୪୬ ଦିନରେ ଭାଙ୍ଗିଲା ଅଷ୍ଟ୍ରେଲିଆର ରେକର୍ଡ, ସବୁଠାରୁ ଅଧିକ ରନ୍ କଲା ଭାରତୀୟ ଟିମ୍
ନୂଆଦିଲ୍ଲୀ, ୨୯।୦୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଟିମ୍ ରନ୍ର ବର୍ଷା କରିଛି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଦଳ ୪ ୱିକେଟ୍ ବିନିମୟରେ ୫୨୫ ରନ୍ କରି ୮୯ ବର୍ଷର…
ଶିକ୍ଷକଙ୍କୁ ତାଲା ପକାଇଲେ ଅଭିଭାବକ
ନୀଳଗିରି,୨୯।୬: ବାଲେଶ୍ୱର ଜିଲା ନୀଳଗିରି ଥାନା ରାଉଳଖୁଣ୍ଟା ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ପ୍ରତିବାଦରେ ଶନିବାର ସ୍କୁଲରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ତାଲା ପକାଇ ଅଭିଭାବକ ଆନ୍ଦୋଳନ କରିଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ସ୍କୁଲ ପରିସର ଅପରିଷ୍କାର ରହୁଥିଲା। ଏନେଇ ଅଭିଭାବକଙ୍କ ମହଳରେ ଅସନ୍ତୋଷ…
ଯଦି ଟି-୨୦ ବିଶ୍ୱକପ୍ ଫାଇନାଲ ହାରିଯାଏ ଭାରତ ତେବେ କ’ଣ କରିବେ ରୋହିତ? ଦାଦା ଦେଲେ ଜବାବ
ନୂଆଦିଲ୍ଲୀ,୨୯।୬: ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି -୨୦ ବିଶ୍ୱକପ୍ ୨୦୨୪ର ଫାଇନାଲ ଖେଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହାପୂର୍ବରୁ ରୋହିତ ବ୍ରିଗେଡ ପ୍ରାୟ ସାତ ମାସ ପୂର୍ବରୁ ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ହାରି ଯାଇଥିଲେ। ଏଭଳି ପରିସ୍ଥିତିରେ ଏଥର…
ଝାଡ଼ଖଣ୍ଡରେ ବଡ଼ ପରିବର୍ତ୍ତନ, ହେମନ୍ତ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ
ରାଞ୍ଚି, ୨୯।୦୬: ଝାଡ଼ଖଣ୍ଡ ହାଇକୋର୍ଟ ତଥାକଥିତ ଜମି ଘୋଟାଲା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ଶୁକ୍ରବାର ଜାମିନ୍ ପ୍ରଦାନ କରିଛନ୍ତି । ଫଳରେ ହେମନ୍ତ ସୋରେନ୍ ପୁଣିଥରେ ସକ୍ରିୟ ରାଜନୀତିକୁ ଓହ୍ଲାଇବା ନେଇ ଜଣାପଡ଼ିଛି । ଆଗକୁ ଆସୁଥିବା ବିଧାନସଭା…
ଆପଣ ଜିଓ,ଏୟାରଟେଲ ୟୁଜର୍ସ କି? ୩ ଜୁଲାଇ ପୂର୍ବରୁ କରିନିଅନ୍ତୁ ଏହି ରିଚାର୍ଜ, ହେବ ବଡ଼ ଫାଇଦା
ନୂଆଦିଲ୍ଲୀ,୨୯।୬: ରିଲାଏନ୍ସ ଜିଓ ଏବଂ ଏୟାରଟେଲ ସେମାନଙ୍କ ରିଚାର୍ଜ ଯୋଜନାଗୁଡ଼ିକର ମୂଲ୍ୟ ବୃଦ୍ଧି କରି ଉପଭୋକ୍ତାମାନଙ୍କୁ ବଡ଼ ଝଟକା ଦେଇଛନ୍ତି। ଜିଓ ଯୋଜନାଗୁଡିକର ବର୍ଦ୍ଧିତ ମୂଲ୍ୟ ଆସନ୍ତା ମାସରୁ କାର୍ଯ୍ୟକାରୀ ହେବ। ଏହି ଖବର ଆସିବା ପରେ ଲୋକମାନେ ଚିନ୍ତିତ ଅଛନ୍ତି।…
ତଦନ୍ତ ହେଉ, ସତ ଆପେ ଜଣାପଡ଼ିବ: ମନ୍ତ୍ରୀ ସମ୍ପଦ ସ୍ବାଇଁ
ଭୁବନେଶ୍ୱର, ୨୮।୬(ସୁନିତ୍ ମିଶ୍ର): ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇସେନ୍ସ (କିସ୍)ର ଜଙ୍ଗଲ ଜମି କିସମ ପରିବର୍ତ୍ତନ ନେଇ କିଛି କାର୍ଯ୍ୟାନୁଷ୍ଠାନ ହେବ କି ବୋଲି ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବା…
