Posted inଜାତୀୟ

ମୋଦି-ରାହୁଲଙ୍କ ପରେ ପ୍ରଥମ ଥର ଏମପି ହୋଇଥିବା ଏହି ବ୍ୟକ୍ତିଙ୍କ ଭାଷଣରେ ଦିଓ୍ବାନା ହେଲେ ଜନତା, କାଟିଲେ ସବୁ ରେକର୍ଡ

ନୂଆଦିଲ୍ଲୀ,୪।୭: ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅର୍ପଣ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅନ୍ୟ ହେଭିଓ୍ବେଟ ନେତାଙ୍କ ବକ୍ତବ୍ୟ ମଧ୍ୟ ଭାଇରାଲ ହୋଇଛି। ତେବେ ସବୁଠାରୁ ଅଧିକ ଆଲୋଚନା ବିରୋଧୀଦଳର ନେତା ରାହୁଲ ଗାନ୍ଧୀ, ଏସପି ନେତା ଅଖିଳେଶ ଯାଦବ, ଟିଏମଏସି ଏମପି ମୋହୁଆ ମୋଇତ୍ରାଙ୍କ ଉପରେ ହୋଇଥିଲା। ଏଥର ପ୍ରଧାନମନ୍ତ୍ରୀ ଦୁଇ ଘଣ୍ଟାରୁ ଅଧିକ ଲମ୍ବା ଭାଷଣ ଦେଇ ନିଜ ରେକର୍ଡ ଭାଙ୍ଗିବଥିବାର ଦେଖାଯାଇଥିଲା।

କିନ୍ତୁ, ଏବେ ସବୁଠାରୁ ମଜାଦାର ବିଷୟ ସାମ୍ନାକୁ ଆସିଛ। ପ୍ରଧାନମନ୍ତ୍ରୀ ମୋଦି, ରାହୁଲ ଗାନ୍ଧୀ, ଅଖିଳେଶ ଯାଦବଙ୍କ ଭାଷଣ ଖୁବ୍‌ ଭାଇରାଲ ହେଉଥିବାବେଳେ ସବୁଠି ସେମାନଙ୍କର କ୍ରେଜ ଦେଖିବାକୁ ମିଳିଛି। କିନ୍ତୁ ତା’ରି ଭିତରେ ପ୍ରଥମ ଥର ଏମପି ହୋଇ ଲୋକ ସଭାକୁ ଯାଇଥିବା ଜଣେ ସଦସ୍ୟଙ୍କ ଭାଷଣ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି।

first time lok sabha mp chandra shekhar azad speech on motion of thanks goes viral on you tube pm modi rahul gandhi akhilesh yadav speech views but bhim army leader is on top

ୟୁଟ୍ୟୁବରେ ସଂସଦ ଟିଭିରେ ଲୋକ ସଭାରେ ଲାଇଭ ପ୍ରସାରିତ ହେଉଥିବାବେଳେ ମୋଦିଙ୍କ ଭାଷଣକୁ ୧.୧୦ ଲକ୍ଷ ଭ୍ୟୁଜ ମିଳିଛି। ଯେଉଁଠାରେ ରାହୁଲ ଗାନ୍ଧୀଙ୍କ ଭାଷଣକୁ ୮ ଲକ୍ଷରୁ ଅଧିକ ଭ୍ୟୁଜ ହୋଇଛି। ସେହିପରି ଏସପି ନେତା ଅଖିଳେଶ ଯାଦବଙ୍କ ଭାଷଣକୁ ୪.୨୦ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ପ୍ରଥମ ଥର ଏମପି ହୋଇଥିବା ଚନ୍ଦ୍ର ଶେଖର ଆଜାଦଙ୍କ ବକ୍ତବ୍ୟ ଇଣ୍ଟନେଟରେ ନିଆଁ ଲଗାଇ ଦେଇଛି।

ଉତ୍ତରପ୍ରଦେଶର ନାଗିନା ଆସନରୁ ଜିତି ଏମପି ହୋଇଛନ୍ତି ଚନ୍ଦ୍ରଶେଖର। ତାଙ୍କର ନିଜର ଦଳ ଅଛି ଏବଂ ସେ ତାଙ୍କ ଦଳର ଏକମାତ୍ର ଏମପି। ଲୋକ ସଭାରେ ସେ ମାତ୍ର ୭ମିନିଟ୍‌ ୩୦ସେକେଣ୍ଡର ଏକ ଭାଷଣ ଦେଇଥିଲେ। ଯାହାକୁ ସବୁଠାରୁ ଅଧିକ ଲୋକ ଦେଖିଥିଲେ। ତାଙ୍କ ଭାଷଣ ବୁଧବାର ସଂସଦ ଟିଭିର ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ହୋଇଥିଲା। ତେବେ ଗତ ୨୪ଘଣ୍ଟାର ତଥ୍ୟ ଅନୁଯାୟୀ, ଗୁରୁବାର ସକାଳ ପର୍ଯ୍ୟନ୍ତ ତାହା ୮.୫୦ ଲକ୍ଷରୁ ଅଧିକ ଭ୍ୟୁଜ ଯାଇଛଇ। ଚନ୍ଦ୍ରଶେଖରଙ୍କ ନିଜ ଭିଡିଓକୁ ଇନଷ୍ଟାଗ୍ରାମରେ ମଧ୍ୟ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ ୨.୧୨ ଲକ୍ଷରୁ ଅଧିକ ଲାଇକ ମିଳିଛି ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ଅପେକ୍ଷାକୃତ କମ ଭ୍ୟୁଜ ପାଇଛି। ତାଙ୍କର ଦୁଇଟି ଭିଡିଓ ଅପଲୋଡ ହୋଇଛି । ଗୋଟିଏରେ ୩୬ହଜାର ଭ୍ୟୁଜ ଏବଂ ଅନ୍ୟଟି ୭୨ ହାଜର ଭ୍ୟୁଜ ହୋଇଛି। ସେହିପରି ରାହୁଲଙ୍କ ଦୁଇଦିନ ପୂର୍ବର ଦମଦାର ଭିଡିଓ ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ତାହା ଏପର୍ଯ୍ୟନ୍ତ ୮ ଲକ୍ଷରୁ ଅଧିକ ଭ୍ୟୁଜ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?