ଆମେରିକାରେ ରହି ଦରମା ନେଉଛନ୍ତି ଗୁଜରାଟ ସ୍କୁଲ୍ ଶିକ୍ଷୟିତ୍ରୀ
ଅହମଦାବାଦ, ୧୩।୮: ଗୁଜରାଟ ବନାସକାଣ୍ଠା ଜିଲା ଅମ୍ବାଜୀସ୍ଥିତ ପଞ୍ଚା ସରକାରୀ ସ୍କୁଲର ଭାବନା ପଟେଲ ନାମ୍ନୀ ଜଣେ ଶିକ୍ଷୟିତ୍ରୀ ୮ ବର୍ଷ ଧରି ଆମେରିକାର ଶିକାଗୋରେ ବସବାସ କରୁଛନ୍ତି। ଏହାସତ୍ତ୍ୱେ ବିନା ଡ୍ୟୁଟି କରି ସ୍କୁଲର ଶିକ୍ଷୟିତ୍ରୀ ଭାବେ ସେ ଦରମା…
ବ୍ରଡକାଷ୍ଟିଂ ବିଲ୍ ବଦଳିବ
ନୂଆଦିଲ୍ଲୀ,୧୩ା୮: ବ୍ରଡକାଷ୍ଟିଂ ସର୍ଭିସେସ୍ ରେଗୁଲେଶନ ବିଲ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯିବା ପରେ ସାନି ଚିଠା ବିଲ୍ ପ୍ରସ୍ତୁତ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏନେଇ ବିଚାରବିମର୍ଶ ଚାଲିଥିବା କେନ୍ଦ୍ର ସୂଚନା ଦେଇଛି। ବ୍ରଡ୍କାଷ୍ଟିଂ ବିଲ୍ର କେତେକ ବ୍ୟବସ୍ଥାକୁ ନେଇ ଅନ୍ଲାଇନ…
‘ନିଜକୁ ସ୍ବଚ୍ଛ ପ୍ରମାଣିତ କରନ୍ତୁ ସେବି ଅଧ୍ୟକ୍ଷା’
ନୂଆଦିଲ୍ଲୀ,୧୩ା୮(ପି.ଟି.): ସେବି ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍ ଅଫସୋର କମ୍ପାନୀରେ ପୁଞ୍ଜିନିବେଶ କରିଥିବା ସ୍ବୀକାର କରିଛନ୍ତି। ତାଙ୍କର ସିଙ୍ଗାପୁର ଏବଂ ଭାରତୀୟ କନ୍ସଲ୍ଟିଂ ଫାର୍ମରେ ଗ୍ରାହକମାନଙ୍କ ସହ ଡିଲ୍ ସମ୍ପର୍କରେ ନିଜର ସ୍ବଚ୍ଛତା ପ୍ରମାଣିତ କରିବାକୁ ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍ବର୍ଗ…
ଅନନ୍ୟ ପ୍ରତିଭାର ଅଧିକାରୀ ବାମହାତୀ
ଅନ୍ତର୍ଜାତୀୟ ବାମହାତୀ ଦିବସ ପ୍ରତିବର୍ଷ ଅଗଷ୍ଟ ୧୩ରେ ସାରା ବିଶ୍ୱରେ ପାଳନ କରାଯାଏ। ବାମ ହାତର ଅର୍ଥ ହେଉଛି, ଯେଉଁମାନେ ନିଜ କାମକୁ ବାମ ହାତରେ ଅର୍ଥାତ୍ ବିପରୀତ ହାତରେ କରନ୍ତି। କୁହାଯାଏ, ଯେଉଁମାନେ ବାମ ହାତରେ କାମ କରନ୍ତି କିମ୍ବା…
ଏଇ ଭାରତରେ
ଜଳବାୟୁ ପରିବର୍ତ୍ତନ ଯୋଗୁ ଏବେ ତାପମାତ୍ରା ବଢ଼ିଚାଲିଛି। ଏଥିରେ ଘରେ କିମ୍ବା ବାହାରେ ରହିବା କଷ୍ଟକର ହୋଇପଡ଼ୁଛି। ଏସି ବ୍ୟବହାର କରୁଛନ୍ତି। କିନ୍ତୁ ମନେରଖିବା ଦରକାର ଯେ, ଏସି ଯୋଗୁ ବି ଘର ଭିତର ବାୟୁ ପ୍ରଦୂଷିତ ହୁଏ। ଏଭଳି ପ୍ରଦୂଷଣ…
ଧର୍ମ ନା ଅଧର୍ମ
ପବିତ୍ର ଶ୍ରାବଣ ମାସଟା ଯାକ ନିରାମିଷ ଭକ୍ଷଣ କରିବା ସହିତ ସୋମବାରଗୁଡ଼ିକରେ ଉପବାସ ରଖି ମହାଦେବଙ୍କୁ ଜଳଲାଗି କରାଯାଏ। ହଜାର ହଜାର ଭକ୍ତ ଦିନେ କିମ୍ବା ଦୁଇଦିନ ଆଗରୁ ପାଣି ନେଇ ସୋମବାର ମନ୍ଦିରରେ ଜଳ ଅର୍ପଣ କରି ଶିବ ଦର୍ଶନ…
ଅସୁରକ୍ଷିତ ଡାକ୍ତର
କୋଲକତାର ଡ. ରାଧାଗୋବିନ୍ଦ କର ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲର ଜଣେ ପିିଜି ଦ୍ୱିତୀୟ ବର୍ଷ ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ଆନ୍ଦୋଳନ ଜୋର୍ ଧରିଛି। ଅଗଷ୍ଟ ୯ ଶୁକ୍ରବାର ରାତିରେ ପୀଡ଼ିତା…
ଭାବୀ ପିଢ଼ି କ୍ଷମା ଦେବନି
ପାଠକ ବନ୍ଧୁ ! ଶୀର୍ଷକଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଆମ ସାମାଜିକ, ଅର୍ଥନୈତିକ, ଓଡ଼ିଆ ଅସ୍ମିତା ଓ ଆମ ଭବିଷ୍ୟତ ଉପରେ ଗଭୀର ପ୍ରଭାବ ରଖେ ବୋଲି ମୋର ମତ। ଓଡ଼ିଶା ୧୫.୫ ନିୟୁତ ହେକ୍ଟର କ୍ଷେତ୍ରଫଳ ସହିତ ଦେଶର ଅଷ୍ଟମ…
ସମବାୟ ବ୍ୟାଙ୍କ ସଭାପତି ପଦବୀରୁ ହଟିଲେ ଟି ପ୍ରସାଦ ରାଓ ଦୋରା
ଭୁବନେଶ୍ୱର,୧୨।୮: ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟି ସଦସ୍ୟ ଓ ସଭାପତି ପଦବୀରୁ ବିଜେଡି ନେତା ଟି ପ୍ରସାଦରାଓ ଦୋରାଙ୍କୁ ହଟାଇ ଦିଆଯାଇଛି। ଏଥିସହିତ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟିର ସଦସ୍ୟତା ଓ ପରିଚାଳନା କମିଟିର ସଭାପତି ପଦବୀକୁ…
କାହିଁକି ଚର୍ଚ୍ଚା ହେଉଛି ନୀରଜ ଚେପ୍ରାଙ୍କ ଘଣ୍ଟା, ଏହାର ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୧୨।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ରୌପ୍ୟ ପଦକ ଜିତିଥିବା ନୀରଜ ଚୋପ୍ରା ତାଙ୍କ ଘଣ୍ଟାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫାଇନାଲ ମ୍ୟାଚ ସମୟରେ ଲୋକଙ୍କ ଧ୍ୟାନ ନୀରଜଙ୍କ ବିଳାସପୂର୍ଣ୍ଣ ଘଣ୍ଟା ଉପରେ ଥିଲା। ଏହି ଘଣ୍ଟାର ମୂଲ୍ୟକୁ ନେଇ…
ରେଳମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ ଲୋକ ସଭା ଏମପି
ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ): କେନ୍ଦ୍ର ରାଜ୍ୟର 6 ରେଳ ପ୍ରକଳ୍ପ ଉପରେ ମୋହର ମାରିଥବାବେଳେ ପ୍ରସ୍ତାବିତ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ସେଥିରୁ ବାଦ୍ ପଡ଼ିଛି। ଏହାକୁ ନେଇ ଜିଲାବାସୀ ଅସନ୍ତୋଷ ପ୍ରକାଶ କରିଥିବାବେଳେ ସୋମବାର ବରଗଡ଼ ଲୋକ ସଭା ଏମପି ପ୍ରଦୀପ ପୁରୋହିତ…
ଇଣ୍ଡିଆ ବୁକ ରେକର୍ଡରେ ସ୍ଥାନ ପାଇଲେ ବିସ୍ମୟ ବାଳକ ଜି.ପୋଖରାଜ
ବାଲିଗୁଡା,୧୨।୮ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ନୂଆସାହିରେ ରହୁଥିବା ୩ ବର୍ଷ ବଯସର ବିସ୍ମୟ ବାଳକ ଜି.ପୋଖରାଜ ପ୍ରସାଦ ପାଢୀ ଏବେ ତିନିବର୍ଷ ବୟସ ରେ ୫୧ ପ୍ରକାର ପ୍ରସଙ୍ଗରେ ସାଧାରଣ ଉତ୍ତର ଜିଭ ଆଗରେ କହିପାରି ଇଣ୍ଡିଆ…

