ବାଜିଲା ମୋହର! ଏହି ଖେଳାଳି ନେବେ ରାହୁଲ ଦ୍ରାବିଡଙ୍କ ସ୍ଥାନ, ହେବେ ନୂଆ ମୁଖ୍ୟ କୋଚ୍
ମୁମ୍ବାଇ,୧।୬: ୨୦୦୭ ଏବଂ ୨୦୧୧ରେ ବିଶ୍ୱକପ୍ ଜିତିଥିବା ଭାରତୀୟ ଟିମ୍ର ସଦସ୍ୟ ଥିବା ଓପନିଂ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଟିମ୍ର ମୁଖ୍ୟ କୋଚ୍ ହେବା ଏକପ୍ରକାର ନିଶ୍ଚିତ ହୋଇସାରିଛି। ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ ଦ୍ରାବିଡ଼ଙ୍କ ଉତ୍ତରାଧିକାରୀ ଭାବେ…
ସାଇକେଲରେ ଆସି ଭୋଟ ଦେଲେ ପ୍ରତାପ ଷଡଙ୍ଗୀ
ଭୁବନେଶ୍ୱର,୧।୬: ରାଜ୍ୟରେ ଆଜି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି କ୍ରମରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଭୋଟ ଦେଇଛନ୍ତି। ଏଥର ଚାନ୍ଦବାଲି ଆସନରୁ ଲଢୁଛନ୍ତି ମନମୋହନ। ସେହିପରି ବାଲେଶ୍ୱର ବିଜେଡି ଏମ୍ପି ପ୍ରାର୍ଥୀ ଲେଖାଶ୍ରୀ…
ପୁଣେ କାର୍ ଦୁର୍ଘଟଣା: ଅଭିଯୁକ୍ତ ନାବାଳକଙ୍କ ମା’ ଗିରଫ
ପୁଣେ,୧।୬: ପୁଣେ ପୋଲିସ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି। କାରଣ ନାବାଳକଙ୍କ ରକ୍ତ ନମୂନା ତାଙ୍କ ମା’ଙ୍କ ରକ୍ତ ନମୂନା ସହ ଅଦଳବଦଳ କରାଯାଇଥିବା ଜଣାପଡ଼ିଛି। ଦୁଇ ଦିନ ପୂର୍ବେ ପୋଲିସ ଏନେଇ ସ୍ଥାନୀୟ…
ଭୋଟ ଦେବାକୁ ଆସି ବୃଦ୍ଧ ମୃତ
ଭୁବନେଶ୍ୱର,୧।୬: ରାଜ୍ୟରେ ଆଜି ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି ସମୟରେ ଏକ ଖରାପ ଖବର ସାମ୍ନାକୁ ଆସିଛି। ଭୋଟ ଦେବାକୁ ଆସିଥିବା ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଈଶ୍ବରପୁର ୧୫୯ ନଂ ବୁଥରେ ଅଚେତ୍ ହୋଇପଡ଼ିଲେ ୭୭ ବର୍ଷୀୟ ବୃଦ୍ଧ।…
୯ଟା ସୁଦ୍ଧା ୭.୬୯% ଭୋଟିଂ, ଜାଣନ୍ତୁ କେଉଁଠି କେତେ ପ୍ରତିଶତ
ଭୁବନେଶ୍ୱର,୧।୬: ରାଜ୍ୟରେ ଆଜି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି। ସକାଳ ୯ଟା ସୁଦ୍ଧା ୭.୬୯% ଭୋଟିଂ ହୋଇଛି। ବାଲେଶ୍ବରରେ ୭.୪୬%, ଭଦ୍ରକରେ ୭.୭୯%, ଯାଜପୁରରେ ୭.୭୪%, ଜଗତସିଂହପୁରରେ ୮.୫୪% ଓ କେନ୍ଦ୍ରାପଡ଼ାରେ ୭.୨୭% ଭୋଟିଂ ହୋଇଥିବା ସୂଚନା…
ଟି୨୦ ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡର ଏହି ବୋଲରଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, ବେଟିଂ ମାମଲାରେ…
ନୂଆଦିଲ୍ଲୀ,୧।୬: ବେଟିଂ ପାଇଁ ବ୍ୟାନ୍ ହେଲେ ଇଂଲଣ୍ଡର ଦ୍ରୁତ ବୋଲର ବ୍ରାଇଡନ୍ କାର୍ସ। ଇଂଲଣ୍ଡ କ୍ରିକେଟ ବୋର୍ଡ ତାଙ୍କୁ ୨୦୧୭ରୁ ୨୦୧୯ ଯାଏ ୩୦୩ଥର ବେଟିଂ କରିବାରେ ଦୋଷୀ ସାବ୍ୟସ୍ତ କରିଛି। ଏହା ପରେ ବୋର୍ଡର ଦୁର୍ନୀତି ନିବାରଣ ସଂସ୍ଥା ତାଙ୍କୁ…
ଗୋଲରାହାଟ-ସବଳଙ୍ଗ ୯ନଂ. କେନାଲ ବନ୍ଧ ରାସ୍ତା ମରଣଯନ୍ତା
ଡେରାବିଶ, ୧ା୬ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଡେରାବିଶ ବ୍ଲ୍ଳକ ଅଧୀନ ଗୋଲରାହାଟଠାରୁ ସବଳଙ୍ଗ ଯାଏ ଯାଇଥିବା ୯ ନଂ. କେନାଲବନ୍ଧ ରାସ୍ତାଟି ଦୀର୍ଘଦିନ ହେବ ମରଣଯନ୍ତା ପାଲଟିଛି। ଏହି ରାସ୍ତାଟି ବ୍ଲକ…
ରେଶମ ଚାଷ ପାଇଁ ମିଳୁନି ପ୍ରୋତ୍ସାହନ
ପଟ୍ଟାମୁଣ୍ଡାଇ,୧ା୬(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ବ୍ରାହ୍ମଣୀ ନଦୀ ପାଶର୍ବ ଉର୍ବର ଚାଷଜମିରେ କ୍ରମଶଃ ବେଣାଗଛ ହୋଇ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଫଳରେ ଚାଷକାର୍ଯ୍ୟ କରିବା ଆଉ ସମ୍ଭବ ହେଉନାହିଁ। ଏଥିଯୋଗୁ ଚାଷୀଙ୍କ ଏକର ଏକର ଚାଷଜମି ପଡ଼ିଆ…
ଚାଷବାସ ଉଜାଡୁଛି ସମୁଦ୍ର ଜୁଆର
କେନ୍ଦ୍ରାପଡ଼ା, ୧ା୬ (ଜଗନ୍ନାଥ ଧଳ): ବନ୍ୟା, ବାତ୍ୟା, ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲାର ଆଳିଠାରେ ତଟବନ୍ଧ ଡିଭିଜନ ପ୍ରତିଷ୍ଠା ହୋଇଛି। ଆଳି ସମେତ ରାଜକନିକା, ରାଜନଗର ଓ ମହାକାଳପଡ଼ାର ମୋଟ ୭୪୪.୪୭ କିଲୋମିଟର ତଟବନ୍ଧର ସୁରକ୍ଷା…
ଯୁବକଙ୍କୁ ଛୁରା ମାଡ, ଗୁରୁତର ଅବସ୍ଥାରେ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର
ବାଉଁଶୁଣୀ,୧।୬(ଦେବାଶିଷ ନେପାକ): ଶନିବାର ବାଦୀକଟା ଗ୍ରାମରେ ଛୁରା ମାଡରେ ଗୁରୁତର ହୋଇ ବାଉଁଶୁଣୀ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଯୁବକଙ୍କୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନାନୁଯାୟୀ, ବାଉଁଶୁଣୀ ଥାନା ବାଦୀକଟା ଗ୍ରାମର ବାଳକୃଷ୍ଣ ମହାକୁଡ ନିଜ ଘରେ ଏକୁଟିଆ…
ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ
ଭୁବନେଶ୍ୱର,୧।୬: କଣ୍ଟାବାଞ୍ଜି ଷ୍ଟେଶନ ନିକଟରେ ମାଲବାହୀ ଟ୍ରେନ୍ର ୪ଟି ବଗି ଲାଇନଚ୍ୟୁତ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ କାମ ଚାଲିଛି। ତେବେ ବଗି ଲାଇନଚ୍ୟୁତ ହେବାରୁ ୨ଟି ଏକ୍ସପ୍ରେସ ବାତିଲ କରାଯାଇଛି। ରାୟପୁର-ଟିଟିଲାଗଡ଼, ଜୁନାଗଡ଼ ରୋଡ-ରାୟପୁର ଏକ୍ସପ୍ରେସ ବାତିଲ ହୋଇଛି। ଘଟଣାସ୍ଥଳରେ…
ଆଜି ଭାରତ-ବାଂଲାଦେଶ ବିଶ୍ୱକପ୍ ଓ୍ବାର୍ମଅପ୍
ନ୍ୟୁୟର୍କ, ୧।୬ (ପି.ଟି.): ଟି୨୦ କ୍ରିକେଟ ବିଶ୍ୱକପ୍ ଆସନ୍ତା ୨ ତାରିଖରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଆରମ୍ଭ ହେବାକୁ ଯାଉଛି। ଏହି ମେଗା ଟୁର୍ନାମେଣ୍ଟ ପୂର୍ବରୁ ଭାରତ ଏହାର ଓ୍ବାର୍ମଅପ୍ ମ୍ୟାଚ ଶନିବାର ବାଂଲାଦେଶ ବିପକ୍ଷରେ ଖେଳିବାକୁ ଯାଉଛି। ନ୍ୟୁୟର୍କ ଷ୍ଟାଡିୟମର…
Archives


