Home Left

କାନାଡାର ଆଇପି ଆଡ୍ରେସ, ଆମେରିକାରୁ ହୋଇଥିଲା ସଲମାନଙ୍କ ଘରେ ଫାୟରିଂ କରିବାର ପ୍ଲାନ

ମୁମ୍ବାଇ,୧୫।୪: ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଫାୟରିଂ କରିବା ମାମଲାରେ ମୁମ୍ବାଇ ପୋଲିସ ହାତରେ ନୂଆ ତଥ୍ୟ ଲାଗିଛି। ପୋଲିସ କହିଛି ଯେ ଫେସବୁକରେ ଗୁଳି ଚଳାଇବା ଘଟଣା ପାଇଁ ନିଜକୁ ଦାୟୀ କରିଥିବା ଫେସବୁକର ଆଇପି ଆଡ୍ରେସ…

ମେଡିକାଲ ଆସୁଥିବା ବେଳେ ବାଇକ୍‌ଆରୋହୀଙ୍କୁ ଚାପିଦେଲା ବାଲି ବୋଝେଇ ଟିପ୍ପର

କୋରାପୁଟ,୧୫ା୪: କୋରାପୁଟ ଜିଲା ୨୬ ନମ୍ବର ଜାତୀୟ ରାଜପଥ ମୃର୍ତ୍ତିକା ସଂରକ୍ଷଣ କଲୋନୀ ନିକଟରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକଙ୍କ ଘର ରାୟଗଡ଼ା ଜିଲା ମୁନିଗୁଡ଼ାରେ ବୋଲି ଜଣାପଡ଼ିଛି।…

ନ୍ୟାୟପାଳିକାକୁ ଦୁର୍ବଳ କରିବା ପାଇଁ ଚାଲିଛି ଉଦ୍ୟମ: ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୨୧ ଅବସରପ୍ରାପ୍ତ ବିଚାରପତି

ନୂଆଦିଲ୍ଲୀ,୧୫।୩: ସର୍ବୋଚ୍ଚ ନ୍ୟାୟାଳୟ ଏବଂ ହାଇକୋର୍ଟର ୨୧ ଜଣ ଅବସରପ୍ରାପ୍ତ ବିଚାରପତି ଭାରତର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡଙ୍କୁ ଏକ ଚିଠି ଲେଖିଛନ୍ତି। ନ୍ୟାୟପାଳିକାକୁ ଦୁର୍ବଳ କରିବା ପାଇଁ ଉଦ୍ୟମ ଉପରେ ଚିନ୍ତା ପ୍ରକଟ କରିଛନ୍ତି। ଯେଉଁମାନେ ଏହି ଚିଠି ଲେଖିଛନ୍ତି…

ଟି-୨୦ କ୍ରିକେଟ୍‌ରେ ଇତିହାସ ରଚିଲେ ଧୋନୀ

ମୁମ୍ବାଇ,୧୫।୪: ଚେନ୍ନାଇର ସୁପର କିଙ୍ଗ୍ସ (ସିଏସକେ)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୱାଙ୍ଖଡେରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ପ୍ରବେଶ କରିବା ମାତ୍ରେ ତାଙ୍କ ନାମରେ ଏକ ବିଶେଷ ସଫଳତା ହାସଲ କରିଥିଲେ। ଟି-୨୦ ଇତିହାସରେ ଯେକୌଣସି ଦଳ ପାଇଁ…

ବିବାହରେ ଅପେକ୍ଷା କରିଥିଲେ ଅତିଥି, ହନିମୁନ୍‌ରେ ବାହାରିଲେ ବରକନ୍ୟା, ଲଜ୍ଜିତ ହେଲେ ପରିବାର

ବିବାହ ହଲ୍‌ରେ ପ୍ରବେଶ କରିବା ପୂର୍ବରୁ ଆପଣ ବର କିମ୍ବା କନ୍ୟାଙ୍କର ଅନେକ କାହାଣୀ ଶୁଣିଥିବେ ନିଶ୍ଚୟ। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଉଭୟ ବର ଏବଂ କନ୍ୟା ବିବାହ ଉତ୍ସବରେ ପହଞ୍ଚି ନ ଥିଲେ, ଯେତେବେଳେ ଉଭୟ ପରିବାର…

କମ୍‌ ବୟସରେ ବଡ଼ ରେକର୍ଡ ହାସଲ କଲେ ‘ଜୁନିଅର୍‌ ମାଲିଙ୍ଗା’

ମୁମ୍ବାଇ,୧୫।୪: ଆଇପିଏଲ ୨୦୨୪ର ମ୍ୟାଚ ନମ୍ବର ୨୯ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା। ଚେନ୍ନାଇ ଏହି ମ୍ୟାଚକୁ ୨୦ ରନରେ ଜିତିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଟାର୍ଗେଟକୁ ପିଛା କରି ରୋହିତ ଶର୍ମା…

ଲୋକ ସଭା ନିର୍ବାଚନ: ଫିଲ୍ମ କଳାକାରଙ୍କୁ ମିଳୁନାହିଁ ହେଲିକପ୍ଟର

ନୂଆଦିଲ୍ଲୀ,୧୫।୪: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ନେତାଙ୍କ ଦ୍ୱାରା ହେଲିକପ୍ଟର ଯୋଗେ ନିର୍ବାଚନ ପ୍ରଚାରର ଚାହିଦା ବହୁତ ବୃଦ୍ଧି ପାଇଛି। ପରିସ୍ଥିତି ଏପରି ଯେ ବଲିଉଡ ଏବଂ ଟଲିଉଡଠାରୁ ଆରମ୍ଭ କରି କର୍ପୋରେଟ ହାଉସ ପର୍ଯ୍ୟନ୍ତ ସମସ୍ତେ ହେଲିକପ୍ଟର ସହଜରେ…

ପ୍ରଥମ ଭାରତୀୟ ଭାବେ ଏମିତି କାରନାମା କଲେ ରୋହିତ ଶର୍ମା

ମୁମ୍ବାଇ,୧୫।୪: ଆଇପିଏଲ ୨୦୨୪ରେ ‘ସୁପର ରବିବାର’ର ଦ୍ୱିତୀୟ ମ୍ୟାଚ ରେ ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଚେନ୍ନାଇ ଦଳ ଆଠ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି।…

ଜେଲ୍‌ ନଂ ୨ରେ କେଜ୍‌ରିଓ୍ବାଲଙ୍କ ସହ ଅଛନ୍ତି ଏତିକି କଏଦୀ

ନୂଆଦିଲ୍ଲୀ,୧୫ା୪: ମଦ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେର୍‌ଫେର୍‌ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତିହାର ଜେଲ୍‌ରେ ରହିଛନ୍ତି। ତେବେ ସେ ସୁପ୍ରିମକୋର୍ଟରେ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଛନ୍ତି, ଯାହା ଆଜି ସୋମବାର ଶୁଣାଣି ହେବ। କେଜ୍‌ରିଓ୍ବାଲ ୧୫ ଏପ୍ରିଲ ପର୍ଯ୍ୟନ୍ତ…

ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର, ୧୭ ଭାରତୀୟଙ୍କ ମୁକ୍ତିକୁ ନେଇ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ,୧୫।୪: ରବିବାର ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢୁଥିବା ତିକ୍ତତାକୁ ନେଇ ଭାରତ ଗୁରୁତର ଚିନ୍ତା ପ୍ରକଟ କରିଛି ଏବଂ ଉଭୟ ଦେଶକୁ ହିଂସାଠାରୁ ନିବୃତ୍ତ ରହିବାକୁ କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରବିବାର ଇରାନର ବୈଦେଶିକ ମନ୍ତ୍ରୀ…

ଚେନ୍ନାଇ-ମୁମ୍ବାଇ ମ୍ୟାଚ୍‌ରେ ମହାରେକର୍ଡ ବର୍ଷା

ମୁମ୍ବାଇ,୧୫।୪: ୱାଙ୍ଖଡେ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଇପିଏଲ ୨୦୨୪ର ମ୍ୟାଚ ନମ୍ବର ୨୯ରେ ଖେଳାଯାଇଥିଲା। ଚେନ୍ନାଇ ଏହି ମ୍ୟାଚକୁ ୨୦ ରନରେ ଜିତିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଟାର୍ଗେଟକୁ ପିଛା କରି ରୋହିତ ଶର୍ମା…

ଟ୍ରକ୍‌ ସହ ମୁହାଁମୁହିଁ ପିଟିହେଲା ଯାତ୍ରୀବାହୀ ବସ୍‌, ୨୦ ଆହତ

ବୌଦ୍ଧ,୧୫ା୪(ଅଜିତ ବାରିକ) : ବୌଦ୍ଧ ଜିଲା ରାଣୀପଦର ଘାଟିରେ ସୋମବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri