Home Left

ମୋଦି ମନ୍ତ୍ରିମଣ୍ଡଳ ୩.୦ରେ କେତେଜଣ ମହିଳାଙ୍କୁ ମିଳିଲା ସ୍ଥାନ, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ,୯।୬: ରବିବାର (ଜୁନ ୯) ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମୋଦି ୩.୦ ସରକାରରେ ଅନେକ ମହିଳାଙ୍କୁ ମନ୍ତ୍ରୀ ମଧ୍ୟ କରାଯାଇଛି। ଏଥିମଧ୍ୟରୁ ନିର୍ମଳା ସୀତାରମଣ ଏବଂ ଅନ୍ନପୂର୍ଣ୍ଣା ଦେବୀ କ୍ୟାବିନେଟ…

ମୋଦି ସରକାରର ସବୁଠୁ ଧନୀ ମନ୍ତ୍ରୀ କିଏ ଜାଣନ୍ତି: ମୋଟ ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୯।୬: କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହି ସମୟରେ ଦେଶର ସବୁଠୁ ଧନୀ ମନ୍ତ୍ରୀ ତଥା ଟିଡିପି ଏମ୍‌ପି ପେମାସାନି ଚନ୍ଦ୍ରଶେଖର ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା…

ଏଥର ନୀଳ ରଙ୍ଗର ଜ୍ୟାକେଟ ପିନ୍ଧି ଶପଥ ନେଲେ ମୋଦି

ନୂଆଦିଲ୍ଲୀ,୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ରବିବାର ସନ୍ଧ୍ୟା ୭ଟା ୨୪ ରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମୋଦି ଏଥର ଶପଥ ଗ୍ରହଣ କରିବାବେଳେ ସେ ରାଜକୀୟ ନୀଳ ଜ୍ୟାକେଟ ପିନ୍ଧିଥିଲେ।…

ଟି-୨୦ ବିଶ୍ୱକପ୍‌ର ମହାମୁକାବିଲାରେ ଟସ୍‌ ଜିତିଲା ପାକିସ୍ତାନ

ନ୍ୟୁୟର୍କ,୯।୬: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ୍‌ର ଏକ ବଡ଼ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ବର୍ଷ ଯୋଗୁ ମ୍ୟାଚ୍‌ ଆରମ୍ଭ ହେବାରେ ବିଳମ୍ବ ହେଉଛି।…

ମୋଦିଙ୍କ ଶପଥ ଗ୍ରହଣ ସମୟରେ, ସେପଟେ ଶ୍ରଦ୍ଧାଳୁଙ୍କ ବସ ଉପରେ ଆତଙ୍କବାଦୀ ଆକ୍ରମଣ: ୧୦ ମୃତ

ନୂଆଦିଲ୍ଲୀ,୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ ଦିଲ୍ଲୀରେ ଚାଲିଥିବାବେଳେ ଜମ୍ମୁରେ ମାତା ବୈଷ୍ଣୋ ଦେବୀ ଦର୍ଶନ ପାଇଁ ଯାଉଥିବା ଯାତ୍ରୀବାହୀ ବସ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ୧୦ ଜଣ ଭକ୍ତଙ୍କ ମୃତ୍ୟୁ…

ବିରଳ ରେକର୍ଡ ହାସଲ କଲେ ମୋଦି

ନୂଆଦିଲ୍ଲୀ,୯।୬: ଆଜି ଦେଶରେ ଏକ ନୂତନ ସରକାର ଗଠନ ହୋଇଛି। ବାରାଣସୀରୁ ନିର୍ବାଚିତ ଏମ୍‌ପି ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ଏକ ବିରଳ…

ଶପଥ ଗ୍ରହଣ ପୂର୍ବରୁ ସମସ୍ତଙ୍କୁ ମୁଣ୍ଡ ନୁଆଇଁ ପ୍ରଣାମ କଲେ ମୋଦି

ନୂଆଦିଲ୍ଲୀ,୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ହେଲେ ସେ ଶପଥ ଗ୍ରହଣ କରିବା ପୂର୍ବରୁ ଯେତେବେଳେ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ ସେତେବେଳେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଉ ଷ୍ଟେଜ…

ଭାଜପାକୁ ଅଲ୍ଟିମେଟମ୍‌ ଦେଲେ ଅଜିତ ପାଓ୍ବାର୍‌: କହିଲେ, ଆମେ ସଫାସଫା କହିଦେଇଛୁ…

ନୂଆଦିଲ୍ଲୀ,୯।୬:ମୋଦି କ୍ୟାବିନେଟର ଶପଥ ଗ୍ରହଣ ପୂର୍ବରୁ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଏହି ସମୟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାର ଅସନ୍ତୋଷ ପ୍ରକାଶ ପାଇଥିବା ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ଏନସିପି…

ପ୍ରଥମ ଥର ମନ୍ତ୍ରୀ ହେଉଥିବା ନେତାଙ୍କୁ ମୋଦିଙ୍କ ପରାମର୍ଶ, ସମ୍ପୂର୍ଣ୍ଣ ଦେଶର ନଜର ଆପଣଙ୍କ ଉପରେ

ନୂଆଦିଲ୍ଲୀ,୯।୬: ରବିବାର ସନ୍ଧ୍ୟାରେ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟ ସହିତ ଶପଥ ଗ୍ରହଣ କରିବେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କ୍ୟାବିନେଟରେ ଯୋଗ ଦେଇଥିବା ଏମପିମାନଙ୍କ ସହ ଏକ ବୈଠକ କରିଥିଲେ। ଏହି ସମୟରେ ସେ ପ୍ରଥମ ଥର ପାଇଁ…

ମୋଦିଙ୍କ କ୍ୟାବିନେଟରେ ସାମିଲ ହେବାକୁ ମନାକଲେ ପ୍ରଫୁଲ୍ଲ ପଟେଲ

ନୂଆଦିଲ୍ଲୀ,୯।୬: ନରେନ୍ଦ୍ର ମୋଦି କ୍ୟାବିନେଟରେ ଯୋଗଦେବା ପାଇଁ ବହୁ ସମ୍ଭାବ୍ୟ ମନ୍ତ୍ରୀଙ୍କ ନାମ ଉପରେ ଆଲୋଚନା ହେଉଛି। ସେପଟେ ଏନସିପି (ଅଜିତ ପାୱାର ଦଳ) ନେତା ତଥା ରାଜ୍ୟ ସଭା ଏମପି ପ୍ରଫୁଲ୍ଲ ପଟେଲ ମନ୍ତ୍ରୀ ପଦ ଗ୍ରହଣ କରିବାକୁ ମନା…

ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ରାହୁଲ!

ନୂଆଦିଲ୍ଲୀ,୯।୬: ବରିଷ୍ଠ ସାମ୍ବାଦିକ ତଥା ତ୍ରୁଣମୂଳ କଂଗ୍ରେସ ରାଜ୍ୟ ସଭା ଏମପି ସାଗାରିକା ଘୋଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି।…

ଭାରତର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଦରମା କେତେ ?

ନୂଆଦିଲ୍ଲୀ,୯ା୬: ରବିବାର ସନ୍ଧ୍ୟା ୭.୧୫ ରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ। ଏହି ବିଶାଳ କାର୍ଯ୍ୟକ୍ରମ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବ। ସମାରୋହ ପୂର୍ବରୁ, ଆସନ୍ତୁ ଦେଖିବା ଭାରତରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri