Home Left

ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଞ୍ଚ ଭୁଶୁଡ଼ିଲା: ୯ ମୃତ

ମେକ୍ସିକୋ ସିଟି, ୨୪।୫:ମେକ୍ସିକୋର ନୁଏଭୋ ଲିୟୋନ୍‌ ରାଜ୍ୟରେ ଗୁରୁବାର ସିଟିଜେନ ମୁଭ୍‌ମେଣ୍ଟ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଅଲ୍‌ଭାରେଜ ମେନେଜ୍‌ଙ୍କ ଏକ ନିର୍ବାଚନୀ ସଭା ସମୟରେ ଅଘଟଣ ଘଟିଛି। ସଭା ଚାଲିଥିବାବେଳେ ଉକ୍ତ ମଞ୍ଚ ଭୁଶୁଡ଼ି ଜଣେ ନାବାଳକଙ୍କ ସହ ୯ ଜଣଙ୍କର…

ଆପ୍ଲାଏନ୍‌ସେସ୍‌ ଶିଳ୍ପ ଅଭିବୃଦ୍ଧି ପଥରେ ଓଡ଼ିଶା ବଜାର, ଗୋଦ୍‌ରେଜ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୨୪ା୫: କ୍ରମାଗତ ଭାବେ ଘରୋଇ ଆପ୍ଲାଏନ୍‌ସେସ୍‌ ଶିଳ୍ପ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଥିବା ବେଳେ ଜାତୀୟସ୍ତରରେ ମଧ୍ୟ ଓଡ଼ିଶା ବଜାରର ଅଂଶ ପ୍ରାୟ ୬% ରହିଛି ବୋଲି ଗୋଦ୍‌ରେଜ ୍‌ ଆପ୍ଲାଏନ୍‌ସେସ୍‌ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ବିଜ୍‌ନେସ୍‌ ହେଡ୍‌ କମଲ ନନ୍ଦୀ…

ପୋଲିସ-ମାଓବାଦୀ ଗୁଳି ବିନିମୟ: ୮ ମାଓବାଦୀ ନିପାତ

ମାଲକାନଗିରି,୨୩ା୫(ଦୁର୍ଯ୍ୟୋଧନ ପାତ୍ର)/ ରାଉରକେଲା, ୨୪ା୫(ସଙ୍ଗୀତା ଜେନା):ଛତିଶଗଡ଼ ନାରାୟଣପୁର-ବିଜାପୁର ଜିଲା ସୀମାନ୍ତରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୭ ମାଓବାଦୀ ନିହତ ହୋଇଛନ୍ତି। ବିଜାପୁର ଆବୁଜମାଡ ଜଙ୍ଗଲରେ ଡିଆର୍‌ଜି, ଏସ୍‌ଟିଏଫ୍‌ର ପ୍ରାୟ ୮୦୦ରୁ ଊର୍ଦ୍ଧ୍ୱ ଯବାନ ନାରାୟଣପୁର…

ସ୍କୁଲ ମାଟି ମାଡିନାହାନ୍ତି ୧୨୧ ଲୋକ ସଭା ପ୍ରାର୍ଥୀ

ନୂଆଦିଲ୍ଲୀ,୨୪ା୫:ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୨୧ ପ୍ରାର୍ଥୀ ସେମାନଙ୍କ ସତ୍ୟପାଠରେ ନିଜକୁ ନିରକ୍ଷର ଘୋଷଣା କରିଛନ୍ତି। ୩୫୯ ପ୍ରାର୍ଥୀ ମାତ୍ର ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ନାମାଙ୍କନପତ୍ର ଦାଖଲ ବେଳେ ଦେଇଥିବା ସତ୍ୟପାଠରୁ ଜଣାପଡ଼ିଛି। ୬୪୭ ପ୍ରାର୍ଥୀ ୮ମ…

ବିଚାରପତିଙ୍କ କୁକୁର ଚୋରି, ୨୪ ଅଭିଯୁକ୍ତ

ବରେଲି,୨୪/୫:ଉତ୍ତରପ୍ରଦେଶର ଜଣେ ବିଚାରପତିଙ୍କ ବରେଲିସ୍ଥିତ ବାସଭବନରୁ ପୋଷା କୁକୁର ଚୋରି ହୋଇଛି। ସେମାନଙ୍କ ପଡ଼ୋଶୀ ଡମ୍ପି ଅହମଦ କୁକୁର ଚୋରି କରିଥିବା ବିଚାରପତିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଆଧାରରେ ପୋଲିସ ପ୍ରାଣୀ ନିଷ୍ଠୁରତା ଆଇନରେ ୨୪ରୁ ଊର୍ଦ୍ଧ୍ୱ…

ବସ୍ତିରେ ଟଙ୍କା ବଣ୍ଟାକୁ ନେଇ ଉତ୍ତେଜନା

କଟକ,୨୩ା୫(କାର୍ତ୍ତିକ ସାହୁ): କଟକ ମହାନଗର ନିଗମ ୬ ନମ୍ବର ଓ୍ବାର୍ଡ ଅଧୀନ ଇମାମନଗର ବସ୍ତିରେ ଭୋଟ ପାଇଁ ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି। ସମ୍ପୃକ୍ତ ଅଞ୍ଚଳର ଅଙ୍ଗନବାଡ଼ି ଦିଦି ଟଙ୍କା ବାଣ୍ଟୁଥିବା କେତେକ ଲୋକେ ଅଭିଯୋଗ କରିଛନ୍ତି।…

ନନ୍ଦିଗ୍ରାମରେ ଭାଜପା ମହିଳା କର୍ମୀଙ୍କୁ ହତ୍ୟା, ଉତ୍ତେଜନା

କୋଲକାତା,୨୩ା୫: ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲା ଅନ୍ତର୍ଗତ ନନ୍ଦିଗ୍ରାମରେ ଜଣେ ଭାଜପା ମହିଳା କର୍ମୀଙ୍କୁ ହତ୍ୟା କରାଯାଇଛି। ଏହାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଭାଜପା କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ୨୫ ତାରିଖରେ ଭୋଟଗ୍ରହଣ ହେବାକୁ ଥିବା…

କଲେଜରେ ଜୀବନ ହାରିଲେ ଜୁନିୟର ଡାକ୍ତର: ପ୍ରଫେସର ହଇରାଣ କରୁଥିବା ଅଭିଯୋଗ

ଡେରାଡୁନ୍‌,୨୩ା୫: ଉତ୍ତରାଖଣ୍ଡର ଡେରାଡୁନ୍‌ସ୍ଥିତ ଶ୍ରୀଗୁରୁ ରାମ ରାୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ଆଣ୍ଡ ହେଲ୍‌ଥ ସାଇନ୍ସରେ ଜଣେ ୨୬ ବର୍ଷୀୟ ଜୁନିୟର ଡାକ୍ତରଙ୍କ ଆତ୍ମହତ୍ୟାକୁ ନେଇ ଉତ୍ତେଜନା ଲାଗିରହିଛି। ଗତ ୧୭ ତାରିଖରେ ଉକ୍ତ ପେଡିଆଟ୍ରିକ୍‌ ଛାତ୍ରଙ୍କ ମୃତଦେହ ତାଙ୍କ ହଷ୍ଟେଲ…

T20 World Cup: ଭାରତ-ପାକିସ୍ତାନ ମ୍ୟାଚର ଗୋଟିଏ ଟିକେଟ୍‌ ଦାମ୍‌ ୧୬ଲକ୍ଷରୁ ଅଧିକ, ଆଇପିଏଲର ପୂର୍ବ ଚେୟାରମ୍ୟାନ ICC ଉପରେ ଝାଡିଲେ ଅସନ୍ତୋଷ

ନୂଆଦିଲ୍ଲୀ,୨୩।୫: ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଜୁନ ୫ରେ ଭାରତ ଆୟର୍ଲାଣ୍ଡକୁ ସାମ୍ନା କରିବ। ଏହା ପରେ ଜୁନ ୯ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ହେବାକୁ ଯାଉଛି, ଯାହାକୁ ସାରା…

ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ପୂର୍ଣ୍ଣିମା କୁଅଁରଙ୍କ ପରଲୋକ

କଟକ,୨୩ା୫:(କାର୍ତ୍ତିକ ସାହୁ): ରାଜ୍ୟର ସୁନାମଧନ୍ୟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ପୂର୍ଣ୍ଣିମା କୁଅଁର(୮୬)ଙ୍କ ପରଲୋକ ହୋଇଯାଇଛି। ସେ ସେରିବ୍ରାଲ ଷ୍ଟ୍ରୋକ (ସିଭିଏ)ରେ ପୀଡ଼ିତ ଥାଇ ଏସ୍‌ସିବି ମେଡିକାଲର ମେଡିସିନ ବିଭାଗ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଦୁଇ ବର୍ଷ ତଳେ…

ଚମକାଇଲା ଅପରାଜିତାଙ୍କ ବୟାନ, ମୁଖ୍ୟମନ୍ତ୍ରୀ ଡିବେଟ୍‌ ପାଇଁ ହେଲେ…

ଭୁବନେଶ୍ୱର,୨୩।୫: ପଳାଶପଲ୍ଲୀଠାରେ ପ୍ରେସମିଟ କରିଛନ୍ତି ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀ। ଗୁରୁବାର ଏଠାରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମାଣ ଦେଲେନାହିଁ କି ଡିବେଟ ପାଇଁ ରାଜି ହେଲେନି। ୪୮ଘଣ୍ଟା ବିତିଗଲା। ଡିବେଟ ପାଇଁ କେଉଁଠିକି ଯିବି…

୧୭ ବର୍ଷର କ୍ୟାରିୟର ଶେଷ କରି କମେଣ୍ଟ୍ରିକୁ ପୁଣି ଫେରି ପାରନ୍ତି କାର୍ତ୍ତିକ

ନୂଆଦିଲ୍ଲୀ,୨୩ା୫: ଭାରତୀୟ କ୍ରିକେଟ ଇତିହାସର ଅନ୍ୟତମ ସଫଳ ଉଇକେଟ କିପର ବ୍ୟାଟର ଦୀନେଶ କାର୍ତ୍ତିକ ନିଜ ଆଇପିଏଲ କ୍ୟାରିୟର ଶେଷ କରିଛନ୍ତି। ରାଜସ୍ଥାନ ରୟାଲ୍ସ ବିପକ୍ଷ ଏଲିମିନେଟର ମ୍ୟାଚ୍‌ ଖେଳି ବିଦାୟ ନେଇଛନ୍ତି କାର୍ତ୍ତିକ। ପ୍ରାୟ ଦୁଇ ଦଶନ୍ଧି ଧରି କାର୍ତ୍ତିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri