ଭାଜପା ଏମ୍ପି ତେଜସ୍ବୀ ସୂର୍ଯ୍ୟା ଅଟକ
ବେଙ୍ଗାଲୁରୁ,୧୯।୩: କର୍ନାଟକର ବେଙ୍ଗାଲୁରୁରେ ଅଜାନ ସମୟରେ ହନୁମାନ ଚାଳିଶା ବଜାଇବାକୁ ନେଇ ଉପୁଜିଥିବା ବିବାଦ ବଢ଼ିବାରେ ଲାଗିଛି। ଏଠାରେ ହନୁମାନ ଚାଳିଶା ବଜାଇବାକୁ ନେଇ ଜଣେ ଦୋକାନୀଙ୍କୁ ମାର୍ମିଟ୍ କରାଯିବାରୁ ହିନ୍ଦୁ ସମ୍ପ୍ରଦାୟଙ୍କ ମଧ୍ୟରେ ଆକ୍ରୋଶ ବଢ଼ିଛି। ମଙ୍ଗଳବାର ଏହି ମାମଲାକୁ…
କପି କରୁଥିଲେ ପରୀକ୍ଷାର୍ଥୀ: ମାଡ଼ି ବସିଲେ ସ୍କ୍ବାଡ
ପାଟଣା,୧୯।୩(ବୀର କିଶୋର ଦାଶ): ଧରଣୀଧର ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଯୁକ୍ତ ୩ ବିଜ୍ଞାନ ଏବଂ କଳା ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ପାଟଣା ବ୍ଲକ ଆଞ୍ଚଳିକ ମହାବିଦ୍ୟାଳୟରେ କୋର-୧ ପରୀକ୍ଷା ଚାଲିଥିବାବେଳେ…
ଜେଡିୟୁକୁ ବଡ ଝଟ୍କା, ପଦ ଛାଡିଲେ ମହାସଚିବ
ଦରଭଙ୍ଗା,୧୯।୩: ଜନତା ଦଳ ୟୁନାଇଟେଡର ଜାତୀୟ ସାଧାରଣ ସମ୍ପାଦକ ବା ରାଷ୍ଟ୍ରୀୟ ମହାସଚିବ ଅଲି ଅଶରଫ ଫାତମି, ଦରଭଙ୍ଗା ଆସନ ଜିତିବାକୁ ଆଶା ରଖିଥିବା ବେଳେ ମଙ୍ଗଳବାର ନ୍ୟାସନାଲ ଡେମୋକ୍ରାଟିକ ଆଲାଇନ୍ସର ସିଟ ବଣ୍ଟନ ପରେ ଇସ୍ତଫା ଦେଇଛନ୍ତି। ସେ ଜେଡିୟୁର…
ଯଦି ସାହାସ ଅଛି, ମେଣ୍ଟ ହେବ ନାହିଁ ବୋଲି ଘୋଷଣା କରନ୍ତୁ ନବୀନ, କହିଲେ…
ଭୁବନେଶ୍ୱର,୧୯।୩: ଜାତୀୟ ଗଣମାଧ୍ୟମକୁ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବୟାନ ପରେ ପିସିସି ସଭାପତି ଶରତ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀରେ ପାଣ୍ଡିଆନ ଦେଇଥିବା ବୟାନ, ବିଜେଡି ଓ ଭାଜପା ମଧ୍ୟରେ ଥିବା ସମ୍ପର୍କକୁ ସ୍ପଷ୍ଟ କରିଛି ବୋଲି ସେ…
ଜେଲରୁ କେ. କବିତାଙ୍କୁ ଚିଠି ଲେଖିଲେ ମହାଠକ ସୁକେଶ
ନୂଆଦିଲ୍ଲୀ,୧୯।୩: ଦିଲ୍ଲୀର ତିହାର ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ‘ତିହାର କ୍ଲବ’ରେ କେ.କବିତାକୁ ସ୍ବାଗତ କରି ଆଉ ଏକ ବିସ୍ଫୋରକ ଚିଠି ଜାରି କରିଛନ୍ତି। ଏହି ଚିଠିରେ ସେ ଦାବି କରିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିଷୟରେ…
ବ୍ଲାକରୋଜ ଜାହାଜ ବୁଡ଼ି ମାମଲା; ହାଇକୋର୍ଟରେ ସିବିଆଇର୍ ସତ୍ୟପାଠ ଦାଖଲ
କଟକ,୧୯।୩ (କାର୍ତ୍ତିକ ସାହୁ) ବ୍ଲାରୋଜ ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଦାବି ନେଇ ରୁଜୁ ମାମଲାରେ ସିବିଆଇ ପକ୍ଷରୁ ହାଇକୋର୍ଟରେ ମଙ୍ଗଳବାର ସତ୍ୟପାଠ ଦାଖଲ ହୋଇଛି । ଏହି ମାମଲାର ତଦନ୍ତ ଅନୁମତି ପାଇଁ ରାଜ୍ୟ ସରକାରଙ୍କୁ ଦୁଇ ଥର…
କୁଣ୍ଡରୁ ପିମ୍ପୁଡ଼ିି ଦୂରକରିବାର କେତୋଟି ସହଜ ଉପାୟ…
କୁଣ୍ଡରେ ବିଭିନ୍ନ ଫୁଲ, ଫଳ, ପରିବା ଆଦି ଗଛ ଲଗାଇବାକୁ ଅନେକେ ଭଲ ପାଆନ୍ତି। ହେଲେ ଖରାଦିନେ କୁଣ୍ଡ ଭିତରେ ପିମ୍ପୁଡ଼ି ବସା ବାନ୍ଧିବା ଯୋଗୁ ଗଛ ଝାଉଁଳିପଡ଼ିବା କିମ୍ବା କେବେ କେବେ ମରିଯାଉଥିବା ଦେଖିବାକୁ ମିଳେ। ଯଦି ଆପଣ ବି…
ମୋତେ ନିର୍ବାଚନ ଜିତିବା ପାଇଁ ବ୍ୟାନର ପୋଷ୍ଟରର ଆବଶ୍ୟକତା ନାହିଁ: ଗଡକରୀ
ନୂଆଦିଲ୍ଲୀ,୧୯।୩: ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ଲିଡରସିପ କନକ୍ଲେଭ ‘ରାଇଜିଂ ଭାରତ ୨୦୨୪’ ର ପ୍ଲାଟଫର୍ମରୁ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ସ୍ପଷ୍ଟ କରିଛନ୍ତି ଯେ ସେ କେବେବି ଭାଜପା ଛାଡିବେ ନାହିଁ। ନିତିନ ଗଡକରୀ ତାଙ୍କ ବିଜୟର ପୂର୍ବାନୁମାନ କରୁଥିବାବେଳେ…
ଭାଜପାରେ ଯୋଗଦେଲେ ହେମନ୍ତ ସୋରେନଙ୍କ ଭାଉଜ
ରାଞ୍ଚି,୧୯।୩: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ବିଧାୟକ ସୀତା ସୋରେନ ମଙ୍ଗଳବାର ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଏବେ କୁହାଯାଉଛି ଯେ ସେ ଭାଜପା ସହ ହାତ ମିଳାଇଛନ୍ତି। ସୀତା ସୋରେନ ହେଉଛନ୍ତି ଜେଏମଏମ ମୁଖ୍ୟ ଶିବୁ ସୋରେନଙ୍କ ବଡ ବୋହୂ…
ଦୁଇ ବନ କର୍ମଚାରୀଙ୍କୁ ବାଜିଥିଲା ଗୁଳି : ଏସସିବି ସର୍ଜରୀ ବିଭାଗରେ ଭର୍ତ୍ତି
କଟକ,୧୯।୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍ସିବି ମେଡିକାଲରେ ଗୁରୁତର ହୋଇ ଭର୍ତ୍ତି ହେଲେ ବାଲେଶ୍ୱର ଜିଲାର ଦୁଇ ବନ କର୍ମଚାରୀ । ସୋମବାର ବିଳମ୍ବିତ ରାତିରେ ପଞ୍ଚଲିଙ୍ଗେଶର ଅଭୟାରଣ୍ୟରେ ପାଟ୍ରୋଲିଂ କରିବା ସମୟରେ ଶିକାରୀ ଗୁଳି ଚଳାଇଥିଲେ । ଗୁଳି ଦୁଇ ବନ କର୍ମଚାରୀଙ୍କୁ…
ଡାଇବେଟିସ୍ କମାଇବ ଏହି ଜୁସ୍
ଡାଇବେଟିସ୍ ସମସ୍ୟା ଥରେ ଦେଖାଦେଲେ ପ୍ରତିଦିନ ମେଡିସିନ ଖାଇବାକୁ ପଡ଼ିଥାଏ। ହେଲେ କେତେଜ ଜୁସ୍କୁ ଖାଦ୍ୟ ତାଲିକାରେ ସାମିଲକଲେ ଡାଇବେଟିସ୍କୁ ନିୟନ୍ତ୍ରଣରେ ରଖାଯାଇପାରିବ… କଲରା ଜୁସ୍: କଲରା ଜୁସ୍ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖିବାରେ ବେଶ୍ ସାହାଯ୍ୟକରେ। କଲରାରେ ଥିବା…
ରିଲ୍ସ: କାହା ପାଇଁ କେମିତି
ବର୍ତ୍ତମାନ ସୋସିଆଲ ମିଡିଆ ଖୋଲିବା ମାତ୍ରେ ଯାହା ସବୁଠୁ ଅଧିକ ଦେଖିବାକୁ ମିଳୁଛି ତାହା ହେଲା ରିଲ୍ସ। ଯାହାର ନିଶା ଏବେ ସର୍ବାଧିକ ଘାରିଛି ମହିଳାଙ୍କୁ। ଏହା କାହାକୁ ନିଜ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବାର ସୁଯୋଗ ଦେଉଛି ତ କାହା…
Archives


