Home Left

ଭାରତ ବନ୍ଦ ଡାକରା: ଗାଡ଼ି ଚଳାଚଳ ବନ୍ଦ

ବଲାଙ୍ଗୀର, ୨୧।୮(ସୁନିଲ କୁମାର ମହାନ୍ତି): ଅନୁସୂଚିତ ଜାତି ଏବଂ ଜନଜାତି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର ଦାବି କରି ଦିଆଯାଇଥିବା ଭାରତ ବନ୍ଦ ପରିପ୍ରେକ୍ଷୀରେ ଆଜି ବଲାଙ୍ଗୀର ବନ୍ଦ କରାଯାଇଛି । ବଲାଙ୍ଗୀର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି…

ଭାରତ ବନ୍ଦ ବେଳେ ଆନ୍ଦୋଳନକାରୀ ମୁହାଁମୁହିଁ

ଲୋଇସିଂହା,୨୧।୮(ସୁଶାନ୍ତ ବାରିକ): ଉପବର୍ଗୀ କରଣ ଓ ସ୍ବଚ୍ଛଳ ବର୍ଗ ନୀତି ଲାଗୁ କରା ନ ଯିବା ପ୍ରତିବାଦ ବୁଧବାର ଭାରତ ବନ୍ଦ ଡାକରା ଦେଇଛି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି । ଏହି କ୍ରମରେ ବଲାଙ୍ଗୀର…

କୋଲକାତା ଟ୍ରେନି ଡାକ୍ତରଙ୍କ ମର୍ଡର କେସ୍‌ରେ ସାମ୍ନାକୁ ଆସିଲା ଆଉ ଜଣଙ୍କ ନାଁ, ସଞ୍ଜୟ ରୟଙ୍କ ସହ ରହିଛି…

କୋଲକାତା,୨୧।୯: କୋଲକାତା ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଆଉ ଏକ ଜଣଙ୍କ ଉପରେ ସିବିଆଇର ସନ୍ଦେହ ରହିଛି। ଏହି ବ୍ୟକ୍ତି ଜଣଙ୍କ ଅନୁପ ଦତ୍ତ ବୋଲି ଜଣା…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ନୀଳଗିରି,୨୧।୮(ପ୍ରଶାନ୍ତ କୁମାର ବିଶ୍ବାଳ): ଫ୍ୟାକ୍ଟ୍ରିରୁ କାମ କରିବାକୁ ଯାଉଥିବା ବେଳେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ। ଏଭଳି ଅଭାବନୀୟ ଘଟଣା ଘଟିଛି ନୀଳଗିରି ଥାନା ମିତ୍ରପୁର ନିକଟ ଚଣ୍ଡୀପୁର ରାସ୍ତାରେ। ନୀଳଗିରି ଥାନା ଧୋବସିଳା ପଞ୍ଚାୟତ ସାରୁପାଳ ଅଞ୍ଚଳର…

ଛତ୍ରପୁରରେ ଭାରତ ବନ୍ଦ ଆନ୍ଦୋଳନ, ଜାତୀୟ ରାଜପଥ ଅବରୋଧ

ଛତ୍ରପୁର,୨୧।୮ (ଦିଲୀପ ସାମଲ): ସୁପ୍ରିମକୋର୍ଟ ରାୟ ବିରୋଧରେ ବୁଧବାର ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଓଡ଼ିଶାରେ ଏହାକୁ ସଫଳ କରିବା ପାଇଁ ଅନୂସୂଚିତ ଜାତି,ଜନଜାତି,ପଛୁଆ ବର୍ଗ ଓ ସଂଖ୍ୟାଲଘୁ ମିଳିତ କାର୍ଯ୍ୟାନୁଷ୍ଠାନ କମିଟି ଆହ୍ବାନ କ୍ରମେ ଗଞ୍ଜାମ…

ଏହି ଦିନ ବିବାହ କରିବେ ନାଗା ଚୈତନ୍ୟ-ଶୋଭିତା, ସାମ୍ନାକୁ ଆସିଲା ତାରିଖ

ମୁମ୍ବାଇ: ଅଭିନେତା ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଚର୍ଚ୍ଚା ଅଛନ୍ତି। ଦୁହେଁ ମାସ ଆରମ୍ଭରେ ନିର୍ବନ୍ଧ କରିଥିଲେ। ତେବେ ପ୍ରଶଂସକମାନେ ଏହି କପଲଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ଏକ ନୂତନ ରିପୋର୍ଟରେ ନାଗା ଏବଂ ଶୋଭିତାଙ୍କ ବିବାହର ତାରିଖ ଏବଂ…

୪ଟା ଯାଏ ଗୃହମୁଲତବୀ: ଗୃହର ମଧ୍ୟଭାଗ ଦୁଇ ହାତ ହଲାଇ ବାହିନୀପତି କହିଲେ…

ଭୁବନେଶ୍ୱର,୨୧।୮: ବୁଧବାର ବିଧାନସଭାର ଦ୍ୱିତୀୟ ଦିନ। ତେବେ ଗୃହରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ହୋ ହଲ୍ଲା ସହ ନାରାବାଜି ଦେଇଛନ୍ତି। ଏମିତିକି ଗୃହର ମଧ୍ୟଭାଗକୁ ବିଧାୟକମାନେ ଆସିଥିଲେ। କଂଗ୍ରେସ ବିଧାୟକ ତାରା ବାହିନୀପତି ଦୁଇହାତ ହଲାଇ ଆଗରେ ଜନଜାତିଙ୍କ…

ବଡ଼ ବାଜି ଖେଳିବେ ଅଜିତ ପାୱାର, ଏହି ନେତାଙ୍କୁ ପଠାଇବେ ରାଜ୍ୟ ସଭା

ମୁମ୍ବାଇ,୨୧।୮: ମହାରାଷ୍ଟ୍ରର ରାଜ୍ୟ ସଭାର ଦୁଇଟି ଖାଲି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ନାମାଙ୍କନ ପତ୍ରର ଶେଷ ତାରିଖ ବୁଧବାର ରହିଛି। ମହାରାଷ୍ଟ୍ରରେ ରାଜ୍ୟ ସଭାର ଗୋଟିଏ ଆସନରେ ଭାଜପା ଏବଂ ଅଜିତ ପାୱାର ଦଳର ଏନସିପି ଗୋଟିଏରେ ପ୍ରତିଦ୍ୱନ୍ଦ୍ୱିତା…

ଝାଡ଼ଖଣ୍ଡରେ ବିମାନ ନିଖୋଜ, ପାଇଲଟ୍‌ଙ୍କ ସହ ଥିଲେ…

ରାଞ୍ଚି, ୨୧।୦୮: ଝାଡ଼ଖଣ୍ଡରେ ମଙ୍ଗଳବାର ନିିଖୋଜ ହୋଇଯାଇଥିବା ଏକ ବିମାନର ପତ୍ତା ମିଳିପାରିନାହିଁ । ସରାୟକେଲା-ଖରସାୱାଁ ଜିଲାର ଏକ ବିମାନ ଉଡ଼ାଣ କେନ୍ଦ୍ରରୁ ଉଡ଼ାଣ ଭରିବା ପରେ ବିମାନଟି ନିଖୋଜ ହୋଇଯାଇଥିଲା । ଏହାକୁ ଖୋଜିବାକୁ ଟିମ୍‌ ନିୟୋଜିତ ଅଛନ୍ତି ।…

ବଳାତ୍କାର କେସ୍‌ରେ ଆସିଲା ବଡ଼ ଅପଡେଟ୍‌, ସଞ୍ଜୟ ରୟ ଏକା ନୁହନ୍ତି, ତାଙ୍କ ସହ ଏମାନେ… ଜାଣନ୍ତୁ କ’ଣ କହିଲେ ଅଭିଯୁକ୍ତଙ୍କ ଶାଶୁ

କୋଲକାତା,୨୧।୮: କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ଘଟଣାର ଅପରାଧୀଙ୍କୁ ଶୀଘ୍ର ଧରିବାକୁ ଦାବି ହେଉଛି। ଏହି ମାମଲାକୁ ନେଇ…

ଭାରତକୁ ଝଟ୍‌କା: ମୁଣ୍ଡ ନୂଆଁଇବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୨୧।୮: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ସହିତ ଜଡିତ ଏକ ବଡ଼ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ନିକଟରେ ଚର୍ଚ୍ଚା ହେଉଥିଲା ଯେ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ଚାମ୍ପିଅନ୍ସ ଟ୍ରଫିର ତାରିଖ ବଦଳାଇବ। କିନ୍ତୁ ପାକିସ୍ତାନ କ୍ରିକେଟ ବୋର୍ଡ ଏକ ପ୍ରେସ…

କଂଗ୍ରେସ ସରକାର ଗଢିଲେ ୬ମାସରେ ଭାଙ୍ଗିଦେବୁ, ହରିୟାଣା ଅର୍ଥମନ୍ତ୍ରୀଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୧।୮: ବିଧାନସଭା ନିର୍ବାଚନ ପାଇଁ ହରିୟାଣାରେ ରାଜନୈତିକ ପାଗ ଅନୁକୂଳ ହୋଇଛି। ଏବେ ସବୁ ଦଳର ନେତାମାନେ ରାଜ୍ୟରେ ଆଡ୍ଡା ଜମାଇଛନ୍ତି। ଏଥିପାଇଁ ହରିୟାଣା ଅର୍ଥମନ୍ତ୍ରୀ ଜେପି ଦଲା ନିକଟରେ ଏକ ରାଲି କରିଛନ୍ତି। ଯେଉଁଠାରେ ସେ ଏମିତି ବୟାନ ଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?