୩ ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢ଼େଇ
ରଘୁନାଥପୁର,୩୧।୫(ରାଜେନ୍ଦ୍ର ନାରାୟଣ ସିଂହ): ତିର୍ତ୍ତୋଲ ବିଧାନସଭା କ୍ଷେତ୍ର(ସଂରକ୍ଷିତ) ଆସନ ହାତେଇବା ପାଇଁ ୩ ଦଳର ପ୍ରାର୍ଥୀଙ୍କ ପକ୍ଷରୁ ଜୋରଦାର କସରତ ଚାଲିଛି। ବିଜେଡି ପ୍ରାର୍ଥୀ ଡ.ରମାକାନ୍ତ ଭୋଇ, ଭାଜପାରୁ ଆଇନ୍ଜୀବୀ ରାଜକିଶୋର ବେହେରା ଓ କଂଗ୍ରେସରୁ ଇଂ.ହିମାଂଶୁ ଭୂଷଣ ମଲ୍ଲିକ ନିର୍ବାଚନ…
‘ପୁଷ୍ପା ୨: ଦି ରୁଲ୍’ର ୨ୟ ଗୀତ ଅଙ୍ଗାରୋ ରିଲିଜ୍
ମୁମ୍ବାଇ: ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ ‘ପୁଷ୍ପା ୨: ଦି ରୁଲ୍’ ହେଉଛି ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ ଅନ୍ୟତମ। ପ୍ରଶଂସକଙ୍କ ମଧ୍ୟରେ ଧୀରେ ଧୀରେ ଏହି ଫିଲ୍ମକୁ ନେଇ କ୍ରେଜ୍ ବୃଦ୍ଧି ପାଇବାରେ ଲାଗିଛି।…
ସରିଲା ପ୍ରଚାର: ରାହୁଲଙ୍କ ୨ ଗୁଣା ରାଲି କରିଥିଲେ ମୋଦି
ନୂଆଦିଲ୍ଲୀ, ୩୧।୫: ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ ଶନିବାର ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏଥିସହିତ ଲୋକ ସଭା ନିର୍ବାଚନର ପ୍ରଚାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ…
ବଡ଼ଚଣା: ନିର୍ଣ୍ଣାୟକ ଭୂମିକା ନେବେ ନୀରବ ଭୋଟର
ଚଣ୍ଡିଖୋଲ,୩୧ା୫(ପ୍ରଦୀପ୍ତ କୁମାର ପୃଷ୍ଟି): ମତଦାନ ସମୟ ପାଖେଇ ଆସୁଥିଲେ ମଧ୍ୟ ବଡ଼ଚଣା ବିଧାନସଭା ନିର୍ବାଚନ କ୍ଷେତ୍ରରେ ସେତେ ଉଷ୍ମତା ଦେଖା ଯାଉନାହିଁ। କେବଳ କେତେକ ସଭା ସମିତିକୁ ଛାଡ଼ିଦେଲେ ଗ୍ରାମାଞ୍ଚଳରେ ପୂର୍ବ ଭଳି ଉତ୍ସାହ ଉନ୍ମାଦନା ଦେଖିବାକୁ ମିଳୁନାହିଁ। ଏପରିକି ପୂର୍ବ…
ଭାଜପା ଜିତିଲେ କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଧର୍ମେନ୍ଦ୍ର ଦେଲେ ବଡ଼ ବୟାନ
ଭୁବନେଶ୍ୱର, ୩୧।୫: ଓଡ଼ିଶାରେ ଶେଷ ପର୍ଯ୍ୟ ନିର୍ବାଚନ ଶନିବାର ଅନୁଷ୍ଠିତ ହେବ। ଏହା ପୂର୍ବରୁ ରାଜ୍ୟରେ ସରକାର ଗଢିବା ନେଇ ଦୃଢକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ‘ମୁଁ ନିଶ୍ଚିତ ଯେ…
ରଙ୍ଗ୍ରୁଟ୍ ଡ୍ରାଇଭିଂ ନେଇଛି ୪୦୨ ଜୀବନ
ଭୁବନେଶ୍ୱର,୩୧ା୫ (ସୂର୍ଯ୍ୟକାନ୍ତ ବେହେରା): ଦୁର୍ଘଟଣା ରୋକିବା ସହ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ସହ ବ୍ୟାପକ ପଦକ୍ଷେପ ନିଆଯାଉଛି। ଗାଡି ଚାଳକଙ୍କୁ ହେଲମେଟ ପିନ୍ଧିବା, ମୋଟର ସାଇକେଲରେ ୨ଜଣରୁ ଅଧିକ ନ…
ଜଣଙ୍କ ସାର୍ଟିଫିକେଟରେ ଅନ୍ୟ ଜଣଙ୍କ ଫଟୋ
ଭୁବନେଶ୍ୱର,୩୧।୫(ଅନୁରାଧା ମହାରଣା): ନିକଟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିସହ ଅନ୍ଲାଇନ୍ରେ ଡିଜିଟାଲ ସାର୍ଟିଫିକେଟ ଉପଲବ୍ଧ ହେଉଛି। ତେବେ ସାର୍ଟିଫିକେଟରେ କେତେକ ତ୍ରୁଟି ସାମ୍ନାକୁ ଆସିଛି। ଜଣେ ଛାତ୍ରଙ୍କ ସାର୍ଟିଫିକେଟରେ ଅନ୍ୟ କାହାର ଫଟୋ ରହିଛି। ଫଳରେ ପରବର୍ତ୍ତୀ ପାଠପଢ଼ା…
ପାଟକୁରାର ସାମୂହିକ ବିକାଶ ମୁଖ୍ୟ ଲକ୍ଷ୍ୟ: ଅରବିନ୍ଦ
କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରିଆସିଛି। ଅତୀତରେ ଏଠାରୁ ରାଜ୍ୟର ବହୁ ପ୍ରମୁଖ ନେତା ନିର୍ବାଚିତ ହୋଇ ପାଟକୁରାକୁ ରାଜନୈତିକ କ୍ଷେତ୍ରରେ ଏକ ନୂତନ ଦିଗ୍ଦର୍ଶନ ଦେଇଛନ୍ତି। ତେବେ ଚଳିତ ନିର୍ବାଚନରେ ପାଟକୁରା ପାଇଁ…
ମିଳିଲା ଦନ୍ତାହାତୀର ମୃତଦେହ
ଲାଞ୍ଜିଗଡ,୩୦ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ସୀମାନ୍ତ ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ କମର୍ଦ୍ଦା ସେକ୍ସନ ଭୁର୍ଟିଗଡ଼ ବିଟ ଅନ୍ତର୍ଗତ କୁଟିମସ୍କା ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହକୁ ବନ ବିଭାଗ ଗୁରୁବାର ଠାବ କରିଛି। ତେବେ ସପ୍ତାହେ ହେବ…
ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀକୁ ନେଇ ଉଠିଲା ପ୍ରଶ୍ନ, ଭାଜପା ପାଇବ ୨୭୨ରୁ କମ ଆସନ
ନୂଆଦିଲ୍ଲୀ,୩୦।୫: ଜୁନ ୧ରେ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ। ଗୋଟିଏ ପଟେ ଭାଜପା ୪୦୦ ଟି ଆସନ ଜିତିବାର ଆତ୍ମବିଶ୍ୱାସ ଥିବାବେଳେ ଅନ୍ୟପଟେ କଂଗ୍ରେସ ମଧ୍ୟ ଇଣ୍ଡିଆ ମେଣ୍ଟ ସରକାର ଗଠନ ବିଷୟରେ କହୁଛି। ଲୋକ…
ନିର୍ବାଚନ ପୂର୍ବରୁ ବ୍ରିଟିଶ ପାର୍ଲାମେଣ୍ଟ ଭଙ୍ଗ: ଜୁଲାଇ ୪ରେ ନିର୍ବାଚନ
ଲଣ୍ଡନ,୩୦ା୫: ଜୁଲାଇ ୪ରେ ବ୍ରିଟେନ୍ ସାଧାରଣ ନିର୍ବାଚନ ହେବାକୁ ଯାଉଥିଲା ବେଳେ ଗୁରୁବାର ପାର୍ଲାମେଣ୍ଟକୁ ଭଙ୍ଗ କରାଯାଇଛି। ଏଥିସହ ୫ ସପ୍ତାହ ପ୍ରଚାର ସମୟ ଆରମ୍ଭ ହୋଇଛି। ଆଗାମୀ ନିର୍ବାଚନରେ କଞ୍ଜରଭେଟିଭ୍ ପାର୍ଟିକୁ ହରାଇ ଲେବର ପାର୍ଟି ୧୪ ବର୍ଷ ପରେ…
ମୁଁ କହିବାରୁ ସୁରେଶ ରାଇନା ଡିଲିଟ କଲେ ଟୁଇଟ: ସାହିଦ ଆଫ୍ରିଦିଙ୍କ ଚାଞ୍ଚଲ୍ୟକର ବୟାନ
ନୂଆଦିଲ୍ଲୀ,୩୦।୫: ଆସନ୍ତା ମାସରୁ ଟି -୨୦ ବିଶ୍ୱକପ ଆରମ୍ଭ ହେଉଛି। ଏହି ବିଶ୍ୱକପ ଉପରେ ସମଗ୍ର ବିଶ୍ୱର ଆଖି ରହିଛି। ଆଇସିସି ଭାରତର ଯୁବରାଜ ସିଂଙ୍କୁ ଏହି ବିଶ୍ୱକପ ପାଇଁ ବ୍ରାଣ୍ଡ ଆମ୍ବାସାଡର କରିଛି। ତାଙ୍କ ବ୍ୟତୀତ ପାକିସ୍ତାନର ସାହିଦ ଆଫ୍ରିଦି…
Archives


