ରାଜନୀତିର ହଟ୍ସ୍ପଟ୍ ଗୋପାଳପୁର: ପ୍ରଚାର ମଇଦାନକୁ ଓହ୍ଲାଇଲା ଭାଜପା
ଗୋପାଳପୁର,୨୧ା୪(ନବୀନ ରାଜ ଆଚାରୀ): ରାଜ୍ୟ ରାଜନୀତିରେ ହଟସ୍ପଟ୍ ରୂପେ ପରିଚିତ ଗୋପାଳପୁର ନିର୍ବାଚନ ମଣ୍ଡଳୀ। ଏଠାରେ କେଉଁ ଦଳର ପ୍ରାର୍ଥୀ ବାଜି ମାରିବେ ସେ ନେଇ ସମସ୍ତଙ୍କ ନଜର ରହିଛି। ଅନ୍ୟ ପଟେ ଦିନକୁ ଦିନ ରାଜନୀତି ତାତି ବି ବଢ଼ିବାରେ…
ସେଦିନ ମୋତେ ଶ୍ରଦ୍ଧାଞ୍ଜଳି ଦେବ, ଯେଉଁ ଦିନ ମୁଁ….: ନିର୍ବାଚନ ପୂର୍ବରୁ କାହିଁକି ଏମିତି କହିଲେ ମୋଦି
ନୂଆଦିଲ୍ଲୀ,୩୧।୪: ପ୍ରଧାନମନ୍ତ୍ରୀ ମୋଦି ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଦକ୍ଷିଣ ଭାରତରେ ଭାଜପାର ବିଜୟ ନିଶ୍ଚିତ କରିବାକୁ ସେ ନିରନ୍ତର ରାଲି କରୁଛନ୍ତି। ସାମ୍ପ୍ରତିକ ସମୟରେ ସେ ଦକ୍ଷିଣ ଭାରତର ଅନେକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର…
ନବୀନ ନିବାସରେ ବର୍ଷା
ଭୁବନେଶ୍ୱର,୨୧।୪: ନବୀନ ନିବାସରେ ପହଞ୍ଚିିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଟିକେଟ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ପାଇଁ ରବିବାର ବର୍ଷା ପହଞ୍ଚିଥିବା କୁହାଯାଉଛି। ତେବେ ବଡଚଣାରୁ ବର୍ଷାଙ୍କୁ ପ୍ରାର୍ଥୀ କରିଛି ଦଳ । ବରିଷ୍ଠ ନେତା…
ଡିଡି ନ୍ୟୁଜ ଲୋଗୋର ରଙ୍ଗ ବଦଳାଇବାକୁ ନେଇ ଭାଜପାକୁ ଟାର୍ଗେଟ କଲେ ଷ୍ଟାଲିନ
ଅମରାବତି,୨୧।୪: ସାର୍ବଜନୀନ ବ୍ରଡକାଷ୍ଟର ଦୂରଦର୍ଶନର ଲୋଗୋର ରଙ୍ଗର ପରିବର୍ତ୍ତନକୁ ନେଇ ଏକ ରାଜନେଅତିକ ଝଡ଼ ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରେ ବର୍ତ୍ତମାନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡା ମୁନ୍ନେତ୍ରା କାଜଗାମ (ଡିଏମକେ) ସଭାପତି ଏମ.କେ ଷ୍ଟାଲିନ ଦୁରଦର୍ଶନର…
ପୁଣି ବଢିଲା କଂଗ୍ରେସର ଅଡୁଆ: ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ
ଗାନ୍ଧୀନଗର,୨୧।୪: ଗଜରାଟର ସୁରଟ ଲୋକ ସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ବାନୀଙ୍କ ନାମାଙ୍କନ ପତ୍ର ପ୍ରତ୍ୟାଖ୍ୟାନ ହୋଇଯାଇଛି। ତାଙ୍କର ତିନିଜଣ ପ୍ରସ୍ତାବକ ନାମାଙ୍କନ ପତ୍ରରେ ଦସ୍ତଖତ ସେମାନଙ୍କର ନୁହେଁ ବୋଲି ଜିଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଏକ ଆଫିଡେଭିଟ ଦାଖଲ…
ରାମଦେବଙ୍କୁ ମିଳିଲାନି ଆଶ୍ୱସ୍ତି, ଯୋଗ କ୍ୟାମ୍ପ ପାଇଁ ଦେବାକୁ ପଡିବ ସର୍ଭିସ୍ ଟ୍ୟାକ୍ସ
ନୁଆଦିଲ୍ଲୀ,୨୧।୪: ପତଞ୍ଜଳି ଯୋଗପୀଠ ସେବା ଟ୍ରଷ୍ଟକୁ ପୁଣି ଲାଗିଛି ବଡ ଝଟକା। ସୁପ୍ରିମକୋର୍ଟ ଏକ ଅପିଲ୍ର ଶୁଣାଣି ସମୟରେ ଟ୍ରିବ୍ୟୁନାଲର ରାୟକୁ ସମର୍ଥନ କରିଛନ୍ତି। କୋର୍ଟ କହିଛନ୍ତି ଆବାସିକ ତଥା ଅଣ-ଆବାସିକ ଯୋଗ ଶିବିର ଆୟୋଜନ ପାଇଁ ପ୍ରବେଶ ଶୁଳ୍କ ଆଦାୟ…
ଇସ୍ତଫା ଦେଲେ ପ୍ରବୋଧ ତିର୍କୀ
ଭୁବନେଶ୍ୱର,୨୧।୪: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରି ଟିକେଟ କାଟିବା ଦେବା ପରେ ସେ ଅସନ୍ତୁଷ୍ଟ ଥିଲେ। ଗତ ବର୍ଷ ସେପ୍ଟେମ୍ବର ମାସରେ ପ୍ରବୋଧ କଂଗ୍ରେସରେ ସାମିଲ ହୋଇଥିଲେ।…
ଗ୍ରୀନ୍ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଲା ଆରସିବି: ଜାଣନ୍ତୁ ଏହା ପଛର କାରଣ
ନୂଆଦିଲ୍ଲୀ,୨୧।୪: ଇଣ୍ଡିଆନ ପ୍ରିମିୟର ଲିଗ ଫ୍ରାଞ୍ଚାଇଜ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରତିବର୍ଷ ଗ୍ରୀନ୍ ଜର୍ସି ପିନ୍ଧି ଟୁର୍ନାମେଣ୍ଟର ଗୋଟିଏ ମ୍ୟାଚ ଖେଳେ। ଆଜି କେକେଆର ବିପକ୍ଷରେ ଖେଳାଯାଉଥିବା ମ୍ୟାଚରେ ବେଙ୍ଗାଲୁରୁ ଦଳ ଗ୍ରୀନ୍ ଜର୍ସିରେ ଖେଳୁଛି। ଏହି ଜର୍ସି ପଛରେ…
କୋହଲିଙ୍କ ବ୍ୟାଟ୍ ଭାଙ୍ଗିଦେଲେ ରିଙ୍କୁ ସିଂ: ପୁଣି ମାଗିବାରୁ ମିଳିଲା ଏମିତି ପ୍ରତିକ୍ରିୟା
କୋଲକାତା,୧।୪: କୋଲକାତାର ଇଡେନ ଗାର୍ଡେନ୍ସରେ କେକେଆର୍ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଏକ ମଜାଦାର ବାର୍ତ୍ତାଳାପ ହୋଇଥିଲା। ଏହି ବାର୍ତ୍ତାଳାପ ଏତେ ମଜାଦାର ଥିଲା ଯେ, ଏହା ଟିକିଏ ଅସହଜ ଅନୁଭବ ଲାଗିଲା। ରିଙ୍କୁ ସିଂ କୋହଲିଙ୍କଠାରୁ…
ଜିଲ୍ଲା ପରିଷଦଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯ କୋଟି ଟଙ୍କା ଗାଏବ
ମୟୁରଭଞ୍ଜ,୨୧।୪: ମୟୂରଭଞ୍ଜ ଜିଲାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲା ପରିଷଦ ଆକାଉଣ୍ଟରୁ ୯ କୋଟିରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ବ୍ୟାଙ୍କ ଅଧିକାରୀଙ୍କ ଦ୍ୱାରା ଭଞ୍ଜପୁର ପୋଲିସ ନିକଟରେ ଏଫଆଇଆର ଦାଖଲ କରାଯାଇ ମାମଲାର…
ଭାଜପାକୁ ସମର୍ଥନ ଘୋଷଣା କଲେ ମେଗାଷ୍ଟାର ଚିରଞ୍ଜୀବି
ହାଇଦ୍ରାବାଦ୍,୨୧।୪: ଆନ୍ଧ୍ରପ୍ରଦେଶରେ ଭାଜପାକୁ ଏକ ଖୁସି ଖବର ମିଳିଛି। ଏଠାରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଏନଡିଏ)କୁ ଶକ୍ତି ବୃଦ୍ଧି କରିବା ପାଇଁ ମେଗାଷ୍ଟାର ଚିରଞ୍ଜିବୀ ଟିଡିପି-ଜନସେନା-ଭାଜପା ସହଯୋଗୀ ଦଳକୁ ସମର୍ଥନ କରିଛନ୍ତି। ୨୦୧୪ରେ…
ହଠାତ୍ ଅସୁସ୍ଥ ହୋଇପଡ଼ିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୨୧।୪:ଲୋକ ସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ହଠାତ୍ ଅସୁସ୍ଥ ହୋଇପଡିଛନ୍ତି। ସେ ରବିବାର ରାଞ୍ଚିରେ ଆୟୋଜିତ ‘ଇଣ୍ଡିଆ’ ମିଳିତ ମେଣ୍ଟର ରାଲିରେ ଯୋଗଦେବେ ନାହିଁ। କେବଳ ଏତିକି ନୁହେଁ,ମଧ୍ୟପ୍ରଦେଶର ସତ୍ୟନାରେ ଅନୁଷ୍ଠିତ ହେବାକୁ ଥିବା ରାହୁଲଙ୍କ ରାଲିରେ…
Archives


