Home Left

କେବେ ଆଇପିଏଲ୍‌ ଚାମ୍ପିୟନ୍‌ ହେବ ଆରସିବି: ଏଆଇ କଲା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୭।୪: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ର ଧାରା ଏପରି ହୋଇଛି ଯେ ଭବିଷ୍ୟତରେ ଏହା ଇଣ୍ଡିଆନ ପ୍ରିମିୟର ଲିଗର ବିଜେତା ଦଳର ଭବିଷ୍ୟବାଣୀ କରିବା ମଧ୍ୟ ଆରମ୍ଭ କରିଛି। ଗତ ୧୭ ବର୍ଷ ଧରି ଏହା ସବୁଠାରୁ ବଡ ପ୍ରଶ୍ନ ହୋଇ…

ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଥମିବ ପ୍ରଚାର: ଏହିସବୁ ହେବିଓ୍ବେଟ୍‌ଙ୍କ ହେବ ଭାଗ୍ୟ ପରୀକ୍ଷା

ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଥମିବ ପ୍ରଚାର: ଏହିସବୁ ହେବିଓ୍ବେଟ୍‌ଙ୍କ ହେବ ଭାଗ୍ୟ ପରୀକ୍ଷା ନୂଆଦିଲ୍ଲୀ,୧୭।୪: ଲୋକ ସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ପ୍ରଚାର ପାଇଁ ବୁଧବାର ସନ୍ଧ୍ୟା ୬ଟାରେ ବନ୍ଦ ହେବ। ଭୋଟ ଦେବାର ୪୮ ଘଣ୍ଟା…

ରାମ ନବମୀରେ ଭାବପ୍ରବଣ ହୋଇପଡିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଲେଖିଛନ୍ତି, ପ୍ରଭୁ ଶ୍ରୀ ରାମଙ୍କ ଜନ୍ମବାର୍ଷିକୀ ରାମ ନବମୀ ପାଇଁ ସାରା ଦେଶରେ ମୋର ପରିବାର ସଦସ୍ୟଙ୍କୁ ଅସୀମ ଶୁଭେଚ୍ଛା!…

ସତ ହେବ କି ମୋଦିଙ୍କ ୪୦୦ ପାର୍‌ ସ୍ଲୋଗାନ୍‌: ଜାଣନ୍ତୁ ଏନେଇ କ’ଣ କହିଲେ ନିତିନ ଗଡକରି

ନୂଆଦିଲ୍ଲୀ,୧୭।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ପରିବେଶ ସରଗରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବ୍‌ କି ବାର୍‌ ୪୦୦ ପାର୍‌ ସ୍ଲୋଗାନ ଦେଇଛନ୍ତି। ତେବେ ଏହା କେଦୂର ସମ୍ଭବ ତାହାକୁ ନେଇ ଆଲୋଚନା ହେଉଛି। ମୋଦି ଅବ୍‌…

ବ୍ୟାଙ୍କରୁ ଋଣ କରିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ: ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୭।୪: ଗୁନା ଲୋକ ସଭା ଆସନରୁ ଭାଗ୍ୟ ପରୀକ୍ଷା କରୁଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପାଖରେ କୋଟି କୋଟି ଟଙ୍କା ସମ୍ପତ୍ତି ଅଛି, କିନ୍ତୁ ତାଙ୍କର ବ୍ୟାଙ୍କ ଋଣ ମଧ୍ୟ ଅଛି। ଜ୍ୟୋତିରାଦିତ୍ୟଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ ରାଜେ ମଧ୍ୟ ବ୍ୟାଙ୍କରୁ ଋଣ କରିଛନ୍ତି।…

ନେତାଙ୍କୁ ଅଡୁଆ ଅଧାପନ୍ତରିଆ କାମ

ଯାଜପୁର,୧୭ା୪(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାର ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ ଅଧୀନ ଗ୍ରାମାଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ ରଖି ବିଜୁ ସେତୁ ଯୋଜନା ଏବଂ ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ହେଲେ କେତେକ ସ୍ଥାନରେ ବିଭାଗ…

ଟିକେଟ ମିଳିଲାନି, ହାତ ଧରିପାରନ୍ତି ଅଲେଖ

ପଟ୍ଟାମୁଣ୍ଡାଇ, ୧୭ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀରେ ଚଳିତ ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି। ବିଜେଡି ବର୍ତ୍ତମାନ ବିଧାୟକ ଧ୍ରୁବ ସାହୁଙ୍କୁ ପୁଣି ଥରେ ଭରସା କରି ଟିକେଟ ଦେଇଛି। ସେପଟେ ଧ୍ରୁବଙ୍କୁ ଟକ୍କର ଦେବା ପାଇଁ…

ଧୂଳି ଲେପରେ ଫାଷ୍ଟଫୁଡ୍‌ ଷ୍ଟଲ, ବାସି ଖାଦ୍ୟ

ମହାକାଳପଡ଼ା,୧୭ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ):ମହାକାଳପଡ଼ା ବ୍ଲକର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ପଣା ସଂକ୍ରାନ୍ତିଠାରୁ ଝାମୁଯାତ୍ରା ଚାଲିଛି। ଏହି ଅବସରରେ ମେଳାରେ ବହୁସଂଖ୍ୟାରେ ଦୋକାନ ବଜାର ପଡିଥିବା ବେଳେ ବ୍ୟବସାୟୀମାନେ ପସରା ମେଲାଇଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଦିନ…

ସତ୍ୟସାରଥିଙ୍କ ପ୍ରାର୍ଥିତ୍ୱକୁ ନେଇ ଅଡୁଆ ବଢୁଛି

ଜଗତ୍‌ସିଂହପୁର, ୧୭ା୪ (ପ୍ରମୋଦ କୁମାର ନାୟକ):ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସତ୍ୟସାରଥି ମହାନ୍ତି ଭାଜପା ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଏହି ଘୋଷଣା ପରେ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। କାରଣ ଖୁବ୍‌କମ୍‌ଦିନ ମଧ୍ୟରେ ସତ୍ୟସାରଥି ନିର୍ବାଚନ ମଣ୍ଡଳୀରେ ପହଞ୍ଚତ୍…

ବାହାରିଲା ୟୁପିଏସ୍‌ସି ଫଳାଫଳ: ଜାଣନ୍ତୁ କ’ଣ କହୁଛନ୍ତି କୃତୀ ଛାତ୍ରୀଛାତ୍ର

ପ୍ରଥମ ପ୍ରୟାସରେ ଦ୍ୱିତୀୟ ର଼୍ୟାଙ୍କ ମା’ବାପାଙ୍କୁ ହରାଇଥିଲେ ମଧ୍ୟ କଠିନ ପରିଶ୍ରମ ତାଙ୍କୁ ସଫଳତା ଆଣିଦେଇଛି। ନିଷ୍ଠାର ସହ କଠିନ ପରିଶ୍ରମ କଲେ ଯେ ସଫଳତା ପାଇହେବ ତାହା ସେ ପ୍ରମାଣ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି। ଏମିତି…

ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ପଞ୍ଝାରେ ଉଚ୍ଚଶିକ୍ଷିତ ଠକ

ଭୁବନେଶ୍ୱର,୧୭।୪(ସତ୍ୟଜିତ୍‌ ରାଉତ): ବହୁଗୁଣ ଲାଭ ଦେବା ଆଳରେ ୧.୧୧ କୋଟି ଟଙ୍କା ଠକେଇ ମାମଲାରେ କମିଶନରେଟ୍‌ ପୋଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଜଣେ ଉଚ୍ଚଶିକ୍ଷିତ ଠକଙ୍କୁ ଗିରଫ କରିଛି। ସେ ହେଲେ ଭୁବନେଶ୍ୱର ଏୟାରପୋର୍ଟ ଥାନା ଅନ୍ତର୍ଗତ ପଳାଶପଲ୍ଲୀ ଅଞ୍ଚଳର ଆତ୍ମଜ୍ୟୋତି…

ସୁନୀଲ ନାରିନ୍‌ଙ୍କ ପ୍ରଥମ ଶତକ

କୋଲକାତା,୧୭ା୪: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ନିଜର ପ୍ରଥମ ଶତକ ହାସଲ କରିଛନ୍ତି ସୁନୀଲ ନାରିନ୍‌। ଫଳରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୨୨୩ରନ୍‌ କରିଛି କୋଲକାତା ନାଇଟ୍‌ ରାଇଡର୍ସ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri