କନ୍ଦନ ମୁର୍ମୁଙ୍କୁ ଗୁରୁଦାୟିତ୍ୱ
ଭୁବନେଶ୍ୱର, ୧୯।୬(ତପନ ସ୍ବାଇଁ): ଅଲ୍ ଇଣ୍ଡିଆ ପୋଲିସ (ଏଆଇପି) ଜୁଡୋ କ୍ଲଷ୍ଟର ଚାମ୍ପିୟନଶିପ୍ ଚଳିତମାସ ୨୪ରୁ ୩୦ ପର୍ଯ୍ୟନ୍ତ ଆସାମର ଗୁଆହାଟୀରେ ଅନୁଷ୍ଠିତ ହେବ। ଜୁଡୋ ଫେଡେରେଶନ ଅଫ୍ ଇଣ୍ଡିଆ ପକ୍ଷରୁ ଓଡ଼ିଶାର କନ୍ଦନ ମୁର୍ମୁଙ୍କୁ ଏହି ପ୍ରତିଯୋଗିତା ପାଇଁ ଜୁରିଭାବେ…
କେବେ ଘୋଷଣା ହେବ କଂଗ୍ରେସ ବିଧାୟକ ଦଳ ନେତା: ପ୍ରଭାରୀ କଲେ ଘୋଷଣା
ଭୁବନେଶ୍ୱର, ୧୯।୬(ସୁନିତ୍ ମିଶ୍ର):ଆସନ୍ତା ୩ରୁ ୪ ଦିନ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା କିଏ ହେବେ ତାହା ଘୋଷଣା ହୋଇଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ପ୍ରଭାରୀ ଅଜୟ କୁମାର କହିଛନ୍ତି। ଅନ୍ୟପଟେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ…
ଲିଗ୍ ପର୍ଯ୍ୟାୟ ଶେଷ, ଆଜିଠୁ ସୁପର-୮
ଗ୍ରସ୍ ଆଇଲେଟ୍,୧୯ା୬(ପି.ଟି.): ଟି୨୦ ବିଶ୍ୱକପ୍ର ଲିଗ୍ ପର୍ଯ୍ୟାୟ ମଙ୍ଗଳବାର ଶେଷ ହୋଇଛି। ନିକୋଲାସ୍ ପୁରନଙ୍କ ୯୮ ରନ୍ ବଳରେ ଆଫଗାନିସ୍ତାନକୁ ୧୦୪ ରନ୍ରେ ପରାସ୍ତ କରିଛି ଓ୍ବେଷ୍ଟଇଣ୍ଡିଜ୍। ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ୍ ୨୦ ଓଭରରେ ୫ ଉଇକେଟ ହରାଇ ୨୧୮…
ମ୍ୟାଗି ବିକ୍ରିରେ ଭାରତ ୧ ନମ୍ବର
ଭୁବନେଶ୍ୱର,୧୯।୬(ଅନୁରାଧା ମହାରଣା): ୨ ମିନିଟ୍ରେ ପ୍ରସ୍ତୁତ ହୋଇଯାଉଥିବା ମ୍ୟାଗି ନୁଡୁଲ୍ସ ଭାରତରେ ରେକର୍ଡ ପରିମାଣର ବିକ୍ରି ହୋଇଛି। ନେସ୍ଲେ ଇଣ୍ଡିଆ ଅନୁଯାୟୀ ମ୍ୟାଗି ପାଇଁ ଭାରତ ସବୁଠୁ ବଡ଼ ବଜାରରେ ପରିଣତ ହୋଇଛି। କମ୍ପାନୀ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତରେ ପ୍ରାୟ…
ସର୍ବୋଚ୍ଚ ସ୍ତରରେ ସେନ୍ସେକ୍ସ
ନୂଆଦିଲ୍ଲୀ,୧୯।୬(ଅଭୟ ଦାଶ): ସାଧାରଣ ନିର୍ବାଚନ ଫଳାଫଳ ପରେ ଘରୋଇ ଶେୟାର ବଜାର କାରବାରରେ କ୍ରମାଗତ ଭାବେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏପରିକି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବା ବିଏସ୍ଇ ସେନ୍ସେକ୍ସ ଅଲ ଟାଇମ ହାଇ ବା ସର୍ବୋଚ୍ଚସ୍ତର (୭୭,୩୪୭ ଅଙ୍କ) ରେ…
ଏନ୍ଇଇଟି ଅନିୟମିତତା ମାନିନିଅ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୯ା୬: ଚଳିତ ବର୍ଷର ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍ଇଇଟି)-ୟୁଜି ପରୀକ୍ଷା ପରିଚାଳନାର ଯେକୌଣସି ଭାଗରେ ଯଦି ୦.୦୦୧ ପ୍ରତିଶତ ଅବହେଳା ହୋଇଥାଏ, ତେବେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ହେଲେ ଠିକ୍ ସମୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
୫୦ବର୍ଷକୁ ଲକ୍ଷ୍ୟ ରଖି ୫ ବର୍ଷରେ ଯୋଜନା: ମୁଖ୍ୟମନ୍ତ୍ରୀ
ବରଗଡ଼,୧୯।୬(ପ୍ରେମାନନ୍ଦ ଖମାରୀ):ଗତ ୨୪ବର୍ଷ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ତ ଦୂରର କଥା, ୨୪ ବର୍ଷର ସମସ୍ୟା ମଧ୍ୟ ପଡ଼ି ରହିଛି। ରାଜ୍ୟରେ ଶାସନକୁ ଆସିବା ପୂର୍ବରୁ ଭାଜପା ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା ତାହା ପାଳନ କରାଯିବ। ଶପଥ ପାଠ ସରିବାର ଅଳ୍ପ…
ରେଳମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ଖାର୍ଗେ
ନୂଆଦିଲ୍ଲୀ,୧୯ା୬: କେନ୍ଦ୍ର ସରକାର ଭାରତୀୟ ରେଲଓ୍ବେକୁ ଧ୍ୱଂସ କରିବାରେ ଲାଗିଛନ୍ତି। ଏଥିଯୋଗୁ ଦେଶରେ ବାରମ୍ବାର ଟ୍ରେନ୍ ଦୁର୍ଘଟଣା ଘଟୁଥିବା ଦର୍ଶାଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛନ୍ତି। କାଞ୍ଚନଜଙ୍ଗା ଟ୍ରେନ୍ ଦୁର୍ଘଟଣ ସ୍ଥଳକୁ…
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨୨ ଅଫିସରଙ୍କୁ ବଦଳି
ଭୁବନେଶ୍ୱର,୧୯ା୬(ଅନିଲ ଦାସ):ସରକାର ବଦଳିବା ପରେ ନୂଆ ସରକାର ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି ଥିବା ଅଫିସରମାନଙ୍କୁ ଅନ୍ୟ ବିଭାଗକୁ ବଦଳି କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନୂଆ ମୁଖ୍ୟମନ୍ତ୍ରୀଙ୍କୁ ତୃତୀୟ ମହଲା ଆବଣ୍ଟିତ ହେବା ପରେ ସେଠାରେ ଥିବା ସଚିବାଳୟ ସେବା…
୧.୨୫ ଲକ୍ଷ ସୁରକ୍ଷା ପଦବୀ ଖାଲି
ନୂଆଦିଲ୍ଲୀ,୧୯ା୬(ପି.ଟି.): ଭାରତୀୟ ରେଲଓ୍ବେର ସୁରକ୍ଷା ବର୍ଗରେ ମଞ୍ଜୁରୀପ୍ରାପ୍ତ ୧୦ ଲକ୍ଷ ପଦବୀ ମଧ୍ୟରୁ ୧.୫ ଲକ୍ଷରୁ ଊର୍ଦ୍ଧ୍ୱ ଖାଲିପଡ଼ିଛି। ସୂଚନା ଅଧିକାର (ଆର୍ଟିଆଇ) ଆଇନ ବଳରେ ଗତ ମାର୍ଚ୍ଚରେ ରେଳ ମନ୍ତ୍ରଣାଳୟରୁ ହସ୍ତଗତ ତଥ୍ୟରୁ ଏହା ଜଣାପଡ଼ିଛି। ଅଧିକାରୀମାନେ ଟ୍ରେନ୍ଗୁଡ଼ିକର ସୁରକ୍ଷାକୁ…
୨୦ରେ ବାଚସ୍ପତି ନିର୍ବାଚନ, ଆଜି ନାମାଙ୍କନ
ଭୁବନେଶ୍ୱର,୧୯ା୬(ସୁନିତ୍ ମିଶ୍ର):୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ସମସ୍ତ ବିଧାୟକ ବିଧାନସଭାରେ ଶପଥ ନେଇଛନ୍ତି। ଯେଉଁମାନେ ଶପଥ ନେଇନାହାନ୍ତି ସେମାନେ ବୁଧବାର ନେବେ। ଆସନ୍ତା ୨୦ ତାରିଖରେ ରାଜ୍ୟରେ ନୂଆ ବାଚସ୍ପତି ପଦ ଲାଗି ନିର୍ବାଚନ ହେବ। ଏହି ପଦବୀ ଲାଗି ବୁଧବାର…
ଏଣିକି ଟ୍ରାନ୍ସଜେଣ୍ଡରଙ୍କୁ ସରକାରୀ ଚାକିରୀରେ ମିଳିବ ୧% ସଂରକ୍ଷଣ
କୋଲକାତା,୧୮।୬: ଏଣିକି ପଶ୍ଚିମବଙ୍ଗରେ ସରକାରୀ ଚାକିରି କ୍ଷେତ୍ରରେ ଟ୍ରାନ୍ସଜେଣ୍ଡର ସମୁଦାୟଙ୍କୁ ୧% ସଂରକ୍ଷଣ ମିଳିବ। ଏନେଇ ମଙ୍ଗଳବାର କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୃଣାଳ ବାରିକ ବନାମ ପଶ୍ଚିମବଙ୍ଗ ରାଜ୍ୟ ଏବଂ ଅନ୍ୟ ମାମଲାରେ ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ…
Archives


