Home Left

ନିଷ୍କ୍ରିୟ ବେଳେ ଫୁଟିଲା ବୋମା, ହାବିଲଦାର ମୃତ

କଟକ/ଫୁଲନଖରା,୧୪ା୬(କାର୍ତ୍ତିକ ସାହୁ/ସତ୍ୟ ରଞ୍ଜନ ଦାସମହାପାତ୍ର): କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ବ୍ରିଜ ନିକଟରେ ବୋମା ନିଷ୍କ୍ରିୟ ଦଳ ବୋମା ନିଷ୍କ୍ରିୟ କରୁଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ କଟକ ରିଜର୍ଭ ପୋଲିସର ବାଣ ନିଷ୍କ୍ରିୟ ଟିମ୍‌ର ହାବିଲଦାର…

ନୁଡୁଲ୍ସ ଉପରେ ଲାଗିଲା ବ୍ୟାନ

କୋପେନହାଗେନ,୧୪।୬: ଏବେ ମସଲାଯୁକ୍ତ ନୁଡୁଲ୍ସ ଅନେକ ଲୋକଙ୍କ ପାଇଁ ଏକ ପ୍ରିୟ ଖାଦ୍ୟ ହୋଇପାରିଛି । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଲୋକମାନେ ନୁଡୁଲ୍ସକୁ ବହୁତ ପସନ୍ଦ କରନ୍ତି। ଏବେ ଡେନମାର୍କର ଖାଦ୍ୟ ପ୍ରାଧିକରଣ ଦକ୍ଷିଣ କୋରିଆରେ ପ୍ରସ୍ତୁତ ନୁଡୁଲ୍ସ…

ଭାଜପାକୁ ଲାଗିପାରେ ବଡ଼ ଝଟ୍‌କା, ହାତ ଛାଡିଦେବେ ଏମ୍‌ପି: ଟିଏମ୍‌ସିର ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୪।୬: ଏଥର ଲୋକ ସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଛି। ତେବେ ଭାଜପା ନେତୃତ୍ୱରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି। କ୍ରମାଗତ ତୃତୀୟ ଥର ପାଇଁ ଏନଡିଏ ମଧ୍ୟ ନିଜ ସରକାର ଗଠନ କରିଛି। ନରେନ୍ଦ୍ର ମୋଦି…

ଏହି ଦିନ ସଂସଦରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ

ନୂଆଦିଲ୍ଲୀ,୧୪।୫: କେନ୍ଦ୍ର ବଜେଟ ୨୦୨୪ ଖୁବ୍‌ଶୀଘ୍ର ସଂସଦରେ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଜୁଲାଇ ୨୨ର ସଂସଦରେ ଉପସ୍ଥାପିତ ହେବ। ଏହା ବ୍ୟତୀତ ଜୁଲାଇ ୩ରେ ଅର୍ଥନୈତିକ ସର୍ଭେ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ସାଧାରଣ ନିର୍ବାଚନ…

ମେଡିକାଲ ଯାଞ୍ଚ୍‌ ବେଳେ ସ୍ତ୍ରୀ ମୋ ପାଖରେ ରହୁ: କୋର୍ଟରେ ଆଉ ଏକ ଆବେଦନ କଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧୪।୬: ଦିଲ୍ଲୀର ଅବକାରୀ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ରାଉସ ଆଭେନ୍ୟୁ କୋର୍ଟ ବର୍ତ୍ତମାନ ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଆବେଦନକୁ ଜୁନ ୧୯ରେ ଶୁଣାଣି କରିବେ।…

ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା:ଜାଣନ୍ତୁ କାହାକୁ ମିଳିଲା ଟିକେଟ୍‌

କୋଲକତା,୧୪।୬: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ରାଜ୍ୟରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଦଳ ପକ୍ଷରୁ ଶୁକ୍ରବାର ପ୍ରକାଶ ପାଇଛି। ତୃଣମୂଳ କଂଗ୍ରେସ କୃଷ୍ଣା କଲ୍ୟାଣୀଙ୍କୁ ରାଇଗଞ୍ଜ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିଛି।…

ଟିଏମସି ଏମପି ୟୁସୁଫ ପଠାନଙ୍କୁ ଝଟ୍‌କା

ଭଦୋଦରା,୧୪।୬: ଗୁଜରାଟରେ ଭାଜପା ଶାସିତ ଭଦୋଦରା ମ୍ୟୁନିସିପାଲ କର୍ପୋରେସନ (ଭିଏମସି) ପୂର୍ବତନ ଭାରତୀୟ କ୍ରିକେଟର ତଥା ଟିଏମସି ଏମପି ୟୁସୁଫ ପଠାନଙ୍କ ସମସ୍ୟାକୁ ବଢାଇ ଦେଇଛି। ମ୍ୟୁନିସିପାଲିଟି କର୍ପୋରେସନ ନିଜର ବୋଲି ଦାବି କରୁଥିବା ଏକ ଜମିରେ ଅଧିଗ୍ରହଣ ଅଭିଯୋଗରେ ୟୁସୁଫଙ୍କୁ…

ଏହି କାମ ଦେଖି ତାଜୁବ ହେଲେ ନୂଆ ମୁଖ୍ୟମନ୍ତ୍ରୀ: ମାଗିଲେ ଜବାବ

ଭୁବନେଶ୍ୱର,୧୪।୬: ଓଡ଼ିଶାରେ ନୂଆ ଭାଜପା ସରକାର ଆରମ୍ଭ ହୋଇଛି। ଶପଥ ନେବାର ଦିନକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ଶୁକ୍ରବାର ରାଜ୍ୟରେ ପ୍ରଶାସନିକ ଅବ୍ୟବସ୍ଥା ଦେଖି ତାଜୁବ ହୋଇଯାଇଛନ୍ତି ମୁଖ୍ୟମନ୍ତ୍ରୀ। ସମୀକ୍ଷା ବେଳେ ସରକାରୀ ବ୍ୟବସ୍ଥା…

ଖୁସିଖବର! ରାମଲଲାଙ୍କ ଦର୍ଶନ ହେବ ଆହୁରି ସହଜ

ପଞ୍ଚକୁଲା,୧୪।୬: ମୁଖ୍ୟମନ୍ତ୍ରୀ ନାୟବ ସିଂ ସୋନି କହିଛନ୍ତି ଯେ ଅଗଷ୍ଟରୁ ରାଜ୍ୟ ରାଜଧାନୀ ଚଣ୍ଡିଗଡ଼ ସମେତ ପାଞ୍ଚଟି ରାଜ୍ୟକୁ ହିସାରର ମହାରାଜା ଅଗ୍ରାସେନ ହିସାର ବିମାନବନ୍ଦରରୁ ବିମାନ ସେବା ଆରମ୍ଭ କରିବାକୁ ଯାଉଛି। ଗୁରୁବାର ହରାଜା ଅଗ୍ରାସେନ ବିମାନବନ୍ଦରରୁ ବିମାନ ଉଡ଼ାଣ…

କାଳବୈଶାଖୀରେ ଉଡ଼ିଗଲା ୫ ସ୍କୁଲର ଛପର, ଧ୍ୱଂସ ହେଲା ସ୍ମାର୍ଟ କ୍ଲାସ୍‌

ପାଟଣା,୧୪ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳିପଶି ଅଞ୍ଚଳରେ ଗୁରୁବାର ରାତିରେ କାଳବୈଶାଖୀ ତାଣ୍ଡବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବର୍ଷା ସାଙ୍ଗକୁ ପବନ ହେବାରୁ ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟ ୫-ଟି ରୂପାନ୍ତରିତ ହୋଇଥିବା ୯ମ ଓ ଦଶମ ଶ୍ରେଣୀର ସ୍ମାର୍ଟ…

ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କାର ସ୍ବପ୍ନ ଭାଙ୍ଗିଲା

ନୂଆଦିଲ୍ଲୀ,୧୪।୬: ଟି -୨୦ ବିଶ୍ୱକପ ୨୦୨୪ର ୨୭ତମ ମ୍ୟାଚରେ ବାଂଲାଦେଶ ନେଦରଲାଣ୍ଡକୁ ପରାସ୍ତ କରିଛି। ବାଂଲାଦେଶର ବିଜୟ ଯୋଗୁ ଶ୍ରୀଲଙ୍କାକୁ କ୍ଷତି ସହିବାକୁ ପଡ଼ିଛି। ଶ୍ରୀଲଙ୍କା ଦଳ ଟି-୨୦ ବିଶ୍ୱକପ ୨୦୨୪ର ସୁପର-୮ ରେସ୍‌ରୁ ବାଦ୍‌ ପଡ଼ିଛି। ଶ୍ରୀଲଙ୍କା ଏଥର ୩ଟି…

ଇସ୍ରାଏଲର ନିଦ ହଜାଇଲା ହିଜବୁଲ: ୨୫୦ରୁ ଅଧିକ ରକେଟ୍‌ ମାଡ଼

ଜେରୁଜେଲମ,୧୪।୬: ବର୍ତ୍ତମାନ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ହିଜବୁଲ ଇସ୍ରାଏଲକୁ ନିଦ ହଜାଇ ଦେଇଛି। ଇସ୍ରାଏଲର ଅନେକ ସାମରିକ ବେସ ଉପରେ ହିଜବୁଲ ପକ୍ଷରୁ ଆକ୍ରମଣ କରାଯାଇଛି। ଏହି କାରଣରୁ ବର୍ତ୍ତମାନ ମଧ୍ୟ ପୂର୍ବରେ ଏକ ବଡ଼ ଯୁଦ୍ଧ ହେବାର ଆଶଙ୍କା ରହିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri