ପାଣି ପାଇଁ ତାତିଲେ ମହିଳା: ଗରା, ବାଲଟି ରଖି ବନ୍ଦକଲେ ରାସ୍ତା
ପାଟଣା,୬।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ଗ୍ରାମକୁ ପାନୀୟଜଳ ଯୋଗାଣ ବନ୍ଦ ହୋଇଥିବାରୁ ଏହାର ପ୍ରତିବାଦରେ ବୁଧବାର ଉତ୍ତ୍ୟକ୍ତ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି। ଗାଁକୁ ତୁରନ୍ତ ପାନୀୟ ଜଳ ଯୋଗାଣ ଦାବି କରି ମହିଳାମାନେ ରାସ୍ତା…
ପୁଲକିତ ସମ୍ରାଟ-କ୍ରିତିଙ୍କ ବିବାହ କାର୍ଡ ଭାଇରାଲ, ଏହି ଦିନ ନେବେ ସାତଫେରା
ମୁମ୍ବାଇ: ଅଭିନେତା ପୁଲକିତ ସମ୍ରାଟ ଏବଂ କ୍ରିତି ଖରବନ୍ଦା ବଲିଉଡର ସୁନ୍ଦର କପଲମାନଙ୍କ ମଧ୍ୟରୁ ଏକ। ସମୟ ସହିତ ସେମାନଙ୍କର ସମ୍ପର୍କ ମଜବୁତ ହେଉଛି । ପୁଲକିତ ଏବଂ କ୍ରିତି ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରୁଥିଲେ ଏବଂ ବର୍ତ୍ତମାନ…
ଅବହେଳିତ କୁଆଖିଆ ବଜାର
ରସୁଲପୁର,୬।୩(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଞ୍ଚଳର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ କୁଆଖିଆ ବଜାର ଅବହେଳିତ ଅବସ୍ଥାରେ ରହିଛି। ଫଳରେ ଏଠାରେ ମୌଳିକ ସୁବିଧାରୁ ଜନସାଧାରଣ ବଞ୍ଚତ୍ତ ହୋଇଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ବ୍ୟବସାୟୀ ବିଜୟ…
ବାପା ଉପରେ ପ୍ରତିଶୋଧ ପାଇଁ ଝିଅଙ୍କୁ ହତ୍ୟା, ଦୁଇଦୁଇ ଥର ଉଦ୍ୟମ ପରେ ଘରେ ଛାଡ଼ିଦେବି କହି…
ଢେଙ୍କାନାଳ,୬।୩(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ମଙ୍ଗଳପୁର ପଞ୍ଚାୟତ ମଜୁରି ଗ୍ରାମର ଜଳନ୍ଧର ସାହୁଙ୍କ କନ୍ୟା ତଥା ଢେଙ୍କାନାଳ ସରକାରୀ ମହିଳା ଜୁନିୟର କଲେଜର ଯୁକ୍ତ୨ ପ୍ରଥମବର୍ଷ ବିଜ୍ଞାନ ଛାତ୍ରୀ ଜସ୍ମିନ ସାହୁଙ୍କ ହତ୍ୟା ମାମଲାର ପର୍ଦ୍ଦାଫାଶ ହୋଇଛି। ବାପା…
ରାଣୀପଥର ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍
ଫୁଲବାଣୀ,୬।୩(ରାକେଶ କୁମାର ରାଉତ): କନ୍ଧମାଳ-ବୌଦ୍ଧ ସୀମା ରାଣୀପଥର ଘାଟିରେ ବୁଧବାର ଭୋରରୁ ଏକ ଯାତ୍ରୀବାହୀ ବସ୍ ଓଲଟି ୨୦ ଯାତ୍ରୀ ଆହତ ହୋଇଛନ୍ତି। ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛି । ଆହତ ମାନଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି…
ବ୍ୟାଙ୍କରେ ଅଟକି ଥିବା ପୁରୁଣା ଟଙ୍କା ଫେରସ୍ତ କରିବ ଆରବିଆଇ, ଜାରି ହେଲା ୩୦ ବ୍ୟାଙ୍କ ତାଲିକା
ମୁମ୍ବାଇ,୬।୩: ଆପଣଙ୍କର ପୁରୁଣା ଟଙ୍କା ବ୍ୟାଙ୍କରେ ଅଟକି ଯାଇଛି କି …? ଯଦି ଏହିପରି କିଛି ଅଛି, ତେବେ ବର୍ତ୍ତମାନ ଆପଣ ଏହି ଟଙ୍କାକୁ ସହଜରେ ଆଣିପାରିବେ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅନେକ ଥର ଏଭଳି ଘଡିଛି…
ଅଧା କର୍ମଚାରୀଙ୍କ ଉପରେ ସବୁ ଦାୟିତ୍ୱ
ଖୁଣ୍ଟା,୬।୩(ଦେବରଞ୍ଜନ ବେହେରା): ଲୋକଙ୍କୁ ତ୍ୱରିତ ସେବା ଯୋଗାଇ ଦେବାକୁ ନେଇ ସରକାର ବିଭିନ୍ନ ପଦ ପଦବୀ ସୃଷ୍ଟି କରିବା ସହିତ ଅଧିକାରୀ ନିଯୁକ୍ତି କରୁଛନ୍ତି। ମାତ୍ର ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକରେ ଏବେ ଏହାର ଓଲଟା ପ୍ରତିଫଳନ ଦେଖିବାକୁ ମିଳୁଛି।…
ରାସ୍ତା ପାଇଁ କାଟିଦେଲେ ୭୧୧ ଗଛ
ବାସୁଦେବପୁର,୬।୩(ନାରାୟଣ ପ୍ରସାଦ ବାରିକ୍): ବାସୁଦେବପୁର-ବାଲିଛନ୍ଦା ଘାଟ ରାସ୍ତାର ବାସୁଦେବପୁର ବଜାରଠାରୁ ସୁଦର୍ଶନପୁର ପଞ୍ଚାୟତର ମାଛହାଟ ଛକ ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ବାସୁଦେବପୁରରୁ ବାଲେଶ୍ୱରକୁ ସଂଯୋଗ କରୁଥିବା ପ୍ରାୟ ୪ କିଲୋମିଟର ରାସ୍ତା ପ୍ରଶସ୍ତୀକରଣ ପାଇଁ ୭୧୧ଟି ଗଛକୁ ବନ ବିଭାଗର…
ବାପା ମଦ ପିଇବା ଛାଡିଦିଅ, ଚିଠି ଲେଖି ଜୀବନ ହାରିଲେ ଝିଅ
ଲକ୍ଷ୍ନୌ,୬।୩: ଉତ୍ତରପ୍ରଦେଶର କାନପୁର ଦେହାତରେ ଜଣେ ଛାତ୍ର ତାଙ୍କ ପିତାଙ୍କ ମଦ୍ୟପାନ କାରଣରୁ ଆତ୍ମହତ୍ୟା କରିଛନ୍ତି। ଏହି ମାମଲା କାନପୁର ଦେହାତର ସିକନ୍ଦରା ସହରର ଅଟେ, ଯେଉଁଠାରେ ଜବାହର ନଗର ନିବାସୀ ସଞ୍ଚୟ ଦିବାକରଙ୍କ ଝିଅ ଏହି ପଦକ୍ଷେପ ନେଇଛନ୍ତି। ସେ…
ବିବାହ ବାର୍ଷିକୀରେ ସ୍ତ୍ରୀଙ୍କୁ ମିଳିଲାନି ଉପହାର, ରାଗିଯାଇ ସ୍ବାମୀ ଶୋଇଥିବାବେଳେ…
ବେଙ୍ଗାଲୁରୁ,୬।୩: ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ଛୁରାମାଡ଼ରେ ଆହତ ହୋଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। କୁହାଯାଉଛି ଯେ, ସ୍ବାମୀ ଶୋଇଥିବା ଥିବା…
ମାରି ପୋତି ଦେଇଥିଲେ, ୧୫ ଦିନ ପରେ ମାଟିତଳୁ କଢ଼ାଗଲା ମୃତଦେହ
କଣ୍ଟାବାଞ୍ଜି,୬।୩ (ଗୁରୁଦୟାଲ ହଂସ): ୧୫ଦିନ ତଳେ ନିଖୋଜ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ପଞ୍ଚାୟତ ରଜାମରା ଗାଁର ଧୁବଲ ରଣା(୭୦)ଙ୍କ ମୃତଦେହ ମଙ୍ଗଳବାର ମୁରିବାହାଲ ଥାନା କଟାଡୁଙ୍ଗୁରୀ ଗାର୍ଡୱାଲ ନିକଟ ମାଟିତଳୁ ଜବତ ହୋଇଛି। ଜମିବାଡି ବିବାଦରୁ ତାଙ୍କୁ ହତ୍ୟା…
୧୮ ଘଣ୍ଟା ଧରି ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଜେରା, ଭୋର ସାଢେ ୪ଟାରେ ଛାଡିଲା ଇଡି
ଭୁବନେଶ୍ୱର,୬।୩: ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ଭଣ୍ଡାରିପୋଖରୀର ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ରାତସାରା ଇଡି ଜେରା କରିଛି। ପ୍ରାୟ ୧୮ ଘଣ୍ଟା ଧରି ପ୍ରୟାସକାନ୍ତିଙ୍କୁ ଇଡି ପଚରାଉଚରା କରିଛି। ୧୮ ଘଣ୍ଟାର ଜେରା ପରେ…
Archives


