Home Left

ଋତୁସ୍ରାବ ଜନିତ ମାସିକ ଛୁଟିକୁ ନେଇ ବଡ଼ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୭: ଋତୁସ୍ରାବ ଜନିତ ମାସିକ ଛୁଟି ନେଇ ଦୀର୍ଘ ଦିନ ହେବ ଏକ ବିତର୍କ ଚାଲିଛି। ସୁପ୍ରିମକୋର୍ଟ ସୋମବାର ଏନେଇ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସହ ପରାମର୍ଶ କରି ମାସିକ ଛୁଟିରେ ଏକ ମଡେଲ ନୀତି ପ୍ରସ୍ତୁତ କରିବାକୁ…

ଶରଧାବାଲିରେ ପହଞ୍ଚିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ

ପୁରୀ,୮।୯: ବଡ଼ଦାଣ୍ଡରେ ସୋମବାର ସକାଳୁ ପୁଣି ରଥଟଣା ଆରମ୍ଭ ହୋଇଥିଲା। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମରିଚୀକୋଟ ଛକ ନିକଟରେ ଅଟକିଥିବା ତାଳଧ୍ୱଜ ରଥକୁ ଟାଣି ନେଇଥିଲେ। ହେଲେ ମଧ୍ୟାହ୍ନରେ ଶରଧାବାଲିରେ ପହଞ୍ଚିଛି ବଡ଼ଠାକୁରବଳଭଦ୍ରଙ୍କ ତାଳଧ୍ୱଜ ରଥ। ପଛେପଛେ ମା’ ସୁଭଦ୍ରାଙ୍କ ଦର୍ପଦଳନ…

ମମତା ସରକାରଙ୍କୁ ବଡ ଝଟକା

କୋଲକାତା,୮।୭: ସୋମବାର ସୁପ୍ରିମକୋର୍ଟ ପଶ୍ଚିମବଙ୍ଗର ମମତା ସରକାରଙ୍କୁ ଏକ ବଡ ଝଟକା ଦେଇଛନ୍ତି। କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବା ବଙ୍ଗଳା ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ନିଷ୍ପତ୍ତିରେ ହାଇକୋର୍ଟ ସନ୍ଦେଶଖାଲିରେ ମହିଳାଙ୍କ ଯୌନ ଶୋଷଣ, ଜମି ଦଖଲ…

ଗଭୀର ନଦୀରେ ବିୟର ବୋତଲ ଖୋଲି ଦେଲା କୁମ୍ଭୀର, ପୂରା ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ଏହି ଭିଡିଓଟି ଆମେରିକାର ଫ୍ଲୋରିଡା ସହରର। ଭିଡିଓରେ ଦେଖିବାକୁ ମିଳୁଛି ନଦୀର ନୀଳ ଜଳରାଶିରେ ଡଙ୍ଗାରେ…

ଉଦ୍ୟୋଗ ପ୍ରତି ଉତ୍ସାହ ବଢ଼ାଇବାକୁ ଗୁରୁତ୍ୱ

ନୂଆଦିଲ୍ଲୀ,୮।୭: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସର୍ବବୃହତ୍‌ ନିର୍ମାଣ ଉପକରଣ ଉତ୍ପାଦକ କେସ୍‌ ଇଣ୍ଡିଆର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ଲିଡ୍‌ ଜରିଆରେ ଓଡ଼ିଶାର ଗ୍ରାମୀଣ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ସହ ଉଦ୍ୟୋଗ ପ୍ରତି ଯୁବବର୍ଗଙ୍କ ମନରେ ଉତ୍ସାହ ବଢ଼ାଇବାକୁ କମ୍ପାନୀ…

‘ସିଏମ ସାର୍‌ ଆପଣଙ୍କ ସହ ଫଟୋ ଉଠାଇଥାଆନ୍ତି’…

କରନାଲ,୮।୭: ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ହଠାତ୍‌ କରନାଲର ସେକ୍ଟର ୨ରେ ଥିବା ଅଟଳ ପାର୍କରେ ପହଞ୍ଚିଥିଲେ। ସେ ଏକ ସରପ୍ରାଇଝ ଭିଜିଟ କରିବାକୁ ସେଠାକୁ ଯାଇଥିଲେ। କିନ୍ତୁ ଖୋଲାଖୋଲି ଭାବରେ ଲୋକମାନଙ୍କୁ ଏବଂ ବିଶେଷ କରି ପିଲାମାନଙ୍କୁ ଭେଟିଥିଲେ।…

ବଡ଼ଦାଣ୍ଡରେ କୁଢ଼ କୁଢ଼ ପ୍ଲାଷ୍ଟିକ ବୋତଲ, ଅଇଁଠା ଖଲି, ଚପଲ

ଭୁବନେଶ୍ୱର, ୮ା୭: ରବିବାର ସକାଳୁ ସକାଳୁ ବଡ଼ଦାଣ୍ଡରେ ଲାଘିଥିଲା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ। ବଡ଼ଦାଣ୍ଡରେ ପାଦ ଥାପୁ ଥାପୁ ଅନୁଭବ ହୋଇଥିଲା ପ୍ରବଳ ଗରମ ଆଉ ଗୁଳୁଗୁଳି। ଆଉ ଦିନ ବଢିବା ସହିତ ବଢି ଚାଲିଥିଲା ଭକ୍ତଙ୍କ ସଂଖ୍ୟା। ଏହାରି…

ଫ୍ଲୋର ଟେଷ୍ଟରେ ବିଜୟୀ ହେଲେ ହେମନ୍ତ ସୋରେନ

ରାଞ୍ଚି,୮।୭: ସୋମବାର ଠାରୁ ଝାଡ଼ଖଣ୍ଡ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭାରେ ଟ୍ରଷ୍ଟ ଭୋଟ ଜିତିଛନ୍ତି। ହେମନ୍ତ ସୋରେନ ସରକାରଙ୍କ ସପକ୍ଷରେ ୪୫ ଭୋଟ ଦିଆଯାଇଥିଲା ଏବଂ ଏହା ସହ ସୋରେନ ସରକାର…

ଖରିଫ ଚାଷ ପାଇଁ ସାର ନାହିଁ, ଧାର୍ଯ୍ୟ ଦରଠାରୁ ୪ ଶହ ଟଙ୍କା ଅଧିକରେ ହେଉଛି ବିକ୍ରି

ଝରିଗାଁ,୮ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି। ଚାଷୀ ତଳି ପକାଇ ରୋଇବାକୁ ଅପେକ୍ଷା କରିଥିବା ବେଳେ ସାର ଯୋଗାଣ ସମସ୍ୟା ସୃଷ୍ଟି କରିଛି। ଆବଶ୍ୟକ ସାର ଯୋଗାଣ ହେଉ ନ ଥିବାରୁ ଚାଷୀ ବଜାରରୁ ଚଢ଼ାଦରରେ…

ଫ୍ରାନ୍ସ ନିର୍ବାଚନରେ ମାକ୍ରୋନଙ୍କ ଦଳକୁ ବଡ ଝଟକା, ଫଳାଫଳ ପରେ ବଢିଲା ହିଂସା

ପ୍ୟାରିସ,୮।୭: ଫ୍ରାନ୍ସର ସାଧାରଣ ନିର୍ବାଚନରେ ଫେରବଦଳ ହେଖିବାକୁ ମିଳତଛି। ଏଥର ନିର୍ବାଚନରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିନାହାଁନ୍ତି। ନିର୍ବାଚନ ପରେ ନ୍ୟାସନାଲ ଆସେମ୍ଲିରେ ବାମପନ୍ଥୀ ନ୍ୟୁ ପପୁଲାର୍‌ ଫ୍ରଣ୍ଟ (ଏନଏଫପି) ପ୍ରମୁଖ ଶକ୍ତି ଭାବରେ ଉଭା ହେଲା। ଫଳାଫଳ ଆସିବା…

୧୫ ଦିନର ଶିଶୁ କନ୍ୟାକୁ ଜୀବନ୍ତ ପୋତିଦେଲେ

ଇସଲାମାବାଦ,୮।୭: ପାକିସ୍ତାନରୁ ଏକ ଲୋମ ଟାଙ୍କୁରା ଖବର ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ନିଜର ୧୫ ଦିନର ଶିଶୁ କନ୍ୟାକୁ ଜୀବନ୍ତ ପୋତି ଦେଇଛନ୍ତି। ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି। ଏଆରଓ୍ବାଇ ନ୍ୟୁଜ ରିପୋର୍ଟ ଅନୁଯାୟୀ, ଏହି ଭୟଙ୍କର…

ଶତକ ହାସଲ ପରେ ‘ଗୁରୁ’ଙ୍କୁ ଭିଡିଓ କଲ୍‌ କଲେ ଅଭିଷେକ: ଜାଣନ୍ତୁ ତାଙ୍କ ଗୁରୁ କିଏ

ହରାରେ,୮।୭: ଦ୍ୱିତୀୟ ଟି-୨୦ରେ ଭାରତୀୟ ଦଳ ସହଜରେ ଜିମ୍ବାୱେକୁ ପରାସ୍ତ କରିଛି। ଶୁଭମାନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଦଳ ୧୦୦ ରନରେ ଜିତିଥିଲା। ଏହିପରି ୫ ଟି -୨୦ ମ୍ୟାଚ ର ସିରିଜ ୧-୧ରେ ପହଞ୍ଚିଛି। ଜିମ୍ବାୱେ ପ୍ରଥମ ଟି-୨୦ରେ ଭାରତକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri