ଅକ୍ଷତା ମୂର୍ତ୍ତିଙ୍କ ୪୨ ହଜାର ଟଙ୍କାର ଡ୍ରେସକୁ କାହିଁକି କରାଯାଉଛି ଉପହାସ? ସୁନକଙ୍କ ଭାଷଣ ଅପେକ୍ଷା ଅଧିକ ହେଉଛି ଭାଇରାଲ
ଲଣ୍ଡନ,୬।୭: ବ୍ରଟେନ ସାଧାରଣ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ୧୪ବର୍ଷ ପରେ, ଲେବର ପାର୍ଟି କଞ୍ଜରଭେଟିଭ ପାର୍ଟିକୁ ବହୁ ସଂଖ୍ୟାରେ ପରାସ୍ତ କରି ବିଜୟ ଲାଭ କରିଛି। ଡାଉନିଂ ଷ୍ଟ୍ରିଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ…
ସରକାରଙ୍କୁ BJDର ଟାର୍ଗେଟ୍, ପ୍ରମିଳା କହିଲେ ଆନ୍ଦୋଳନ କରିବୁ
ଭୁବନେଶ଼୍ବର, ୦୬।୦୭: ନିର୍ବାଚନ ସମୟରେ ଓଡ଼ିଶାବାସୀଙ୍କୁ ଭାରତୀୟ ଜନତା ପାର୍ଟି ଦେଇଥିବା ପ୍ରତିଶ୍ରୁତିକୁ ନେଇ ବିଜୁ ଜନତା ଦଳର ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟସଚେତକ ପ୍ରତିକ୍ରିୟା ରଖିଛନ୍ତି । ସେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ପ୍ରମିଳା କହିଛନ୍ତି ଯେ…
ଘରକୁ ପଶିଗଲା ଟ୍ରକ୍: ଚାଲିଗଲା ବୃଦ୍ଧାଙ୍କ ଜୀବନ
ରାଇରଙ୍ଗପୁର,୬।୭: ମୟୁରଭଞ୍ଜ ଜିଲା ରାଇରଙ୍ଗପୁରରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ଟକ୍ର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଘର ଭିତରକୁ ପଶି ଯାଇଥିଲା। ଫଳରେ ଟ୍ରକ ଚାପାରେ ଘରେ ଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି।…
ଲାଲୁଙ୍କୁ ଟାର୍ଗେଟ କଲେ ଚିରାଗ
ନୂଆଦିଲ୍ଲୀ,୬।୭: ରାଷ୍ଟ୍ରୀୟ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସରେ ଲାଲୁ ଯାଦବ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ କେନ୍ଦ୍ର ସରକାର ଦୁର୍ବଳ ଏବଂ ଅଗଷ୍ଟ ସୁଦ୍ଧା ଏହି ସରକାର ଭାଙ୍ଗିଯିବ। ତାଙ୍କ ବୟାନ ପରେ ଏକ ରାଜନୈତିକ ଉତ୍ତେଜନା…
ବିପୁଳ ନିଶା ସାମଗ୍ରୀ ଜବତ, ଜଣେ ଗିରଫ
ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାର ଏକ ଘର ଭିତରୁ ୫୦୦ ବୋତଲ କଫସିରପ ଜବତ ହୋଇଛି। କେଶବ ନଗର ଘରେ ଟାଉନ ଥାନା ପୋଲିସର ଅତର୍କିତ ଚଢ଼ାଉ କରିଥିଲା। ସେଠାରୁ ୫୦୦ ବୋତଲ କଫସିରପ, ନିଶା ଇଞ୍ଜେକସନ, ୫୦ ହଜାର ଟଙ୍କା…
ଗୋଟିଏ ହାତରେ ପତାକା, ଅନ୍ୟ ହାତରେ ବିୟର୍ ଧରି ସ୍ବାଧୀନତା ଦିବସ ପାଳନ କଲେ ମାର୍କ ଜୁକରବର୍ଗ
ଓ୍ବାଶିଂଟନ୍,୬।୭: ଆମେରିକାର ୨୪୮ତମ ସ୍ବାଧୀନତା ଦିବସ ଅବସରରେ ମେଟା ସିଇଓ ମାର୍କ ଜୁକରବର୍ଗ ତାଙ୍କ ହାତରେ ଆମେରିକୀୟ ପତାକା ଧରି ବିୟର ପିଇବା ସମୟରେ ସର୍ଫିଂ କରି ପାଳନ କରିଥିଲେ। ଜୁକରବର୍ଗଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ…
ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ କି ଟିମ୍ ଇଣ୍ଡିଆ ? ଜାଣନ୍ତୁ ଅପଡେଟ୍
ନୂଆଦିଲ୍ଲୀ, ୦୬।୦୭: ଟି-୨୦ ବିଶ଼୍ବକପ୍ରେ ଭାରତୀୟ ଟିମ୍ ଚମତ୍କାର ପ୍ରଦର୍ଶନ କରି ବିଶ଼୍ବ ଚାମ୍ପିୟନ୍ ହୋଇଛି । ୨୯ ଜୁନ୍ରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତ ସାଉଥ୍ ଆଫ୍ରିକାକୁ ୭ ୱିକେଟ୍ରେ ହରାଇ ଟ୍ରଫି ହାସଲ କରିଛି । ଏହି…
ରାତିପାହିଲେ ଘୋଷଯାତ୍ରା; ତିନି ରଥକୁ ବିଜେ ହେଲା ଆଜ୍ଞାମାଳ
ପୁରୀ, ୫।୭(ଅଜିତ୍ କୁମାର ମହାନ୍ତି): ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତେଣୁ ପରମ୍ପରା ଅନୁଯାୟୀ, ଶନିବାର ରଥଖଳାରୁ ଶ୍ରୀମନ୍ଦିର ନିକଟକୁ ତିନିରଥ ଟଣାହେବ। ପଟି ଦିଆଁଙ୍କଠାରୁ ଆଜ୍ଞାମାଳ ଆସି ୩ ରଥରେ ବିଜେ କରାଯାଇଛି । କିଛି ସମୟ ପରେ ରଥଖଳାରୁ…
ଅଲମ୍ପିକ୍ରେ ଭାଗ ନେବେ କି କୋହଲି-ରୋହିତ୍ ? ମୋଦିଙ୍କୁ ରାହୁଲ କହିଲେ…
ନୂଆଦିଲ୍ଲୀ, ୦୬।୦୭: ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟକୋଚ ରାହୁଲ ଦ୍ରାବିଡ଼ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ହୋଇଥିବା ସାକ୍ଷାତ ସମୟରେ ଅଲମ୍ପିକ୍କୁ ନେଇ କଥା ହୋଇଛନ୍ତି। ଆଗାମୀ ଅଲମ୍ପିକ୍ ୨୦୨୮ରେ ହେବାକୁ ଯାଉଛି । ମୋଦିଙ୍କୁ ସେ ବିରାଟ କୋହଲି…
କୁସୁମା ବଙ୍ଗଳା କାହାର: ବଢ଼ୁଛି ଚର୍ଚ୍ଚା, ସ୍ପଷ୍ଟୀକରଣ ରଖିଲେ…
ଯାଜପୁର,୬।୭: ଯାଜପୁର କୁସୁମାରେ ଥିବା ବିବାଦୀୟ ବଙ୍ଗଳାକୁ ନେଇ ଚର୍ଚ୍ଚା ବଢ଼ୁଥିବା ବେଳେ ଏଗୁଡିକ କାହାର ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଶନିବାର ଏହି ବିଳାସପୂର୍ଣ୍ଣ ବଙ୍ଗଳାଗୁଡିକ ସମ୍ପର୍କରେ ପୌରପାଳିକା ସ୍ପଷ୍ଟୀକରଣ ରଖିଛି । ଖବରଦାତା ସମ୍ମିଳନୀରେ ପୌରପାଳିକା…
ଆନ୍ଥୋନୀ ଓଡ଼ିଶା ଏଫ୍ସିର ସହକାରୀ କୋଚ୍
ଭୁବନେଶ୍ୱର, ୬।୭(ତପନ ସ୍ବାଇଁ): ଓଡ଼ିଶା ଏଫ୍ସି ଆଗାମୀ ସିଜନ ପାଇଁ ଆନ୍ଥୋନୀ ଫର୍ନାଣ୍ଡିଜ୍ଙ୍କୁ ସହକାରୀ କୋଚ୍ ନିଯୁକ୍ତ କରିଛି। ଫଳରେ ଫ୍ଲୟଡ ପିଣ୍ଟୋଙ୍କ ସ୍ଥାନରେ ସେ ନୂଆ ସହକାରୀ କୋଚ୍ ହୋଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ପିଣ୍ଟୋ ନିଜ ଦାୟିତ୍ୱରୁ ଓହରିବାକୁ…
ଚେସ୍ ମ୍ୟାଚ୍ ଚାଲିଥିବାବେଳେ ହଠାତ୍ ଟଳିପଡିଲେ ପ୍ରସିଦ୍ଧ ଗ୍ରାଣ୍ଡମାଷ୍ଟର
ଢାକା,୬।୭: ବାଂଲାଦେଶର ଟପ ଚେସ ଗ୍ରାଣ୍ଡମାଷ୍ଟର ଖେଳ ସମୟରେ ମୃତ୍ୟୁବରଣ କରିଛନ୍ତି। ବାଂଲାଦେଶର ସବୁଠାରୁ ପ୍ରସିଦ୍ଧ ଚେସ ଗ୍ରାଣ୍ଡମାଷ୍ଟର ଜିଆଉର ରେହମାନଙ୍କ ୫୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ବାଂଲାଦେଶ ଜାତୀୟ ଚାମ୍ପିଅନସିପ ସମୟରେ ଏକ ମ୍ୟାଚ ଖେଳୁଥିବାବେଳେ ରେହମାନଙ୍କର ମୃତ୍ୟୁ…
Archives


