Home Left

ରେକର୍ଡ କରିବା ଦିଗରେ ବାବର ଆଜମ୍‌

ନୂଆଦିଲ୍ଲୀ, ୨୦।୦୮: ପାକିସ୍ତାନ କ୍ରିକେଟ ଷ୍ଟାର ବାବର ଆଜାମ ପୁଣିଥରେ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ଅଛନ୍ତି। ବାଂଲାଦେଶ ଦଳ ବର୍ତ୍ତମାନ ପାକିସ୍ତାନ ଗସ୍ତରେ ରହିଛି । ପାକିସ୍ତାନ ଏବଂ ବାଂଲାଦେଶ ସିରିଜର ପ୍ରଥମ ମ୍ୟାଚ ୨୧ ଅଗଷ୍ଟରୁ ଖେଳାଯିବ । ଯଦିଓ…

ଏହିଦିନ ରତ୍ନଭଣ୍ଡାରରୁ କଢାଯିବ ସିନ୍ଦୁକ, ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ…

ପୁରୀ,୨୦।୮: ରତ୍ନଭଣ୍ଡାରରୁ କଢାଯିବ ସିନ୍ଦୁକ। ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଏହାକୁ ସ୍ଥାନାନ୍ତରଣ କରାଯିବ। ଆସନ୍ତା ୨୩ରେ ଅର୍ଥାତ୍‌ ଶୁକ୍ରବାର ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ ହେବ ଖାଲି ଆଲମିରା ଓ ସିନ୍ଦୁକ। ଉଭୟ ବାହାର ଓ ଭିତର ରତ୍ନଭଣ୍ଡାରରୁ ଶ୍ରୀମନ୍ଦିର ନୀଳାଦ୍ରି ବିହାର…

ସାମ୍ବାଦିକ ସମ୍ମିଳନୀରେ ଟଳିପଡିଲେ କଂଗ୍ରେସ ନେତା

ବେଙ୍ଗାଲୁରୁ,୨୦।୮: ବେଙ୍ଗାଲୁରୁ ପ୍ରେସ କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରୁଥିବା ବେଳେ ଜଣେ କଂଗ୍ରେସ ନେତାଙ୍କ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନୁମତି ପ୍ରଦାନ କରିବାକୁ ନେଇ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବିରୋଧ କରି ଗଣମାଧ୍ୟମକୁ ସୂଚନା…

ରାସ୍ତା ଉପରେ ଉଠା ଦୋକାନୀଙ୍କ ଭିଡ: ବଢୁଛି ବିପଦ

ଦାରିଙ୍ଗବାଡି,୨୦।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି। ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡି ବୁଲିବାକୁ ଆସୁଥିବା ବେଳେ ଚାରିଛକଠାରୁ ବ୍ଲକ ରାସ୍ତା ଟ୍ରାଫିକ ସମସ୍ୟା ଦେଖାଯାଉଛି। ଯେଉଁଠି ସର୍ବାଧିକ ପର୍ଯ୍ୟଟକଙ୍କ ଭିଡ଼…

ହତ୍ୟା ଅଭିଯୋଗରେ ରାତିରେ ଜେଲକୁ ଗଲେ, ସକାଳେ ମୃତଦେହ ଉଦ୍ଧାର

ବଡବିଲ,୨୦।୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ଉପ-କାରାଗାରରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଓଏମସି (ଓଡିଶା ଖଣି ନିଗମ)ର ଗୃପ-୪ ସିକ୍ୟୁରିଟୀ ସଂସ୍ଥାରେ କାର୍ଯ୍ୟ କରୁଥିବା ଯାଜପୁର ଜିଲା ବିଞ୍ଝାରପୁରର ତୁଷାର କାନ୍ତ ମଲ୍ଲିକ(୨୯)। ସ୍ତ୍ରୀ…

କୋଲକାତା ମାମଲାରେ ଚନ୍ଦ୍ରଚୂଡଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା, କହିଲେ…

ନୂଆଦିଲ୍ଲୀ,୨୦।୮: କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। କୋର୍ଟ ଏନେଇ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି। ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡି.ଓ୍ବାଇ…

ଦଙ୍ଗା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ: ଲୋକଙ୍କୁ ନିବେଦନ କଲେ ଏସଡିପିଓ

ରାଇକିଆ,୨୦।୮(ପ୍ରଦୀପ ବେହେରା): କନ୍ଧମାଳ ଜିଲାରେ ଗତ କିଛି ଦିନ ହେଲା ଦଙ୍ଗାକୁ ନେଇ ଗୁଜବ ଜୋର୍‌ ଧରିଛି । ବିଭିନ୍ନ ସୋସିଆଲ ମିଡ଼ିଆରେ ଏ ନେଇ ପ୍ରଚାର ହେବା ଫଳରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏପରିକି ଭୟରେ କିଛି…

ୟୁପିଏସ୍‌ସିରେ ହେବ ବଡ଼ ପରିବର୍ତ୍ତନ, ଆଉ ହେବନି ସିଧା ଭର୍ତ୍ତି

ନୂଆଦିଲ୍ଲୀ, ୨୦।୦୮: ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ୍‌ କମିଶନ୍‌ ବା ୟୁପିଏସ୍‌ସି ଅଧିନରେ ହେଉଥିବା ଲାଟେରାଲ୍‌ ଏଣ୍ଟ୍ରି ଭର୍ତ୍ତି ପ୍ରକ୍ରିୟା ସମାପ୍ତ ହେବାକୁ ଯାଉଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ୟୁପିଏସ୍‌ସିକୁ ଚିଠି ଲେଖାଯାଇଛି । ଲାଟେରାଲ୍‌ ଏଣ୍ଟ୍ରିକୁ ନେଇ ଲଗାତାର…

ମୋଦି ଚାହୁଁଛନ୍ତି SC-ST ସମାଜ ସଚିବାଳୟରେ ନୁହେଁ,ଶୌଚାଳୟରେ ବସନ୍ତୁ: ତେଜସ୍ବୀ ଯାଦବ

ପାଟନା,୨୦।୮: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ଉପରେ ଆକ୍ରମଣ କରିଛନ୍ତି। ମଙ୍ଗଳବାର ଲାଟେରାଲ ଏଣ୍ଟ୍ରି ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି, ଏମାନେ(ଭାଜପା…

ଆଳୁ ସଙ୍କଟ ମଧ୍ୟରେ ବଡ଼ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ, ୫ ଦିନ ଭିତରେ…

ଭୁବନେଶ୍ୱର,୨୦।୮: ରାଜ୍ୟରେ ପୁଣି ଆଳୁ ସଙ୍କଟ ଦେଖା ଦେଇପାରେ। ଏନେଇ ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ସୋମବାର ସୂଚନା ଦେବା ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା ଆସିଛି। ମନ୍ତ୍ରୀ କହିଛନ୍ତି, ଟ୍ରେନରେ ପାଖାପାଖି ୪୮…

କୋଲକାତା ମାମଲାରେ ମମତାଙ୍କୁ ଘେରିଲେ ରାହୁଲ, କରିଦେଲେ ଏମିତି ଟ୍ବିଟ୍‌ ରାଗିକି ନିଆଁବାଣ…

କୋଲକାତା,୨୦।୮: କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ଟ୍ରେନିଂ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ପୁରା ଦେଶ ସ୍ତବ୍ଧ ହୋଇପଡିଛି। ଯାହାକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ତେବେ ଏହି ଛାତିଥରା ଘଟଣାକୁ ନେଇ ଦେଶର ସମସ୍ତ ଡାକ୍ତରଖାନା…

ଭାଜପାକୁ ଟେନ୍‌ସନ୍‌ ଦେବାକୁ ଯୋଜନା କରୁଛନ୍ତି ରାଜଭର: ଜାଣନ୍ତୁ କ’ଣ ରହିଛି ରଣନୀତି

ଲକ୍ଷ୍ନୌ,୨୦।୮: ଉତ୍ତରପ୍ରଦେଶର ପ୍ରସିଦ୍ଧ ସୁହେଲଦେବ ଭାରତ ସମାଜ ପାର୍ଟି ଜାତୀୟ ସ୍ତରରେ ନିଜର ଉପସ୍ଥିତି ବଢାଇବା ଆରମ୍ଭ କରିଛି। ଯଦିଓ ସୁହେଲଦେବ ଭାରତୀୟ ସମାଜ ପାର୍ଟିର ୧୩ଟି ରାଜ୍ୟରେ ସଂଗଠନ ଅଛି, କିନ୍ତୁ ବର୍ତ୍ତମାନ ପ୍ରଥମ ଥର ପାଇଁ ମହାରାଷ୍ଟ୍ରର ମୁମ୍ବାଇରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?