ୟୁବିଆଇର ମେଗା ରିଟେଲ୍ ଏକ୍ସପୋ
ଭୁବନେଶ୍ୱର,୫।୩: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଆଇ)ର କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଏକ ଦୁଇଦିନିଆ ମେଗା ରିଟେଲ୍ ଏକ୍ସପୋ-୨୦୨୪ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ସର୍ଭେଶ ରଞ୍ଜନ ସମ୍ମାନିତ ଅତିଥି…
ଭାରତର ଇସ୍ପାତ ଶିଳ୍ପରେ ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ ପ୍ଲାଣ୍ଟ ଉଦ୍ଘାଟିତ
ନୂଆଦିଲ୍ଲୀ,୫।୩: ଭାରତର ଇସ୍ପାତ ଶିଳ୍ପରେ ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ ପ୍ଲାଣ୍ଟ ନିକଟରେ ଉଦ୍ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଜିନ୍ଦଲ ଷ୍ଟେନ୍ଲେସ ଲିମିଟେଡ (ଜେଏସ୍ଏଲ୍)ର ହିସାର ୟୁନିଟରେ ଗ୍ରୀନ ହାଇଡ୍ରୋଜେନର ବ୍ୟବହାର ହୋଇଛି। ଏପରିକି ହରିୟାଣାର ହିସାରଠାରେ ଥିବା ଜେଏସଏଲ୍ ହିସାର ୟୁନିଟ ଦ୍ୱାରା…
୪୭ ବର୍ଷର ପରମ୍ପରା ଭାଙ୍ଗିଲେ ଜୟନ୍ତ ଚୌଧୁରୀ
ନୂଆଦିଲ୍ଲୀ,୫।୩: ନିକଟରେ ଭାଜପା ସହ ମିଳିତ ମେଣ୍ଟରେ ଯୋଗ ଦେଇଥିବା ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟ ଦୁଇଟି ଲୋକ ସଭା ଏବଂ ଗୋଟିଏ ବିଧାନ ପରିଷଦ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ଆରଏଲଡି ନିଜର…
ଜଲ୍ଓ୍ବା ଦେଖାଇବେ ରଣବୀର
ମୁମ୍ବାଇ: ଆସନ୍ତା ୨ ବର୍ଷ ମଧ୍ୟରେ ବଲିଉଡ୍ ଆକ୍ସନ ହିରୋ ରଣବୀର ସିଂଙ୍କୁ ଅନେକ ବଡ ଫିଲ୍ମରେ ଦେଖିବାକୁ ମିଳିବ। ଆଗାମୀ ଦିନରେ ‘ଶକ୍ତିମାନ’ ଓ ‘ସିଘଂମ୍ ଏଗେନ’ ଚଳଚ୍ଚିତ୍ରରେ ରଣବୀର ନିଜ ଜଲୱା ଦେଖାଇବେ ବୋଲି ପୂର୍ବରୁ ସୂଚନା ଦେଇସାରିଛନ୍ତି। ତେବେ…
ମା’ଙ୍କ ଫୋନ୍କଲ୍ ବଞ୍ଚାଇଲା ଜୀବନ
ବେଙ୍ଗାଲୁରୁ: କୁହାଯାଏ ଯେ ମା’ଙ୍କ ଆଶୀର୍ବାଦ ଯାହା ଉପରେ ଥାଏ ସେ କୌଣସି ମଧ୍ୟ ଅସୁବିଧାର ସମ୍ମୁଖୀନ ହୁଏ ନାହିଁ। କର୍ନାଟକ ରାଜଧାନୀ ବେଙ୍ଗାଲୁରୁର ରାମେଶ୍ବର କାଫେରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ଶୁକ୍ରବାର ଏଠାରେ ବିସ୍ଫୋରଣ ଘଟି ୧୦ ଜଣ…
ପଓ୍ବନ୍ଙ୍କ ପରେ ନିର୍ବାଚନରୁ ଓହରିଲେ ଭାଜପା ବାରବାଙ୍କୀ ପ୍ରାର୍ଥୀ
ନୂଆଦିଲ୍ଲୀ,୫।୩: ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ଓହରିଲେଣି। ପଶ୍ଚିମବଙ୍ଗର ଆସାନସୋଲ୍ ଆସନରୁ ପ୍ରାର୍ଥୀ ହୋଇଥିବା ଭୋଜପୁରୀ ଅଭିନେତା ତଥା ଗାୟକ ପଓ୍ବନ ସିଂ ଭୋଟ ଲଢ଼ିବା ପାଇଁ…
ଇଲେକ୍ଟୋରାଲ ବଣ୍ଡ୍ ତଥ୍ୟ ଦେବାକୁ ସମୟ ମାଗିଲା ଏସ୍ବିଆଇ
