ଏବେ ମାତ୍ର ୯ ବର୍ଷ ହୋଇଛି,ଏତେ ଚିନ୍ତିତ କାହିଁକି ମୋଦି ସରକାର: ପିକେ
ମୁଜାଫରପୁର,୨୦।୯: ନିର୍ବଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜିକାଲି ବିହାରର ମୁଜାଫରପୁର ଜିଲାରେ ଜନ ସୁରଜ ପଦଯାତ୍ରା କରୁଛନ୍ତି। ବୁଧବାର ମୋଦି ସରକାର, ଇନ୍ଦିରା ଗାନ୍ଧୀ ଏବଂ ମିଳିତ ମେଣ୍ଟ ‘ଇଣ୍ଡିଆ’ ନାଁ ନେଇ ଏକ ବିବୃତ୍ତି ଜାରି କରିଛନ୍ତି। ପ୍ରଶାନ୍ତ କିଶୋର…
ସ୍ବାମୀ ପ୍ରସାଦ ମୌର୍ଯ୍ୟ ଜଣେ ପାଗଳ, ତାଙ୍କୁ ଜେଲ୍ରେ ରଖାଯାଉ: ଟି ରାଜା ସିଂ
ଲକ୍ଷ୍ନୌ,୨୦।୯: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସପି) ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ହିନ୍ଦୁ ଧର୍ମ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମୌର୍ଯ୍ୟ କହିଛନ୍ତି, ହିନ୍ଦୁ ଏକ ଧର୍ମ ନୁହେଁ, ପାର୍ସୀ ଭାଷାରେ ଏହାର ଅର୍ଥ ଚୋର ଏବଂ ଘୃଣ୍ୟ। ହିନ୍ଦୁ…
ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ କାଳିଆ ସହାୟତା
ଭୁବନେଶ୍ୱର,୨୦।୯(ସୁନିତ୍ ମିଶ୍ର): ରାଜ୍ୟ ସରକାର ୪୪ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାରକୁ ବୁଧବାର କାଳିଆ ସହାୟତା ପ୍ରଦାନ କରିବେ। ଏହି ଚାଷୀମାନଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ୯୦୦ କୋଟି ଟଙ୍କାର ସହାୟତା ରାଶି…
ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଲେ ଡିମ୍ପଲ
ନୂଆଦିଲ୍ଲୀ,୨୦।୯: ମହିଳା ସଂରକ୍ଷଣ ବିଲ୍କୁ ନେଇ ଲୋକସଭାରେ ବିତର୍କ ଚାଲିଛି। ଏଥିରେ ଉଭୟ ସରକାର ଏବଂ ବିରୋଧୀ ନିଜର ଯୁକ୍ତି ଉପସ୍ଥାପନ କରୁଛନ୍ତି। ମହିଳା ସଂରକ୍ଷଣ ବିଲରେ ଏସସି, ଏସଟି, ଓବିସି ଏବଂ ଅଳ୍ପସଂଖ୍ୟକ ମହିଳାଙ୍କ ପାଇଁ ସଂରକ୍ଷଣ ଦାବି କରିଛନ୍ତି…
ଏହି ଦିନ ଓଟିଟିରେ ରିଲିଜ୍ ହେବ ‘ଗଦର ୨’
ସନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ବକ୍ସ ଅଫିସ୍ରେ ସୁପର୍ହିଟ୍ ସାବ୍ୟସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ଫିଲ୍ମ ପ୍ରେକ୍ଷାଳୟରେ ରାଜ୍ କରୁଛି। କିଛି ପ୍ରଶଂସକ ଅଛନ୍ତି ଯେଉଁମାନେ ଓଟିଟି ପ୍ଲାଟଫର୍ମରେ ଏହି ଫିଲ୍ମର ମୁକ୍ତିଲାଭକୁ ଅପେକ୍ଷା କରିଛନ୍ତି। ଖୁବ୍ଶୀଘ୍ର ପ୍ରଶଂସକଙ୍କ…
ସୀମାନ୍ତରେ ଆଇଡି ବିସ୍ଫୋରଣ, ଜଣେ ଯବାନ ଆହତ
ମାଲକାନଗିରି,୨୦।୯(ଦୁର୍ଯ୍ୟଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତଓ୍ବେଡା ଜିଲା ଅରନପୁର ଥାନା ଅଞ୍ଚଳରେ ଯବାନମାନେ ଶର୍ଚ୍ଚ ଅପରେଶନ କରୁଥିବା ସମୟରେ ଆଇଡି ବିସ୍ଫୋରଣ ହୋଇ ଜଣେ ଯବାନ ଆହତ ହୋଇଛନ୍ତି। ସୂଚନା ମୁତାବକ ଅରନପୁର ଥାନା ଅଞ୍ଚଳରେ ୨୩୧ ବଟାଲିୟନ…
ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଭଲ: ଟିଏମ୍ସି ଏମ୍ପି
ନୂଆଦିଲ୍ଲୀ,୨୦।୯: ମହିଳା ସଂରକ୍ଷଣ ବିଲ ଉପରେ ଆଜି ସଂସଦରେ ଆଲୋଚନା ହୋଇଛି। ଏଥିରେ ଭାଗ ନେଇ ଲୋକସଭାରେ ଟିଏମସି ଏମ୍ପି କାକୋଲି ଘୋଷ ଦସ୍ତିଦାର ସଂସଦରେ କହିଛନ୍ତି ଯେ, ଭାଜପା ମହିଳାଙ୍କୁ ଅପମାନିତ କରିବାରେ ଲାଗିଛି। ମହିଳାମାନେ ପୁରୁଷଙ୍କ ସହ ସମାନ…
ଭାରତ-କାନାଡା ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ,୨୦।୯: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର ନୂତନ ସଂସଦ ଗୃହରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି। ଗତ କିଛି ଦିନ ହେବ କାନାଡା ସହ ଚାଲିଥିବା ଉତ୍ତେଜନା ଏବଂ ଭାରତର ପରବର୍ତ୍ତୀ ପଦକ୍ଷେପକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି।…
ଭୁଶୁଡିଲା ହଷ୍ଟେଲ କାନ୍ଥ
ପାରଳାଖେମୁଣ୍ଡି(ଗିରିଧାରୀ ପରିଛା):୨୦।୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ୨ଦିନ ଧରି ଗଜପତି ଜିଲାରେ ବର୍ଷା ଲାଗିରହିଛି । ଲଗାଣ ବର୍ଷାର ପ୍ରଭାବରେ ଜିଲାର ରାୟଗଡ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ଆପଗ୍ରେଡ୍ ଆବାସିକ ହାଇସ୍କୁଲର ହୋଷ୍ଟେଲ କାନ୍ଥ ବୁଧବାର ଭୋରରୁ…
ସନାତନ ଧର୍ମ ମନ୍ତବ୍ୟ ମାମଲା: ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ
ନୂଆଦିଲ୍ଲୀ,୨୦।୯: ସନାତନ ଧର୍ମ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ଅଡୁଆ ଥମିବାର ନାଁ ଧରୁନି। ଏବେ ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ କରାଯାଇଛି। ଉଦୟାନିଧି ଷ୍ଟାଲିନଙ୍କ ବିରୋଧରେ ଏହି ମାମଲା ୟୁପିର ବାଡାଉନ…
ମହିଳା ସଂରକ୍ଷଣ ବିଲ୍ ଜରିଆରେ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛି କଂଗ୍ରେସ: ନିଶିକାନ୍ତ ଦୁବେ
ନୂଆଦିଲ୍ଲୀ,୨୦।୯: ଆଜି ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନ। ଲୋକସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ଆଲୋଚନା ହେଉଛି। ଏହି ଆଲୋଚନା ନୂଆ ସଂସଦ ଗୃହରେ ହେଉଛି। ଏଥିରେ ଯୋଗ ଦେଇ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି…
ଭୁଲ୍ ନ ଥିଲେ ବି ସ୍ତ୍ରୀଙ୍କୁ କ୍ଷମା ମାଗନ୍ତି ବିକି
ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ବଲିଉଡ୍ର ପାଓ୍ବାରଫୁଲ୍ ଦମ୍ପତି ଭାବେ ଜଣାଶୁଣା। ଉଭୟ ପ୍ରାୟତଃ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ମତ ରଖିଥାନ୍ତି। ନିକଟରେ ଏକ ସାକ୍ଷାତକାରରେ ବିଭି ସ୍ତ୍ରୀ କ୍ୟାଟ୍ରିନାଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କ ଯୋଗୁ ମୋ…
Archives


