କୂଅରେ ପଡ଼ିଗଲେ ୫ ବାର୍ହା ଛୁଆ, ଆଉ ତାପରେ…
ଖଡ଼ିଆଳ,୨୬ା୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଗଡ୍ରାମୁଣ୍ଡା ଅଞ୍ଚଳରେ ଗତ କିଛିଦିନ ହେଲା ବାର୍ହା ଉପଦ୍ରବ ଲାଗିରହିଛି। ବାର୍ହା ପଲ ଲୋକଙ୍କ ବାରିରେ ପଶି ମକା ଓ ପନିପରିବା ଚାଷ ନଷ୍ଟ କରୁଛନ୍ତି। ଏହାକୁ ନେଇ ଚାଷୀମାନେ ଚିନ୍ତାରେ…
ଟେଲିଗ୍ରାମ ସିଇଓଙ୍କ ଗିରଫ ପଛରେ ରହସ୍ୟମୟୀ ମହିଳା; ହୋଇପାରନ୍ତି ଇସ୍ରାଏଲି ଗୋଇନ୍ଦା ମୁସାଦ ଏଜେଣ୍ଟ
ନୂଆଦିଲ୍ଲୀ,୨୬।୮: ଟେଲିଗ୍ରାମ ସିଇଓ ତଥା ପ୍ରତିଷ୍ଠାତା ପାଭେଲ ଡୁରୋଭଙ୍କୁ ଏୟାରପୋର୍ଟରୁ ଗିରଫ କରିଛି ପ୍ୟାରିସ ପୋଲିସ। ଏହି ବିତ୍ତଶାଳି ବ୍ୟବସାୟୀ, ଯାହାଙ୍କୁ ରୁଷିଆର ମାର୍କ ଜୁକରବର୍ଗ ବୋଲି କୁହାଯାଏ, ଟେଲିଗ୍ରାମରେ ଅପରାଧିକ କାର୍ଯ୍ୟକଳାପର ପ୍ରସାର ସମେତ ପ୍ରାୟ ୯୦୦ ନିୟୁତ ସକ୍ରିୟ…
ଚୋରି ମେଶିନ ଉଦ୍ଧାର, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ
ମୋରଡା,୨୬।୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ କୋହି ପଞ୍ଚାୟତ ରାଇଡିହା ଗ୍ରାମରେ ବସୁଧା ଯୋଜନାରେ ଏକ ପାଣି ଟାଙ୍କିର ନିର୍ମାଣ କାର୍ଯ୍ୟ ଚାଲିଛି। କାର୍ଯ୍ୟରେ ଏକ ଲିଫ୍ଟ ମିକ୍ସଚର ମେଶିନ ନିୟୋଜିତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୪ଲକ୍ଷ…
ଆଇପିଏଲ ପୂର୍ବରୁ ବଡ଼ ଖବର: ପଞ୍ଜାବ କିଙ୍ଗ୍ସରେ ଶିଖର ଧାୱନଙ୍କ ସ୍ଥାନ ନେବେ ରୋହିତ ଶର୍ମା! ଜୋର୍ ଧରିଲା ଚର୍ଚ୍ଚା
ନୂଆଦିଲ୍ଲୀ,୨୬।୮: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ମେଗା ନିଲାମରେ ରୋହିତ ଶର୍ମାଙ୍କୁ ଦେଖିବାକୁ ମିଳିପାରେ। ଯଦି ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ମୁକ୍ତ କରେ ତେବେ ପଞ୍ଜାବ କିଙ୍ଗସ ତାଙ୍କୁ ଯେକୌଣସି ମୂହୁର୍ତ୍ତରେ…
ସନ୍ୟାସ ନେବା ପରେ ବଡ଼ ନିଷ୍ପତ୍ତି ନେଲେ ଶିଖର ଧାୱନ, ଏହି ଲିଗ୍ରେ…
ନୂଆଦିଲ୍ଲୀ,୨୬।୮: ପ୍ରାୟ ଦେଢ ଦଶନ୍ଧି ଧରି ଭାରତୀୟ କ୍ରିକେଟରେ ନିଜର ଶକ୍ତି ପ୍ରଦର୍ଶନ କରିବା ପରେ ଟିମ ଇଣ୍ଡିଆର ଗବର ତଥା ଶିଖର ଧାୱନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପୂର୍ବତନ ଭାରତୀୟ ଓପନର୍ ଅବସର ନେବା ପରେ ସୋମବାର…
ଲଜ୍ଜାଜନକ! ଅଭିଷେକ ବାନାର୍ଜୀଙ୍କ ଝିଅଙ୍କୁ ମିଳିଲା ବଳାତ୍କାର ଧମକ, ଭାଇରାଲ ଭିଡିଓ ଦେଖି…
କୋଲକାତା,୨୬।୮: କୋଲକାତାର ଆର୍.ଜି କର କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କ ଉପରେ ହୋଇଥିବା ବର୍ବରତାକୁ ନେଇ ଉତ୍ତେଜନା ବନ୍ଦ ହେବାର ନାଁ ଧରୁନାହିଁ। ଏହି ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କ ଝିଅକୁ ବଳାତ୍କାର ଧମକ ମିଳିଛି। ସୋସିଆଲ…
ଛେଳି, ଗୋରୁପଲଙ୍କ ଉପରେ ମାଡ଼ିଗଲା ଟ୍ରେନ୍
କୋରାପୁଟ,୨୬।୮: କୋରାପୁଟ ଜିଲା ଭେଜା ଷ୍ଟେସନ ନିକଟରେ ସୋମବାର ଏକ ଅଘଟଣ ଘଟିଛି। କେତେକ ଛେଳି ଏବଂ ଗୋରୁପଲ ଟ୍ରେନ୍ ଲାଇନ୍ ପାରି ହେଉଥିବା ବେଳେ ଏକ ମାଲବାହୀ ଟ୍ରେନ୍ ମାଡ଼ି ଯାଇଥିଲା। ଫଳରେ ଟ୍ରେନ ଧକ୍କାରେ ୧୫ ଛେଳି, ୬…
ପଲିଗ୍ରାଫ ଟେଷ୍ଟରେ ବର୍ବରତା ପୂର୍ବର କାହାଣୀ ବଖାଣିଲେ ଅଭିଯୁକ୍ତ ସଞ୍ଜୟ, ରାସ୍ତାରେ ଛିଡା ହୋଇଥିବା ମହିଳାଙ୍କ ସହ କରିଥିଲେ…
କୋଲକାତା,୨୬।୮: କୋଲକାତାର ଆର୍.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ କ୍ରମାଗତ ଭାବେ ନୂଆ ଖୁଲାସା କରାଯାଉଛି। ଏହି ବର୍ବରତା ମାମଲାରେ ଅଭିଯୁକ୍ତ ସଞ୍ଜୟ ରୟ ଘଟଣାର ରାତିରେ କଣ…
ଶ୍ରୀକୃଷ୍ଣଙ୍କ ଜନ୍ମ ଜନ୍ମଉତ୍ସବ: ଶ୍ରୀରାଧା ଶ୍ରୀ କୃଷ୍ଣ ବେଶରେ ଛାତ୍ରୀଛାତ୍ର
ପାଟଣା,୨୬।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଓ ତୁରୁମୁଙ୍ଗାସ୍ଥିତ ଶିଶୁ ବିଦ୍ୟାମନ୍ଦିର ସୋମବାର ଶ୍ରୀକୃଷ୍ଣଙ୍କର ଜନ୍ମଉତ୍ସବ ପାଳିତ ହୋଇଯାଇଛି । ତୁରୁମୁଙ୍ଗାରେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଚିତ୍ତରଞ୍ଜନ ମହାନ୍ତଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ପାଲାଗାୟକ…
ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା: ସୁଜାତା ପାଣ୍ଡିଆନଙ୍କ ଭାଇର ପରିଚୟ ଦେଇ…
ମାଲକାନଗିରି,୨୬।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା । ଜିଲା ପରିଷଦ ସଦସ୍ୟା ସସ୍ମିତା ମାଝୀଙ୍କ ସହ ଅନ୍ୟ ୨ ଜଣଙ୍କ ନାଁରେ ଏତଲା । ଚାକିରି କରାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକିଥିବା…
ସୁଭଦ୍ରା ଯୋଜନା: କେଉଁଠୁ ମିଳିବ ଫର୍ମ, କିପରି କରିବେ ଆବେଦନ, ଜାଣିନିଅନ୍ତୁ…
ଭୁବନେଶ୍ୱର,୨୬।୮: ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନା ପାଇଁ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁଯାୟୀ, ଆବେଦନକାରୀ ଓଡିଶାର ବାସିନ୍ଦା ହୋଇଥିବେ। ବୟସ ୨୧ରୁ ଅଧିକ ୬୦ ବର୍ଷରୁ କମ୍ ହୋଇଥିଲେ ସୁଭଦ୍ରା ଯୋଜନା ଆବେଦନ କରିପାରିବେ।…
କନଷ୍ଟେବଳଙ୍କ ଉପରକୁ ଗରମ ପାଣି ପକାଇଲେ ହାବିଲଦାର, ପରେ…
ବାରିପଦା,୨୬ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଛୋଟପିଲା ମାରପିଟ୍ ହେଉଥିବା ଆପଣ ଦେଖିଥିବେ। ମାତ୍ର ଉଚ୍ଚପଦସ୍ଥ କର୍ମଚାରୀଙ୍କ ଏଭଳି ଆଚରଣ ଆପଣ କେବେ ଶୁଣି ନ ଥିବେ କି ଦେଖି ନଥିବେ । ମାରପିଟ ତ ଛାଡ଼ ସିଧା ଗରମ ପାଣି ଉପରେ କଥା।…

