ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର, ୧୭ ଭାରତୀୟଙ୍କ ମୁକ୍ତିକୁ ନେଇ ହେଲା ଚର୍ଚ୍ଚା
ନୂଆଦିଲ୍ଲୀ,୧୫।୪: ରବିବାର ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢୁଥିବା ତିକ୍ତତାକୁ ନେଇ ଭାରତ ଗୁରୁତର ଚିନ୍ତା ପ୍ରକଟ କରିଛି ଏବଂ ଉଭୟ ଦେଶକୁ ହିଂସାଠାରୁ ନିବୃତ୍ତ ରହିବାକୁ କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରବିବାର ଇରାନର ବୈଦେଶିକ ମନ୍ତ୍ରୀ…
ଚେନ୍ନାଇ-ମୁମ୍ବାଇ ମ୍ୟାଚ୍ରେ ମହାରେକର୍ଡ ବର୍ଷା
ମୁମ୍ବାଇ,୧୫।୪: ୱାଙ୍ଖଡେ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଇପିଏଲ ୨୦୨୪ର ମ୍ୟାଚ ନମ୍ବର ୨୯ରେ ଖେଳାଯାଇଥିଲା। ଚେନ୍ନାଇ ଏହି ମ୍ୟାଚକୁ ୨୦ ରନରେ ଜିତିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଟାର୍ଗେଟକୁ ପିଛା କରି ରୋହିତ ଶର୍ମା…
ଟ୍ରକ୍ ସହ ମୁହାଁମୁହିଁ ପିଟିହେଲା ଯାତ୍ରୀବାହୀ ବସ୍, ୨୦ ଆହତ
ବୌଦ୍ଧ,୧୫ା୪(ଅଜିତ ବାରିକ) : ବୌଦ୍ଧ ଜିଲା ରାଣୀପଦର ଘାଟିରେ ସୋମବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି…
ଈଶ୍ୱର କଣିକାର ଆବିଷ୍କାରକ
ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି। ବିଶ୍ୱରେ ଥିବା ପ୍ରାରମ୍ଭିକ କଣିକାଗୁଡିକ ସେମାନଙ୍କର ବସ୍ତୁତ୍ୱ କେଉଁଠାରୁ ପାଉଛନ୍ତି ତାହା ଅନେକ ବର୍ଷ…
ଲାଇଭ୍ ମ୍ୟାଚ୍ବେଳେ ଖୋଲିଗଲା ରୋହିତ ଶର୍ମାଙ୍କ ପ୍ୟାଣ୍ଟ୍, ଲାଜେଇ ଗଲେ ସ୍ତ୍ରୀ: ଦେଖନ୍ତୁ ଭିଡିଓ
ଚେନ୍ନାଇ,୧୫।୪: ଆଇପିଏଲ ୨୦୨୪ର ୨୯ତମ ମ୍ୟାଚରେ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ଶତକ ହାସଲ କରିଥିଲେ। ତେବେ ତାଙ୍କ ଶତକ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଦଳକୁ ଜିତିବାରେ ସାହାଯ୍ୟ କରିପାରି ନାହିଁ। ରୋହିତ ୧୧ଟି ଚୌକା ଓ…
କେଜ୍ରିଓ୍ବାଲ୍ଙ୍କୁ ମିଳିପାରେ ଆଶ୍ୱସ୍ତି
ମୁମ୍ବାଇ,୧୫।୪: ଦିଲ୍ଲୀର ଏକ୍ସାଇଜ ପଲିସି ସହ ଜଡିତ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆବେଦନ ଶୁଣାଣି କରିବେ। କେଜ୍ରିଓ୍ବାଲ ଇଡି ଗିରଫ କରିବା ଏବଂ ଜେଲରେ ରଖିବା ନିଷ୍ପତ୍ତିକୁ ବୈଧ କରିବା ନେଇ ଦିଲ୍ଲୀ…
ରୋହିତ ଶର୍ମାଙ୍କ ଉପରେ ଭାରି ପଡ଼ିଲା ମହେନ୍ଦ୍ର ସିଂ ଧୋନୀଙ୍କ ୨୦ ରନ୍, ୩ ଛକାରେ କମ୍ପିଲା ଓ୍ବାଙ୍ଖଡେ
ମୁମ୍ବାଇ,୧୫ା୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ରବିବାର ଏକ ରୋମାଞ୍ଚକର ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ୍ରେ ରୋହିତ ଶର୍ମାଙ୍କ ଅପରାଜିତ ଶତକ ମହେନ୍ଦ୍ର ସିଂ ଧୋନିଙ୍କ ୨୦…
ଥର୍ମୋମିଟର, ବାରୋମିଟର ଓ ଡାଲ୍ଟନ
କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ ଗରମ ହେଲେ କଡ଼େଇରେ ଥିବା ପାଣି ଗରମ ହୁଏ। ଅର୍ଥାତ୍ ପାଣିର ତାପମାତ୍ରା ବଢ଼େ।…
୫ରୁ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ
ଲାଞ୍ଜିଗଡ଼,୧୫।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତରେ ସମନ୍ବିତ ଶିଶୁ ବିକାଶ ଯୋଜନା ଫେଲ୍ ହୋଇଥିବା ଅଭିଯୋଗ ହେଉଛି। ତ୍ରିଲୋଚନପୁର ପଞ୍ଚାୟତରେ ଲଡ଼ାଙ୍ଗ, ଫୁଲଡୁମେର, ଆମ୍ବଗୁଡ଼ା, ଗଉଡ଼ଥୁଆଗୁଡା ଓ ତ୍ରିଲୋଚନପୁର ସମେତ ୫ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି।…
୨୧ ବର୍ଷ ପରେ ଖୋଲିଲା ରାମ ମନ୍ଦିର
ମାଲକାନଗିରି, ୧୫ା୪(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀଙ୍କ ଭୟରେ ଦୀର୍ଘ ୨୧ ବର୍ଷ ଧରି ବନ୍ଦଥିବା ଶ୍ରୀରାମ ମନ୍ଦିର ପୁନଃ ଖୋଲିବା ସହ ପୂଜା କରିଛନ୍ତି ସିଆରପିଏଫ ଯବାନ। ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମାରେ। ସୀମାନ୍ତ ସୁକୁମା ଜିଲା…
ଡିଏଚ୍ଏଚ୍ରେ ଜ୍ୱର ପରୀକ୍ଷଣ ପାଇଁ ଥର୍ମୋମିଟର ନାହିଁ
ନୟାଗଡ଼,୧୫।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ଏଚ୍)ରେ ଜ୍ୱର ମାପିବା ଯନ୍ତ୍ର ଥର୍ମୋମିଟର ନାହିଁ। ଏଥିପାଇଁ କୌଣସି ଜ୍ୱରରେ ପୀଡ଼ିତ ରୋଗୀ ଆସିଲେ ତାଙ୍କୁ ଥର୍ମୋମିଟର କିଣି ଆଣିବାକୁ କୁହାଯାଉଛି। ସେ ଡାକ୍ତରଖାନା ବାହାରେ ଥିବା ଔଷଧ ଦୋକାନରୁ ଥର୍ମୋମିଟର…
ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ
ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର, ଆଠମଲ୍ଲିକ ଓ ଛେଣ୍ଡିପଦା ପାଇଁ ଦଳ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଥିବା ବେଳେ ପାଲଲହଡ଼ାକୁ…
Archives


