Home Left

ଦଣ୍ଡକୁ ଭୟ ନାହିଁ, ଜେଲରେ ଏମିତି ଅଏସ୍‌ କରୁଛନ୍ତି ଅଭିଯୁକ୍ତ ସଞ୍ଜୟ, ଖାଇବାକୁ ଦିଆଯାଉଛି ଏସବୁ…

କୋଲକାତା,୨୪।୮: କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ସଞ୍ଜୟ ରୟ ବର୍ତ୍ତମାନ ଜେଲରେ ଅଛନ୍ତି। ସଞ୍ଜୟ ରୟଙ୍କୁ କୋଲକାତାର ପ୍ରେସିଡେନ୍ସି ଜେଲରେ ସେଲ ନମ୍ବର ୨୧ ରେ…

ଆଦାନୀ ପରିବାର ଗୋଟିଏ ଦିନରେ ରୋଜଗାର କଲେ ଏତିକି ଟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୪।୮: ଆଦାନୀ ଗ୍ରୁପ୍‌ର ମାଲିକ ଥିବା ଆଦାନୀ ପରିବାର ଶୁକ୍ରବାର ୪,୨୫୧ କୋଟି ଟଙ୍କା ରୋଜଗାର କରିଛନ୍ତି। ସେ ଅମ୍ବୁଜା ସିମେଣ୍ଟର ଶେୟାର ବିକ୍ରି କରି ଏହି ଟଙ୍କା ପାଇଥିଲେ। ବର୍ତ୍ତମାନ ଏହି ଅର୍ଥର ନିବେଶ ଆଦାନୀ ଫ୍ୟାମିଲି ଗ୍ରୁପ୍‌ର ବିଭିନ୍ନ…

ବିଜେଡି ପ୍ରଚାରକ ସାଜିଥିବା ଅଫିସରଙ୍କୁ ଚେତାବନୀ ଦେଲେ ବିଧାୟକ ଅଶୋକ,କହିଲେ…

ଭୁବନେଶ୍ୱର,୨୪।୮: ବିଜେଡି ପ୍ରଚାରକ ସାଜିଥିବା ଅଫିସରଙ୍କ ବିରୋଧରେ ତଦନ୍ତ ଚାଲିଛି ବୋଲି ଶନିବାର ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ଭାଜପା ବିଧାୟକ ଅଶୋକ ମହାନ୍ତି। ସେ କହିଛନ୍ତି, ତଥ୍ୟ ସଂଗ୍ରହ ଚାଲିଛି। ‘ଆଶିଷ ସିଂ ଓ ଡିଏସ କୁଟ୍ଟେଙ୍କ ବିରୋଧରେ ବହୁ ଦିନରୁ…

ସ୍ବର୍ଣ୍ଣିମ ବେଳାଭୂମି ଚାନ୍ଦିପୁର

ବାଲେଶ୍ୱର ସହରଠାରୁ ୧୬ କି.ମି. ଦୂରରେ ରହିଛି ସ୍ବର୍ଣ୍ଣିମ ବେଳାଭୂମି ଚାନ୍ଦିପୁର। ଏଠାରେ ସମୁଦ୍ର ପାଣି ବେଳାଭୂମିରୁ ୧ରୁ ୪ କି.ମି. ଘୁଞ୍ଚିଯାଏ ଓ ଜୁଆର ସମୟରେ ଫେରିଥାଏ। ଏହି ପ୍ରକ୍ରିୟା ଦିନରେ ଦୁଇଥର ହୋଇଥାଏ। ଯଦି ସକାଳେ ଜୁଆର ଆସେ…

ସନ୍ଦୀପ ଘୋଷଙ୍କୁ ପଲିଗ୍ରାଫ ଟେଷ୍ଟରେ ପଚରାଗଲା ୨୫ ପ୍ରଶ୍ନ

କୋଲକାତା,୨୪।୮: ଡାକ୍ତର ବଳାତ୍କାର ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ପଲିଗ୍ରାଫ ଟେଷ୍ଟ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ କରାଯାଇଥିଲା। ଏହି ସମୟରେ ସଞ୍ଜୟଙ୍କ ସହ ଅନ୍ୟ ୬ଜଣଙ୍କର ପଲିଗ୍ରାଫ ଟେଷ୍ଟ କରାଯାଇଥିଲା। ଏଥିରେ…

ଶରଦ ପାଓ୍ବାରଙ୍କ ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତିରେ ବଢୁଛି ଉଷ୍ମତା

ମୁମ୍ବାଇ,୨୪।୮: ମହାରାଷ୍ଟ୍ର ରାଜନୀତିରେ ଶିବସେନା (ୟୁବିଟି) ବିରୋଧୀଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମହାବିକାଶ ଅଘାଡି (ଏମଭିଏ) ଉପରେ ଚାପ ପକାଇବା ନେଇ ଏକ ଦୃଢ ଆଲୋଚନା ହୋଇଛି। ଏହି ପରିପ୍ରେକ୍ଷୀରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ଶୁକ୍ରବାର ସ୍ପଷ୍ଟ…

ଭଡାଘରେ ଝୁଲୁଛି ମହିଳା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ: କ’ଣ ରହିଛି ଏହା ପଛରେ ବଡ଼ କାରଣ

ବାଲେଶ୍ୱର,୨୪।୮: ଭଡାଘରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ଜଳେଶ୍ୱରରେ। ଭୋଗରାଇ ବ୍ଲକ କନିଷ୍ଠ ଯନ୍ତ୍ରୀ ମୋନାଲିସା ହେମ୍ବ୍ରମଙ୍କ ଝୁଲନ୍ତା ମୃତଦେହ ଶନିବାର ତାଙ୍କ ଭଡ଼ାଘରୁ ଜବତ କରାଯାଇଛି। ସ୍ଥାନୀୟ ଲୋକେ ଏହା ଜାଣି…

ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ ମେଶିନ ଅଚଳ, ରୋଗୀ ହନ୍ତସନ୍ତ

ବାଲିଗୁଡ଼ା,୨୪ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ’ ମେଶିନ ନ ଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବାଲିଗୁଡ଼ା ବ୍ଲକର ୮ରୁ ଅଧିକ ପଞ୍ଚାୟତବାସୀ ନିର୍ଭର କରନ୍ତି। ଏଠାରେ ଏକ୍ସ-ରେ’…

ନାଗାର୍ଜୁନଙ୍କ ଉପରେ ବୁଲଡୋଜର ଆକ୍ସନ! ଜାଣନ୍ତୁ କ’ଣ ଏହାର କାରଣ

ଚେନ୍ନାଇ,୨୪।୮: ବଳପୂର୍ବକ ଦଖଲ ହେତୁ ଭେଟେରାନ ଅଭିନେତା ନାଗାର୍ଜୁନଙ୍କ ମାଲିକାନାରେ ଥିବା ଏନ କନଭେନସନ ସେଣ୍ଟରକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ଥାନୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଖବର ଅନୁଯାୟୀ, ସ୍ଥାନୀୟ ଜଳଭଣ୍ଡାର ତାମିଡି ଚେରେଭୁଙ୍କୁ ବଳପୂର୍ବକ…

ସଂସ୍କୃତି ଓ ପରମ୍ପରା ବହନ କରେ ଖିଚିଂ, ଏଠାରେ ରହିଛି…

ମୟୂରଭଞ୍ଜ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଖିଚିଂରେ କଳା,ସଂସ୍କୃତି ଓ ପରମ୍ପରା ବହନ କରୁଥିବା ଶିଳ୍ପୀଙ୍କ କାରୁକାର୍ଯ୍ୟ ଅତ୍ୟନ୍ତ ମନୋରମ। ପୂର୍ବରୁ ଭଞ୍ଜ ବଂଶୀୟ ଶାସକଙ୍କର ଏହା ଥିଲା ରାଜଧାନୀ। ଏଠାରେ ମା’ କୀଚକେଶ୍ୱରୀ ମନ୍ଦିର ଧାର୍ମିକ ଓ ଐତିହାସିକ ମହତ୍ତ୍ୱକୁ…

ବିଡିଏ ଓ ବିଏମ୍‌ସିକୁ ବଡ଼ ଝଟ୍‌କା

ଭୁବନେଶ୍ୱର,୨୪।୮: ବିଡିଏ ଓ ବିଏମ୍‌ସିକୁ ଲାଗିଲା ଝଟ୍‌କା।। ସାଧାରଣ ପ୍ରଶାସନ ବିଭାଗ ବିଡିଏ ଓ ବିଏମ୍‌ସିକୁ ସ୍ପଷ୍ଟୀକରଣ ମାଗିଛି। ସରକାରୀ ଜମି ବିଲ୍ଡର୍ସଙ୍କୁ ଦେବା ପ୍ରସଙ୍ଗରେ ଏହି ସ୍ପଷ୍ଟୀକରଣ ମଗାଯାଇଛି। କେଉଁ ପରିସ୍ଥିତିରେ ବିଭାଗର ବିନା ଅନୁମତିରେ ବିଲ୍ଡର୍ସଙ୍କୁ ରାସ୍ତା ପାଇଁ…

ହରିୟାଣାର ନିର୍ବାଚନ ତାରିଖ କାହିଁକି ବଦଳାଇବାକୁ ଚାହୁଁଛି ଭାଜପା?

ନୂଆଦିଲ୍ଲୀ,୨୪।୮: ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଏହି ବିଗୁଲ ବାଜିସାରିଛି ଏବଂ ବିଭିନ୍ନ ରାଜନୈତିକ ଦଳ ଟିକେଟ ଆବଣ୍ଟନକୁ ନେଇ ମନ୍ଥନ କରୁଛନ୍ତି। ଏହି ସମୟରେ ହରିୟାଣା ଭାଜପା ରାଜ୍ୟ ସଭାପତି ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛନ୍ତି। ଭୋଟ ତାରିଖ ପରିବର୍ତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?