Home Left

କାହାକୁ ମିଳିବ ମନ୍ତ୍ରୀପଦ, କସରତ ଆରମ୍ଭ: ଏହିସବୁ ନେତାଙ୍କ ହାତରେ ଲାଗିପାରେ ଲଟେରି

ନୂଆଦିଲ୍ଲୀ,୬।୬: ୟୁପି ଲୋକ ସଭା ନିର୍ବାଚନରେ ଭାଜପାର ଆସନ ହ୍ରାସର ପ୍ରଭାବ ମଧ୍ୟ କେନ୍ଦ୍ରରେ ଗଠନ ହେବାକୁ ଥିବା ଏନଡିଏ-୩.୦ ସରକାରରେ ଦେଖାଯିବ। ଏଥର ଲୋକ ସଭା ନିର୍ବାଚନରେ ହାରିଥିବା କେନ୍ଦ୍ର ମନ୍ତ୍ରୀଙ୍କ ସ୍ଥାନରେ କ୍ୟାବିନେଟରେ କିଛି ନୂଆ ଚେହେରା ସାମିଲ…

ଏବେ ଲିଫ୍ଟରେ ବସି ୪୦ ଦିନରେ ମହାକାଶକୁ ଯାଇପାରିବ ମଣିଷ

ଏପରି ଲିଫ୍ଟ କେବେ ସମ୍ଭବ, ଯାହା ଦ୍ୱାରା ମଣିଷ ମହାକାଶକୁ ଯିବାକୁ ସକ୍ଷମ ହେବ? ମାତ୍ର ଆଜିର ସମୟରେ, ବିଜ୍ଞାନ ଏବଂ ବୈଷୟିକ ଜ୍ଞାନର ବିକାଶ ଅନୁଯାୟୀ ଏହା ଅସମ୍ଭବ ନୁହେଁ। ବର୍ତ୍ତମାନ ପର୍ଯ୍ୟନ୍ତ ମଣିଷ ମହାକାଶଯାନ ଦ୍ୱାରା ମହାକାଶକୁ ଯାଆନ୍ତି,…

ପର ମୁଣ୍ଡରେ ଦୋଷ ଦେଇ ଖସି ପାରିବେନି ନବୀନ: ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର,୬।୬: ରାଜ୍ୟରେ ଖୁବ୍‌ଶୀଘ୍ର ଭାଜପା ସରକାର ଗଢିବାକୁ ଯାଉଛି। ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ନୁଆଦିଲ୍ଲୀରେ ଆଲୋଚନା ଚାଲିଛି। ଏସବୁ ଭିତରେ ଭାଜପାର ବରିଷ୍ଠ ନେତା ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଷଡଙ୍ଗୀ ବିଜେଡି ଉପରେ ବର୍ଷୀଛନ୍ତି। ସେ…

ରାହୁଲ ଗାନ୍ଧୀଙ୍କ ପାଇଁ ଅଡୁଆ ବଢିଲା, କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନର ଫଳାଫଳ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ଅଢୁଆ ବଢିଛି। କଂଗ୍ରେସ ନେତା ଶୁକ୍ରବାର ବେଙ୍ଗାଲୁରୁର ଏକ କୋର୍ଟରେ ହାଜର ହେବେ। ରିପୋର୍ଟ ଅନୁଯାୟୀ ଭାଜପା ଏମଏଲସି କେଶବ ପ୍ରସାଦ କଂଗ୍ରେସ ନେତାଙ୍କ ବିରୋଧରେ…

ବିଜେଡିର ପୋଲ୍‌ ଖୋଲିଦେଲେ ବରିଷ୍ଠ ନେତା

ଭୁବନେଶ୍ୱର,୬।୬: ବିଜେଡିର ପରାଜୟ ପରେ ଏବେ ଦଳର ଜଣେ ପରେ ଜଣେ ନେତା ମୁହଁ ଖୋଲି ଆରମ୍ଭ କରିଦେଲେଣି। ଗୁରୁବାର ବରିଷ୍ଠ ନେତା ଶଶୀଭୂଷଣ ବେହେରା ବିଜେଡି ପରାଜୟକୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଦଳର ବରିଷ୍ଠ ନେତାଙ୍କୁ…

ଆଖି ପିଛୁଳାକେ ଯୁବକରୁ ସୁନ୍ଦରୀ ତରୁଣୀ ପାଲଟିଗଲେ, ଭିଡିଓ ଦେଖିଲେ ହେଇଯିବେ ଚକିତ  

ସୋସିଆଲ ମିଡିଆରେ କେବେ କେବେ ଚମକାଇବା ଭଳି ଦୃଶ୍ୟ ନଜରକୁ ଆସିଥାଏ, ଯାହାକୁ ଦେଖି ବିଶ୍ୱାସ କରିବା କଷ୍ଟକର ହୋଇଯାଏ। ଏବେ ସେଭଳି ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ସେଥିରେ ଜଣେ ଯୁବକ କିଭଳି ମେକଅପ୍‌ ବଳରେ ଆଖି…

