Home Left

 ସରପଞ୍ଚଙ୍କ ପାଇଁ ବଡ଼ ଖବର : ଏଣିକି ଦୁର୍ନୀତି ଅଭିଯୋଗ ଆସିଲେ ଆଉ କ୍ଷମା…

ଭୁବନେଶ୍ୱର,୧୦।୯: ବିଧାନସଭା ଚାଲିଥିବା ବେଳେ ବିଧାୟକ ପ୍ରଶାନ୍ତ ବେହେରା ପ୍ରଶ୍ନ କରିଥିଲେ ରାଜ୍ୟର କେତେଜଣ ସରପଞ୍ଚଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିବାବେଳେ ତାହାର ତଦନ୍ତ ହୋଇ, କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହାର ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଲିଖିତ ଉତ୍ତର…

E-KYC ପାଇଁ ଲମ୍ବା ଲାଇନ, ସରକାର କହିଲେ ନାହିଁ ….

ଭୁବନେଶ୍ୱର,୧୦।୯: ଗାଁଠୁ ସହର ସବୁଠି E-KYC ପାଇଁ ଲମ୍ବା ଲାଇନ୍‌ । E-KYC ନକଲେ ରାସନ ସାମଗ୍ରୀ ହିତାଧିକାରୀଙ୍କୁ ମିଳିବନି । ଏନେଇ କଣ୍ଟ୍ରୋଲ ଡିଲରଙ୍କ ପାଖରେ ହିତାଧିକାରୀ ଲାଇନ ଲଗାଉଛନ୍ତ। ହେଲେ ଡିଲରମାନେ ଟୁ-ଜି ସପୋର୍ଟ ମେଶିନ ବ୍ୟବହାର କରୁଥିବାରୁ…

ହରିୟାଣା, ଜମ୍ମୁ-କଶ୍ମୀରରେ କିଏ ଜିତିବ ନିର୍ବାଚନ, ବଡ଼ ଭବିଷ୍ୟବାଣୀ କଲେ ରାହୁଲ

ନୂଆଦିଲ୍ଲୀ,୧୦।୯: କଂଗ୍ରେସ ନେତା ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଅଛନ୍ତି, କିନ୍ତୁ ଭାରତୀୟ ଗଣମାଧ୍ୟମରେ ଦେଇଥିବା ବିବୃତ୍ତି ଯୋଗୁଁ ସେ ସର୍ବଦା ଚର୍ଚ୍ଚାରେ ରହିଛନ୍ତି। ଆମେରିକାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ଏବଂ ଆରଏସଏସ…

୫୧ ଡାକ୍ତରଙ୍କ ଏଣ୍ଟ୍ରିକୁ ବ୍ୟାନ କଲେ ମମତା, ରହିଛି ସନ୍ଦୀପ କନେକଶନ

କୋଲକାତା,୧୦।୯: କୋଲକାତାର ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ସଡ଼କଠାରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ରହିଛି ଉତ୍ତେଜନା। ତେବେ ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ସୁପ୍ରିମକୋର୍ଟ କହିଛନ୍ତି। ହେଲେ…

ଶହେ ମୂଷା ଖାଇବା ପରେ ହଜ କରିବାକୁ ଯାଇଛି ବିଲେଇ…ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ଗିରିରାଜ

ନୂଆଦିଲ୍ଲୀ,୧୦।୯: ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ରାହୁଲ ଗାନ୍ଧୀଙ୍କ ଆମେରିକାରେ ନିର୍ବାଚନ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ଟାର୍ଗେଟ୍‌ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷି ସେ କହିଛନ୍ତି, ଗାଁରେ ଗୋଟିଏ କଥା ପ୍ରଚଳିତ ଅଛି,…

ବରଖାସ୍ତ ହେବେ କେଜରିଓ୍ବାଲ ସରକାର? ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଭାଜପା ବିଧାୟକଙ୍କ ଚିଠି ପଠାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୦।୯: ଏକ୍ସାଇଜ ପଲିସିରେ ହୋଇଥିବା ଦୁର୍ନୀତିକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନ୍ୟାୟିକ ହେପାଜତରେ ଅଛନ୍ତି। ଏହି ସମୟରେ ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ ହେବାର ବିପଦ ରହିଛି। ସଦ୍ୟତମ ମାମଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ…

ଗର୍ଜିଲେ ଆଉଟସୋର୍ସିଂ ନର୍ସିଂ କର୍ମଚାରୀ: ଛଟେଇ ନ କରିବାକୁ ଉଠିଲା ଦାବି

ଛତ୍ରପୁର, ୧୦।୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ ନର୍ସିଂ (ଜିଏନଏମ ଓ ଏଏନଏମ) କର୍ମଚାରୀଙ୍କ ଛଟେଇ ସମ୍ବନ୍ଧରେ ବିଚାର କରି ପୁନଃନିଯୁକ୍ତି ଦେବାପାଇଁ ଓଡ଼ିଶା ଆଉଟସୋର୍ସିଂ ନର୍ସିଂ କର୍ମଚାରୀ ୟୁନିଅନ ଗଞ୍ଜାମ ଜିଲା କମିଟି ପକ୍ଷରୁ ଦାବି…

ପ୍ରତି ପାଞ୍ଚ ମିନିଟରେ ଭାରତର ବିଶ୍ୱସ୍ତତା ପରୀକ୍ଷା କରିପାରିବୁ ନାହିଁ: କାହିଁକି ଏମିତି କହିଲେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୦।୯: ଗତ ଦୁଇ ମାସ ମଧ୍ୟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ଏବଂ ରୁଷିଆ ଗସ୍ତ କରିଛନ୍ତି। ରୁଷିଆ ଗସ୍ତ ପରେ ଆମେରିକା ସହ ସମ୍ପର୍କ ଖରାପ ହେବାର ଆଲୋଚନା ହୋଇଥିଲା। ତେବେ ବର୍ତ୍ତମାନ ଆମେରିକାର ପୂର୍ବତନ ବୈଦେଶିକ ସଚିବ…

ଫସିଗଲେ ରାହୁଲ! ଭାଜପା କହିଲା ତୁମକୁ କୋର୍ଟ ପର୍ଯ୍ୟନ୍ତ ଘୋଷାଡିବୁ

ନୂଆଦିଲ୍ଲୀ,୧୦।୯: ତିନି ଦିନିଆ ଆମେରିକା ଗସ୍ତରେ ଆସିଥିବା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଭାଜପା ଏବଂ ଆରଏସଏସ ଉପରେ ଖୁବ୍‌ ବର୍ଷିଛନ୍ତି। ଅନେକ କାର୍ଯ୍ୟକ୍ରମରେ ରାହୁଲ ମୋଦି ସରକାରଙ୍କ ତ୍ରୁଟି ତାଲିକାଭୁକ୍ତ କରିଥିବା ଦେଖିବାକୁ ମିଳିଛି। ଏହି ସମୟରେ ରାହୁଲ ଶିଖମାନଙ୍କ…

ମହାରାଷ୍ଟ୍ରରେ ଓଲଟି ଯିବ ବାଜି? ଏନଡିଏକୁ ପଛରେ ପକାଇବ ଏମଭିଏ!

ମୁମ୍ବାଇ,୧୦।୯: ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ମହାରାଷ୍ଟ୍ରରେ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ। କାରଣ ବିଧାନସଭା ନିର୍ବାଚନ ପୂର୍ବରୁ ନିକଟରେ ହୋଇଥିବା ଏକ ସର୍ଭେର ଫଳାଫଳ ଯାହା କହୁଛି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ…

ମୋତେ ଯେକୌଣସି ସମୟରେ ଗିରଫ କରାଯାଇପାରେ: ବର୍ଷିଲେ ପୂର୍ବତନ ଗୃହମନ୍ତ୍ରୀ

ପୁଣେ,୧୦।୯: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି-ଏସପି ନେତା ଅନିଲ ଦେଶମୁଖ ବଡ଼ ଖୁଲାସା କରିଛନ୍ତି। ମଙ୍ଗଳବାର ସେ ଦାବି କରିଛନ୍ତି, ଦେବେନ୍ଦ୍ର ଫଡନଭିସଙ୍କ କାରଣରୁ ସିବିଆଇ ଚାରି ବର୍ଷ ପୁରୁଣା ଜାଲଗାଓଁ ମାମଲା ରୁଜୁ କରି ମୋ ବିରୋଧରେ ଏଫଆଇଆର…

ସ୍କଟଲାଣ୍ଡରେ ପ୍ରବାସୀ ପଶ୍ଚିମ ଓଡିଶାବାସୀ ପାଳିଲେ ନୂଆଁଖାଇ

ଭବାନୀପାଟଣା,୧୦।୯ (ଉତ୍ତମ କୁମାର ଦାଶ):ନୂଆଁଖାଇ କେବଳ ଯେ ପଶ୍ଚିମ ଓଡିଶାରେ ସୀମିତ ନାହିଁ। ଦେଶ ଓ ବିଦେଶର କୋଣ ଅନୁକୋଣରେ ଏହାକୁ ଧୂମଧାମରେ ପାଳନ କରୁଛନ୍ତି ପଶ୍ଚିମ ଓଡିଶାବାସୀ । ଏହି ପରିପେକ୍ଷୀରେ ସ୍କଟଲାଣ୍ଡଠାରେ ରହୁଥିବା ପ୍ରବାସୀ ଓଡିଆ ପାରମ୍ପରିକ ଢଙ୍ଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?