Home Left

କଂଗ୍ରେସକୁ ବଡ଼ ଝଟ୍‌କା, ଇସ୍ତଫା ଦେଲେ…

ଚଣ୍ଡିଗଡ଼,୧୮।୬: ହରିୟାଣା କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ଝିଅଙ୍କୁ ଟିକେଟ ମିଳିଲା ନାହିଁ ବୋଲି ଦଳ ଛାଡ଼ି ଭାଜପାରେ ସାମିଲ ହେବାକୁ ଯାଉଛନ୍ତି ବରିଷ୍ଠ ନେତ୍ରୀ କିରଣ ଚୌଧୁରୀ। ସେ ଲୋକ ସଭା ନିର୍ବାଚନରେ ଭିବାନୀ-ମହେନ୍ଦ୍ରଗଡ଼ ଆସନରୁ ଝିଅ ତଥା ପୂର୍ବ…

ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଲା ଇରାନ: ୪ ମୃତ, ୧୨୦ ଆହତ

ତେହରାନ,୧୮।୬: ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଲା ଇରାନ। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୯ ରହିଥିଲା। ତେବେ ରଜାଭି ଖୋରାସାନ ପ୍ରଦେଶର କଶ୍ମୀର କାଉଣ୍ଟିଂରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ ଅତିକମ୍‌ରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୦ରୁ ଅଧିକ…

ମୁମ୍ବାଇର ୫୦ରୁ ଅଧିକ ଡାକ୍ତରଖାନାକୁ ବୋମାରେ ଉଡାଇ ଦେବାକୁ ଧମକ, ଆଲର୍ଟରେ ପୋଲିସ

ମୁମ୍ବାଇ,୧୮।୬: ମହାରାଷ୍ଟ୍ର ମୁମ୍ବାଇ ସହରର ଅନେକ ଡାକ୍ତରଖାନାକୁ ବୋମା ଯୋଗେ ଉଡ଼ାଇ ଦେବାକୁ ଧମକ ମିଳିଛି। ଏହାପରେ ମୁମ୍ବାଇ ପୋଲିସ ଆଲର୍ଟ ହେବା ସହ ସମସ୍ତ ସ୍ଥାନଗୁଡ଼ିକର ଯାଞ୍ଚ କରୁଛି। ତେବେ ଏଯାବତ ଡାକ୍ତରଖାନାରୁ ସେଭଳି କିଛି ସନ୍ଦେହଜନକ ମିଳିନାହିଁ। ରିପୋର୍ଟ…

ଗଞ୍ଜାମ ଗାର୍ଲସ ହାଇସ୍କୁଲ ଚୋରି ମାମଲା,ଦୁଇ ଗିରଫ

ଗଞ୍ଜାମ,୧୮।୬(ବିଦ୍ୟାଧର ସାହୁ )ଗଞ୍ଜାମ ସହର ସ୍ଥିତ ଷ୍ଟେସନ ରୋଡ଼ ଠାରେ ଥିବା ଗଞ୍ଜାମ ବାଳିକା ଉଚ୍ଚ ବିଦ୍ୟାଳୟରୁ ଗତ ଦୁଇଦିନ ତଳେ ସ୍କୁଲର ଇନଭାଇରଟର ବେଟେରି, ଶିଶିକ୍ୟାମେରା ଆଦି ଚୋରି ହୋଇଥିଲା । ଏନେଇ ସୋମବାର ସ୍କୁଲ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ…

ଅଶାନ୍ତ ବାଲେଶ୍ୱର: ପୁଣି ବଢିଲା କର୍ଫ୍ୟୁ ଅବଧି

ବାଲେଶ୍ୱର,୧୮।୬(ମାନସ ବିଶ୍ବାଳ ): ବାଲେଶ୍ୱରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ସହରରେ କର୍ଫ୍ୟୁ ଅବଧି ବଢାଯାଇଛି। ବାଲେଶ୍ବର ପୌରାଞ୍ଚଳରେ ୧୯ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରାଯାଇଛି। କର୍ଫ୍ୟୁ ବୃଦ୍ଧି ନେଇ ବାଲେଶ୍ବର ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି।…

ପିଏମ୍‌ କିଶାନ ଯୋଜନାରେ ଗଞ୍ଜାମର ୨.୬୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଗଲା ୨ହଜାର ଟଙ୍କା

ଛତ୍ରପୁର, ୧୮।୬(ଦିଲୀପ ସାମଲ/ସନ୍ତୋଷ ପାଢ଼ୀ )- ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମେ ପିଏମ୍‌ କିଷାନ ସମ୍ମାନ ନିଧି ପ୍ରଦାନ ସମ୍ବନ୍ଧୀୟ ଫାଇଲରେ ଦସ୍ତଖତ କରିଥିଲେ । ମଙ୍ଗଳବାର ପ୍ରଧାନମନ୍ତ୍ରୀ…

ଆକାଉଣ୍ଟକୁ ଆସିନାହିଁ କି ପିଏମ୍‌ କିଶାନ ଟଙ୍କା? ଏଠାରେ କରନ୍ତୁ ଅଭିଯୋଗ, ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପିଏମ୍‌ କିଶାନ ସମ୍ମାନ ନିଧି ଯେଜନାର ୧୭ତମ କିସ୍ତି ଜାରି କରିଛନ୍ତି। ଦେଶର ପ୍ରାୟ ୯.୨୬ କୋଟି କୃଷକଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଯାଇଛି। ତେବେ ଯଦି କୌଣସି କାରଣରୁ କାହା ଆକାଉଣ୍ଟକୁ ଟଙ୍କା…

ଟିମ୍‌ ଇଣ୍ଡିଆ ହେଡ୍‌ କୋଚ୍‌ ପାଇଁ ସାକ୍ଷାତକାର ଦେଲେ ଗମ୍ଭୀର, ଖୁବ୍‌ଶୀଘ୍ର ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୧୮।୬: ଟିମ୍‌ ଇଣ୍ଡିଆର ଆଗାମୀ ହେଡ୍‌ କୋଚ୍‌ ହେବେ ଗୌତମ ଗମ୍ଭୀର। ଏହା ସ୍ପଷ୍ଟ ହୋଇଥିଲେ ହେଁ କୋଚ୍‌ ନିଯୁକ୍ତି ନେଇ ସମସ୍ତ ପ୍ରକ୍ରିୟାକୁ ଅନୁସରଣ କରୁଛି ବିସିସିଆଇ। ଏକମାତ୍ର ଆବେଦନକାରୀ ହୋଇଥିଲେ ହେଁ ଗମ୍ଭୀରଙ୍କ ସାକ୍ଷାତକାର ନିଆଯାଉଛି। ମଙ୍ଗଳବାର ଗମ୍ଭୀର…

ଲକ୍ଷ୍ମୀ ବସ୍‌ ଧକ୍କାରେ ମୃତକଙ୍କ ପରିବାରକୁ ମିଳିଲା ସହାୟତା

ଧରାକୋଟ,୧୮ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ତଥା ବଡ଼ଗଡ଼ ଥାନା ଅଧୀନ ମଛାକୋଟ ପଞ୍ଚାୟତ ଘାଇ ଛକଠାରେ ଲକ୍ଷ୍ମୀ ବସ୍‌ ଧକ୍କାରେ କାର୍ତ୍ତିକ ନାୟକଙ୍କ ମତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ…

ୟୁରୋ କପ୍‌ ଫୁଟବଲ ଫ୍ରାନ୍ସ, ସ୍ଲୋଭାକିଆ ବିଜୟୀ: ମ୍ୟାଚ୍‌ରେ ଆହତ ହୋଇଛନ୍ତି ଏମ୍‌ବାପେ

ଡସେଲ୍‌ଡର୍ଫ,୧୮ା୬: ଜର୍ମାନରେ ଅନୁଷ୍ଠିତ ୟୁରୋ କପ୍‌ ଫୁଟବଲ ୨୦୨୪ରେ ଫ୍ରାନ୍ସ ଓ ସ୍ଲୋଭାକିଆ ବିଜୟୀ ହୋଇଛନ୍ତି। ମାକ୍ସିମିଲିଆନ୍‌ ଓବରଙ୍କ ଆତ୍ମଘାତୀ ଗୋଲ ବଳରେ ଫ୍ରାନ୍ସ ୧-୦ରେ ଅଷ୍ଟ୍ରିଆକୁ ପରାସ୍ତ କରି ଏହାର ଅଭିଯାନ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ଶକ୍ତିଶାଳୀ ବେଲଜିୟମକୁ…

ଏସିଆର ତୃତୀୟ ଦେଶ ଭାବେ ସମଲିଙ୍ଗୀ ବିବାହକୁ ଅନୁମତି ଦେବ ଥାଇଲାଣ୍ଡ, ପାରିତ ହେଲା…

ବ୍ୟାଙ୍କକ୍‌,୧୮।୬: ଏଣିକି ଥାଇଲାଣ୍ଡରେ ମଧ୍ୟ ସମଲିଙ୍ଗୀ ବିବାହ ବୈଧ ହୋଇଯିବ। ଏହାର ନ୍ୟାଶନାଲ ଆସେମ୍ଲିରେ ଏନେଇ ଜଡ଼ିତ ବିଧେୟକ ପାରିତ ହୋଇଛି। ଏବେ ଥାଇଲାଣ୍ଡର ରାଜା ମହା ବଜିରାଲୋକୋର୍ନ ମଞ୍ଜୁରୀ ଦେବା ପରେ ଏହି ବିବାହକୁ ଆଇନଗତ ମାନ୍ୟତା ମିଳିବ। ଥାଇଲାଣ୍ଡରେ…

ଏମ୍‌କେସିଜି ଶିଶୁ ବିଭାଗରେ ୪ ଡିପ୍‌ଥେରିଆ ରୋଗୀ

ବ୍ରହ୍ମପୁର,୧୮ା୬(ସୁବାସ ଚନ୍ଦ୍ର ପାଢ଼ୀ): ରାୟଗଡ଼ା ଓ କୋରାପୁଟ ଜିଲାରେ ଡିପ୍‌ଥେରିଆ ରୋଗରେ ଆକ୍ରାନ୍ତ ୪ ଶିଶୁଙ୍କ ବର୍ତ୍ତମାନ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମ୍‌କେସିଜି)ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ଚାଲିଛି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri