ଗାଁ ପଡ଼ିଆରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ
ମାଲକାନଗିରି,୧୫।୧୦: ମାଲକାନଗିରି ଥାନା ଏମ୍ଭି-୮ ଗାଁ ନିକଟ ପଡ଼ିଆରୁ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ଯୋଜନା ମୁତାବକ ପୁଅକୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଗାଁ ନିକଟ…
ବାଂଲାଦେଶର ପୋଲ ଖୋଲିଦେଲା ଭାରତ! ରାଗିଗଲେ ୟୁନୁସ ସରକାର, କହିଲେ…
ଢାକା,୧୫।୧୦: ଭାରତର ଅଭିଯୋଗ ଉପରେ ବାଂଲାଦେଶର ଅନ୍ତରୀଣ ସରକାର ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ଅନ୍ତରୀଣ ସରକାରଙ୍କ ତରଫରୁ କୁହାଯାଇଛି ଯେ ବାଂଲାଦେଶରେ ହିନ୍ଦୁ ଏବଂ ମନ୍ଦିରଗୁଡିକର ସୁରକ୍ଷା ସମ୍ପର୍କରେ ଭାରତ ଦେଇଥିବା ବିବୃତ୍ତି ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଅନାବଶ୍ୟକ। ଦେଶରେ ଏପରି…
ଲାଇଭ୍ ମ୍ୟାଚ୍ ସମୟରେ ପଡ଼ିଆରେ ଭୋ ଭୋ ହୋଇ କାନ୍ଦିଲେ ଅଧିନାୟକ: ଜାଣନ୍ତୁ କାହିଁକି
ଦୁବାଇ,୧୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପାକିସ୍ତାନ ଅଧିନାୟକ ଫାତିମା ସନା କାନ୍ଦୁଥିବା ଦେଖିବାକୁ ମିଳିଥିଲା। ସେ ନ୍ୟୁଜିଲାଣ୍ଡ ବିପକ୍ଷି ମ୍ୟାଚ ପୂର୍ବରୁ ସେ ତାଙ୍କ ପିତାଙ୍କୁ ହରାଇଥିଲେ। ଏହି କାରଣରୁ ସେ ଟୁର୍ନାମେଣ୍ଟରେ ଶେଷ ମ୍ୟାଚ ଖେଳି ନ ଥିଲେ, କାରଣ…
ପ୍ରେମିକା ପାଇଁ ୮ ମହଲାରୁ ଡେଇଁପଡ଼ିଲେ ଯୁବ ଇଞ୍ଜିନିୟର: ଶେଷ ଚିଠିରେ ଲେଖିଥିଲେ…
୧୫।୧୦: ରାଜଧାନୀ ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରୁ ଜଣେ ଯୁବ ଇଞ୍ଜିନିୟର ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ୮ ମହଲାରୁ ଡେଇଁ ଜୀବନ ହାରିଛନ୍ତି ଖାରବେଳନଗର ଚନ୍ଦ୍ରମା କମ୍ପ୍ଲେକ୍ସ ଆପାର୍ଟମେଣ୍ଟରେ ରହୁଥିବା ରୋନିତ ଜେନା। ପ୍ରେମରେ ବିଫଳ ହୋଇ ରୋନିତ ଜୀବନ ହାରଥିବା…
ଭସାଣିବେଳେ ଛୁରାମାଡ଼: ଜଣେ ନାବାଳକଙ୍କ ଚାଲିଗଲା ଜୀବନ
ନବରଙ୍ଗପୁର,୧୫।୧୦(ସଦାଶିବ ପ୍ରହରାଜ): ନବରଙ୍ଗପୁର ସହରରେ ଛୁରାମାଡ଼l ଦୁର୍ଗା ମା’ଙ୍କ ଭସାଣିବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ବିଳମ୍ବିତ ରାତିରେ ଗଣ୍ଡଗୋଳ। ଛୁରାମାଡ଼ରେ ଗୋଟିଏ ଗୋଷ୍ଠୀର ଜଣେ ନାବାଳକ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ମୃତ ହୋଇଥିବାବେଳେ ଅନ୍ୟ ଜଣେ ନାବାଳକ…
ପରମ୍ପରା,ସଂସ୍କୃତିକୁ ବଜାୟ ରଖିଛି ପୌରାଣିକ ନାଟକ: ରାମାୟଣ ଦେଖିବାକୁ ପ୍ରବଳ ଭିଡ଼
ରାଇକିଆ,୧୫।୧୦(ପ୍ରଦୀପ ବେହେରା): ଯୁଗ ବଦଳିଛି, ତଥାପି ଆଧୁନିକତାର ସ୍ପର୍ଶ ଛୁଇଁ ପାରିନି ପୌରାଣିକ ନାଟକର ସଂସ୍କୃତି ଓ ପରମ୍ପରାକୁ । ଏବେବି ଚମକ ବଜାୟ ରଖିଛି ପୌରାଣିକ ନାଟକ । କନ୍ଧମାଳ ଜିଲା ରାଇକିଆଠାରେ ଦଶହରା ପୂଜା ଅବସରରେ ରାମାୟଣ ନାଟକ…
ଭାରତ ବିପକ୍ଷ ଟେଷ୍ଟ ସିରିଜ୍ର ଗୋଟିଏ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟ୍କା
ନୂଆଦିଲ୍ଳୀ,୧୫।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଆସନ୍ତାକାଲି ଅର୍ଥାତ୍ ବୁଧବାର, ଅକ୍ଟୋବର ୧୬ରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ର ଗୋଟିଏ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଦ୍ରୁତ ବୋଲର ବେନ ସିଆର୍ସଙ୍କ ରୂପରେ ଏକ ବଡ଼ ଝଟକା…
ମିସାଇଲ ମ୍ୟାନଙ୍କୁ ଛତ୍ରପୁରଠାରେ ଶ୍ରଦ୍ଧାଞ୍ଜଳି
ଛତ୍ରପୁର,୧୫।୧୦(ଦିଲ୍ଲୀପ ସାମଲ): ରାଧେଶ୍ୟାମ ଫାଉଣ୍ଡେଶନ ଅଣ୍ଡ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସଭାପତି ତଥା ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ରଙ୍କ ପୌରହିତ୍ୟରେ ମିଶାଇଲ ମ୍ୟାନ, ଭାରତ ରତ୍ନ ପ୍ରାପ୍ତ ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଡ଼ ଏପି ଜେ ଅବଦୁଲ କଲାମଙ୍କ ୯୩…
ଭାରତ ବିରୋଧରେ ବିଷ ଓଗାଳିଲା କାନାଡ଼ା: ବୈଦେଶିକ ମନ୍ତ୍ରୀ କହିଲେ, ଆମ ପାଖରେ ପ୍ରମାଣ ଅଛି
ନୂଆଦିଲ୍ଲୀ,୧୫/୧୦: ଭାରତ ଓ କାନାଡା ମଧ୍ୟରେ ତିକ୍ତତା ଏକ ନୂତନ ସ୍ତରରେ ପହଞ୍ଚିଛି। କାନାଡାର ୬ ଜଣ କୂଟନୀତିଜ୍ଞଙ୍କୁ ଭାରତ ସୋମବାର ବହିଷ୍କାର କରିଛି। ଏହାବ୍ୟତୀତ ଭାରତ କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କରିବା ସହ ଅନ୍ୟ କୂଟନୀତିଜ୍ଞ ଓ ଅଧିକାରୀମାନଙ୍କୁ ଟାର୍ଗେଟ…
ହଠାତ୍ ବିସିସିଆଇ ନେଲା ବଡ଼ ନିଷ୍ପତ୍ତି: କ୍ରିକେଟରୁ ହଟିଲା ଏହି ନିୟମ
ନୂଆଦିଲ୍ଲୀ,୧୫/୧୦:ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଇମ୍ପାକ୍ଟ ପ୍ଲେୟାର ନିୟମକୁ ଉଚ୍ଛେଦ କରିବାକୁ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ଆଗାମୀ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଇମ୍ପାକ୍ଟ ପ୍ଲେୟର ନିୟମ କୌଣସି ପ୍ରକାରେ ଲାଗୁ ହେବ ନାହିଁ ବୋଲି ସମସ୍ତ ରାଜ୍ୟ…
ବିଷ୍ଣୋଇ ଗ୍ୟାଙ୍ଗ ଆମକୁ ନାକେଦମ କରିଦେଲା…, ଟ୍ରୁଡୋ ନେଲେ ଗ୍ୟାଙ୍ଗଷ୍ଟରର ସାହାରା!
ଓଟାଓ୍ବା/ନୂଆଦିଲ୍ଲୀ,୧୫।୧୦: କାନାଡା ଭାରତ ସହ ସମ୍ପର୍କକୁ ନଷ୍ଟ କରିଦେଇଛି। ଜଷ୍ଟିନ ଟ୍ରୁଡୋ ସରକାରଙ୍କ ଖାଲିସ୍ତାନି ପ୍ରେମ ଏତେ ବଢି ଯାଇଛି ଯେ ସେ କୂଟନୈତିକ ସମ୍ପର୍କକୁ ଆଦୌ ଗୁରୁତ୍ୱ ଦେଉ ନାହାଁନ୍ତି। ଏହି କାରଣରୁ ଜଷ୍ଟିନ ଟ୍ରୁଡୋ ଏବଂ ତାଙ୍କ ସରକାର…
ରେରା ଆଇନ ହେବ ସଂଶୋଧନ
ସମ୍ବଲପୁର,୧୫।୧୦(ପ୍ରମୋଦ ବହିଦାର):ରେରା ଆଇନ ହେବ ସଂଶୋଧନ। ଆବଶ୍ୟକସ୍ଥଳେ ସମ୍ପୂର୍ଣ୍ଣ ଜମି ବଦଳରେ କିଛି ଅଂଶକୁ ଜମି ମାଲିକମାନେ ବିକ୍ରି କରିପାରିବେ। ସୋମବାର ସମ୍ବଲପୁର ସହକାରୀ ଉପନିବନ୍ଧକ(ଡିଏସ୍ଆର୍)ଙ୍କ କାର୍ଯ୍ୟାଳୟ ପରିଦର୍ଶନ ଅବସରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହା…