ନୂଆଦିଲ୍ଲୀ,୪।୩ : ଇଲେକ୍ଟ୍ରୋରାଲ ବଣ୍ଡ୍ଗୁଡ଼ିକର ସବିଶେଷ ତଥ୍ୟ ଦେବା ସମୟସମୀମା ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ାଇବାକୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ସୋମବାର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛି। ଗତ ମାସରେ ସୁପ୍ରିମକୋର୍ଟ ତାଙ୍କ ରାୟରେ ଇଲେକ୍ଟୋରାଲ ବଣ୍ଡ୍କୁ ବେଆଇନ କହିବା…
ରାମେଶ୍ୱରମ୍ କାଫେ ବିସ୍ଫୋରଣର ତଦନ୍ତ କରିବ ଏନ୍ଆଇଏ
ନୂଆଦିଲ୍ଲୀ,୪।୩: ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ବେଙ୍ଗାଲୁରୁର ରାମେଶ୍ୱରମ୍ କାଫେ ବିସ୍ଫୋରଣର ତଦନ୍ତ ଦାୟିତ୍ୱ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)କୁ ଦିଆଯାଇଛି। ଗତ ୧ ତାରିଖରେ ବେଙ୍ଗାଲୁରୁ ହ୍ବାଇଟ୍ଫିଲ୍ଡ ଅଞ୍ଚଳରେ ଥିବା କାଫେରେ ଆଇଇଡି ବିସ୍ଫୋରଣ ଘଟି ୧୦ ଜଣ ଆହତ ହୋଇଥିଲେ।…
ଆଗକୁ ନିର୍ବାଚନ: କଟକରେ ଯବାନଙ୍କ ଫ୍ଲାଗ୍ମାର୍ଚ୍ଚ
କଟକ,୪ା୩ (କାର୍ତ୍ତିକ ସାହୁ): ଆଗକୁ ସାଧାରଣ ନିର୍ବାଚନ। ନିର୍ବାଚନକୁ ଶାନ୍ତି, ଶୃଙ୍ଖଳା ସହ ଅବାଧ, ନିରପେକ୍ଷ ପରିଚାଳନା ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳ(ସିଆରପିଏଫ୍) ଯବାନମାନେ କଟକରେ ପହଞ୍ଚିଛନ୍ତି। କଟକ କମିସନରେଟ ପୋଲିସ ସହିତ ମିଳିତ ଭାବେ ସିଆର୍ପିଏଫ ଯବାନ ସୋମବାର ସହର…
ଛୁରାମାଡ଼ରେ ଚାଲିଗଲା ମହିଳାଙ୍କ ଜୀବନ
କଟକ,୪ା୩(କାର୍ତ୍ତିକ ସାହୁ): ଛୁରାମାଡ଼ରେ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସିଆର୍ଆର୍ଆଇ ଥାନା ଅଧୀନ ନେହେରୁ ପଲ୍ଲୀ ବସ୍ତିରେ ଏଭଳି ଅମାନବୀୟ ଘଟଣା ଘଟିଛି। ମୃତକ ଜଣକ ହେଲେ ବସ୍ତିର ଭାରତୀ ସାହୁ(୪୦)। ସୋମବାର ରାତିରେ ବଚସାରୁ ଜଣେ ଯୁବକ ଏଭଳି…
ସବ୍ଡିଭିଜନ ଦାବିରେ ୧୨ ଘଣ୍ଟା ବନ୍ଦ
ଲକ୍ଷ୍ମୀପୁର,୪ା୩(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକକୁ ସବ୍ଡିଭିଜନ ଦାବିରେ ଲକ୍ଷ୍ମୀପୁର ବିକାଶ ପରିଷଦ ପକ୍ଷରୁ ସୋମବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ଗାଡ଼ିମୋଟର ଚଳାଚଳ ଓ ଦୋକାନ ବଜାର…
ପଓ୍ବନ୍ ସିଂଙ୍କ ପରେ ନିର୍ବାଚନରୁ ଓହରିଲେ ଉପେନ୍ଦ୍ର ସିଂ ରାଓ୍ବତ୍
ନୂଆଦିଲ୍ଲୀ,୪।୩ : ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବାକୁ ମନା କରି ଦେଇଛନ୍ତି। ପଶ୍ଚିମବଙ୍ଗର ଆସାନସୋଲ୍ ଆସନରୁ ପ୍ରାର୍ଥୀ ହୋଇଥିବା ଲୋକପ୍ରିୟ ଭୋଜପୁରୀ…
Archives