ଏହି ରାଶିର ବ୍ୟକ୍ତିବିଶେଷ ଜୁନ୍‌ ୧୪ ପରେ ରୁହନ୍ତୁ ସତର୍କ, ନଚେତ୍‌…

ଗ୍ରହମାନଙ୍କର ରାଜକୁମାର ବୁଧ। ଖୁବ୍‌ଶୀଘ୍ର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ବୁଧ ବୃଷ ରାଶିରୁ ମିଥୁନକୁ ୧୪ଜୁନ୍‌ର ପରିବର୍ତ୍ତନ କରିବେ। ବୁଧ ଗ୍ରହର ରାଶି ଚିହ୍ନରେ ପରିବର୍ତ୍ତନ ହେତୁ, ଏହି ରାଶି ଚିହ୍ନଗୁଡିକ ବହୁତ ସତର୍କ ରହିବାକୁ ପଡ଼ିବ, ଜାଣନ୍ତୁ ସେହି…

ସିଏମ୍‌ଓରୁ ଇସ୍ତଫା ଦେଲେ ୨ ଅବସରପ୍ରାପ୍ତ ଆଇଏଏସ୍‌

ଭୁବନେଶ୍ୱର,୬।୬: ରାଜ୍ୟରେ ଖୁବ୍‌ଶୀଘ୍ର ଭାଜପା ସରକାର ଗଢିବାକୁ ଯାଉଛି। ଏହାପୂର୍ବରୁ ସିଏମ୍‌ଓରୁ ଇସ୍ତଫା ଦେଇଛନ୍ତି ୨ ଅବସରପ୍ରାପ୍ତ ଆଇଏଏସ୍‌। ସିଏମ୍‌ଓ ମୁଖ୍ୟ ଉପଦେଷ୍ଟ ପଦରୁ ସୁରେଶ ମହାପାତ୍ର ଏବଂ ସ୍ପେଶାଲ ଇନିସିଏଟିଭ୍‌ ଉପଦେଷ୍ଟା ପଦରୁ ଆର୍‌ ବାଲକ୍ରିଷ୍ଣନ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ…

ବାଲେଶ୍ବର, ଭଦ୍ରକରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଲୋକେ ଆତଙ୍କିତ

ଭୁବନେଶ୍ୱର,୬।୬: ବାଲେଶ୍ବର ଓ ଭଦ୍ରକ ବାସୁଦେବପୁରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ। ୧ ମିନିଟ୍‌ରେ ୨ରୁ ୩ ଥର ପ୍ରଚଣ୍ଡ ଶବ୍ଦ ଶୁଭିଛି। ଯାହାକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ପ୍ରଚଣ୍ଡ ଶବ୍ଦ କେଉଁଠାରୁ ଶୁଭିଲା ସେନେଇ କୌଣସି ସୂଚନା ମିଳିପାରିନାହିଁ।…

କାଳବୈଶାଖୀ ପ୍ରଭାବରେ ଉଡ଼ିଲା ଛପର, ଉପୁଡ଼ିଲା ଗଛ

ଦାରିଙ୍ଗବାଡ଼ି,୬ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଉକ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏକାଧିକ ଲୋକଙ୍କ ଆଜବେଷ୍ଟ ଛପର ଉଡ଼ିବା ସହ ଘର ଭାଙ୍ଗିଥିବା ସୂଚନା ମିଳିଥିବା ମିଳିଛି। ସିମନବାଡ଼ିର ବଜାର…

ପାଣ୍ଡିଆନ୍‌ଙ୍କ ମୁଣ୍ଡରେ ଦୋଷ ଦେଇ ଖସିଯାଇପାରିବେନି ନବୀନ: ଜୟନାରାୟଣ

ଭୁବନେଶ୍ୱର,୬।୬: ଓଡ଼ିଶାରେ ଭାଜପା ପ୍ରଥମ ଥର ସରକାର ଗଢିବାକୁ ଯାଉଛି। ତେବେ କାହାକୁ ଦଳ କରିବ ମୁଖ୍ୟମନ୍ତ୍ରୀ, ତାକୁ ନେଇ ଦଳ କସରତ ଆରମ୍ଭ କରିଛି। ଭାଜପା ନେତା ଜୟନାରାୟଣ ମିଶ୍ର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଯିଏ ବି ମୁଖ୍ୟମନ୍ତ୍ରୀ…

ଇଲେକ୍ଟ୍ରିଖୁଣ୍ଟରେ ପିଟିହେଲା ବାଇକ୍‌, ଚାଲିଗଲା ଚାଳକଙ୍କ ଜୀବନ

ବାଲିଗୁଡ଼ା,୬ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ପଞ୍ଚାୟତର ଡାବୁଲକିଆ ଗ୍ରାମରୁ ଗୁରୁବାର ମଧ୍ୟାହ୍ନରେ ଏକ ବାଇକ୍‌ରେ ତିନି ଜଣ ଯୁବକ ବାଟାଗୁଡ଼ା ଗ୍ରାମକୁ ଘରୋଇ ସାମଗ୍ରୀ କିଣିବାକୁ ଆସିବା ବେଳେ ଗୋପାଳପୁର-ରାୟପୁର ୫୯ ନଂ. ଜାତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri