ବିଜେଡିରେ ମିଶିଲେ ଅଭିନେତା ରୁଦ୍ର ପାଣିଗ୍ରାହୀ
ଭୁବନେଶ୍ୱର,୧୧।୫: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ରାଜ୍ୟର ରାଜନୀତି ସରଗରମ ରହିଛି। ଏମିତିରେ ଦଳ ଡିଆଁ, ମିଶ୍ରଣ ପର୍ବ ଜାରି ରହିଛି। ଏହି କ୍ରମରେ ବିଜେଡିରେ ସାମିଲ ହୋଇଛନ୍ତି ଅଭିନେତା ରୁଦ୍ର ପାଣିଗ୍ରାହୀ। ଶନିବାର ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ…
ଲାଲୁଙ୍କୁ ହରାଇଥିବା ପ୍ରିୟ ବନ୍ଧୁ ୭୯ ବର୍ଷ ବୟସରେ ଫେରିଲେ ଦଳକୁ
ପାଟନା,୧୧।୫: ଏକଦା ଲାଲୁ ପ୍ରସାଦ ଯାଦବଙ୍କ ଡାହାଣ ହାତ କୁହାଯାଉଥିବା ରଂଜନ ଯାଦବ ୭୯ ବର୍ଷ ବୟସରେ ଆରଜେଡି ଫେରିଛନ୍ତି। ଲୋକ ସଭା ନିର୍ବାଚନ ମଧ୍ୟରେ ଦଳର ଏମପି ମନୋଜ ଝା ଏବଂ ଅନ୍ୟ ନେତାଙ୍କ ଉପସ୍ଥିତିରେ ରଂଜନ ଯାଦବ ଦଳକୁ…
ମୋର କ’ଣ ଅଛି, ଏହା ମୋର ଶେଷ…ରୋହିତ ଶର୍ମାଙ୍କ ଭିଡିଓ ଭାଇରାଲ…
ନୂଆଦିଲ୍ଲୀ,୧୧।୫: ମୁମ୍ବାଇ ଇଣ୍ଡିଆନ୍ସରେ ସବୁକିଛି ଠିକ୍ ଚାଲିନାହିଁ। କାରଣ ସୋସିଆଲ ମିଡିଆରେ ଅଭିଷେକ ନାୟର ଏବଂ ମୁମ୍ବାଇର ପୂର୍ବତନ ଅଧିନାୟକ ହିଟ୍ମାନଙ୍କ ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ଅନେକ ପ୍ରଶ୍ନ ଉଠାଉଛି। କୁହାଯାଉଛି ଯେ କେକେଆର୍ ପକ୍ଷରୁ ଏକ୍ସରେ ଏହି…
କରିନାଙ୍କୁ ନୋଟିସ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରିନା କପୁର ଖାଁଙ୍କ ସମସ୍ୟା ବଢିଛି। ତାଙ୍କ ପୁସ୍ତକର ଟାଇଟଲକୁ ନେଇ ଅଡୁଆରେ ପଡିଛନ୍ତି ଅଭିନେତ୍ରୀ। ବଲିଉଡ ବେବୋ ତାଙ୍କର ପ୍ରେଗ୍ନେସି ଜର୍ନିକୁ ନେଇ ଏକ ପୁସ୍ତକ ଲେଖିଥିଲେ, ଯାହାର ନାମ ଦେଇଥିଲେ ‘କରିନା କପୁର ଖାନ୍ସ…
ସାପ କାମୁଡ଼ାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ
ପାଟଣା,୧୧।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳିପଶି ପଞ୍ଚାୟତ କୁମୂଳାବାହାଳୀ ଗ୍ରାମରେ ଏକ ଅଘଟଣ ଘଟିଛି। ସାପ କାମୁଡ଼ାରେ ଜଣେ ୭୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ରଜନୀ ବେଣ୍ଟକାର। ମିଳିଥିବା ସୂଚନା…
ଅଧିକ ଯୌତୁକ ଦାବି କରି ଦ୍ୱିତୀୟ ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ
ଦିଗପହଣ୍ଡି,୧୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ ଗାଁ ପଞ୍ଚାୟତ ଗଡ଼ ସାମନ୍ତରାପୁର ଗ୍ରାମର ବିଷ୍ଣୁପ୍ରିୟା ପାତ୍ରଙ୍କୁ ତାଙ୍କ ସ୍ବାମୀ ସନ୍ତୋଷ କୁମାର ପାତ୍ର ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ବିଷ୍ଣୁପ୍ରିୟା ମରିଯିବା ପରେ ତାଙ୍କୁ ଆତ୍ମହତ୍ୟାର ରୂପ…
ଓଡିଶାରେ ଡବଲ ଇଞ୍ଜିନ ସରକାର ହେବ: ମୋଦି
ଫୁଲବାଣୀ,୧୧।୫(ରାକେଶ କୁମାର ରାଉତ): କନ୍ଧମାଳ ଷ୍ଟାଡିୟମରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଏହି ସମାବେଶରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ଆହ୍ବାନ…
ଝିଅ ପ୍ରେମ ବିବାହ କରିବାରୁ ବାପା ହାରିଲେ ଜୀବନ
ତିହିଡ଼ି,୧୧ା୫(ସଞ୍ଜିତ ବଳ): ଝିଅର ପ୍ରେମ ବିବାହ ପରେ ବାପା ମାନସିକ ଭାରସାମ୍ୟ ହରାଇ ଟ୍ରେନ୍ ଲାଇନରେ ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତ୍ତି ନେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ-ଧାମରା ରେଳପଥର କନ୍ଦପୁର ନିକଟରେ। ମୃତକ ହେଲେ ହେମନ୍ତ…
ଦିବ୍ୟ ଶଙ୍କରଙ୍କ ପ୍ରଚାର ଶୋଭାଯାତ୍ରା ବେଳେ ବିଜେଡି-ଭାଜପା କର୍ମୀ ମୁହାଁମୁହିଁ
ଜୁନାଗଡ଼,୧୧ା୫(ସୁନୀଲ କୁମାର ସିଂହ): ଆସନ୍ତା ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଶନିବାର ପ୍ରଚାରର ଶେଷ ଦିନ ଥିବାରୁ ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡିଛନ୍ତି। ଏହାରି ଭିତରେ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡ଼ା ଗ୍ରାମରେ…
ବିନା କାରଣରେ ଭାରତୀୟଙ୍କ ମାମଲାରେ ମୁଣ୍ଡ ପୁରାଉଛି ପାକିସ୍ତାନ, କେଜରିଓ୍ବାଲଙ୍କ ଜାମିନକୁ ନେଇ ପୂର୍ବତନ ମନ୍ତ୍ରୀ କହିଲେ…
ଇସଲାମାବାଦ/ନୂଆଦିଲ୍ଲୀ,୧୧।୫: ଶୁକ୍ରବାର ସାରେ ତିହାର ଜେଲରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବାହାରିଥିଲେ। କେଜରିୱାଲ ଜେଲରୁ ମୁକୁଳିବା ପରେ ଏଏପି କର୍ମୀଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ତେବେ ଏହି ଉତ୍ସାହ କେବଳ ଏଏପି କର୍ମୀଙ୍କ ମଧ୍ୟରେ ସୀମିତ ନୁହେଁ, ପଡୋଶୀ…
ପୁଣି ହୃଦୟ ଜିତିଲେ ଧୋନି, ସିକ୍ୟୁରିଟିଙ୍କୁ ଚକମା ଦେଇ ପଡିଆ ଭିତରକୁ ପଶି ଧୋନିଙ୍କ ପାଦ ଛୁଇଁଲେ ପ୍ରଶଂସକ, ମନ କିଣୁଛି ଭିଡିଓ
ନୂଆଦିଲ୍ଲୀ,୧୧।୫: କୁଲ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କ ଫ୍ୟାନ ଫଲୋଇଂ କାହାକୁ ଅଛପା ନାହିଁ। ଯଦି ଏମଏସ ଧୋନି ଭାରତର ଯେକୌଣସି କୋଣରେ ପହଞ୍ଚନ୍ତି, ତେବେ ତାଙ୍କର କ୍ରେଜ ସ୍ପଷ୍ଟ ବାରି ହୋଇପଡେ। ପୁଣିଥରେ ଏମଏସ ଧୋନିଙ୍କ ପ୍ରଶଂସକଙ୍କୁ ଶୁକ୍ରବାର ଅହମ୍ମଦାବାଦର…
ନିର୍ବାଚନ ପାଇଁ ଜିଲାର ସମସ୍ତ ସରକାରୀ ଅଧିକାରୀ, କର୍ମଚାରୀଙ୍କ ଛୁଟି ବାତିଲ
କଟକ,୧୧।୫ (କାର୍ତ୍ତିକ ସାହୁ): ଚଳିତ ନିର୍ବାଚନ ପାଇଁ ଶନିବାର ଓ ରବିବାର ସମେତ ସମସ୍ତ ସାଧାରଣ ଛୁଟିକୁ ବାତିଲ କରାଯାଇଛି। ଫଳରେ ଶନିବାର ଓ ରବିବାର ପଡୁଥିବା ମେ’ ମାସର ୧୧, ୧୨, ୧୯, ୨୩, ୨୫, ୨୬, ୩୦ ଓ…
Archives


