ସହରର ବିକାଶ ନିମନ୍ତେ ୨୭୦୦ କୋଟି ଟଙ୍କା ବିନିଯୋଗ
କଟକ,୭ା୪(କାର୍ତ୍ତିକ ସାହୁ)କଟକ ମହାନଗର ନିଗମ(ସିଏମ୍ସି) କାଉନ୍ସିଲକୁ ୨ ବର୍ଷ ପୂରଣ ହୋଇଛି। ୨୦୨୨ ଏପ୍ରିଲ ୭ ତାରିଖରେ ସିଏମ୍ସି ମେୟର ସୁବାସ ସିଂ ଓ ନିର୍ବାଚିତ କର୍ପୋରେଟରମାନେ ଶପଥ ଗ୍ରହଣ କରିଥିଲେ। ଏହି ୨ ବର୍ଷ ମଧ୍ୟରେ ସହରର ବିକାଶ ନିମନ୍ତେ…
ପାଣି ପାଇଁ ରୋଗୀ ହନ୍ତସନ୍ତ
କଟକ,୭ା୪(ଶିଳ୍ପା ପ୍ରିୟଦର୍ଶିନୀ)ରାଜ୍ୟ ସମେତ କଟକ ସହରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅଂଶୁଘାତ ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ରାଜ୍ୟର ସର୍ବବୃହତ ଏସ୍ସିବି ମେଡିକାଲରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏଠାରେ…
ଇକୋ ଟୁରିଜମ୍ରେ ସର୍ବାଧିକ ରାଜସ୍ବ ଆଦାୟ
ସମ୍ବଲପୁର,୭ା୪(ପ୍ରମୋଦ ବହିଦାର)ସମ୍ବଲପୁର ଜିଲା ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ଡେବ୍ରିଗଡ଼ ଅଭୟାରଣ୍ୟ କେବଳ ବନ୍ୟପ୍ରାଣୀ ଓ ଜଙ୍ଗଲ ସଂରକ୍ଷଣରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ତା’ ନୁହେଁ, ବର୍ତ୍ତମାନ ଏହା ଏକ ପର୍ଯ୍ୟଟନ ହବ୍ରେ ପରିଣତ ହୋଇଛି। ପର୍ଯ୍ୟଟନ ହବ୍ ଭାବେ…
ନୀରୋଗ ସ୍ବାସ୍ଥ୍ୟ ଓ ଜୀବନଧାରା
ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ନିଜକୁ ନୀରୋଗ ରଖିବା ଲାଗି ଏକ ସନ୍ତୁଳିତ ଜୀବନଶୈଳୀର ଆବଶ୍ୟକତା ରହିଛି। ତା’ସହ ଖାଦ୍ୟପେୟ, ବ୍ୟାୟାମ ପ୍ରତି ଗୁରୁତ୍ୱ ଦେବା ଜରୁରୀ। ଆମ ଶରୀରର ସମସ୍ତ କାର୍ଯ୍ୟ ଏକାଦଶ ଇନ୍ଦ୍ରିୟ ଦ୍ୱାରା ପରିଚାଳିତ। ଏହି ଇନ୍ଦ୍ରିୟଗୁଡ଼ିକ…
ମୋ ସ୍ବାସ୍ଥ୍ୟ, ମୋର ଅଧିକାର
ସମଗ୍ର ବିଶ୍ୱବାସୀଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ କରିବା ତଥା ସେମାନଙ୍କର ସ୍ବାସ୍ଥ୍ୟ ସଂକ୍ରାନ୍ତ ସମସ୍ୟାର ସମାଧାନ ଏବଂ ସେମାନଙ୍କର ସ୍ବାସ୍ଥ୍ୟ ଉନ୍ନତି ଉଦ୍ଦେଶ୍ୟରେ ୧୯୪୮ ଏପ୍ରିଲ ୭ରେ ସ୍ଥାପିତ ହୋଇଥିଲା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ। ଏହି ସଂସ୍ଥା ଆନୁକୂଲ୍ୟରେ ୧୯୫୦ରୁ ପ୍ରତିବର୍ଷ…
ଭ୍ୟୁୟର୍ସ ବଢ଼ାଇବାକୁ ପ୍ରଶ୍ନପତ୍ର ଲିକ୍
ଭୁବନେଶ୍ୱର,୭।୪(ସୂର୍ଯ୍ୟକାନ୍ତ ବେହେରା)ଭ୍ୟୁୟର୍ସ ବଢ଼ାଇବା ସହ କମ୍ ସମୟରେ ଅଧିକ ରୋଜଗାର କରିବାକୁ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ ‘ପ୍ରୋ-ଆନ୍ସର’ରେ ପ୍ରଶ୍ନପତ୍ର ଲିକ୍ କରି ଜଣେ ସହକାରୀ ଶିକ୍ଷକ ଗିରଫ ହୋଇଛନ୍ତି। ଅଭିଯୁକ୍ତ ହେଉଛନ୍ତି ଯାଜପୁର ଝଡ଼ଙ୍ଗାଗ୍ରାମର ଜଗନ୍ନାଥ କର(୨୯)। ଶ୍ରୀଧରପୁର ଗ୍ରାମ ଗୋପୀନାଥ…
ଭଉଣୀ ଘର ଗାଁରେ ଭାଇଙ୍କୁ ହତ୍ୟା
ଆସିକା,୬ା୪(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା କୋଟିନଡ଼ା ଥାନା ଅନ୍ତର୍ଗତ ପଢ଼ାଳ ଗ୍ରାମ ଅସବର୍ଣ୍ଣ ବସ୍ତିରେ ଶନିବାର ରାତି ପ୍ରାୟ ୯ଟାରେ ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଧରାକୋଟ ଥାନା ଅନ୍ତର୍ଗତ ତାଳପାଟଣା ଗ୍ରାମର ହୃଷି ନାୟକ(୨୨)।…
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା, ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ
ଭୁବନେଶ୍ୱର,୬ା୪: ସଂପ୍ରତି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ବିଶେଷ କରି ବିଭିନ୍ନ ସ୍ଥାନରେ ଦେଖାଦେଉଥିବା ପାନୀୟ ଜଳ ସମସ୍ୟାର ସମାଧାନ କରି ଜନସାଧାରଣଙ୍କୁ ଜଳ ଯୋଗାଣ କରିବା ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି ରାଜ୍ୟର…
ସରକାରୀ ଡାକ୍ତରଙ୍କ ଘରୋଇ ସେବା ବିରୋଧରେ ମାମଲା: ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ
କଟକ,୬ା୪(କାର୍ତ୍ତିକ ସାହୁ): ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ଡାକ୍ତର ଘରୋଇ ହସ୍ପିଟାଲ୍ରେ କରୁଥିବା ଚିକିତ୍ସା ସେବା ବନ୍ଦ କରିବା ନେଇ ହାଇକୋର୍ଟରେ ରୁଜୁ ଜନହିତ ମାମଲାର ଶୁଣାଣି ହୋଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ଶିବଶଙ୍କର…
ଜରୁରୀ ନ ଥିଲେ ଘରୁ ବାହାର ନାହିଁ: ଜିଲାପାଳ
କୋରାପୁଟ,୬ା୪(ଅମିତାଭ ବେହେରା): କୋରାପୁଟ ଜିଲାରେ ଦିନକୁ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ନେଇ ବିଭିିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶନିବାର ସନ୍ଧ୍ୟାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଜିଲାପାଳ ଭି. କୀର୍ତ୍ତି ଭାସନ ସୂଚନା…
ଆଇପିଏଲ ୨୦୨୪ରେ ପ୍ରଥମ ଶତକ ହାସଲ କଲେ କୋହଲି, ନିଜ ନାଁରେ ଯୋଡ଼ିଲେ ନୂଆ ରେକର୍ଡ
ଜୟପୁର,୬ା୪: ଆଇପିଏଲ୍ ୨୦୨୪ ରେ ପ୍ରଥମ ଶତକ ହାସଲ କରିଛନ୍ତି ବିରାଟ କୋହଲି। ପ୍ରଥମ ମ୍ୟାଚ୍ ପରଠାରୁ ଫର୍ମରେ ନଜର ଆସିଛନ୍ତି। ଯଦିଓ ତାଙ୍କର ମନ୍ଥର ଷ୍ଟ୍ରାଇକ୍ ହାର ଯୋଗୁଁ ତାଙ୍କୁ ସମାଲୋଚନା କରାଯାଇଛି, ଏବେ ଇଣ୍ଡିଆନ୍ ପ୍ରିମିୟର ଲିଗରେ ତାଙ୍କ…
ମିର୍ଜାପୁର-୩ ରେ ନଜର ଆସିବେନି ମୁନ୍ନାଭାଇ ଫେମ୍ ଦିବ୍ୟେନ୍ଦୁ, କହିଲେ-‘ବ୍ୟକ୍ତିଗତ ଚରିତ୍ରରେ ପକାଉଛି ପ୍ରଭାବ’
ମୁମ୍ବାଇ: ଲୋକପ୍ରିୟ ୱେବସିରିଜ ‘ମିର୍ଜାପୁର’ରେ ମୁନ୍ନା ଭାଇ ଭୂମିକା ପାଇଁ ପରିଚିତ ଅଭିନେତା ଦିବ୍ୟେନ୍ଦୁ ଘୋଷଣା କରିଛନ୍ତି ଯେ ସେ ସୋ’ର ତୃତୀୟ ସିଜିନରେ ତାଙ୍କ ଭୂମିକାରେ ଅଭିନୟ କରିବେ ନାହିଁ। ଏକ ସାକ୍ଷାତକାରରେ ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ…
Archives


