ଦୃଷ୍ଟିହୀନଙ୍କ ପତ୍ତା ମିଳୁନି, ପରିବାର ସଦସ୍ୟଙ୍କୁ ତାଲା
ଭୁବନେଶ୍ବର, ୧।୨ (ବନ୍ଦନା ସେଠୀ)ସେବା ବଦଳରେ ଦାଦାଗିରି କଲାଣି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)। ସୁରକ୍ଷା ନାଁରେ ବାଉନ୍ସର ଓ ଗୁଣ୍ଡାଙ୍କୁ ମଧ୍ୟ ପୋଷା ଗଲାଣି। ମଙ୍ଗଳବାର ରାତିରେ ବିଏମ୍ସି ମୁଖ୍ୟାଳୟ ଆଗରେ ଆମରଣ ଅନଶନରେ ବସିଥିବା ଦୃଷ୍ଟିହୀନ ବ୍ୟବସାୟୀଙ୍କୁ ବଳ…
ଓଡ଼ିଆ ଭାଷା, ସଂସ୍କୃତିର ସମ୍ମେଳନ ‘ଏକାମ୍ର ଉତ୍ସବ’: ୩ରୁ ଆରମ୍ଭ
ଭୁବନେଶ୍ୱର,୧।୨(ଶର୍ମିଷ୍ଠା ପାଣିଗ୍ରାହୀ)ଓଡ଼ିଆ ଭାଷା, କଳା ଓ ସଂସ୍କୃତି ସହ ମନୋରଞ୍ଜନର ଖୋରାକ ଯୋଗାଇବ ‘ଏକାମ୍ର ଉତ୍ସବ’। ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଫେବୃଆରୀ ୩ରୁ ପ୍ରଦର୍ଶନୀ ପଡ଼ିଆରେ ଏହି ଉତ୍ସବ ଆରମ୍ଭ ହୋଇ…
ସକାଳ ୮ରୁ ୧୨ ଘଣ୍ଟା ବନ୍ଦ ରହିବ ସବୁ କ୍ରଶର
ଖୋର୍ଦ୍ଧା, ୧।୨(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧାରେ ଛତୁ ଫୁଟିବା ଭଳି କ୍ରଶରଗୁଡ଼ିକ ଗଢିଉଠୁଛି। ଦିନରାତି କ୍ରଶର ଚାଲିବା ଫଳରେ ବାୟୁ ପ୍ରଦୂଷଣ ବଢୁଛି। ଗଛଲତାରେ ଧୂଳି ଆସ୍ତରଣ ଜମୁଛି। ସରକାରୀସ୍ତରରେ ପ୍ରାୟ ୧୦୦ଟି କ୍ରଶରକୁ ଅନୁମତି ଦିଆଯାଇଥିବାବେଳେ ଶତାଧିକ କ୍ରସର ବେଆଇନ ଭାବେ ଚାଲୁଛି।…
ବାଇକ୍ ଚୋରି କରୁଥିଲେ ମୋମୋ ଦୋକାନୀ
ଭୁବନେଶ୍ୱର,୧।୨(ସୂର୍ଯ୍ୟକାନ୍ତ ବେହେରା)ଭୁବନେଶ୍ୱରର ବିଭିନ୍ନ ପାର୍କ ଓ ଜନଗହଳିପୂର୍ଣ୍ଣ ସ୍ଥାନରୁ ବାଇକ ଚୋରି କରୁଥିବା ଅଭିଯୁକ୍ତକୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିବା ସହ ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ସେ ହେଲେ ୟୁନିଟ-୮ ଅଞ୍ଚଳରେ ରହୁଥିବା କନ୍ଧମାଳ ଜି.ଉଦୟଗିରିର ରାକେଶ କୁମାର ନାୟକ।…
ଚିକେନ ଅର୍ଡର କରି ୨୦ ହଜାର ନେଇଗଲେ
ପାରାଦୀପ,୧।୨:(ଶରତ ରାଉତ)ପାରାଦୀପ ସାମୁଦ୍ରିକ ଥାନା ଅନ୍ତର୍ଗତ ମାଛଧରା ବନ୍ଦର ପରିସରରେ ବୁଧବାର ଜଣେ ଚିକେନ ବ୍ୟବସାୟୀ ସାଇବର ଠକେଇର ଶିକାର ହୋଇଛନ୍ତି। ଚିକେନ ଅର୍ଡର କରିବା ନଁାରେ ତାଙ୍କଠାରୁ ୨୦ ହଜାର ଟଙ୍କା ଠକି ନିଆଯାଇଛି। ଏ ନେଇ ସମ୍ପୃକ୍ତ ବ୍ୟବସାୟୀ…
୨୫ ପ୍ରତିଶତ ପଞ୍ଚାୟତରେ ସୋସିଆଲ ଅଡିଟ୍ ହୋଇନି
କେନ୍ଦ୍ରାପଡ଼ା,୧ା୨ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ କର୍ମ ନିଯୁକ୍ତି ଏକ ସମସ୍ୟା। ଶିଳ୍ପ ପ୍ରତିଷ୍ଠାନ ଅଥବା କୃଷିଭିତ୍ତିକ ଶିଳ୍ପ ନାହିଁ। ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ଭିତ୍ତିଭୂମୀ ନ ଥିବାରୁ ଶ୍ରମ ପାଇଁ ଆଗ୍ରହୀ ଯୁବବର୍ଗ କର୍ମ ନିଯୁକ୍ତି ପାଇଁ ଜିଲା ବାହାରକୁ…
ରାମମନ୍ଦିର ତିଆରି ନ ହେଲେ ବିବାହ କରିବେନି ବୋଲି ନେଇଥିଲେ ଶପଥ, ଏବେ ବିବାହ ବନ୍ଧନରେ ବାନ୍ଧିହେଲେ ଏହି ବ୍ୟକ୍ତି
ରାଜସ୍ଥାନରେ ରହୁଥିବା ଜଣେ ଯୁବକ ୩୩ ବର୍ଷ ପୂର୍ବରୁ ଶପଥ କରିଥିଲେ କି ଅଯୋଧ୍ୟାରେ ଯଦି ରାମମନ୍ଦିର ନ ହେବ ତେବେ ସେ ବିବାହ କରିବେ ନାହିଁ। ଏବେ ଏହି ବ୍ୟକ୍ତିଙ୍କ ସଂକଳ୍ପ ପୂରା ହୋଇଛି। ରାମଲାଲା ନିଜର ଭବ୍ୟମନ୍ଦିରରେ ବିରାଜମାନ…
NIACL Recruitment 2024: ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ ଲିମିଟେଡ ପକ୍ଷରୁ ବମ୍ପର ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ
ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ ଲିମିଟେଡ (NIACL) ସହକାରୀ, ପ୍ରଶାସନିକ ଅଧିକାରୀ (ଏଓ) ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ଘୋଷଣା କରିଛି। ଇଚ୍ଛୁକ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ୦୧ ଫେବୃଆରୀ ୨୦୨୪ରୁ ଅଫିସିଆଲ ୱେବସାଇଟ www.newindia.co ଭିଜିଟ୍ କରି ଅନଲାଇନରେ…
ଜାନୁଆରୀରେ ଜିଏସଟି ସଂଗ୍ରହ ଦ୍ୱିତୀୟ ସର୍ବାଧିକ, ଗତ ବର୍ଷ ତୁଳନାରେ ୧୦% ଅଭିବୃଦ୍ଧି
ନୂଆଦିଲ୍ଲୀ,୩୧।୧: ଜିଏସଟି ସଂଗ୍ରହରେ ନିରନ୍ତର ଅଭିବୃଦ୍ଧି ଦେଖିବାକୁ ମିଳୁଛି। ଅର୍ଥ ମନ୍ତ୍ରଣାଳୟ ଦ୍ଵାରା ବୁଧବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଜାନୁଆରୀରେ ମୋଟ ୧.୭୨ ଲକ୍ଷ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଛି। ଗତ ବର୍ଷ ତୁଳନାରେ ଏଥିରେ ୧୦ ପ୍ରତିଶତରୁ ଅଧିକ…
ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
କଟକ,୩୧ା୧(କାର୍ତ୍ତିକ ସାହୁ): ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ଶୁଣାଣି ବୁଧବାର ଶେଷ ହୋଇଛି। ବିଚାରପତି ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ରାୟକୁ…
ପ୍ରଶ୍ନପତ୍ର ଲିକ୍ କଲେ ୧ କୋଟି ଟଙ୍କା ଜୋରିମାନା, ଦଶ ବର୍ଷ ଜେଲ୍: ବିଲ୍ ଆଣିବେ ସରକାର
ନୂଆଦିଲ୍ଲୀ,୩୧।୧: ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ କିମ୍ବା କୌଣସି ପ୍ରକାର ଠକାମୀ ରୋକିବାକୁ ସଂସଦର ବଜେଟ୍ ଅଧିବେଶନରେ ଏକ ବିଲ୍ ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଏଭଳି ଖଳ ପ୍ରକୃତିର ଲୋକମାନଙ୍କ ପାଇଁ ଅନେକ ମେଧାବୀ ଛାତ୍ରୀଛାତ୍ରମାନଙ୍କ ଉପରେ ପ୍ରତିକୂଳ…
ନିଜ ଫିଟ୍ନେସ୍ର ରାଜ୍ ଖୋଲିଲେ ଜୟଶଙ୍କର
ନୂଆଦିଲ୍ଲୀ,୩୧।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୈନିକ ୧୮ ଘଣ୍ଟା କାମ କରନ୍ତି। ତାଙ୍କ ଦିନ ସକାଳ ୫ଟାରୁ ଆରମ୍ଭ ହୁଏ। ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରୀଙ୍କ ପ୍ରତ୍ୟେକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖନ୍ତି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Archives


