Home Left

ସାତକୋଶିଆରେ ଜନ୍ମନେଲେ ୩୫ ଘଡ଼ିଆଳ ଶାବକ

ବୌଦ୍ଧ,୨୬ା୫(ଅଜିତ କୁମାର ବାରିକ): ସାତକୋଶିଆ ଗଣ୍ଡରେ ୩୫ ଘଡ଼ିଆଳ କୁମ୍ଭୀର ଶାବକ ଜନ୍ମ ନେଇଥିବା ଜଣାପଡ଼ିଛି। ଗତ ଗୁରୁବାର ସାତକୋଶିଆର ବଳଦମଡ଼ା ନିକଟରେ ଏକ ଘଡ଼ିଆଳ କୁମ୍ଭୀର ୩୫ ଶାବକକୁ ଜନ୍ମ ଦେଇଛି। ୪୦ବର୍ଷର ବ୍ୟବଧାନ ପରେ ଏଥରକୁ ମିଶାଇ ଲଗାତର…

ଇଭିଏମ୍‌ ଭାଙ୍ଗି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ

ଖୋର୍ଦ୍ଧା/ ବୋଲଗଡ଼, ୨୬ା୫ (ପ୍ରଭାତ ପାଣିଗ୍ରାହୀ/ ଦେବବ୍ରତ ହୋତା): ବେଗୁନିଆ ନିର୍ବାଚନମଣ୍ଡଳୀର ବୋଲଗଡ଼ ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନିକଟ କାଉଁରିପାଟଣାର ୧୧୪ ନମ୍ବର ବୁଥରେ ଶନିବାର ଭାଜପା ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ବୁଥ୍‌ରେ ପଶି…

ଭାରତୀୟ ମହକାଶଚାରୀଙ୍କୁ ତାଲିମ ଦେବ ନାସା

ଓ୍ବାଶିଂଟନ,୨୫ା୫:  ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଆଇଏସ୍‌ଏସ୍‌)କୁ ମିଳିତ ମିଶନ ପଠାଇବା ନିମନ୍ତେ ଆମେରିକା ମହକାଶ ପ୍ରତିଷ୍ଠାନ ନାସା ଭାରତୀୟ ମହାକାଶଚାରୀମାନଙ୍କୁ ଅଗ୍ରୀମ ପ୍ରଶିକ୍ଷଣ ପ୍ରଦାନ କରିବ। ଚ ଳିତ ବର୍ଷ କିମ୍ବା ଏହାର ଠିକ୍‌ ପରେ ନାସା ଆଇଏସ୍‌ଏସ୍‌କୁ ମିଶନ ପଠାଇବ…

ରାଜସ୍ଥାନର ଫଲୋଡ଼ିରେ ତାପମାତ୍ରା ୫୦ ଟପିଲା

ଜୟପୁର,୨୫ା୫: ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ଫଲୋଡ଼ିରେ ଶନିବାର ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରି ରାଜ୍ୟର ସବୁଠୁ ଉତ୍ତପ୍ତ ସ୍ଥାନର ରେକର୍ଡ ହାସଲ କରିଛି। ଶୁକ୍ରବାର ସେଠାରେ ତାପମାତ୍ରା ୪୯ ଡିଗ୍ରୀ ସେଲ୍‌ସିୟସ ରହିଥିଲା। ରାଜ୍ୟର ବଲୋତ୍ରା, ପଲି ଏବଂ ଜୟପୁରରେ…

ଇଭିଏମ୍‌ ସିଲ୍‌ ପୂର୍ବରୁ ଚେତା ହରାଇଲେ ପୋଲିଂ ଅଫିସର

ପାଟଣା,୨୫ା୫(ବୀର କିଶୋର ଦାଶ) କେନ୍ଦୁଝର ଜିଲା ପାଟଣା ଥାନା ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟରେ ନିର୍ବାଚନ କାର୍ଯ୍ୟ କରୁଥିବା ଜଣେ ଫାଷ୍ଟ ପୋଲିଂ ଅଫିସର ଶନିବାର ରାତିରେ ଅଚେତ ହୋଇ ପଡ଼ିଛନ୍ତି। ଅଚେତ ହୋଇଥିବା ଶିକ୍ଷକ ଜଣକ ହେଉଛନ୍ତି ତେଲକୋଇ ବ୍ଲକ ବଞ୍ଚ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ମୃତ ଭାବି ଥାନାରେ ଆତ୍ମସମର୍ପଣ କଲେ ଦୁଇ ଆକ୍ରମଣକାରୀ

ଛତ୍ରପୁର,୨୫ା୫(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ପୋଟଲାମପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l କୌଣସି କାରଣ ନେଇ ଜଣେ ଯୁବକଙ୍କୁ ମରଣାତ୍ମକ ଭାବେ ଆକ୍ରମଣ କରିଛନ୍ତି ୨ ଜଣ ଆକ୍ରମଣକାରୀ l ପରେ…

ଆସୁଛି ବାତ୍ୟା ’ରେମାଲ’: ଆସନ୍ତାକାଲି ମଧ୍ୟାହ୍ନରୁ କୋଲକାତା ବିମାନବନ୍ଦର ୨୧ ଘଣ୍ଟା ପାଇଁ ବନ୍ଦ

କୋଲକାତା,୨୫ା୫: ବାତ୍ୟା ’ରେମାଲ ପ୍ରଭାବ ପାଇଁ ପଶ୍ଚିମବଙ୍ଗ ରବିବାର ଦିନ ୧୨ ଟା ଠାରୁ ସୋମବାର ସକାଳ ୯ ଟା ପର୍ଯ୍ୟନ୍ତ ୨୧ ଘଣ୍ଟା ପାଇଁ କୋଲକାତା ବିମାନବନ୍ଦରେ ବିମାନ ଚଳାଚଳ ସ୍ଥଗିତ ରହିବ। ପକ୍ଷମାନଙ୍କ ସହ ଆଲୋଚନା ପରେ କୋଲକାତା…

ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ, ୧୫ ଲକ୍ଷ ଟଙ୍କା ଅତିରିକ୍ତ ସହାୟତା ଘୋଷଣା

କଟକ,୨୫ା୫(କାର୍ତ୍ତିକ ସାହୁ): କଟକ ଜିଲା ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀରେ କାର୍ଯ୍ୟରତ ପୋଲିଂ ଅଫିସର ସୁଜାତା ମିତ୍ରଙ୍କର ଶନିବାର ମୃତ୍ୟୁ ଘଟିଛି। ସେ ହାଡ଼ିବନ୍ଧୁ ନୋଡାଲ ହାଇସ୍କୁଲର ୧୧୪ ନମ୍ବର ବୁଥ୍‌ରେ ପୋଲିଂ ଅଫିସର ଭାବେ କାର୍ଯ୍ୟରତ ଥିବାବେଳେ ସନ୍ଧ୍ୟାରେ ହଠାତ୍‌ ଅସୁସ୍ଥ…

ଭୋଟ୍‌ ଦେବାକୁ ଆସି ଫେରିଗଲେ ଭୋଟର

ନିରାକାରପୁର,୨୫ା୫(ମାନସ ଚନ୍ଦ୍ର ପଟ୍ଟନାୟକ): ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହିକ୍ରମରେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍‌ରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ନିୟମ ଅନୁଯାୟୀ, ସକାଳ ୭ଟାରୁ ନିରାକାରପୁର ସମେତ…

ଲୋକ ସଭା ନିର୍ବାଚନ ମଝିରେ ଦୁଃଖଦ ଖବର: ହୃଦ୍‌ଘାତରେ ଆଖି ବୁଜିଲେ ବିଧାୟକ

ଚଣ୍ଡିଗଡ଼,୨୫।୫: ଲୋକ ସଭା ନିର୍ବାଚନ ମଧ୍ୟରେ ହରିୟାଣାରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ରାଜ୍ୟର ଗୁରୁଗ୍ରାମର ବାଦଶାହାପୁର ବିଧାନସଭା ଆସନରୁ ବିଧାୟକ ରାକେଶ ଦୌଲତାବାଦଙ୍କ ମୃତ୍ୟୁ ଘଟିଛି। ଶନିବାର ସକାଳ ୧୦.୩୦ରେ ତାଙ୍କୁ ହୃଦ୍‌ଘାତ ଆସିଥିଲା, ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ପତ୍ନୀ ନତାଶାଙ୍କୁ ଆଲିମନି ଟଙ୍କା ଦେବା ଲାଗି ଗୁଜରାଟରୁ ମୁମ୍ବାଇ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା? ସାମ୍ନାକୁ ଆସିଲା ଚକିତ କଲା ଭଳି…

ନୂଆଦିଲ୍ଲୀ,୨୫।୫: ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜୀବନରେ କିଛି ବି ଠିକ୍‌ ଚାଲିନାହିଁ। ପ୍ରଥମେ ଆଇପିଏଲ୍‌ ୨୦୨୪ରେ ଖରାପ ପ୍ରଦର୍ଶନ ପରେ ଏବେ ବିବାହ ବିଚ୍ଛେଦ ନେଇ ଖବର ଚର୍ଚ୍ଚାରେ ରହିଛି। ପତ୍ନୀ ନତାଶା ଷ୍ଟାନକୋଭିକଙ୍କଠାରୁ ପାଣ୍ଡ୍ୟା…

ଛାଡ଼ପତ୍ର ହେଲେ ନିଜର ୭୦% ସମ୍ପତ୍ତି ପତ୍ନୀଙ୍କୁ ଦେବେ ପାଣ୍ଡ୍ୟା,ନୂଆ ମୋଡ ନେଉଛି …

ନୂଆଦିଲ୍ଲୀ,୨୫।୫: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼ ସୃଷ୍ଟି ହୋଇଥିବା ଚର୍ଚ୍ଚା ଜୋର ଧରିଛି। ପ୍ରଥମେ ପତ୍ନୀ ନତାଶା ଷ୍ଟାନକୋଭିକ ନିଜର ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ପାଣ୍ଡ୍ୟାଙ୍କ ସରନେମ୍‌ ହଟାଇଥିଲେ। କିଛିଦିନ ଧରି ଉଭୟ ପରସ୍ପରର କୌଣସି ଫଟୋ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri