Home Left

ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡ

ଭୁବନେଶ୍ୱର,୧୦ା୯(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଆଡ୍‌ ହକ୍‌ ଅତିରିକ୍ତ ଦୌରା ଜଜ୍‌ ତଥା ଫାଷ୍ଟ୍‌ ଟ୍ରାକ୍‌ ସ୍ପେଶାଲ କୋର୍ଟ(ପୋକ୍ସ)ର ବିଚାରପତି ସରୋଜ କୁମାର ସାହୁ ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାରେ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଦୀପୁ ବେହେରା ଓରଫ ଦୀପକ…

ସେକ୍ସ ପାଇଁ ମୋତେ ବାଧ୍ୟ କରୁଥିଲେ ୱିଙ୍ଗ କମାଣ୍ଡର୍‌: ବାୟୁସେନା ଅଧିକାରୀ ଆଣିଲେ ସାଂଘାତିକ ଅଭିଯୋଗ

ଶ୍ରୀନଗର,୧୦।୯: ଭାରତୀୟ ବାୟୁସେନାର ଜଣେ ମହିଳା ଆଇଏଏଫ୍‌ ଅଧିକାରୀ ସିନିୟର୍‌ ୱିଙ୍ଗ କମାଣ୍ଡରଙ୍କ ନାଁରେ ବଳାତ୍କାର ଅଭିଯୋଗ ଆଣିଛନ୍ତି। ଏନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଜମ୍ମୁ କଶ୍ମୀରର ବଡଗାମ ପୋଲିସ ଷ୍ଟେଶନରେ ଏଫଆଇଆର ଦାଖଲ…

‘ନବୀନ ରିବନ୍‌ କାଟି ପ୍ରଚାର କରୁ ନ ଥିଲେ’, ଭାଜପା-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର,୧୦।୯: ମଙ୍ଗଳବାର ବିଧାନସଭାରେ ପୁଣି ମୁହାଁମୁହିଁ ହୋଇଛନ୍ତି କ୍ଷମତାସୀନ ଭାଜପା ଓ ବିରୋଧୀ ଦଳ ବିଜେଡି। ବିଧାନସଭାରେ ଦୁଇ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ରାଜ୍ୟରେ ହୋଇଥିବା ବିଭିନ୍ନ ପ୍ରକାର ଇନଫ୍ରାଷ୍ଟକଚର ଓ ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରିକୁ ନେଇ ଶ୍ରେୟ ନେବାକୁ…

ଅଜଣା ଗାଡି ଧକ୍କାରେ ତିନି ଗୁରୁତର

ଛତ୍ରପୁର,୧୦।୯(ଦିଲ୍ଲୀପ ସାମଲ): ରମ୍ଭା ଥାନା ଅଧିନ ସାନରାମଚନ୍ଦ୍ରପୁର ଜାତୀୟ ରାଜପଥ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ବାପା, ଝିଅ ଓ ଜ୍ୱାଇଁ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ଜ୍ୱାଇଁ ମନୋଜ ସାହୁ, ଝିଅ ପ୍ରିୟଙ୍କା ସାହୁ…

୨ ଦିନ ମଧ୍ୟରେ କଂଗ୍ରେସରେ ଯୋଗଦେବା ନିଷ୍ପତ୍ତି ବଦଳାଇଲେ ପ୍ରସିଦ୍ଧ ଗାୟକ

ଚଣ୍ଡିଗଡ,୧୦।୯:ଗାୟକ କହ୍ନେୟା ମିତ୍ତଲ କଂଗ୍ରେସରେ ଯୋଗଦେବେ ନାହିଁ। ସେ କଂଗ୍ରେସରେ ଯୋଗଦେବା ନିଷ୍ପତ୍ତି ପ୍ରତ୍ୟାହାର କରି ନେଇଛନ୍ତି। ‘ଜୋ ରାମ କୋ ଲାଏ ହେଁ, ହମ ଉନ୍‌କୋ ଲାଏଙ୍ଗେ’ ଗୀତରେ ପ୍ରସିଦ୍ଧ କହ୍ନେୟା କଂଗ୍ରେସରେ ଯୋଗଦେବାକୁ ଘୋଷଣା କରିଥିଲେ। ହରିୟାଣାର ପଞ୍ଚକୁଲା…

ଗ୍ରାମବାସୀ ଗୋଡାଇବାରୁ ଫୁଟ୍‌ ବ୍ରିଜ୍‌ ଉପରକୁ ଚଢିଗଲେ ଯୁବକ: ୯ ଘଣ୍ଟା ପରେ…

ଜୈନପୁର,୧୦।୯: ଉତ୍ତରପ୍ରଦେଶର ଜୈନପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଲାଇନବଜାର ଅଞ୍ଚଳର ଶିବାପର୍‌ ଗ୍ରାମରେ ଶିଶୁ ଚୋରି କରିଥିବା ସନ୍ଦେହରେ ଜଣେ ଯୁବକଙ୍କୁ ଗ୍ରାମବାସୀ ଗୋଡ଼ାଇଥିଲେ। ଲୋକଙ୍କ ମଧ୍ୟରେ ଭୟ ଥିବାରୁ ଯୁବକ ଜଣକ ରାଜପଥରେ ନିର୍ମିତ ବ୍ରିଜ ଉପରେ…

ହରିୟାଣାର ରାଜନୈତିକ ଦଙ୍ଗଲରେ ହେବ ବଡ଼ ଯୁଦ୍ଧ, ବବିତା ଫୋଗାଟଙ୍କୁ ଟିକେଟ୍‌ ଦେବ ଭାଜପା!

ନୂଆଦିଲ୍ଲୀ,୧୦।୯: ଘୋଷଣା ହୋଇସାରିଛି ହରିୟାଣା ବିଧାନସଭା ନିର୍ବାଚନ। ହରିୟାଣାର ରାଜନୈତିକ ଯୁଦ୍ଧରେ ଭାଜପା, କଂଗ୍ରେସ ଏବଂ ଏଏପି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଲେଣି। ହରିୟାଣା ନିର୍ବାଚନରେ ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ଏବେ କଂଗ୍ରେସ ସହାୟତାରେ ମଇଦାନକୁ…

ସୁଭଦ୍ରା ଯୋଜନା ଲାଗି ଆଧାରକାର୍ଡ ସେଣ୍ଟରକୁ ଆସିଥିବା ମହିଳାଙ୍କଠୁ ନେଉଛନ୍ତି ମନଇଚ୍ଛା ଟଙ୍କା, କାର୍ଯ୍ୟାନୁଷ୍ଠାନ ଦାବି

ପୁରୁଷୋତ୍ତମପୁର,୧୦।୯ (ସିମାଞ୍ଚଳ ମିଶ୍ର): ରାଜ୍ୟ ସରକାର ମହିଳାଙ୍କ ବିକାଶ ଲାଗି ଆଣିଥିବା ସୁଭଦ୍ରା ଯୋଜନାର ଆବେଦନ ଆରମ୍ଭ ହୋଇଯାଇଛି। ଆବେଦନ ବେଳେ ଆଧାରକାର୍ଡରେ ମୋବାଇଲ ନମ୍ବର ଅପଡେଟ୍‌ କରିବା ସହ ସଂଶୋଧନ କରିବା ଲାଗି ଆଧାରକାର୍ଡ ସେଣ୍ଟରରେ ସକାଳୁ ସନ୍ଧ୍ୟା ଯାଏ…

ଭଦ୍ରକରେ ଚାଞ୍ଚଲ୍ୟ: ପ୍ରସବରେ ସହାୟତା କରିଥିବା ମହିଳା ଶିଶୁ କନ୍ୟାକୁ ନେଇ ଚମ୍ପଟ

ଭଦ୍ରକ, ୧୦।୯(ସନାତନ ରାଉତ): ପିଲାଜନ୍ମରେ ସହାୟତା କଲେ। ମା’ ଛୁଆଙ୍କୁ ନେଇ ଭଦ୍ରକ ଓ ପରେ କଟକ ମେଡିକାଲ ନେଇଗଲେ। ମେଡିକାଲରୁ ଫେରିବା ବାଟରେ ନବଜାତ ଶିଶୁ କନ୍ୟାକୁ ଚଞ୍ଚକତା କରି ଫେରାର ହୋଇଯିବ ଘଟଣା ଏବେ ଭଦ୍ରକରେ ଚାଞ୍ଚଲ୍ୟ ସୃଷ୍ଟି…

ଏହି କଂଗ୍ରେସ ନେତ୍ରୀଙ୍କୁ ବିବାହ କରିବେ କି ରାହୁଲ ଗାନ୍ଧୀ, ଜୋର ଧରିଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୯: ବଲିଉଡରେ ଯେମିତି ମୋଷ୍ଟ ଏଲିଜିବୁଲ ବ୍ୟାଚଲର ସଲମାନ ଖାନ୍‌ଙ୍କ ବିବାହ ନେଇ ଫ୍ୟାନ୍ସ ଉତ୍ସୁକତାର ସହ ଅନେଇ ବସିଛନ୍ତି। ସେହିପରି ଜାତୀୟ ରାଜନୀତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ମଧ୍ୟ ସମସ୍ତେ ଅପେକ୍ଷା କରିଛନ୍ତି। ତେବେ ନିକଟରେ…

ରାହୁଲଙ୍କୁ କୋର୍ଟକୁ ଟାଣିଆଣିବି: ଆମେରିକାରେ ଏମିତି କ’ଣ କହିଦେଲେ କଂଗ୍ରେସ ନେତା, ଯାହାକୁ ଶୁଣି…

ନୂଆଦିଲ୍ଲୀ,୧୦।୯: ଆମେରିକା ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ବୟାନକୁ ନେଇ ଭାରତ ଭାରତୀୟ ଜନତା ପାର୍ଟି (ଭାଜପା) ର ଟାର୍ଗେଟରେ ଅଛନ୍ତି। ଭାଜପା ନେତାମାନେ ତାଙ୍କ ବିବୃତ୍ତିକୁ ନିରନ୍ତର ସମାଲୋଚନା କରୁଛନ୍ତି ଏବଂ ଆକ୍ରମଣ କରୁଛନ୍ତି। ଏହି…

ସମ୍ବିଧାନ ବହିକୁ ନିଜ ପାଖରେ ରଖିବାକୁ ରାହୁଲଙ୍କୁ କିଏ ଦେଇଥିଲେ ପରାମର୍ଶ, ନାଁ ଜାଣିଲେ ତାଜୁବ ହୋଇଯିବେ…

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ, ୧୦।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି। ସେଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ସେ ଭାଜପା ସରକାର ଉପରେ କଡ଼ା ଆକ୍ରମଣ କରିଛନ୍ତି। ଟେକ୍ସାସର ଡାଲାସରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟ ତଥା ଯୁବପିଢିଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?