ମହିଷାଶୁଣୀଙ୍କ ନୀତିକାନ୍ତିରେ ବିଭ୍ରାଟ
ଖଣ୍ଡପଡ଼ା,୧୯ା୮(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ଦେବୋତ୍ତର ବିଭାଗ ଅଧୀନରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିର ପରିଚାଳନା ପାଇଁ ରାଜରାଜୁଡା ଅମଳରୁ ବହୁ ଜମି ରହିଛି ା ସେଥିରୁ ପ୍ରତିମାସରେ ବିଧି ବ୍ୟବସ୍ଥା କ୍ରମେ ଆର୍ଥିକ ବ୍ୟବସ୍ଥା ରହିଛି ା ମାତ୍ର ଉକ୍ତ…
ଏନ୍ଏମ୍ଡିସି ଷ୍ଟିଲ୍ ପ୍ଲାଣ୍ଟ ବ୍ଲାଷ୍ଟ ଫର୍ନେସ ଲୋକାର୍ପିତ
ଭୁବନେଶ୍ୱର,୧୯।୮: ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ (ଏନ୍ଏମ୍ଡିସି)ର ପ୍ରମୁଖ ସଂସ୍ଥାନ ଏନ୍ଏମ୍ଡିସି ଷ୍ଟିଲ୍ ପ୍ଲାଣ୍ଟର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ବ୍ଲାଷ୍ଟ ଫର୍ନେସ ନିକଟରେ ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ଛତିଶଗଡ଼ର ନଗରନାରଠାରେ ଦେଶର ୨ୟ ସର୍ବବୃହତ ବ୍ଲାଷ୍ଟ…
ଖସିଲା ଶେୟାର ବଜାର କାରବାର
ଭୁବନେଶ୍ୱର,୧୯।୮: କ୍ରମାଗତ ୨ୟ ଦିନ ଲାଗି ଭାରତୀୟ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସ (ଷ୍ଟକ୍ବଜାର) ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଶୁକ୍ରବାର…
ବଜାରରେ ମର୍ସିଡିଜ୍-ବେଞ୍ଜ୍ର ନୂଆ ଜିଏଲ୍ସି
ଭୁବନେଶ୍ୱର,୧୯।୮ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ (ଲକ୍ଜୁରି) କାର୍ ନିର୍ମାତା ମର୍ସିଡିଜ୍-ବେଞ୍ଜ ଇଣ୍ଡିଆର ବହୁ ପ୍ରତୀକ୍ଷିତ ମିଡ୍-ସାଇଜ୍ ଏସ୍ୟୁଭି ‘ଜିଏଲ୍ସି’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଟି ଆଣ୍ଡ ଟି ମୋଟର୍ସ ପକ୍ଷରୁ ଏକ…
ପୋଖରୀ ହୁଡ଼ା ଭାଙ୍ଗି ଜମି ଜଳମଗ୍ନ
କାମାକ୍ଷାନଗର, ୧୯।୮(ସୁଧୀର ପରିଡ଼ା): ଦୁଇଦିନ ଧରି ଜାରି ରହିଥିବା ଲଗାଣବର୍ଷାରେ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ପଞ୍ଚାୟତ ଶ୍ରୀମୂଳା ଗ୍ରାମ ଅରଖବାହାଳି ପୋଖରୀ ବନ୍ଧ ଶୁକ୍ରବାର ଭାଙ୍ଗିଯାଇଛି। ଫଳରେ ୮ ମିଟର ଘାଇ ସୃଷ୍ଟି ହେବା ସହ ଜଳାଶୟ ନିକଟବର୍ତ୍ତୀ…
୨୫ରେ ସ୍ବାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ଗଣଧାରଣା
ଢେଙ୍କାନାଳ, ୧୯ା୮(ରତନ ନାୟାର): ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ କପିଳାସରେ ଅବ୍ୟବସ୍ଥା ସୀମା ଟପିଲାଣି। ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କୁ ଆର୍ଥିକ ଶୋଷଣ କରାଯାଉଛି। ମାନସିକ ନିର୍ଯାତନା ଦିଆଯାଉଛି। ଏହାର ପ୍ରତିବାଦରେ ଆସନ୍ତା ୨୫ ତାରିଖ ପୂର୍ବାହ୍ନ ୯ଟାରୁ କପିଳାସ…
ମାଡୁଛି ଡେଙ୍ଗୁ, ଲୋକେ ଆତଙ୍କିତ
ରାଇବଣିଆ, ୧୯ା୮(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ସର୍ଦାରବନ୍ଧ ପଞ୍ଚାୟତ ଚୂଡ଼ାମଣିପୁର, ବୋଇତାଳୁପଦା ଓ ପଞ୍ଚୁଘଣ୍ଟାରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି। ଏହି ଗାଁର ପ୍ରତି ପରିବାରରେ କେହି ନା କେହି ଜ୍ୱରରେ ପୀଡ଼ିତ ଅଛନ୍ତି। ୩ ଗାଁରେ ଜ୍ୱର ଆକ୍ରାନ୍ତଙ୍କ…
ବୈତରଣୀ ବାଲିଘାଟ ପରିଦର୍ଶନ
ଧାମନଗର, ୧୯ା୮(ସନ୍ତୋଷ କୁମାର ମହାପାତ୍ର): ଖଣି ବିଭାଗ, ତହସିଲ, ଜିଲା ପ୍ରଶାସନ ଓ ଜଳ ସମ୍ପଦ ବିଭାଗର ମିଳିତ ଟିମ୍ ଗୁରୁବାର ଭଦ୍ରକ ଜିଲା ଧାମନଗର ତହସିଲ ଅଧୀନ ଆନନ୍ଦପୁର ପଞ୍ଚାୟତର ବୈତରଣୀ ନଦୀ ସଇରାତ ଉତ୍ସ ବୁଲି ଦେଖିଛନ୍ତି। ଭଦ୍ରକ…
ଚିନ୍ତା ବଢ଼ାଇଛି ବ୍ୟାସ ସରୋବର ମନ୍ଦିରରେ ଭୋଜିଭାତ
ଯାଜପୁର,୧୯ା୮(ହର୍ଷବର୍ଦ୍ଧନ ବେହେରା): ଓଡ଼ିଆ ସଂସ୍କୃତିର ଏକ ପୁଣ୍ୟ ପୀଠ ଭାବେ ବ୍ୟାସ ସରୋବର ସର୍ବଜନବିଦିତ। ଏଠାକୁ ବହୁ ପରିଦର୍ଶକ, ପର୍ଯ୍ୟଟକ ଆସିଥାନ୍ତି। ପ୍ରାୟ ୬୪ କୋଟି ଟଙ୍କା ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍ଏଫ୍) ପାଣ୍ଠିରୁ ମଞ୍ଜୁର ହୋଇ ଏହି ସରୋବରର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ…
ଏମ୍ଏମ୍ଏସ୍ଓ୍ବାଇ ରାସ୍ତା ନିର୍ମାଣରେ ଅନିୟମିତତା
ଯାଜପୁର,୧୯ା୮(ହର୍ଷବର୍ଦ୍ଧନ ବେହେରା): ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ (ଆର୍ଡି) ବିଭାଗ ଅଧୀନରେ ଥିବା ଯାଜପୁର ନିର୍ମାଣ ଡିଭିଜନ-୧ ବିଭାଗରେ ଠିକାଦାରି ରାଜନୀତି ଅଣାୟତ୍ତ ହେବାରେ ଲାଗିଛି। ଆଭ୍ୟନ୍ତର ଅଞ୍ଚଳବାସୀଙ୍କ ପାଇଁ ଗ୍ରାମ୍ୟ ରାସ୍ତା ନିର୍ମାଣ ଓ ମରାମତି ନାମରେ ବିପୁଳ କୋଟି…
ଶିଶୁଙ୍କୁ ୧୨ ପରିବର୍ତ୍ତେ ୯ ଅଣ୍ଡା ମିଳୁଛି
ରଘୁନାଥପୁର,୧୯।୮(ରାଜେନ୍ଦ୍ର ନାରାୟଣ ସିଂହ): ଦୀର୍ଘ ୬ ମାସର ବ୍ୟବଧାନ ପରେ ରଘୁନାଥପୁର ବ୍ଲକରେ ଶୁକ୍ରବାର ତୃତୀୟ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ୬ ମାସ ପରେ କାହିଁକି ବୈଠକ ଡକାଗଲା ବୋଲି ଚିକିଣିଆ ସରପଞ୍ଚ ବିଷ୍ଣୁ ଚରଣ ସେଠୀ ଅଧ୍ୟକ୍ଷା…
Archives


