Home Left

ଚିନ୍ତା ବଢାଉଛି ଡିପଥେରିଆ ସଂକ୍ରମଣ, ଆଜିଠୁ ବୁଷ୍ଟର ଡୋଜ ଟିକାକରଣ, ଏହିମାନେ ନେଇପାରିବେ ଟିକା

ଭୁବନେଶ୍ୱର,୧୯।୬: ଓଡ଼ିଶାରେ ଡିପଥେରିଆ ସଂକ୍ରମଣ ଚିନ୍ତା ବଢାଉଛି। ଗୋଟିଏ ପରେ ଗୋଟିଏ ଜିଲାକୁ ମାଡ଼ି ଚାଲିଛି ଏହି ରୋଗ। ରାୟଗଡା ପରେ ଏବେ କୋରାପୁଟ ଓ କଳାହାଣ୍ଡି ଜିଲାରେ ଡିପଥେରିଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏଥିରେ ୫ ଜଣଙ୍କ…

ଏନ୍‌ଡିଏର ଖେଳ ବିଗାଡିଦେଲା ଇଣ୍ଡିଆ ମେଣ୍ଟ: ଟିଡିପିକୁ ଦେଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୧୯।୬: କିଏ ହେବେ ଆଗାମୀ ଲୋକ ସଭା ବାଚସ୍ପତି? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଚାଲିଛି। ଯେକୌସି ଭାବେ ବାଚସ୍ପତି ଚେୟାର ନିଜ ପାଖରେ ରଖିବାକୁ ଭାଜପା ଚାହୁଁଛି ଏବଂ ଏଥିପାଇଁ ଦଳ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଏନଡିଏ…

ଟି-୨୦ ବିଶ୍ୱକପ ଚାଲିଥିବାବେଳେ ହଠାତ୍‌ ଅଧିନାୟକ ପଦ ଛାଡିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୯।୬: ଆଇସିସି ଟି-୨୦ ବିଶ୍ୱକପ ୨୦୨୪ରେ, କେନ ୱିଲିୟମସନଙ୍କ ଅଧିନାୟକତ୍ୱରେ ନ୍ୟୁଜିଲାଣ୍ଡ ଦଳ ସୁପର ୮ରେ ମଧ୍ୟ ନିଜ ସ୍ଥାନ ସୁରକ୍ଷିତ କରିବାରେ ସଫଳ ହୋଇପାରିଲା ନାହିଁ। ଏହି ଟୁର୍ନାମେଣ୍ଟରେ ଗ୍ରୁପ ସିର ଅଂଶବିଶେଷ କିୱି ଦଳକୁ ପ୍ରଥମ ଦୁଇଟି ମ୍ୟାଚରେ…

ଦନ୍ତା ହାତୀର ମୃତହେଦ ଉଦ୍ଧାର: ମାରି ଦିଆଯାଇଥିବା ସନ୍ଦେହ

ହାଟଡିହୀ,୧୯।୬(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଧୀନ ଆଶ୍ରମ ସ୍କୁଲ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ବାଡ଼ି ନିକଟରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ଉକ୍ତ ହାତୀଟି ହଦଗଡରୁ ଆସି ଏoହି ଅଞ୍ଚଳରେ ଚଳପ୍ରଚଳ କରୁଥିଲା।…

ଅଫିସର୍‌ଙ୍କୁ ଏମିତି କହି ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୬: ଓଡ଼ିଶା ଚାଷୀଙ୍କୁ ପିଏମ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ବରଗଡ଼ ଗସ୍ତରେ ଯାଇ ସେଠାକାର କିଛି ଚାଷୀଙ୍କୁ ପିଏମ କୃଷକ ସମ୍ମାନ ନିଧି ଯୋଜନାରେ ଅର୍ଥରାଶି ପ୍ରଦାନ କରିଛନ୍ତି । ଏହି…

ମନ୍ତ୍ରୀଙ୍କୁ ମିଳିଲା ଚାମ୍ବର:ଜାଣନ୍ତୁ କିଏ କେଉଁଠି ବସିବେ

ଭୁବନେଶ୍ୱର,୧୯ା୬(ଅନିଲଦାସ):ଭାଜପା ସରକାରର ମନ୍ତ୍ରୀମାନଙ୍କୁ ମଙ୍ଗଳବାର ଲୋକସେବା ଭବନରେ ଅଫିସ କାର୍ଯ୍ୟ ପାଇଁ ରୁମ୍‌ ଆବଣ୍ଟିତ ହୋଇଛି। ମନ୍ତ୍ରିମଣ୍ଡଳର ୧୫ ଜଣ ମନ୍ତ୍ରୀଙ୍କୁ ଲୋକସେବା ଭବନ ମନ୍ତ୍ରୀ କରିଡ଼ରର ପ୍ରଥମ ଓ ଦ୍ୱିତୀୟ ମହଲାରେ କାର୍ଯ୍ୟାଳୟ ପାଇଁ ରୁମ ମିଳିଛି। ତୃତୀୟ ମହଲାରେ…

ଆଜି ବିଜେଡିର ବିଧାୟକ ଦଳ ବୈଠକ

ଭୁବନେଶ୍ୱର, ୧୯।୬(ସୁନିତ୍‌ ମିଶ୍ର):ବିଜେଡି ବିଧାୟକ ଦଳ ବୈଠକ ବୁଧବାର ଅପରାହ୍ନ ସାଢେ ୪ଟା ସମୟରେ ଶଙ୍ଖ ଭବନଠାରେ ଅନୁଷ୍ଠିତ ହେବ। ଏଥିରେ ଦଳର ସମସ୍ତ ୫୧ ବିଧାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମସ୍ତଙ୍କ ଉପସ୍ଥିତିରେ କାହାକୁ ବିରୋଧୀ ଦଳ ନେତା କରାଯିବ…

ଓଡ଼ିଶାର ପ୍ରତୀକଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୬(ତପନ ସ୍ବାଇଁ): ଛତିଶଗଡ଼ର ବିଳାସପୁରସ୍ଥିତ ବାହତରାଇ ଆଥଲେଟିକ୍ସ ଷ୍ଟାଡିୟମରେ ସୋମବାର ଶେଷ ହୋଇଥିବା ୧୯ଶ ଜାତୀୟ ଯୁବ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଶାର ପ୍ରତୀକ ମହାରଣା। ତୃତୀୟ ତଥା ଅନ୍ତିମ ଦିବସରେ ଅନୁଷ୍ଠିତ ବାଳକ ୨୦୦…

ଆର୍ମେନିଆରେ ଟାଇଟଲ ଜିତିଲେ ଏରିଗାସି

ନୂଆଦିଲ୍ଲୀ, ୧୯ା୬(ପି.ଟି.): ଭାରତୀୟ ଗ୍ରାଣ୍ଡମାଷ୍ଟର ଅର୍ଜୁନ ଏରିଗାସିଙ୍କଠାରୁ ଆଉ ଏକ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଆର୍ମେନିଆର ଜର୍ମୁକ୍‌ଠାରେ ମଙ୍ଗଳବାର ଶେଷ ହୋଇଥିବା ଆଭାଜ୍ଞାନ ମେମୋରିଆଲ ଚେସ୍‌ ଟୁର୍ନାମେଣ୍ଟର ଟାଇଟଲ ବିଜୟୀ ହୋଇଛନ୍ତି। ଫାଇନାଲ ରାଉଣ୍ଡରେ ସେ ସ୍ଥାନୀୟ ଖେଳାଳି ମାନୁଆଲ…

କନ୍ଦନ ମୁର୍ମୁଙ୍କୁ ଗୁରୁଦାୟିତ୍ୱ

ଭୁବନେଶ୍ୱର, ୧୯।୬(ତପନ ସ୍ବାଇଁ): ଅଲ୍‌ ଇଣ୍ଡିଆ ପୋଲିସ (ଏଆଇପି) ଜୁଡୋ କ୍ଲଷ୍ଟର ଚାମ୍ପିୟନଶିପ୍‌ ଚଳିତମାସ ୨୪ରୁ ୩୦ ପର୍ଯ୍ୟନ୍ତ ଆସାମର ଗୁଆହାଟୀରେ ଅନୁଷ୍ଠିତ ହେବ। ଜୁଡୋ ଫେଡେରେଶନ ଅଫ୍‌ ଇଣ୍ଡିଆ ପକ୍ଷରୁ ଓଡ଼ିଶାର କନ୍ଦନ ମୁର୍ମୁଙ୍କୁ ଏହି ପ୍ରତିଯୋଗିତା ପାଇଁ ଜୁରିଭାବେ…

କେବେ ଘୋଷଣା ହେବ କଂଗ୍ରେସ ବିଧାୟକ ଦଳ ନେତା: ପ୍ରଭାରୀ କଲେ ଘୋଷଣା

ଭୁବନେଶ୍ୱର, ୧୯।୬(ସୁନିତ୍‌ ମିଶ୍ର):ଆସନ୍ତା ୩ରୁ ୪ ଦିନ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା କିଏ ହେବେ ତାହା ଘୋଷଣା ହୋଇଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ପ୍ରଭାରୀ ଅଜୟ କୁମାର କହିଛନ୍ତି। ଅନ୍ୟପଟେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ…

ଲିଗ୍‌ ପର୍ଯ୍ୟାୟ ଶେଷ, ଆଜିଠୁ ସୁପର-୮

ଗ୍ରସ୍‌ ଆଇଲେଟ୍‌,୧୯ା୬(ପି.ଟି.): ଟି୨୦ ବିଶ୍ୱକପ୍‌ର ଲିଗ୍‌ ପର୍ଯ୍ୟାୟ ମଙ୍ଗଳବାର ଶେଷ ହୋଇଛି। ନିକୋଲାସ୍‌ ପୁରନଙ୍କ ୯୮ ରନ୍‌ ବଳରେ ଆଫଗାନିସ୍ତାନକୁ ୧୦୪ ରନ୍‌ରେ ପରାସ୍ତ କରିଛି ଓ୍ବେଷ୍ଟଇଣ୍ଡିଜ୍‌। ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ୍‌ ୨୦ ଓଭରରେ ୫ ଉଇକେଟ ହରାଇ ୨୧୮…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri