Home Left

ଭାରତ ଛାଡି କାହିଁକି କାନାଡାରେ ରହିବାକୁ ଚାହୁଁଛନ୍ତି ଜସପ୍ରିତ ବୁମରା? ପତ୍ନୀଙ୍କ ପ୍ରଶ୍ନ ଶୁଣି ଦେଲେ ଚମକାଇବା ଭଳି ଉତ୍ତର

ନୂଆଦିଲୀ,୧୧।୪: ଭାରତୀୟ କ୍ରିକେଟ ପରିଦୃଶ୍ୟରେ ଜସପ୍ରୀତ ବୁମରାଙ୍କ ନାମ ସେତେବେଳେ ସାମ୍ନାକୁ ଆସିଥିଲା ଯେଉଁ ସମୟରେ ଦ୍ରୁତ ବୋଲିଂ ଭାରତୀୟ କ୍ରିକେଟରେ ଶକ୍ତି ପାଲଟିଥିଲା। ସ୍ପିନ ଉପରେ ନିର୍ଭରଶୀଳ ଭାରତୀୟ ଦଳର ତତ୍କାଳୀନ ଅଧିନାୟକ ବିରାଟ କୋହଲି ଏବଂ ରବି ଶାସ୍ତ୍ରୀ…

୧୨ ଲକ୍ଷ କୋଟି ଘୋଟାଲା କରିଥିବା ବ୍ୟକ୍ତିଙ୍କୁ ଯିବାକୁ ପଡିବ ଜେଲ, କାହାକୁ ଟାର୍ଗେଟ କଲେ ଶାହା

ଖଜୁରାହୋ,୧୧।୪: ମଧ୍ୟପ୍ରଦେଶର ଖଜୁରାହୋ ସଂସଦୀୟ ଆସନ ପାଇଁ ପ୍ରଚାର କରିବାକୁ କଟନୀରେ ପହଞ୍ଚିଥିବା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସ ଦଳ ଉପରେ କଡ଼ା ଆକ୍ରମଣ କରିଥିଲେ। ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ତଥା ଦଳର ପ୍ରଧେଶ ଅଧ୍ୟକ୍ଷ ବିଷ୍ଣୁ…

ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଶୁକ୍ରବାର, ୧୨ରାଜ୍ୟର ୯୪ ଆସନ ପାଇଁ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୧।୪: ଲୋକ ସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଶୁକ୍ରବାର (ଏପ୍ରିଲ ୧୨) ରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୧୨ ଟି ରାଜ୍ୟରେ ୯୪ ଟି ସଂସଦୀୟ ଆସନ ପାଇଁ ୭ମେ’ରେ ଭୋଟ ଗ୍ରହଣ କରାଯିବ। ଏହା…

ପୁଣି ଏକାଠି ହେଲେ ୨ ବରିଷ୍ଠ ନେତା, ବିଜେଡି ଅଫିସକୁ ଆସି ମିଠା ଖାଇ ଭୁଲିଲେ ରାଗରୁଷା

ଭୁବନେଶ୍ୱର,୧୧।୪: ପୁଣି ଏକାଠି ହେଲେ ବ୍ରହ୍ମପୁର ବିଜେଡିର ୨ ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ସୁବାସ ମହାରଣା। ବିଜେଡି ଅଫିସକୁ ଆସି ଉଭୟ ମିଠା ଖାଇ ମନାନ୍ତର ଭୁଲିଛନ୍ତି। ଚ୍ୟାଉଙ୍କ ପ୍ରତି ଅଭିମାନ ଥିବା ନେଇ ସୁବାସ…

ଓଲଟିଲା ସ୍କୁଲ ବସ୍‌: ଚାଲିଗଲା ୬ ଛାତ୍ରୀଛାତ୍ରଙ୍କ ଜୀବନ

ଚଣ୍ଡିଗଡ଼,୧୧ା୪: ହରିୟାଣାର ମହେନ୍ଦ୍ରଗଡ଼ ଅଞ୍ଚଳରେ ଗୁରୁବାର ଏକ ସ୍କୁଲବସ୍‌ ଓଲଟିପଡ଼ିବାରୁ ୬ ଛାତ୍ରୀଛାତ୍ର ପ୍ରାଣ ହରାଇବା ସହ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି। ଘଟଣାର ତଦନ୍ତ ପାଇଁ ହରିୟାଣା ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏକ ଘରୋଇ ସ୍କୁଲର ଉକ୍ତ ବସ୍‌କୁ…

ବିଶେଷଜ୍ଞଙ୍କ ଚେତାବନୀ, ବିଶ୍ୱକୁ ବଞ୍ଚାଇବାକୁ ଆମ ନିକଟରେ ବାକି ଅଛି ମାତ୍ର ୨ ବର୍ଷ

ଲଣ୍ଡନ,୧୧।୪: ଜାତିସଂଘର ଜଳବାୟୁ ମୁଖ୍ୟ ସାଇମନ ଷ୍ଟିଏଲ କହିଛନ୍ତି ଯେ ଖରାପ ଜଳବାୟକୁ ପରିବର୍ତ୍ତନ କରିବାକୁ ସରକାର, ବ୍ୟବସାୟୀ ନେତା ଏବଂ ବିକାଶ ବ୍ୟାଙ୍କଗୁଡିକ ନିକଟରେ ମାତ୍ର ୨ ବର୍ଷ ସମୟ ଅଛି। ଲଣ୍ଡନର କ୍ୟାଥମ ହାଉସ ଥିଙ୍କ ଟ୍ୟାଙ୍କରେ ସାଇମନ…

ମୋପେଡକୁ ଧକ୍କା ଦେଇ ଓଲଟିଲା ଆମ୍ବୁଲାନ୍ସ

ଖଲ୍ଲିକୋଟ,୧୧।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡୀ ଢ଼ାବା ନିକଟରେ ଗୁରୁବାର ଏକ ଆମ୍ବୁଲାନ୍ସ ଓଲଟି ପଡ଼ିବାରୁ ୭ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, ଗୁରୁବାର ଏକ ଆମ୍ବୁଲାନ୍ସ…

ନିର୍ବାଚନ ପ୍ରଚାର ପାଇଁ ନ ଆସିବାକୁ ନିବେଦନ

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅଧୀନ ଚନ୍ଦନଖଳା ଗ୍ରାମକୁ ମାତ୍ର ପ୍ରାୟ ୭୦୦ ମିଟର ରାସ୍ତା ହୋଇପାରୁ ନ ଥିବାକୁ ନେଇ ଉଭୟ ଗୋଷାଣି ଏବଂ ଗୁମ୍ମା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଦେଶରେ ପ୍ରତ୍ୟେକ ନାଗରିକଙ୍କର ଧର୍ମ ପରିବର୍ତ୍ତନ ପାଇଁ ରହିଛି…

ପ୍ରୟାଗରାଜ,୧୧।୪: ନିକଟରେ ହୋଇଥିବା ଏକ ରାୟରେ ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଦେଶର ଲୋକମାନେ ସେମାନଙ୍କର ଧର୍ମ ବାଛିବା ଏବଂ ପରିବର୍ତ୍ତନ କରିବା ପାଇଁ ମୁକ୍ତ, ତଥାପି ଏଭଳି ପରିବର୍ତ୍ତନ ସମସ୍ତ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଅନୁସରଣ କରିବା ଉଚିତ। ଜଷ୍ଟିସ…

ଇପିଏଫ୍‌ ପେନସନଭୋଗୀ ସଂଘର ବଡ଼ ନିଷ୍ପତ୍ତି

ରୂପସା,୧୧।୪(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ପୋଡାଡ଼ିହାସ୍ଥିତ ଆମ ଗାଁ ନର୍ସରୀ ପରିସରରେ ବୁଧବାର ଅଲ୍‌ ଓଡ଼ିଶା ପେନସନଭୋଗୀ ସଂଘର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା କମିଟି ପକ୍ଷରୁ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ସମାବେଶରେ ସଂଘର…

ବିଜେଡି ବିଧାନସଭା ପ୍ରାର୍ଥୀ: ଜାଣନ୍ତୁ କିଏ ରହିଲେ, କିଏ କଟିଲେ

ଭୁବନେଶ୍ୱର,୧୧।୪: ୯ ବିଧାନସଭା ଆସନ ପାଇଁ ଗୁରୁବାର ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ପାରାଦୀପରୁ ସମ୍ବିତ ରାଉତରାୟଙ୍କ ସ୍ତ୍ରୀ ଗୀତାଞ୍ଜଳି ରାଉତରାୟଙ୍କୁ ଟିକେଟ୍‌ ମିଳିଛି। ତେଲକୋଇରୁ ପ୍ରେମାନନ୍ଦ ଦଳ ଛାଡିବା ପରେ ମାଧବ ସର୍ଦ୍ଦାରଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ନର୍ଲାରୁ…

ପାରାଦୀପରୁ ଲଢ଼ିବେ ଗୀତାଞ୍ଜଳି ରାଉତରାୟ, ସମ୍ବିତଙ୍କୁ ମିଳିଲାନି ଟିକେଟ୍

ଭୁବନେଶ୍ୱର,୧୧।୪: ଗୁରୁବାର ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ପାରାଦୀପ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ। ବର୍ତମାନର ବିଧାୟକ ସମ୍ବିତ ରାଉତରାୟଙ୍କ ସ୍ତ୍ରୀ ଗୀତାଞ୍ଜଳି ରାଉତରାୟଙ୍କୁ ପ୍ରାର୍ଥୀ କରିଛି। ଅର୍ଥାତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri