୫ ସରକାରୀ ଆଇଟିଆଇ ସହ ଟିପିସିଓଡିଏଲ୍ର ବୁଝାମଣା
ଭୁବନେଶ୍ୱର,୩।୩: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ୫ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ) ସହ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର ଘୋଷଣା କରି ଓଡ଼ିଶାର ଯୁବବର୍ଗଙ୍କ…
ଜେଏସ୍ଡବ୍ଲ୍ୟୁ ଓଡ଼ିଶା ମାଇନ୍ସ ଡିଭିଜନ ପୁରସ୍କୃତ
ଭୁବନେଶ୍ୱର,୩।୩: ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଲିମିଟେଡ୍(ଓଡ଼ିଶା ଖଣି ଡିଭିଜନ)କୁ ନିକଟରେ ସମ୍ମାନଜନକ ପୁରସ୍କାରରେ ପୁରସ୍କୃତ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୫ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହର ଅନ୍ତିମ ଓ ପୁରସ୍କାର ବିତରଣ ଉତ୍ସବରେ କମ୍ପାନୀକୁ ବିଭିନ୍ନ ବର୍ଗରେ ସମ୍ମାନଜନକ ପୁରସ୍କାର ପ୍ରଦାନ…
ଇଣ୍ଡିଆନ୍ ବ୍ୟାଙ୍କର ନବୀକରଣ ଶାଖା ପରିସର ଉଦ୍ଘାଟିତ
ଭୁବନେଶ୍ୱର,୩।୩ (ଅଭୟ ଦାଶ): ଇଣ୍ଡିଆନ୍ ବ୍ୟାଙ୍କର ଗଞ୍ଜାମସ୍ଥିତ ଭେଜିପୁଟଠାରେ ଥିବା ପଥରା ଶାଖାର ନବୀକରଣ ପରିସର ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ର ମହାପ୍ରବନ୍ଧକ ଏମ୍.ଅରୁଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର (ପଥରା ଶାଖାର ନବୀକରଣ…
ସର୍ବଭାରତୀୟ ସ୍ତରରେ ୧.୬୨ଲକ୍ଷ କୋଟିର ପ୍ରକଳ୍ପ ଉଦ୍ଘାଟିତ
ନୂଆଦିଲ୍ଲୀ,୩।୩: ଘରୋଇ ବଜାରର ତୈଳ ଏବଂ ଗ୍ୟାସ୍ର ଚାହିଦା ମେଣ୍ଟାଇବା ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଭାରତୀୟସ୍ତରରେ ୧.୬୨ଲକ୍ଷ କୋଟିର ଅଏଲ ଆଣ୍ଡ ଗ୍ୟାସ୍ ପ୍ରକଳ୍ପର ଶୁଭାରମ୍ଭ ସହ ବିହାରର ବେଗୁସରାଇରୁ ଦେଶବାସୀଙ୍କ ପାଇଁ ଉତ୍ସର୍ଗୀକୃତ କରିଛନ୍ତି। ସେହିଭଳି ରାଷ୍ଟ୍ରାୟତ୍ତ…
ଫୁଟ୍ବଲର ହେବାକୁ ଚାହୁଁଥିଲେ ଟାଇଗର
ମୁମ୍ବାଇ: ବଲିଉଡ୍ରେ ଅନେକ ଉଦୀୟମାନ ତାରକା ରହିଥିବା ବେଳେ ବରିଷ୍ଠ ଅଭିନେତା ଜ୍ୟାକି ଶ୍ରଫ୍ଙ୍କ ପୁଅ ଟାଇଗର ଶ୍ରଫ୍ ସେମାନଙ୍କ ମଧ୍ୟରୁ ଅନ୍ୟତମ। ବଲିଉଡ୍ର ଏହି ଷ୍ଟାର ସନ୍ତାନ ଖୁବ୍ଶୀଘ୍ର ସଫଳତାର ଶୀର୍ଷକୁ ସ୍ପର୍ଶ କରିଛନ୍ତି। ଜୀବନରେ ଅନେକ ଉତ୍ଥାନ-ପତନ ଦେଇ…
ନେଟ୍ଫ୍ଲିକ୍ସରେ ‘ଦି ଇନ୍ଦ୍ରାଣୀ ମୁଖାର୍ଜିଆ ଷ୍ଟୋରି: ବରିଡ୍ ଟ୍ରୁଥ୍’
ନୂଆଦିଲ୍ଲୀ,୩।୩କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇର ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଦେବା ପରେ ‘ଦି ଇନ୍ଦ୍ରାଣୀ ମୁର୍ଖାଜିଆ ଷ୍ଟୋରି: ବରିଡ୍ ଟ୍ରୁଥ୍’ ସିରିଜ୍ର ପ୍ରସାରଣ ଓଟିଟି ପ୍ଲାଟ୍ଫର୍ମ ନେଟ୍ଫ୍ଲିକ୍ସରେ ଆରମ୍ଭ ହୋଇଛି। ଝିଅ ଶିନା ବୋରାଙ୍କୁ ହତ୍ୟା ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜିଆ…
ମହାନଦୀ ବାଲିରେ କୁମ୍ଭୀର
ଗଣିଆ,୩ା୩ (ସନ୍ତୋଷ କୁମାର ପ୍ରଧାନ): ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ କେନ୍ଦୁପଲ୍ଲୀ ଗ୍ରାମ ନିକଟ ମହାନଦୀ ବାଲିପଠାରେ ଏକ କୁମ୍ଭୀର ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। କୁମ୍ଭୀରଟି ନଦୀ ବାଲିରେ ବୁଲୁଥିବାର ଦେଖି ଲୋକେ ଗଣିଆ ବନ ବିଭାଗ କର୍ମଚାରୀଙ୍କୁ…
ଅଲ୍ଟ୍ରାସାଉଣ୍ଡ କେନ୍ଦ୍ର ସିଲ୍
ନୟାଗଡ଼,୩ା୩(ଲୋକନାଥ ମିଶ୍ର): ନୟାଗଡ଼ ସହରର ସାଇ ଅଲଟ୍ରାସାଉଣ୍ଡ କେନ୍ଦ୍ର ସିଲ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଉପଜିଲାପାଳ କର୍ଣ୍ଣଦେବ ସମାଦରଙ୍କ ତୱାବଧାନରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଅଧିକୃତ ବିଶେଷଜ୍ଞ ଡା. ତାଙ୍କର ସମ୍ମତି ପ୍ରତ୍ୟାହାର କରିବା ସମ୍ପର୍କରେ ପଚରା ଉଚରା…
ମହାଶିବରାତ୍ରୀରେ କ’ଣ କଲେ ଶୁଭ, ଜାଣି ରଖନ୍ତୁ…
ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ ପବିତ୍ର ମନରେ ଆରାଧନା କଲେ ପ୍ରଭୁକୃପା ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ହେଲେ ଜାଣନ୍ତି କି ଏମିତି ବି କିଛି ଖାସ୍ କାର୍ଯ୍ୟ ରହିଛି; ଯାହାକୁ ଏହି ପବିତ୍ର ଦିନରେ କଲେ ଘରେ ସୁଖସମୃଦ୍ଧି ବୃଦ୍ଧି…
ସିଡିଏମ୍ଓଙ୍କ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା: ଡାକ୍ତର-କର୍ମଚାରୀ ମାରପିଟ
ସମ୍ବଲପୁର,୩ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟର ସିଡିଏମ୍ଓଙ୍କ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା କ୍ରମରେ ଦୁଇଜଣ ଡାକ୍ତର ଓ କର୍ମଚାରୀଙ୍କ ମଧ୍ୟରେ ମାରପିଟ ହୋଇଛି। ଏ ନେଇ ଉଭୟ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ପୃଥକ୍ ମାମଲା…
ଅଣୁଅସ୍ତ୍ର ନିର୍ମାଣ ପାଇଁ ପାକିସ୍ତାନ ଯାଉଥିଲା ସରଞ୍ଜାମ
ମୁମ୍ବାଇ,୩।୩: ଚାଇନାରୁ ପାକିସ୍ତାନକୁ ଯାଉଥିବା ଏକ ଜାହାଜକୁ ଭାରତୀୟ ସୁରକ୍ଷା ଏଜେନ୍ସି ମୁମ୍ବାଇର ନାଭା ଶେଭା ବନ୍ଦରରେ ଅଟକାଇଥିଲା। ଜାହାଜରେ ଦ୍ୱୈତ ବ୍ୟବହାର୍ଯ୍ୟ ସାମଗ୍ରୀ ଥିଲା, ଯାହା ପାକସ୍ତାନର ଅଣୁଅସ୍ତ୍ର ଏବଂ ବାଲିଷ୍ଟିକ୍ ମିଶାଇଲ୍ ପ୍ରୋଗ୍ରାମରେ ବ୍ୟବହାର କରାଯାଇପାରିବ ବୋଲି ସୀମାଶୁଳ୍କ…
ସୁଖୁ ସରକାରଙ୍କ ଅଡ଼ୁଆ ବଢ଼ାଇଲେ ବିକ୍ରମାଦିତ୍ୟ
ଶିମଲା,୩।୩: ହିମାଚଳପ୍ରଦେଶ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ନିଜ ଫେସ୍ବୁକ ବାୟୋରୁ ସରକାରୀ ପଦବୀ ହଟାଇଦେଇ ପୁଣି ଥରେ କଂଗ୍ରେସ ନେତୃତ୍ୱ ପାଇଁ ଅଡ଼ୁଆ ସୃଷ୍ଟି କରିଛନ୍ତି। ପୂର୍ବରୁ ବିକ୍ରମାଦିତ୍ୟଙ୍କ ଫେସ୍ବୁକ୍ ବାୟୋରେ ପିଡବ୍ଲ୍ୟୁଡି ମନ୍ତ୍ରୀ ଏବଂ ଭାରତୀୟ ଜାତୀୟ କଂଗ୍ରେସ ସଦସ୍ୟ…
Archives