ଥରୁରଙ୍କ ଏକ୍ସ ପୋଷ୍ଟକୁ ଦେଖି ଫୋନ କଲେ ଏଲଜି, ଜାଣନ୍ତୁ କ’ଣ କହିଲେ
ନୂଆଦିଲ୍ଲୀ,୨୯।୬: ଦିଲ୍ଲୀରେ ପ୍ରାୟ ଦୁଇମାସ ପ୍ରବଳ ଗରମ ପରେ ପ୍ରଥମ ମୌସୁମୀ ବର୍ଷା ଜାତୀୟ ରାଜଧାନୀର ଲୋକଙ୍କୁ ଆଶ୍ୱସ୍ତି ଦେଇଛି। ବର୍ଷା ହେତୁ ଲୋକମାନେ ଆରାମ ଅନୁଭବ କରିଛନ୍ତି, କିନ୍ତୁ ଜୁନ ୨୫ରେ ଗୋଟିଏ ଦିନରେ ୨୨୮ ମିଲିମିଟର ବର୍ଷା ହୋଇ…
ରାଜଧାନୀରେ ପ୍ରବଳ ବର୍ଷା, ୫ ମୃତ
ନୂଆଦିଲ୍ଲୀ, ୨୯।୦୬: ଦେଶର ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ପ୍ରବଳ ବର୍ଷା ହୋଇଛି । ଫଳରେ ରାସ୍ତାଘାଟ ବୁଡ଼ିଯିବା ସହିତ ବିଭିନ୍ନ ସମସ୍ୟା ଉପୁଜିଛି । ଦୀର୍ଘ ୮୮ ବର୍ଷ ପରେ ରାଜଧାନୀରେ ଜୁନ୍ ମାସର ଗୋଟିଏ ଦିନରେ ସର୍ବାଧିକ ବର୍ଷା ହୋଇଛି…
ରାଜନୀତିକୁ ଆସିବେକି ନୀତୀଶଙ୍କ ପୁଅ? ଲଭଲି ଆନନ୍ଦ ଦେଲେ ବଡ ବୟାନ
ପାଟନା,୨୯।୬: ଆସନ୍ତା ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିହାର ବିଧାନସଭା ନିର୍ବାଚନକୁ ନେଇ ବିହାରରେ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି। ଏହି ସମୟରେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କ ରାଜନୀତିରେ ପ୍ରବେଶକୁ ନେଇ ଶିବହର୍…
ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ, ପ୍ରେମିକ: ଆସିଲା କୋର୍ଟଙ୍କ ରାୟ
ସୁନ୍ଦରଗଡ,୨୯।୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସହର ବ୍ରାହ୍ମଣପଡା ଗତିକୃଷ୍ଣ ପୁରୋହିତ ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ଜିଲା ଦୌରାଜଜ୍ ଶୁଭଦର୍ଶୀ ପଟ୍ଟନାୟକ ଏହି ମାମଲାର ଶୁଣାଣି କରି ମୃତକଙ୍କ ସ୍ତ୍ରୀ ସୀତୁ ପଣ୍ଡା (୩୭) ଓ ପଡୋଶୀ ଛତିଶଗଡ…
ସ୍କୁଲ ମଧ୍ୟାହ୍ନଭୋଜନରେ ପୋକରା ଚାଉଳ ଭାତ
ନନ୍ଦାହାଣ୍ଡି,୨୯।୬ (ପ୍ରତୀପ କୁମାର ଦାଶ): ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଦେବା ସରକାରଙ୍କ ଏକ ମହତ ଯୋଜନା। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନରେ ସୁଷମ ଖାଦ୍ୟ ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏହି…
ଆମ୍ବ, ନଡ଼ିଆ, କାଜୁ ବଗିଚା ନାଁରେ ଅର୍ଥ ଆତ୍ମସାତ୍
କୋରେଇ,୨୯।୬(ଚନ୍ଦ୍ରକାନ୍ତ ପତି): କୋରେଇ ବ୍ଲକର ବିଭିନ୍ନ ପଞ୍ଚାୟତ ତଥା ଗାଁ ଗହଳିର ହିତାଧିକାରୀଙ୍କ ନାମରେ ଆମ୍ବ, ନଡ଼ିଆ, କାଜୁ ଆଦି ମିଥ୍ୟା ବଗିଚା ସୃଷ୍ଟି କରି ଉଦ୍ୟାନ ବିଭାଗର କେତେଜଣ କର୍ମଚାରୀ ସମସ୍ତ ଅର୍ଥ ଆତ୍ମସାତ୍ କରିଛନ୍ତି। ଏନେଇ ହୋଇଥିବା ଅଭିଯୋଗ…
Archives


