ଜୀ-ସାର୍ଥକରେ ‘ରଙ୍ଗ ମହୋତ୍ସବ’
ଭୁବନେଶ୍ୱର,୨୪।୩: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଜୀ-ସାର୍ଥକର ହୋଲି କାର୍ଯ୍ୟକ୍ରମ ବେଶ୍ ସ୍ମରଣୀୟ ହେବ। ଏପରିକି ପ୍ରଥମଥର ପାଇଁ ଓଡ଼ିଶା ଟେଲିଭିଜନ ଜଗତର ଦର୍ଶକମାନେ ଚଳିତ ବର୍ଷ ହୋଲିରେ ୩ ଘଣ୍ଟାର ଏ ନିଆରା କାହାଣୀ ଦେଖିବାକୁ ପାଇବେ। ଯେଉଁଥିରେ ଜୀ-ସାର୍ଥକର…
ହୀରାକୁଦରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍ ନିୟୋଜିତ କରାଯାଉ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ଧର୍ମେନ୍ଦ୍ର
ସମ୍ବଲପୁର,୨୪।୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାର ହୀରାକୁଦ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଝାଡ଼ାବାନ୍ତି ସଂକ୍ରମଣକୁ ରୋକିବା ପାଇଁ ପ୍ରଭାବିତ ଅଞ୍ଚଳରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍ ନିୟୋଜିତ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା.…
କେଜରିଓ୍ବାଲଙ୍କ ଅବକାରୀ ନୀତି ସମୟର ଫୋନ ଗାୟବ, ଇଡି ପଚାରିବାରୁ ମିଳିଲା ଏମିତି ଉତ୍ତର
ନୂଆଦିଲ୍ଲୀ,୨୪।୩: ଦିଲ୍ଲୀର ଅବକାରୀ ନୀତିକୁ ନେଇ ଏକ ବଡ କଥା ସାମ୍ନାକୁ ଆସିଛି। ସୂତ୍ରରୁ ପ୍ରକାଶ ଯେ, ନୂଆ ଏକ୍ସାଇଜ ପଲିସି ୨୦୨୧ ପ୍ରସ୍ତୁତ ହେଉଥିବା ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଯେଉଁ ଫୋନ ବ୍ୟବହାର କରୁଥିଲେ ତାହା ଏବେ ହଜି…
ବନ୍ଧୁକ କାରବାର ମାମଲା: ବିହାରରୁ ଧରାପଡ଼ିଲେ କିଙ୍ଗପିନ
କଟକ, ୨୪ା୩ (କାର୍ତ୍ତିକ ସାହୁ)- ବେଆଇନ ବନ୍ଧୁକ କାରବାର ମାମଲାରେ କମିଶନରେଟ୍ ପୋଲିସ ୨ ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉକ୍ତ କାରବାରର ମୁଖ୍ୟ ଅଭିଯୁକ୍ତ ତଥା କିଙ୍ଗପିନ ବିହାର ମୁଙ୍ଗେର ଅଞ୍ଚଳର ଗୋଲ୍ଡେନ୍…
ଟସ୍ ଜିତି ବୋଲିଂ ନିଷ୍ପତ୍ତିି ନେଇ ହାର୍ଦ୍ଦିକ ପାଣ୍ଡ୍ୟା: ଗୁଜୁରାଟ ଟାଇଟାନ୍ସର ବ୍ୟାଟିଂ ଜାରି
ଅହମ୍ମଦାବାଦ,୨୪।୩: ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ୍)-୨୦୨୪ର ପଞ୍ଚମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଗୁଜୁରାଟ ଟାଇଟାନ୍ସ ବ୍ୟାଟିଂ…
ହୋଲି ପୂର୍ବରୁ ‘ମମ ଟୁ ବି’ ୟାମି ଗୌତମ ପାଳିଲେ ରଙ୍ଗର ପର୍ବ
ମୁମ୍ବାଇ: ଚଳିତ ବର୍ଷ ରଙ୍ଗର ପର୍ବ ହୋଲି ୨୫ ମାର୍ଚ୍ଚକୁ ଅଧିକାଂଶ ସ୍ଥାନରେ ପାଳନ କରାଯାଉଛି। ଏହାକୁ ନେଇ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ ଅଛନ୍ତି। ବଲିଉଡର ମମ ଟୁ ବି ୟାମି ଗୌତମ…
ଲକ୍ଷ୍ନୌକୁ ହରାଇ ରାଜସ୍ଥାନର ବିଜୟ ଅଭିଯାନ ଆରମ୍ଭ
ଜୟପୁର,୨୩।୩: ସୱାଇ ମାନସିଂହ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)-୨୦୨୪ର ଚତୁର୍ଥ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୨୦ ରନ୍ରେ ପରାସ୍ତ କରିଛି। ୧୯୪ ରନ୍ର ବିଜୟ…
ଶିବଶକ୍ତି ପଏଣ୍ଟ: ଚନ୍ଦ୍ରୟାନ-୩ର ଲ୍ୟାଣ୍ଡିଂ ସାଇଟ ନାମକୁ ସବୁଜ ସଙ୍କେତ, ମୋଦି କରିଥିଲେ ଘୋଷଣା
ନୂଆଦିଲ୍ଲୀ,୨୪।୩: ଚନ୍ଦ୍ରର ସାଉଥ ପୋଲରେ ଅବତରଣ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇଛି। ଚନ୍ଦ୍ରୟାନ -୩ ର ସଫଳ ଅବତରଣ ବିଶ୍ୱର ସମସ୍ତ ଦେଶର ସ୍ପେସ ଏଜେନ୍ସିଗୁଡ଼ିକୁ ଆଶ୍ଚର୍ଯ୍ୟ କରିଥିଲା। ଏହି ସଫଳତା ପରେ, ୨୬ ଅଗଷ୍ଟ ୨୦୨୩ରେ ପ୍ରଧାନମନ୍ତ୍ରୀ…
ବାରମ୍ବାର ସମନ ଜାରି ସତ୍ତ୍ୱେ କରୁଥିଲେ ଅଣଦେଖା, ବ୍ୟକ୍ତିଙ୍କ ବିରୋଧରେ ଲଟ୍କା ଜାରି କଲା ପୋଲିସ
ପଟ୍ଟାଙ୍ଗି,୨୪।୩(ଶରତ ଧଳ): କୋର୍ଟରୁ ଆସୁଥିଲା ସମନ। ହେଲେ ବାରମ୍ବାର ଏହାକୁ ଅବମାନନା କରି ଆଇନ୍ ଉଲ୍ଲଘଂନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଗାଁରେ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ସମୁଖରେ ଡାକବାଜି ମାଧ୍ୟମରେ ଜାରି ହୋଇଥିବା ଗିରଫ ପରୱାନା ପଢି ଶୁଣାଇଛି।…
ଘରୋଇ ମାଟିରେ ଇତିହାସ ରଚିଲା ଓଡ଼ିଶା ଏଫ୍ ସି: ପ୍ରଥମ ଥର ହାତେଇଲା ଇଣ୍ଡିଆନ୍ ୱିମେନ୍ସ ଲିଗ୍ ଟ୍ରଫି
ଭୁବନେଶ୍ୱର,୨୪।୩: ଇଣ୍ଡିଆନ୍ ଓମେନ୍ସ ଲିଗ୍(ଆଇଡବ୍ଲ୍ୟୁଏଲ୍)ର ଅନ୍ତିମ ଲିଗ୍ ମ୍ୟାଚ୍ରେ କର୍ନାଟକ କିକ୍ଷ୍ଟାର୍ଟ ଏଫ୍ସିକୁ ହରାଇ ଚାମ୍ପିୟନ ହୋଇଛି ଓଡ଼ିଶା ଏଫ୍ ସି। ଏହି ମ୍ୟାଚ୍ ଜିତିବା ସହିତ ଆଇଡବ୍ଲ୍ୟୁଏଲ୍ ଇତିହାସରେ ପ୍ରଥମ ଟାଇଟଲ ହାସଲ କରିଛି। ରବିବାର କଳିଙ୍ଗ ଷ୍ଟାଡିୟମରେ ଖେଳା…
କେବଳ ବଲିଉଡ୍ ନୁହେଁ, ସାଉଥ୍ ଫିଲ୍ମରେ ବି ହୋଲିର ଝଲକ
ମୁମ୍ବାଇ: ହୋଲି ହେଉଛି ଏକ ରଙ୍ଗର ପର୍ବ। ଯାହା ସମଗ୍ର ଭାରତରେ ପାଳନ କରାଯାଏ ଏବଂ କେତେକ ସ୍ଥାନରେ ଏହାର ମାହୋଲ ଏକ ମାସ ପୂର୍ବରୁ ମଧ୍ୟ ଦେଖିବାକୁ ମିଳେ। ବର୍ତ୍ତମାନ ସମୟ ସହିତ ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ…
ଇସିଙ୍କୁ ପତ୍ର ଲେଖିଲେ ମହୁଆ, କହିଲେ ସିବିଆଇ ହଇରାଣ କରୁଛି
ନୂଆଦିଲ୍ଲୀ,୨୪।୩: ଲାଞ୍ଚ ନେବା ଏବଂ ସଂସଦରେ ପ୍ରଶ୍ନ ପଚରାଯିବା ଅଭିଯୋଗରେ ସଂସଦର ସଦସ୍ୟତାରୁ ବରଖାସ୍ତ ହୋଇଥିବା ତ୍ରୁଣମୂଳ କଂଗ୍ରେସ (ଟିଏମସି) ନେତା ମହୁଆ ମୋଇତ୍ରା ନିର୍ବାଚନ ଆୟୋଗଙ୍କ ନିକଟରେ କେନ୍ଦ୍ରୀୟ ଏଜେନ୍ସିକୁ ନେଇ ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗର ନାଦିଆ ଜିଲାର କୃଷ୍ଣନଗରରୁ…
Archives


